ଚିତ୍ରଣ ସାମ୍ବାଦିକା
ଖବରକାଗଜ, ପତ୍ରିକା, ଗୀତ ସଂଯୋଜନା, ଅନ୍ଲାଇନ ସାମ୍ବାଦିକତା ଓ ସାହିତ୍ୟ ଆଦି କ୍ଷେତ୍ରର ୨୧ଟି ବର୍ଗରେ ଉତ୍କର୍ଷଲାଭ କରିଥିବା ବ୍ୟକ୍ତିଙ୍କୁ ପ୍ରତିବର୍ଷ ପୁଲିଜର ସମ୍ମାନ ପ୍ରଦାନ କରାଯାଇଥାଏ। ହଙ୍ଗେରୀୟ-ଆମେରିକୀୟ ରାଜନୀତିଜ୍ଞ ତଥା ଖବରକାଗଜ ପ୍ରକାଶକ ଯୋଶେଫ୍ ପୁଲିଜର ତାଙ୍କ ଉଇଲ୍ରେ ଉଲ୍ଲେଖ…
ସଂକଟରେ ବନ୍ୟପ୍ରାଣୀ
ଡ. ସିଦ୍ଧାର୍ଥ କାନୁନ୍ଗୋ ସମ୍ପ୍ରତି ହାତୀମୃତ୍ୟୁ ଘଟଣା ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଛି। ପ୍ରାୟ ପ୍ରତ୍ୟେକ ଦିନ କୌଣସି ନା କୌଣସି ସ୍ଥାନରେ ହାତୀମୃତ୍ୟୁ ଶିକାରଜନିତ ହେଉ ବା ଦୁର୍ଘଟଣାଜନିତ ହେଉ ଘଟୁଛି। କେବଳ ହାତୀମୃତ୍ୟୁ ନୁହେଁ, ବାଘ ଓ…
କେବଳ ହତାଶ
ଜାତିସଂଘ ସୁରକ୍ଷା ପରିଷଦରେ ଭିଟୋ ପ୍ରୟୋଗ କରିପାରିବା ଭଳି ଏକ ସ୍ଥାୟୀ ଆସନ ପାଇବା ଅଧିକାର ବୋଲି ଭାରତ କହୁଛି। ତେବେ ଏହି ଅଧିକାର ନ ମିଳିବା ଯୋଗୁ କେବେ କେବେ କ୍ରୋଧ, ଉତ୍ତେଜନା ଏବଂ ହତାଶ ଦେଖାଯାଏ; ଯାହା ଚଳିତ…
ଏଇ ଭାରତରେ
ଇଲେକ୍ଟ୍ରି ବାଇକ୍ ଚଲାଇବେ ଓ ତାହାକୁ ଫୋଲ୍ଡିଂ କରି ରଖିଦେବେ। ଏମିତି ଏକ ବାଇକ୍ ନିର୍ମାଣ କରିଛନ୍ତି ଅହମଦାବାଦର ରାଜ୍ ପଟେଲ। ଏହି ବାଇକ୍ର ଓଜନ ମଧ୍ୟ କମ୍। ସେ ୨୦୧୭ରେ ‘ସ୍ବିଚ୍ ବାଇକ୍ସ ଷ୍ଟାର୍ଟଅପ’୍ ଗଠନ କରି ତା’ମାଧ୍ୟମରେ ଏହାକୁ…
କଣ୍ଢେଇ ନୃତ୍ୟ ଓ ସୃଷ୍ଟି ନାଟକ
ସତ୍ୟବ୍ରତ ପାଣିଗ୍ରାହୀ ନୃତ୍ୟ, କଳା, ସଙ୍ଗୀତର ଭୂମି ଭାରତ। କଳା ଓ ସଂସ୍କୃତିର ଯେ କେବଳ ଗୋଟିଏମାତ୍ର ପରିଚୟ ରହିଛି, ତାହା ନୁହେଁ। ବିଭିନ୍ନ ସ୍ଥାନରେ ବିଭିନ୍ନ ଲୋକକଳା, ଲୋକସଂସ୍କୃତିର ଉଦ୍ଭବ ହୋଇଛି। ବିବିଧତା ମଧ୍ୟରେ ଏକତା, ବହୁ ଲୋକକଳା ମଧ୍ୟରେ…
କଥା ଦୁଇଟି ପଇଡ଼ର
ଡ. ସୁବାସ ଚନ୍ଦ୍ର ପାତ୍ର ମୁଁ ପ୍ରଥମଥର ଦେଖିଥିବା ଜଣେ ଅପରିଚିତ ଯୁବକ କୌଣସି ଆନୁଷ୍ଠାନିକ କାମରେ ଆମ ଘରେ ପହଞ୍ଚିଲା। ତା’ର ମୋଠୁ ଦସ୍ତଖତଟିଏ ସଂଗ୍ରହ କରିବାର ଥିଲା, ଯାହାକୁ ନେଇ ସେ ବିଶ୍ୱବିଦ୍ୟାଳୟରେ ଦେବ। ଦସ୍ତଖତ କରିବା ଥିଲା…
ଜଟିଳ ପ୍ରଶ୍ନ
ବରିଷ୍ଠ ଆଇଏଏସ୍ ଏବଂ ଆଇଏଫ୍ଏସ୍ (ଭାରତୀୟ ବନ ସେବା) ଅଧିକାରୀଙ୍କ କାର୍ଯ୍ୟ ସମ୍ପର୍କରେ ଗୁପ୍ତ ସୂଚନା ପାଇବାର ପଦ୍ଧତି କେନ୍ଦ୍ର ଆପଣାଇଛି। ସେଭଳି ପଦ୍ଧତି ଏବେ ଭାରତୀୟ ରେଲ୍ଓ୍ବରେ ଉତ୍ସାହ ସୃଷ୍ଟି କରିଛି। ରେଲଓ୍ବେ ବୋର୍ଡ ଆରମ୍ଭ କରିଥିବା ଏହି ନୂଆ…
ଏଇ ଭାରତରେ
ଆଜି ମଧ୍ୟ ଦେଶର ଅନେକ ଲୋକ ଦିନକୁ ଦୁଇବେଳା ପେଟପୂରା ଖାଇବାକୁ ପାଉନାହାନ୍ତି। ଏମାନଙ୍କ ଭୋକ ଦୂର କରିବା ଲାଗି ବି ବହୁ ବ୍ୟକ୍ତି ସେମାନଙ୍କ ସ୍ତରରେ ଚେଷ୍ଟା କରୁଛନ୍ତି ଓ ଏମାନଙ୍କ ମଧ୍ୟରୁ ଗୁଜରାଟ ଜାମନଗରର ଲାଓଜୀ ଭାଇ ପଟେଲ…
ନବ ଦକ୍ଷିଣପନ୍ଥୀ ଓ ଅଧୋଗତ
ସାଲ୍ଭୋଜ ଜିଜେକ୍ ନିକଟରେ ଉତ୍ତର କୋସୋଭୋରେ ସଙ୍କଟ ପ୍ରକାଶ ପାଇ ଶୀଘ୍ର ଶେଷ ହୋଇଗଲା। ଏହା ପଛର କାରଣ ହେଉଛି, ଏହାକୁ କେହି ବଢ଼ାଇଲେ ନାହିଁ। କିନ୍ତୁ ରୁଷିଆ ବାଲକନ୍ ପ୍ରଚ୍ଛଦରେ ରହି ଏହାକୁ ସଞ୍ଚାଳନ କରି ଉତ୍ତେଜନା ସୃଷ୍ଟି କରି…
ସ୍ବାବଲମ୍ବୀର ପଥ
ଈପ୍ସିତା ମହାନ୍ତି ଆମ ଦେଶରେ ଗାଈ ଏକ ଆର୍ଥିକ ଜୀବରେ ପରିଗଣିତ ହେଉଛି। ଗ୍ରାମାଞ୍ଚଳ ଅର୍ଥନୀତିରେ ଗୋସମ୍ପଦର ଭୂମିକା ଅତି ମୂଲ୍ୟବାନ ସାବ୍ୟସ୍ତ ହୋଇଛି। ଏହା ବିନା ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାରର ଜୀବନଜୀବିକାରେ ଭଟ୍ଟା ପଡ଼ିଯିବ। ଦେଶର ସାମାଜିକ ଓ…
ଏଇ ଭାରତରେ
ଏବେ ମହିଳାମାନେ ସାମାଜିକ ରୂଢ଼ିବାଦୀ ମାନସିକତା ଦୃଷ୍ଟିକୋଣରୁ ବାହାରକୁ ଆସି ସଫଳତାର ନୂଆ ରେକର୍ଡ ସ୍ଥାପନ କରୁଛନ୍ତି। ଦିଲ୍ଲୀ ପରିବହନ ବିଭାଗ (ଡିଟିସି)ରେ ବସ୍ ଡ୍ରାଇଭର ଭାବେ ୧୧ ମହିଳାଙ୍କୁ ନିଯୁକ୍ତି ଦିଆଯିିବା ଏହାର ଉତ୍କୃଷ୍ଟ ଉଦାହରଣ। ଛୋଟ ସହର ଏବଂ…
ତଥାପି ବିଜୟିନୀ
ଡ. ନିଖିଳାନନ୍ଦ ପାଣିଗ୍ରାହୀ ଉପାଧି-ଲାଳସାରୂପ ମହାବ୍ୟାଧି,ହୋଇଛି ସାତ୍ତ୍ୱିକ ଧରମର ବାଦୀ। ଅସର ଝଟକ ହୋଇଅଛି ସାର, ଭଣ୍ଡତାର ବଢ଼ିଯାଇଛି ପ୍ରସାର। କରୁଛନ୍ତି ଲୋକେ ଉପାଧି ଆଶାରେ,ମନୁଷ୍ୟର ପୂଜା ଷୋଡ଼ଶୋପଚାରେ।“ -କବିବର ରାଧାନାଥ ରାୟ (୧୮୪୮-୧୯୦୮), ଦରବାର। ରାଧାନାଥଙ୍କ ଏହି ପଦ୍ୟାଂଶରେ ଯାହା…
Archives


