ଏଇ ଭାରତରେ

ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତରରେ ରାସ୍ତା ନିର୍ମାଣ ଏକ ବଡ଼ ଆହ୍ବାନ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଦୁର୍ଗମ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ରାସ୍ତା ନିର୍ମାଣ କରୁଛନ୍ତି। ମାଓବାଦୀ ପ୍ରବଣ ଅଞ୍ଚଳ ଭାବରେ ଜଣାଶୁଣା ସୁକମା ଜିଲାର କାରିଗୁଣ୍ଡମ ଅଞ୍ଚଳରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି। ସ୍ବାଧୀନତାର ୭୫ ବର୍ଷ ପରେ ଏହି ଅଞ୍ଚଳରେ ରାସ୍ତା ନିର୍ମାଣରେ ଗଁାର ଛୋଟପିଲାମାନେ ଏତେ ଖୁସି ଯେ, ସେମାନେ ନିର୍ମାଣ ହେଉଥିବା ରାସ୍ତାରେ ଠିଆ ହୋଇ ଗୀତ ଗାଇ ନାଚୁଥିବା ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନିଜ ଟୁଇଟର ଆକାଉଣ୍ଟରେ ପିଲାମାନଙ୍କର ଏହି ଭିଡିଓ ଶେୟାର କରିଛନ୍ତି।
ବହୁ ଛୋଟ ପିଲା ‘ରୋଡ ବନା ରେ … ରୋଡ ବନା ରେ … ଗୀତ ଗାଇ ନାଚୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ସଡ଼କ ନିର୍ମାଣରେ ନିୟୋଜିତ କେହି ଜଣେ ବ୍ୟକ୍ତି ପିଲାମାନଙ୍କର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ପିଲାମାନଙ୍କ ପାଇଁ ଗାଁରେ ରାସ୍ତା ନିର୍ମାଣ ଏକ ପର୍ବଠାରୁ କମ୍‌ ନୁହେଁ। କାରିଗୁଣ୍ଡାମ ଗ୍ରାମରେ ଏକ ନୂତନ ରାସ୍ତା ନିର୍ମାଣ ଆରମ୍ଭ ହେବା ସହିତ ପିଲାମାନଙ୍କର ସ୍ବପ୍ନର ଯାତ୍ରା ଆରମ୍ଭ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ଏଠାରେ ୧୧ କିଲୋମିଟର ରାସ୍ତା ନିର୍ମାଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ଭାରତରେ ବହୁ ମହିଳା ଅଟୋରିକ୍ସା ଚଳାଉଛନ୍ତି କିନ୍ତୁ ମଣିପୁରର ଲାଇବି ଓଇନାମ୍‌ ଏମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ। ମଣିପୁରର ପ୍ରଥମ ମହିଳା ଅଟୋଚାଳକ...

ସାହିତ୍ୟର ସଂକଳ୍ପ

ଅରୁଣ କୁମାର ପଣ୍ଡା ହଁ ,ଶହେବାର କହିବି, ସାହିତ୍ୟ ଗୋଟାଏ ସାଧନା-ସାଧନାର ଧାରା। ଏହି ଶବ୍ଦଟିକୁ କିଏ କେବେ ଉଦ୍ଭାବନ କରିଥିଲା କେଜାଣି, ସାହିତ୍ୟ କହିବା...

ଏଇ ଭାରତରେ

ଭାରତରେ ବିଭିନ୍ନ ବର୍ଗରେ ଭିନ୍ନ ଭିନ୍ନ ପରମ୍ପରା ବହୁକାଳରୁ ଚଳିଆସୁଛି। ସେଥିମଧ୍ୟରେ ରାଜସ୍ଥାନର ବାଂଶଓ୍ବାରା ଜିଲା ଡୁଙ୍ଗୁରପୁର ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟରେ ଏକ ଅଜବ ପରମ୍ପରା...

ଭିତରକନିକା ବଞ୍ଚାଅ

ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀସାରା ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଏହା ସମସ୍ତେ ଉପଲବ୍ଧି କଲେଣି। ତଥାପି ମଣିଷ ଚେତୁନାହିଁ। ଜୈବ...

ସରପଞ୍ଚଙ୍କୁ ଜିଲାପାଳ କ୍ଷମତା

ଘାସିରାମ ପଣ୍ଡା ସବୁ ସରପଞ୍ଚ ଏବେ ଜଣେ ଜଣେ ଜିଲାପାଳ। ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ର ଧାରା ୨୨ (ଛ) ଅନୁଯାୟୀ ବିପର୍ଯ୍ୟୟ ବା ଦୁର୍ବିପାକ...

ଏଇ ଭାରତରେ

ଗୋଟିଏ ପଟେ ଶିକ୍ଷାଦାନ ଓ ଅନ୍ୟପଟେ ପରିବେଶ ସୁରକ୍ଷା ପାଇଁ ଚେଷ୍ଟିତ ଜଣେ ଶିକ୍ଷକଙ୍କ ଜୀବନ ଗାଥା ନିଶ୍ଚୟ ପ୍ରେରଣାଦାୟକ। ଏହି ଶିକ୍ଷକ ଜଣକ ହେଉଛନ୍ତି...

ନୀତି କାର୍ଯ୍ୟକାରୀ ହେଉ

ଏବକାର ମାନ୍ଦା ଅର୍ଥ ବ୍ୟବସ୍ଥାରେ ରିୟଲ ଇଷ୍ଟେଟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାସହ ଏହି ସେକ୍ଟର ପ୍ରଚୁର ରୋଜଗାର ସୃଷ୍ଟି କରିଥାଏ। ରିୟଲ ଇଷ୍ଟେଟର ଅନ୍ୟ...

ଏଇ ଭାରତରେ

ଝାଡ଼ଖଣ୍ଡର କନ୍ଦୋନି ସୋରେନଙ୍କ ଅଦମ୍ୟ ସାହସ ଓ ନିଷ୍ଠା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ଲୋକେ ତାଙ୍କୁ କହୁଛନ୍ତି ‘ଜଙ୍ଗଲର ସିଂହୀ’। କନ୍ଦୋନି ତାଙ୍କ ଗାଁ...

Advertisement
Archives

Model This Week