ସମ୍ପାଦକୀୟ

ଏଇ ଭାରତରେ

ପରିବେଶକୁ କାର୍ବନମୁକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ବି ମହାରାଷ୍ଟ୍ରର ଏକ ଏନ୍‌ଜିଓର ସଫଳତା ଉଦାହରଣ ସୃଷ୍ଟି କରିଛି। ଆୟୁର୍ବେଦିକ୍‌ ଡାକ୍ତର ଦମ୍ପତି ପ୍ରସାଦ ଓ ହର୍ଷଦା ଦେଓଧରଙ୍କ ଦ୍ୱାରା ପ୍ରତିଷ୍ଠିତ ଭଗୀରଥ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ ଦ୍ୱାରା…

ଏଇ ଭାରତରେ

ଲେବର ବ୍ୟାଙ୍କ ବା ଶ୍ରମିକ ବ୍ୟାଙ୍କ ନାଁ କେବେ ଶୁଣିଛନ୍ତି। ଏମିତି ଏକ ବ୍ୟାଙ୍କ ଚାଲିଛି କର୍ନାଟକରେ। ଅନ୍ୟମାନଙ୍କୁ କାମ ଯୋଗାଇ ଅଭାବ ଦୂର କରିବା ଲାଗି ଏହି ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି ଶାମଶୁଦ୍ଧିନ ବଲିଗର। ସେ ରାଣେବେନୁର ସହର ପାଖ…

ଜଙ୍ଗଲ ସ୍କୁଲରେ ମାଛ ଛାତ୍ର

ଡ. ମନୋରଞ୍ଜନ ପ୍ରଧାନ   ସାମାଜିକ ଗଣମାଧ୍ୟମରେ ଏକ ରୋଚକ କାହାଣୀ ପଢ଼ିବାର ସୁଯୋଗ ମିଳିଲା। କାହାଣୀଟି କାଳ୍ପନିକ ହୋଇଥିଲେ ମଧ୍ୟ ବିଷୟବସ୍ତୁ ତଥ୍ୟ ଓ ସତ୍ୟ ଉପରେ ଆଧାରିତ ଯାହାକି ଚିନ୍ତନଶୀଳ ଓ ଶିକ୍ଷଣୀୟ। କାହାଣୀର ସଂକ୍ଷିପ୍ତ ଅବତାରଣା କରୁଛୁ।…

କାଠଗଡ଼ାରେ ରାଜ୍ୟପାଳ ପଦବୀ

ସୌଭାଗ୍ୟ ସୁନ୍ଦରରାୟ   ‘ରାଜନୈତିକ ପ୍ରକ୍ରିୟା ସହ ରାଜ୍ୟପାଳ ଜଡ଼ିତ ହେବା କିମ୍ବା କୌଣସି ସରକାର ପତନରେ ଭାଗୀଦାରି ହେବା ଉଚିତ ନୁହେଁ।’ ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେ ନେତୃତ୍ୱାଧୀନ ସରକାର ପତନ ପରିପ୍ରେକ୍ଷୀରେ ଦେଶର ଶୀର୍ଷ ଅଦାଲତଙ୍କ ଏହି ମନ୍ତବ୍ୟ ଭାରତୀୟ…

ମାନହାନି ଅଡ଼ୁଆ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏମ୍‌ପି ଭାବେ ଅଯୋଗ୍ୟ ଘୋଷଣା କରାଯିବା ପରେ ପାର୍ଲାମେଣ୍ଟରେ ତାଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଛି। ଏହି ଘଟଣା ଏବେ ସମଗ୍ର ଦେଶରେ ପ୍ରମୁଖ ଚର୍ଚ୍ଚିତ ଖବର ପାଲଟିଛି। ବିରୋଧୀମାନେ କୋର୍ଟଙ୍କ ନିଷ୍ପତ୍ତି ରାଜନୈତିକ ଉଦ୍ଦେଶ୍ୟ…

ଏଇ ଭାରତରେ

ଲୁହାକୁ ଯେତେ ପିଟିବ ତାହା ସେତେ ମଜଭୁତ ହେବ- ଏହି କଥାଟିକୁ ସେହି ମହିଳା ଜଣକ ବାରମ୍ବାର ଦୋହରାନ୍ତି ଯିଏ କି ପିଲାଦିନରୁ ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନା କରି ବେଶ୍‌ ମଜଭୁତ ହୋଇପାରିଛନ୍ତି। ଏହି ମହିଳା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ୨୬…

ଗଣିତର ମେସି

ଲୁଇଜ୍‌ କାଫାରେଲି ବୈଦିକ ସମୟରୁ ଆଜିଯାଏ ଗଣିତ ଏକ ଜଟିଳ ବିଷୟ ରହିଆସିଛି। ତାହା କେତେକଙ୍କ ପାଇଁ ସହଜ ହୋଇଥିବା ବେଳେ ଅନେକଙ୍କ ସକାଶେ ଜଟିଳ ହୋଇଥାଏ। ଏ ଦିଗରେ ଗବେଷଣା କରି ଯେଉଁମାନେ ନୂତନ ସମାଧାନ ସୂତ୍ର ବାହାର କରିଥାଆନ୍ତି,…

ଉତ୍ତର ନ ଥିବା ପ୍ରଶ୍ନ

ଚିତ୍ର ଚରିତ୍ର ମଣିଷର ଜ୍ଞାନ ବିଜ୍ଞାନ, ବିଦ୍‌ବତ୍ତା ଓ ବୌଦ୍ଧିକତା ଯେତେ ପ୍ରଖର ହେଲେ ବି କିଛି ଆଧିଭୌତିକ ପ୍ରଶ୍ନ ଚିରକାଳ ତା’ ପାଇଁ ରହସ୍ୟ ହୋଇ ରହିଆସିଛି, ଯାହାର ଉତ୍ତର ଖୋଜିବା ତା’ ପାଇଁ ଏକ ଆହ୍ବାନ ହୋଇ ଛିଡ଼ା…

ରାସ୍ତା ବଦଳାଇବାର ବେଳ

୨୦୧୪ରେ ମନମୋହନ ସିଂ କହିଥିଲେ- ଏହା ମୋର ଦୃଢ଼ ବିଶ୍ୱାସ, ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେଲେ ତାହା ଦେଶ ପାଇଁ ବିପର୍ଯ୍ୟୟ ଆଣିବ। ଏହାର ୪ ବର୍ଷ ପରେ ସେ ପୁଣି କହିଥିଲେ, ଅତ୍ୟଧିକ ଲୋକ ମୋଦିଙ୍କ ଦକ୍ଷତା କିମ୍ବା…

ଅଧିକାରୀଙ୍କୁ ଆପାର୍ଟମେଣ୍ଟ

ବରିଷ୍ଠ ବାବୁ ଓ ପୋଲିସ ଅଧିକାରୀମାନଙ୍କ ପାଇଁ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନିର୍ମାଣ ଲାଗି ମହାରାଷ୍ଟ୍ର ସରକାର ମେରାଇନ ଡ୍ରାଇଭ୍‌ ଥାନାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଥାନା ଜାଗାରେ ଆପାର୍ଟମେଣ୍ଟ ନିର୍ମାଣ କରିବାର ଏଭଳି ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି। ସୂତ୍ରରୁ…

ମହିଳା ସଶକ୍ତୀକରଣର ବଳିଷ୍ଠ ବାହକ

ସୌରଜିତ ପ୍ରଧାନୀ ସମାଜରେ ଏମିତି କିଛି ଉପାଦାନ ଥାଏ, ଯାହା ସବୁବେଳେ ଅବହେଳିତ ହେବା ଦେଖାଦେଇଛି । ପ୍ରତ୍ୟେକ ସମାଜ, ରାଜ୍ୟ ଓ ରାଷ୍ଟ୍ରରେ ମୌଳିକ ଅଧିକାର ରହିଛି, କିନ୍ତୁ ଏହି ଉପାଦାନଗୁଡ଼ିକର ଅଧିକାର ସମ୍ପର୍କରେ ସଚେତନତାର ଅଭାବ ରହିଛି। ଯଦି…

କ୍ଷୁଦ୍ରଶସ୍ୟରେ ହାଇବ୍ରିଡ କାହିଁକି

ବିଚିତ୍ର ବିଶ୍ୱାଳ ଚଳିତ ବର୍ଷ ୨୦୨୩କୁ ଜାତିସଂଘ ତରଫରୁ ଅନ୍ତର୍ଜାତୀୟ ମିଲେଟ୍‌ ବା କ୍ଷୁଦ୍ରଶସ୍ୟର ବର୍ଷ ଭାବେ ପାଳନ କରାଯାଉଥିବା ବେଳେ ଆମ ଦେଶରେ କ୍ଷୁଦ୍ରଶସ୍ୟର ଚାହିଦା ବଢ଼ୁଥିବାର ଦେଖାଯାଉଛି। ସମୟ ଥିଲା ଲୋକମାନେ ଗହମ ଓ ଚାଉଳ ତୁଳନାରେ କ୍ଷୁଦ୍ରଶସ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?