ସମ୍ପାଦକୀୟ

ସ୍ବାବଲମ୍ବୀର ପଥ

ଈପ୍ସିତା ମହାନ୍ତି ଆମ ଦେଶରେ ଗାଈ ଏକ ଆର୍ଥିକ ଜୀବରେ ପରିଗଣିତ ହେଉଛି। ଗ୍ରାମାଞ୍ଚଳ ଅର୍ଥନୀତିରେ ଗୋସମ୍ପଦର ଭୂମିକା ଅତି ମୂଲ୍ୟବାନ ସାବ୍ୟସ୍ତ ହୋଇଛି। ଏହା ବିନା ଗ୍ରାମାଞ୍ଚଳରେ ବସବାସ କରୁଥିବା ପରିବାରର ଜୀବନଜୀବିକାରେ ଭଟ୍ଟା ପଡ଼ିଯିବ। ଦେଶର ସାମାଜିକ ଓ…

ଏଇ ଭାରତରେ

ଏବେ ମହିଳାମାନେ ସାମାଜିକ ରୂଢ଼ିବାଦୀ ମାନସିକତା ଦୃଷ୍ଟିକୋଣରୁ ବାହାରକୁ ଆସି ସଫଳତାର ନୂଆ ରେକର୍ଡ ସ୍ଥାପନ କରୁଛନ୍ତି। ଦିଲ୍ଲୀ ପରିବହନ ବିଭାଗ (ଡିଟିସି)ରେ ବସ୍‌ ଡ୍ରାଇଭର ଭାବେ ୧୧ ମହିଳାଙ୍କୁ ନିଯୁକ୍ତି ଦିଆଯିିବା ଏହାର ଉତ୍କୃଷ୍ଟ ଉଦାହରଣ। ଛୋଟ ସହର ଏବଂ…

ତଥାପି ବିଜୟିନୀ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ଉପାଧି-ଲାଳସାରୂପ ମହାବ୍ୟାଧି,ହୋଇଛି ସାତ୍ତ୍ୱିକ ଧରମର ବାଦୀ। ଅସର ଝଟକ ହୋଇଅଛି ସାର, ଭଣ୍ଡତାର ବଢ଼ିଯାଇଛି ପ୍ରସାର। କରୁଛନ୍ତି ଲୋକେ ଉପାଧି ଆଶାରେ,ମନୁଷ୍ୟର ପୂଜା ଷୋଡ଼ଶୋପଚାରେ।“ -କବିବର ରାଧାନାଥ ରାୟ (୧୮୪୮-୧୯୦୮), ଦରବାର। ରାଧାନାଥଙ୍କ ଏହି ପଦ୍ୟାଂଶରେ ଯାହା…

ଭାରତର ଆଦିବାସୀ ଲୋକକଥା

ଦେବଦତ୍ତ ପଟ୍ଟନାୟକ ଭାରତର ପୁରାଣ କଥା ସମ୍ପର୍କରେ କହିବା ସମୟରେ ଆମେ ମୁଖ୍ୟତଃ ବୌଦ୍ଧ, ଜୈନ ଏବଂ ହିନ୍ଦୁ ଧର୍ମର କାହାଣୀ, ପ୍ରତୀକ ଏବଂ ପର୍ବପର୍ବାଣିଗୁଡ଼ିକ ଉପରେ ଧ୍ୟାନ ଦେଇଥାଉ। ଆଲୋଚନାରେ ଏହି ସବୁ ଧର୍ମକୁ ଆମେ ପ୍ରାଧାନ୍ୟ ଦେଉଥିବାବେଳେ ଭାରତର…

ପ୍ରଶ୍ନୋପନିଷଦ୍‌ର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ ଛଅଜଣ ଜିଜ୍ଞାସୁ ଋଷିପୁତ୍ର-ସୁକେଶା, ସତ୍ୟକାମ, ସୌର୍ଯ୍ୟାୟଣୀ, କୌଶଲ୍ୟ, ବୈଦର୍ଭି ଓ କବନ୍ଧୀ- ମହର୍ଷି ପିପ୍ପଳାଦଙ୍କ ଆଶ୍ରମକୁ ଆସି ବ୍ରହ୍ମ ସମ୍ବନ୍ଧରେ ଛଅଗୋଟି ପ୍ରଶ୍ନ ପଚାରିଛନ୍ତି। ଋଷି ପିପ୍ପଳାଦଙ୍କ ପ୍ରଶ୍ନୋତ୍ତର ମାଧ୍ୟମରେ ସେମାନଙ୍କର ଶଙ୍କା ସମାଧାନ କରିଛନ୍ତି,…

ସୁନ୍ଦରୀ ପ୍ରତିଯୋଗିତା

ବ୍ରହ୍ମାଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ବିବାହିତା ମହିଳା ଓ ମା’ମାନେ ଏବେ ଭାଗ ନେଇପାରିବେ। ୭୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଯୁବତୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଆସୁଥିଲେ। ଏହା ସ୍ବାଗତଯୋଗ୍ୟ ଯେ, ଏଥିରେ ବିବାହିତା ମହିଳାଙ୍କୁ ସୁଯୋଗ ମିଳିବ। ବୃଦ୍ଧାମାନଙ୍କୁ ସୁଯୋଗ…

ଅମୃତକାଳର ଜାତିବାଦ ବିଷ

ଗତ ଅଗଷ୍ଟ ପନ୍ଦର ଦିନ ଯେତେବେଳେ ସାରା ଦେଶ ସ୍ବାଧୀନତାର ୭୫ବର୍ଷ ଅବସରରେ ଅମୃତକାଳ ପାଳନ କରୁଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ନିଜର ଭାଷଣ ଜରିଆରେ ଅମୃତକାଳର ଉଦ୍‌ଘୋଷ କରୁଥିଲେ, ତାର ଠିକ୍‌ କିଛି ଘଣ୍ଟା…

ଯାନବାହନର ଯନ୍ତ୍ରଣା

ପ୍ରତ୍ୟେକ ମୋଟରଯାନ ଯାହା ଦୁଇ, ତିନି, ଚାରି ବା ଅଧିକ ସଂଖ୍ୟକ ଚକବିଶିଷ୍ଟ ହୋଇଥାଉନା କାହିଁକି ତା’ର ଗୋଟିଏ ଚେସିସ୍‌ ନମ୍ବର ଥାଏ। ପୁନଶ୍ଚ ଗୋଟିଏ ଇଞ୍ଜିନ ନମ୍ବର ମଧ୍ୟ ଥାଏ। ଚେସିସ୍‌ ନମ୍ବରଟି ୧୭ ଅଙ୍କବିଶିଷ୍ଟ (ବର୍ଣ୍ଣମାଳା ସହ) ହୋଇଥିବା…

ଏଇ ଭାରତରେ

ଦୁନିଆରେ ଅନେକ ଦୃଷ୍ଟି ବାଧିତ କିଛି ନିଆରା କାର୍ଯ୍ୟକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଥିବାବେଳେ ଆନ୍ଧ୍ରପ୍ରଦେଶର ବୋଡୁ ନାଗ ଲକ୍ଷ୍ମୀ ବି ପଛରେ ନାହାନ୍ତି। ଲକ୍ଷ୍ମୀଙ୍କ ବୟସ ୩୦। ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ମାତ୍ର ୫% ରହିଛି। ସେହି…

ଖାତିର ନାହିଁ

ମୁଁ  ୫ ଜଣଙ୍କୁ ହତ୍ୟା କରିଛି। ଦାବି କରିଛନ୍ତି ରାଜସ୍ଥାନ ଅଲଓ୍ବରର ପୂର୍ବତନ ବିଧାୟକ ଜ୍ଞାନଦେବ ଆହୁଜା। ଏହାସତ୍ତ୍ୱେ ମଧ୍ୟ ଆଜି ସିଏ ଜଣେ ସ୍ବାଧୀନ ନାଗରିକ ଭାବେ ବୁଲି ପାରୁଛନ୍ତି। ତାଙ୍କ କହିବା ଅନୁଯାୟୀ ତାଙ୍କ ଦ୍ୱାରା ମରାଯାଇଥିବା ୫…

ଭୟ ଦେଖାଇ ବିରୋଧୀ ଦମନ

ବୟକଟ୍‌ ‘ଲାଲ୍‌ ସିଂହ ଚଢା’। ସଦ୍ୟ ଟୁଇଟର ଓ ଅନ୍ୟାନ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ ହୋଇଥିବା ଏହା ଏକ କ୍ୟାମ୍ପେନ୍‌। ଏହାର ଉଦ୍ଦେଶ୍ୟ ଥିଲା ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ଲାଲ୍‌ ସିଂହ ଚଢାକୁ ଯେପରି ଲୋକମାନେ…

ମାଟିର ମାହାତ୍ମ୍ୟ

ପାଣ୍ଡବମାନେ କୁନ୍ତୀଙ୍କ ସହ ବୁଲୁବୁଲୁ ପହଞ୍ଚିଲେ ଗୋଟିଏ ଜଙ୍ଗଲରେ। ସେମାନେ ସେଠାରେ ବିଶ୍ରାମ ନେଲେ। ପରଦିନ ସକାଳେ ମା’ ପୁଅମାନଙ୍କୁ ପାଖକୁ ଡାକି କହିଲେ,‘ପୁଅ, ମୁଁ ଭାବୁଚି ଆଉ ଥରେ ବିବାହ କରିବି… ମୋ ପାଇଁ ଉପଯୁକ୍ତ ପାତ୍ରଟିଏ ଦେଖ।’ ମା’ଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri