ଏଇ ଭାରତରେ
ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍। ହେଲେ ଆବିଷ୍କାର କରିବାରେ ଇଞ୍ଜିନିୟର କିମ୍ବା ବୈଜ୍ଞାନିକଙ୍କ ସମତୁଲ୍ୟ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଆସାମ ଗୁଆହାଟୀର କନକ ଗୋଗୋଇ। ସେ ଏବେ ଏକ ଛୋଟ ଟ୍ରକ୍ଟର ନିର୍ମାଣ କରିଛନ୍ତି । ଏହାର ଦାମ୍ ୪୦…
ଏଇ ଭାରତରେ
ବିନା ମାଟିରେ ପରିବେଶ ଉପଯୋଗୀ ତଥା ପାରମ୍ପରିକ ପଦ୍ଧତି(ହାଇଡ୍ରୋପୋନିକ)ରେ ୮୦ ପ୍ରତିଶତ ପାଣି ବଞ୍ଚାଇ ଚାଷ କରି ଉଦାହରଣ ସୃଷ୍ଟି କରିଛନ୍ତି ଆଇଆଇଟି ମୁମ୍ବାଇର ଦୁଇ ବନ୍ଧୁ ଅମିତ କୁମାର ଏବଂ ଅଭୟ ସିଂ। ଅନ୍ୟ ପଦ୍ଧତି ତୁଳନାରେ ଏଥିରେ ଚାଷ…
ମରିବାକୁ ବେଳନାହିଁ
ଡ. କୁଳାଙ୍ଗାର ଏବେ ଲୋକମାନେ ଏତେ ବ୍ୟସ୍ତ ଯେ ମରିବାକୁ ବି ବେଳନାହିଁ! ଅତଏବ ବହୁତ ଲୋକଙ୍କୁ ବାଧ୍ୟ ହୋଇ ଜିଇବାକୁ ପଡୁଛି। ବାଧ୍ୟବାଧକତାରେ କ’ଣ କିଛି ହୋଇଥିଲା ଯେ ହେବ? ଅତଏବ ସବୁଆଡ଼େ ନାହିଁ ନାହିଁର ପରିବେଶ। ଯୁଆଡ଼େ…
ଆୟ ବହିର୍ଭୂତ ସମ୍ପତ୍ତି ଦେଶକୁ ବିପତ୍ତି
ଅକ୍ଷୟ କୁମାର ମିଶ୍ର ପ୍ରତିଦିନ ଖବରକାଗଜ ପୃଷ୍ଠାରେ, ଦୂରଦର୍ଶନ ପରଦାର ବ୍ରେକିଂ ନ୍ୟୁଜ୍ରେ କେହି ନା କେହି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଖବର ପରିବେଷଣ ହେବା ଦେଖିବାକୁ ମିଳୁଛି। କେଉଁଠି ଭିଜିଲାନ୍ସ ତ କେଉଁଠି ଆୟକର…
ଆମେ ଦାୟୀ
ଗତବର୍ଷ ସେପ୍ଟେମ୍ବର ପ୍ରାରମ୍ଭରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଓ ଡିସେମ୍ବର ଶେଷ ଆଡ଼କୁ କ୍ରିକେଟର ରିଷଭ ପନ୍ତ ଆହତ ହେବା ପରେ ଦିଲ୍ଲୀରେ ଏବକାର କାର୍ ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣା…
ସେଠି କାହିଁକି
ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ ଓ ଚାଇନା ଜାତିସଂଘର ସ୍ଥାୟୀ ସଦସ୍ୟ ରହିଆସିଛନ୍ତି। ୧୯୩ ସଦସ୍ୟ ବିଶିଷ୍ଟ ଏହି ବିଶ୍ୱ ସଙ୍ଗଠନରେ ୫ ରାଷ୍ଟ୍ର ସେମାନଙ୍କର ପ୍ରଭାବ ବିସ୍ତାର କରିଚାଲିଛନ୍ତି। ତେଣୁ ଜାତିସଂଘରେ ସଂସ୍କାର ଅଣାଯାଇ ଏହାର ସଦସ୍ୟ ସଂଖ୍ୟା ବୃଦ୍ଧି…
ଏଇ ଭାରତରେ
ଜାଳେଣି କାଠର ବିକଳ୍ପ ସ୍ବଚ୍ଛ ଇନ୍ଧନ ଆବିଷ୍କାର କରି ବାୟୁ ପ୍ରଦୂଷଣ ରୋକିବାରେ ସକ୍ରିୟ ଭୂମିକା ନେଉଛନ୍ତି ମହାରାଷ୍ଟ୍ରର ଡ. ପ୍ରିୟଦର୍ଶିନୀ କାର୍ଭେ। ସେ ରହୁଛନ୍ତି ପୁଣେଠାରୁ ପାଖାପାଖି ୧୦୦ କି.ମି. ଦୂର ଫାଲଟନ ସହରରେ। କାର୍ଭେ କୃଷିଜାତ ବର୍ଜ୍ୟରୁ ଜୈବଇନ୍ଧନ…
ମଣିଷ କ’ଣ ବାରମାସୀ ଚଢ଼େଇ
ଇଂ. ମୁରଲୀଧର ହୋତା ଆମେ ସାଧାରଣତଃ ପୁତ୍ରକୁ ପିତାଙ୍କର ପ୍ରତିଛବି ଭାବରେ ମାନି ନେଇଥାଉ। ଏହାର କାରଣ ହେଲା ପିତା-ମାତାଙ୍କର ଗୁଣସୂତ୍ରର ପ୍ରଭାବରୁ ପୁତ୍ରର ଜନ୍ମ। ତେଣୁ ପୁତ୍ରର ରୂପକୁ ଆମେ କହିଥାଉ ପିତୃମାତୃ ପ୍ରଦତ୍ତ ଏବଂ ଈଶ୍ୱର ପ୍ରଦତ୍ତ ମଧ୍ୟ।…
ଭୋରା ସାଗରର ମା’
ଶୈଳେନ୍ଦ୍ର ଦ୍ୱିବେଦୀ ପାଠକେ, ୨୪ ମାର୍ଚ୍ଚ ୨୦୨୦ ରାତି ୮ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୂରଦର୍ଶନରେ ଘୋଷଣା କରିଥିଲେ, କରୋନା ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ମଧ୍ୟରାତ୍ରିଠାରୁ (ମାର୍ଚ୍ଚ ୨୪) ସାରା ଦେଶରେ ଲକ୍ଡାଉନ ଜାରି ହେବ l ଦୋକାନ ବଜାର…
ବିମୁଦ୍ରୀକରଣ: ବିରୋଧୀ ଦାୟୀ
ଭାରତରେ ୮ ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିମୁଦ୍ରୀକରଣ ନିଷ୍ପତ୍ତି ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା ବୋଲି ୨ ଜାନୁୟାରୀ ୨୦୨୩ରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ସେତେବେଳେ ନରେନ୍ଦ୍ର ମୋଦିଙ୍କ ସରକାର ୧୦୦୦ ଏବଂ ୫୦୦ ଟଙ୍କିଆ…
ଏଇ ଭାରତରେ
କମ୍ ବୟସରେ ସ୍ୱାମୀଙ୍କୁ ହରାଇବା ପରେ ଧୈର୍ଯ୍ୟହରା ନ ହୋଇ ଜଣେ ଜୀବନରେ କିଭଳି ସଶକ୍ତ ହୋଇପାରନ୍ତି ତାହାର ବଳିଷ୍ଠ ଦୃଷ୍ଟାନ୍ତ ହେଉଛନ୍ତି ଗୁଣ୍ଟର ନିବାସୀ କୋଣ୍ଡା ଉଷାରାଣୀ। ନୁଟାକି ଗାଁରେ ଜନ୍ମିତ କୋଣ୍ଡା ୧୦ମ ଶ୍ରେଣୀରୁ ଫାଠ ଛାଡ଼ି ଦେଇଥିଲେ…
ମନେପଡ଼େ ବୋଉ
ଛନ୍ଦା ମିଶ୍ର ମୋ ବୋଉର ସ୍ୱରଟି ଭାରି ମିଠା, ଖୁବ୍ ସୁନ୍ଦର ଗୀତ ସେ ଗାଏ ହାରମୋନିୟମ ବଜେଇ। ଆଉ ସେ ଯେତେବେଳେ ଆମକୁ ଶୋଇ ପକାଇ ଧୋରେ ବାଇଆ ଧୋଠାରୁ ନେଇ ମନବୋଧ ଚଉତିଶା ପର୍ଯ୍ୟନ୍ତ ଗାଏ, ମତେ…
Archives


