ସମ୍ପାଦକୀୟ

ବିକଳ୍ପ ଦିଶିଲାଣି

ବିହାରରେ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଓ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ୨୦୨୦ରୁ ଚାଲିଆସିଥିବା ମେଣ୍ଟ ସରକାର ୯ ଅଗଷ୍ଟରେ ଭାଙ୍ଗିଯାଇଛି। ନିଜେ ନୀତୀଶ କୁମାର ଏହା ଘୋଷଣା କରି ରାଜ୍ୟପାଳ ଫାଗୁ ଚୌହ୍ବାନଙ୍କୁ ଭେଟି ନିଜ...

ଏଇ ଭାରତରେ

ଅହମଦାବାଦର ଶିଳ୍ପା ପଟେଲଙ୍କ ପରିବାର ପରିବେଶ ଉପଯୋଗୀ କପଡ଼ା ତିଆରି କରି ପରିବେଶ ସଚେତନତାର ବାର୍ତ୍ତା ଦେଇଆସୁଛନ୍ତି। ଉକ୍ତ ପରିବାର ‘ଛାପା’ ନାମକ ପରିବେଶ ସହନୀୟ ଷ୍ଟାର୍ଟଅପ୍‌ ବ୍ରାଣ୍ଡ୍‌ରେ ଏହାକୁ ପ୍ରସ୍ତୁତ କରୁଛନ୍ତି। ଏଥିରେ ସେମାନେ ବହୁ ପୁରୁଣା ହ୍ୟାଣ୍ଡ...

ଆତ୍ମହତ୍ୟା ପ୍ରବଣତା ଓ ନିରାକରଣ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଗଣମାଧ୍ୟମରେ ନିୟମିତ ଆତ୍ମହତ୍ୟା ସମ୍ପର୍କିତ ଖବର ପ୍ରକାଶ ପାଇବା ଯୋଗୁ ତାହା ସ୍ଥଳବିଶେଷରେ ବିଷମ ସ୍ଥିତି ସୃଷ୍ଟି କରୁଛି। କେଉଁଠି ତଦନ୍ତକୁ ବାଟବଣା କରିବାକୁ ହତ୍ୟାକାରୀମାନେ ଆତ୍ମହତ୍ୟାର ନାଟକ ସୃଷ୍ଟି କରୁଥିବା ବେଳେ କେଉଁଠି...

ଆଦିବାସୀ ଓ ଅଧିକାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ପଦବୀରେ ବସିବାର ସୁଯୋଗ ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ଜାତୀୟ ରାଜନୀତିରେ ଆଦିବାସୀ ପ୍ରସଙ୍ଗଟି ଗତ କିଛିଦିନ ଧରି ଚର୍ଚ୍ଚାରେ ରହି ଆସିଛି। କିନ୍ତୁ ପରିତାପର ବିଷୟ...

ସମୟର ଆହ୍ବାନ

ଡ. ଭାରତ ଭୂଷଣ ରଥ ଅଯୋଧ୍ୟା ନରେଶ ଦଶରଥ ପତ୍ନୀ କୈକେୟୀଙ୍କୁ ତିନିଗୋଟି ବର ପ୍ରଦାନ କରିଥିଲେ। ଦିନ ଆସିଲା, କୈକେୟୀ ଦଶରଥଙ୍କୁ ସେହି ବର ପ୍ରାର୍ଥନା କଲେ। କୈକେୟୀଙ୍କର ପ୍ରଥମ ବର ଥିଲା; ରାମଚନ୍ଦ୍ର ଚତୁର୍ଦ୍ଦଶ ବର୍ଷ ବନବାସ...

ସ ସ ସ

ସର୍ବୋଚ୍ଚରୁ ସର୍ବନିମ୍ନ ସମାନ (ସ ସ ସ)। ଭାରତରେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ବ୍ରିଟେନ୍‌ର ବର୍ମିଂହାମ୍‌ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଆଥ୍‌ଲେଟମାନେ ଅନେକ ପଦକ ଜିତି ନିଜର ଦକ୍ଷତା ଦେଖାଇପାରିଛନ୍ତି।...

ନୀତି ଅନୀତି

ନୂଆଦିଲ୍ଲୀଠାରେ ୭ ଅଗଷ୍ଟରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ ବା ନୀତି ଆୟୋଗର ୭ମ ପରିଚାଳନା ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆହୂତ ହୋଇଥିଲା। ଏଥିରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଏବଂ ବିହାର...

ପଞ୍ଚସ୍ତରି ବର୍ଷର ପତାକା

ଆଉ ସପ୍ତାହକ ପରେ ଆମ ଦେଶ ସ୍ବାଧୀନତାର ଆୟୁଷକୁ ପୂରିବ ପଞ୍ଚସ୍ତରି ବର୍ଷ। ଶହ ଶହ ବର୍ଷ ଧରି ଯେଉଁ ଦେଶର ଆକାଶରେ ଭିନ୍ନ ଭିନ୍ନ ରଙ୍ଗର ପତାକା ଫରଫର ଉଡ଼ି ନିଜ ନିଜର ପରାକ୍ରମ ପ୍ରକାଶ କରୁଥିଲେ ସେ...

ନାହିଁ ଆବେଗ ନା ଅଛି ଆକର୍ଷଣ

ଠିକ୍‌ ଧର୍ମାନ୍ତର ଗ୍ରହଣ କରିବା ପରେ ଆହାର, ବେଶଭୂଷା, ଭଜନକୀର୍ତ୍ତନ ଇତ୍ୟାଦି ବଦଳେଇ ଦେଇଥାଏ ବ୍ୟକ୍ତିବିଶେଷ। ଆଜିର ସମସ୍ୟା ଠିକ୍‌ ସେହିଭଳି ଶିକ୍ଷା ସମାପନ ପରେ ପାସୋର ପଡୁଛି ମନରୁ ପଲ୍ଲୀଭୂମି, ଯାହାର ଶାକ ତଣ୍ଡୁଳରେ ପୁଷ୍ଟ ହୋଇଥିଲା ଶରୀର,...

ଏଇ ଭାରତରେ

ପେଟ୍ରୋଲ-ଡିଜେଲ ଦାମ୍‌ ଆକାଶଛୁଆଁ ହୋଇଛି। ଅପରପକ୍ଷେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଇଲେକ୍ଟ୍ରିକ୍‌ ଯାନ (ଇଭି) କିଣିବା ସଭିଙ୍କ ପାଇଁ ଏକ ଉତ୍ତମ ବିକଳ୍ପ। କିନ୍ତୁ ଏହାର ଦାମ୍‌ ଓ ଚାର୍ଜିଂ ସମସ୍ୟା ବାଧକ...

ମହାକାଶ ଦୌଡ଼

ଚଳିତ ମାସରେ ପାର୍ଲାମେଣ୍ଟରେ କୁହାଗଲା ଯେ, ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଭାରତର ମହତ୍ତ୍ୱାକାଂକ୍ଷୀ ମହାକାଶ ମିଶନ ଉପରେ ବନ୍ଦ ରହିଥିବା ପ୍ରଥମ ପ୍ରଦର୍ଶନଭିତ୍ତିକ ପରୀକ୍ଷଣ ଚଳିତ ବର୍ଷ ଡିସେମ୍ବର ୩୧ ପୂର୍ବରୁ କରିବ। ଏଣୁ ଭାରତର ୯,୦୨୩ କୋଟି...

ଅଭିଜ୍ଞ ନୂଆ ସିଜେଆଇ

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ସ୍ଥାନରେ ଯିଏ ନୂତନ ଭାବେ ଅବସ୍ଥାପିତ ହୋଇଥାଆନ୍ତି, ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ସମସ୍ତେ ଜାଣିବା ଲାଗି ଆଗ୍ରହ ରଖିବା ସ୍ବାଭାବିକ। ଅଗଷ୍ଟ ୨୬ରେ ବର୍ତ୍ତମାନର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଏନ୍‌. ଭି. ରମନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri