ସମ୍ପାଦକୀୟ

ତିନି ଦଶକରେ ମୂଲ୍ୟବୃଦ୍ଧି ସର୍ବୋଚ୍ଚ

ବଜାରରେ ପ୍ରତିଦିନ ମୂଲ୍ୟବୃଦ୍ଧି ନିଆଁ ଜଳୁଛି। ଗତ ମେ ୧୭ରେ କେନ୍ଦ୍ର ସରକାରଙ୍କ ସରକାରୀ ପରିସଂଖ୍ୟାନରେ ଏହାର କିଛି ପ୍ରତିଫଳନ ଦେଖିବାକୁ ମିଳିଛି। ପାଇକାରୀ ମୂଲ୍ୟ ସୂଚକାଙ୍କ ଏପ୍ରିଲ ମାସରେ ପହଞ୍ଚିଛି ୧୫.୦୮ ପ୍ରତିଶତରେ। ଚାଲୁ ସିରିଜ (୨୦୧୧-୧୨) ଭି’ ଅନୁସାରେ…

ବଡ଼ ସ୍ବପ୍ନ ଦେଖିବାକୁ ହେବ

ବିଜ୍ଞାନ ଓ କାରିଗରି କୌଶଳକୁ ପାଥେୟ କରି ବହୁ ଯୋଗଜନ୍ମା ମନୀଷୀ ବିଶ୍ୱକୁ ଅନେକ ସ୍ବତନ୍ତ୍ର ଉପହାର ଦେଇଯାଇଛନ୍ତି ବିଭିନ୍ନ ଯୁଗରେ। ସେ ମିଶରର ପିରାମିଡ୍‌ ହେଉ କିମ୍ବା ପ୍ୟାରିସ୍‌ର ଆଇଫେଲ ଟାୱାର କିମ୍ବା ଚାଇନାର ଗ୍ରେଟ୍‌ ୱାଲ ଅବା ଭାରତର…

ସମାଧାନ କ୍ଷୀଣ

ମେ ୨୩ରେ ମ୍ୟାନ୍‌ମାରରୁ ରୋହିଙ୍ଗ୍ୟା ମୁସଲମାନମାନେ ଡଙ୍ଗାରେ ମାଲେସିଆ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ମ୍ୟାନ୍‌ମାରରେ ରୋହିଙ୍ଗ୍ୟାମାନଙ୍କୁ ନାଗରିକ ଭାବେ ଗଣା ନ ଯିବା ଓ ଜାତିଗତ ଦଙ୍ଗାର ସମ୍ମୁଖୀନ ହେବା ଯୋଗୁ ସେମାନେ ୨୦୧୭…

ତାଇୱାନ ପରେ

ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ୩ ମାସ ଅତିକ୍ରମ କରିବାକୁ ବସିଛି। ଯୁଦ୍ଧ କେବେ ଶେଷ ହେବ ତାହାର ସଙ୍କେତ ମିଳୁ ନାହିଁ। ଏଭଳି ସ୍ଥଳେ ଏବେ ଯେଉଁ ନୂଆ ଖବରଟି ବିଶ୍ୱବ୍ୟାପୀ ଚର୍ଚ୍ଚାକୁ ଆସିଛି ତାହା ହେଲା…

ଏଇ ଭାରତରେ

କାର୍‌ରେ ଯିବେ ପୁଣି ଅନ୍ୟ କିଛି ସୁବିଧା ମାଗଣାରେ ପାଇବେ! ଏମିତି ବ୍ୟବସ୍ଥା କେଉଁଠି ଦେଖିଛନ୍ତି? କିନ୍ତୁ ଦିଲ୍ଲୀର ଅବଦୁଲ କାଦିରଙ୍କ କାର୍‌ରେ ଗଲେ ଯାତ୍ରୀମାନେ ସୁଖଦ ଅନୁଭବ କଲାଭଳି ଜିନିଷ ଓ ସେବା ମାଗଣାରେ ପାଇପାରିବେ। କାଦିର ଯାତ୍ରୀମାନଙ୍କୁ ଖବରକାଗଜ…

ଭାରତର ଭବିଷ୍ୟତ ସେମିକଣ୍ଡକ୍ଟର

ଡ. ନରେନ୍ଦ୍ର ସେଠୀ ପୂର୍ବରୁ କମ୍ପ୍ୟୁଟରଗୁଡ଼ିକ ଏତେ ବଡ଼ ହେଉଥିଲା ଯେ ଏହା ବଡ଼ ଘର ଆକାର ନେବା ସହିତ ଅନେକ ବିଜୁଳି ଖର୍ଚ୍ଚ କରୁଥିଲା। ଷଷ୍ଠ ଦଶକରେ ନାସା ମୁଖ୍ୟାଳୟର ଆନାରେଲୋଜି କମ୍ପ୍ୟୁଟର ୨କୋଠରି ବିଶିଷ୍ଠ ଆୟତନ ଅଧିକାର କରିଥିଲା।…

ଆଉ ଏକ ଧର୍ମୀୟ ଜାଗରଣ

ସୌଭାଗ୍ୟ ସୁନ୍ଦରରାୟ ଆଇନଗତ ସ୍ତରରେ ରାମ ଜନ୍ମଭୂମି ଆନ୍ଦୋଳନର ଅନ୍ତ ଘଟିଛି ବୋଲି କୁହାଯାଇପାରେ। ତେବେ ଦୀର୍ଘ ୩ ଦଶନ୍ଧି ଧରି ଦେଶରେ ଚାଲିଥିବା ଏକ ଧର୍ମୀୟ ଜାଗରଣର ପରିସମାପ୍ତି ଘଟିଛି ବୋଲି ଯଦି କୁହାଯାଏ ତାହା ଠିକ୍‌ ହେବ ନାହିଁ।…

ନନ୍ଦନକାନନ: ଦଫା ୩୦୭

ଓଡ଼ିଶା ସରକାର କହୁଛନ୍ତି ଯେ, ଆମ ରାଜ୍ୟ ହେଉଛି ଭାରତବର୍ଷର ସବୁଠାରୁ ଅନାବିଷ୍କୃତ ସୌନ୍ଦର୍ଯ୍ୟ ବା ବେଷ୍ଟ କେପ୍ଟ ସିକ୍ରେଟ୍‌। ସେହି ଗୋପନୀୟତାକୁ ଓଡ଼ିଶା ସରକାର ପର୍ଯ୍ୟଟନ ବିଭାଗ ମାଧ୍ୟମରେ ଅନେକ ଅର୍ଥ ଖର୍ଚ୍ଚ କରି ଦେଶବ୍ୟାପୀ ପ୍ରଚାର ଚଳାଇଛନ୍ତି। ଖୁସିଲାଗେ…

ବାଧ୍ୟରେ ନଇଁଛନ୍ତି

ଦେଶରେ ପେଟ୍ରୋଲ ଓ ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧିଜନିତ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ୍‌ ବଢ଼ିଚାଲିଛି। ୨୦୨୨ ମେ’ ୨୧ ସନ୍ଧ୍ୟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଟୁଇଟ୍‌ କରିଥିଲେ, ସରକାର ପେଟ୍ରୋଲ ଉପରୁ ୮ ଟଙ୍କା ଓ…

ବଞ୍ଚିତଙ୍କୁ ଅଣଦେଖା

ନବରଙ୍ଗପୁର ଜିଲା ଉଦୟପୁର ଗ୍ରାମରେ ରାଜୀବ ପାତ୍ର ଓ ତାଙ୍କ ବଡ଼ ଭାଇ ଦେବ ପାତ୍ର ଉଭୟ ଦିବ୍ୟାଙ୍ଗ। ଦେବ ମାନସିକ ଭିନ୍ନକ୍ଷମ ହୋଇଥିବା ବେଳେ ରାଜୀବ ଶାରୀରିକ ଭିନ୍ନକ୍ଷମ। ସରକାରଙ୍କ ନିୟମ ଅନୁଯାୟୀ ଦେବ ମାସକୁ ୫୦୦ ଟଙ୍କା ଭତ୍ତା…

ରାଜନୈତିକ ଅସହିଷ୍ଣୁତା ଓ ପୋଲିସରାଜ୍‌

ଶାସକ ଦଳର ଛତ୍ରଛାୟାରେ ରହିଲେ ପୋଲିସ ଡର ନାହିଁ। ସମ୍ପୃକ୍ତ ପୋଲିସକୁ ଘୁସ୍‌ ଦେବାର ପଇସା ଥିଲେ କୋର୍ଟ କଚେରିକୁ ଡର ନାହିଁ – ଏ ଏକ ଲୋକୋକ୍ତି ହୋଇଗଲାଣି। ଘୁସ୍‌ କାରବାର ଉପରେ ଆଲୋଚନା କରିବା ବୃଥା, ତାହା ତ…

ବାର୍ଦ୍ଧକ୍ୟର ସାହାରା: ପୁରାତନ ପେନ୍‌ସନ

ଘରୋଇକରଣ ବିରୋଧରେ, ନିୟମିତ ଦାବିରେ ସରକାରୀ କର୍ମଚାରୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଉଛନ୍ତି। ପୁଣି ସରକାରୀ ନିର୍ଦ୍ଦେଶନାମା ବିରୋଧରେ ଓ ବେତନ ବୃଦ୍ଧି ପାଇଁ ଧାରଣା ପ୍ରଦର୍ଶନ କରୁଛନ୍ତି। ପ୍ରଶ୍ନ ହେଉଛି, ନୀତି ନିର୍ଦ୍ଧାରଣ ବେଳେ ସରକାର କାହିଁକି ଏପରି ନିଷ୍ପତ୍ତି ନେଉଛନ୍ତି;…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri