ସମ୍ପାଦକୀୟ

ଏଇ ଭାରତରେ

‘ସାଝେ ସ୍ବପ୍ନ’-ନାଁଟି ଶୁଣିବାକୁ ଯେମିତି କାମ ବି ସେମିତି। ଏହା ହେଉଛି ସେହି ଏନ୍‌ଜିଓ, ଯାହା ହିମାଚଳପ୍ରଦେଶ ଗ୍ରାମୀଣ ମହିଳାମାନଙ୍କ ନିଯୁକ୍ତି ସ୍ବପ୍ନ ପୂରଣ କରିବାରେ ଲାଗିଛି। ଏହାର ପ୍ରତିଷ୍ଠାତା ସୁରଭି ଯାଦବ। ସୁରଭି ଉକ୍ତ ଏନ୍‌ଜିଓ ମାଧ୍ୟମରେ ମହିଳାମାନଙ୍କୁ ମାର୍କେଟ…

ଆଶା ଆଶଙ୍କାର ରୂପ ନେଲାଣି

ବୈକୁଣ୍ଠନାଥ ମିଶ୍ର ଆଶା ଓ ଆଶଙ୍କା- ଦୁହେଁ ଭବିଷ୍ୟତର ମାର୍ଗଦର୍ଶିକା ହୋଇଥିଲେ ମଧ୍ୟ ଆଶା ଅସ୍ତିବାଚକ ହୋଇଥିଲା ବେଳେ ଆଶଙ୍କା ନାସ୍ତିତ୍ୱର ପ୍ରତୀକ। ଆଶା ଅତୀତର ସ୍ତମ୍ଭ ଉପରେ ଦଣ୍ଡାୟମାନ ହୋଇ ବର୍ତ୍ତମାନକୁ ଗତିଶୀଳ କରି ଭବିଷ୍ୟତକୁ ଆବାହନ କରେ। କିନ୍ତୁ…

ବିଶ୍ୱରେ ଶକ୍ତିର ସ୍ଥିତି

ଭାନେସା ନାକାଟେ, ରାଚେଲ କିଟେ ସାରା ବିଶ୍ୱରେ ସାଧାରଣ ଜନତା ଏବେ ଦୁଇଟି ବୃହତ୍‌ ଓ ବ୍ୟାପକ ସମସ୍ୟାର ପରିଣତି ଭୋଗ କରୁଛନ୍ତି। ଗୋଟିଏ ପଟେ ସେମାନଙ୍କ ଜୀବନ ଜୀବିକା ଓ ବାସସ୍ଥାନ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବା ସହ ଅତ୍ୟାବଶ୍ୟକ…

ପ୍ରଦୂଷଣ ଭୟାବହତା

ଶେଖ ଫରିଦ୍‌ଉଦ୍ଦିନ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳରେ କିଛିଦିନ ତଳେ ସଂପ୍ରତି ପ୍ରଦୂଷଣର ମାତ୍ରା ଚିନ୍ତାଜନକ ସ୍ଥିତିରେ ପହଞ୍ଚିବା ପରେ ଏହାର ପ୍ରତିକାର ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଥିଲା। ଏବେ ଶୀତକାଳୀନ କୁହୁଡ଼ି ସହ ପ୍ରଦୂଷଣ ଏକ ପ୍ରକାର ସାଙ୍ଘାତିକ…

ଦିବ୍ୟ ଗଣିତ

ବହୁ ସମୟରେ ଲୋକେ ଶୂନକୁ ନେଇ ପ୍ରଶ୍ନ ଉଠାନ୍ତି। ସେମାନେ କହନ୍ତି ଯେ, ଯଦି ଆର୍ଯ୍ୟଭଟ୍ଟ ଶୂନ ଆବିଷ୍କାର କରିଥିଲେ, ତେବେ ତାଙ୍କ ପୂର୍ବରୁ ରାମାୟଣ ଓ ମହାଭାରତ ଯୁଗରେ ଲୋକେ କିଭଳି ରାବଣର ୧୦ ମୁଣ୍ଡ ଓ ଗାନ୍ଧାରୀଙ୍କର ୧୦୦…

ପିଲା ଯାଉଥିଲେ ବାଲିଯାତ୍ରା

ସର୍ବଭାରତୀୟ ସ୍ତରରେ କଟକ ବାଲିଯାତ୍ରାର ସ୍ଥାନ ସ୍ବତନ୍ତ୍ର। ସପ୍ତାହବ୍ୟାପୀ ଏହି ବାଲିଯାତ୍ରାରେ ଆନନ୍ଦ ଓ ମନୋହରର ବିପଣୀରେ ସାମିଲ ହେବା ପାଇଁ ଜନସାଧାରଣଙ୍କ ଭିତରେ ପିଲାମାନେ ସାମିଲ ହୋଇଥାନ୍ତି। ପିଲାମାନଙ୍କ ପାଇଁ ବାଲିଯାତ୍ରାର ମହକ ବି ଏକ ସ୍ବତନ୍ତ୍ର ସ୍ଥାନ ରଖିଥାଏ।…

ବଦଳୁଥିବା ସମୟ

ଯୁଗ ବଦଳୁଛି ଓ ତା’ ସହ ବଦଳୁଛି ଆମ ଚାଲିଚଳନ, ବେଶଭୂଷା, ଖାଦ୍ୟପେୟ, ବୃତ୍ତି ଓ ଆମର ଦୈନନ୍ଦିନ ବ୍ୟବହାରରେ ଆସୁଥିବା ପ୍ରତିଟି ସାମଗ୍ରୀ। ଗତ ତିନି ଦଶନ୍ଧି ଧରି ଏ ସବୁର ପରିବର୍ତ୍ତନ କ୍ଷିପ୍ର ଗତିରେ ଘଟୁଛି। ନବେ ଦଶକରେ…

ଏଇ ଭାରତରେ

ରାଜସ୍ଥାନର ଏକ ଛୋଟ ଗାଁ ବିଳାସପୁର। ଉକ୍ତ ଗାଁର ପାନଦୋକାନୀ ବିଳାସ ରାମ ମଓ୍ବୋଡ ପାନ ବିକ୍ରି କରିବା ସହ ଗାଁକୁ ପ୍ଲାଷ୍ଟିକ୍‌ ମୁକ୍ତ ରଖିବା ଲାଗି ଚଳାଇଥିବା ଅଭିଯାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି। ସେ ପ୍ରତିମାସରେ ୫୦ କେ.ଜି.…

ଏଇ ଭାରତରେ

ଦିନମଜୁରିଆଙ୍କ ଅଭାବୀ ଜୀବନର ଦୁଃଖକୁ ଅନୁଭବ କରିଛନ୍ତି ଦିଲ୍ଲୀର ଦୁଇ ଭାଇ। ସେମାନେ ଦିନମଜୁରିଆମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ବ୍ରିଗେଡିୟର ପ୍ରେମ୍‌ଜିତ ସିଂ ପାନେସର ଓ କରମ୍‌ଜିତ ସିଂ ‘ବୀରଜିକା ଡେରା’ର ସ୍ବେଚ୍ଛାସେବୀମାନଙ୍କ ସାହାଯ୍ୟରେ ମେଡିକାଲ କ୍ୟାମ୍ପ ଆୟୋଜନ…

ପ୍ରଶ୍ନ ପଚାରିବାର ଅଭ୍ୟାସ

ଡ. ନିରଞ୍ଜନ ମିଶ୍ର   ଓଡ଼ିଆମାନଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆମେ ଅନେକ ନାମରେ ଡାକିଥାଉ। ଯଥା- କାଳିଆ ସାଆନ୍ତ, ଅଧାଗଢ଼ା ଦିଅଁ, ଦାରୁବ୍ରହ୍ମ, ଭାବଗ୍ରାହୀ ଇତ୍ୟାଦି। ସତରେ ତାଙ୍କ କଥା ଭାବିଲେ ଓ ତାଙ୍କ ଜଣାଣ ଶୁଣିଲେ ଭାବ…

ନିରର୍ଥକ ହଲ୍ଲାଗୁଲ୍ଲା

ନାରାୟଣ ମିଶ୍ର   ଏବେ ପ୍ରତି ୨/୩ ମାସରେ ଥରେ ବାରମ୍ବାର ଶ୍ରେଷ୍ଠ ପୁରସ୍କାର ପାଉଥିବା ଆମ ରାଜ୍ୟରେ ଗୋଟାଏ ଲେଖାଁ ଜଘନ୍ୟ ହତ୍ୟାକାଣ୍ଡ, ଦୁଷ୍କର୍ମ, ହତ୍ୟା ଇତ୍ୟାଦି ଘଟି ଚାଲିଛି। କୌଣସି ଏକ ପାଶବିକ, ଅମାନୁଷିକ, ବର୍ବରୋଚିତ ଘଟଣା ଲୋକଲୋଚନକୁ…

ବଟୁଆ ଖୋଲୁନାହାନ୍ତି

ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ବାତ୍ୟା, ବନ୍ୟା, ମରୁଡ଼ି, ବନାଗ୍ନି, ହିମ ଓ ଭୂସ୍ଖଳନ ଏବଂ ସମୁଦ୍ର ଜଳପତ୍ତନ ବୃଦ୍ଧି ଘଟି ବ୍ୟାପକ ଧନଜୀବନ କ୍ଷତି ହେଉଛି। ଏହାସହ ଜଳବାୟୁଜନିତ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ି ପାଶ୍ଚାତ୍ୟରେ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?