ସମ୍ପାଦକୀୟ

କାର୍ଯ୍ୟାଳୟରେ ହେଲ୍‌ମେଟ

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଡିସେମ୍ବର ୨୦୨୩ ସୁଦ୍ଧା ଏହା ଶେଷ ହୋଇ ଶ୍ରଦ୍ଧାଳୁଙ୍କ ସକାଶେ ଖୋଲାଯିବ ବୋଲି ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ସମୟ ଦେଇସାରିଲେଣି। ଅନ୍ୟପକ୍ଷରେ ସେହି ରାଜ୍ୟର ବାଘପତ୍‌ ଜିଲାର ବାରାଉତ…

ଏଇ ଭାରତରେ

ହିନ୍ଦୁଧର୍ମ ପରମ୍ପରାରେ ହୋଲି ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ପ୍ରତିବର୍ଷ ଦୋଳରେ ଏହାକୁ ଧୁମ୍‌ଧାମରେ ପାଳନ କରାଯାଉଥିବାବେଳେ ଅନେକ ଗାଁ ଅଜବ ବିଶ୍ୱାସକୁ ଆଧାରକରି ହୋଲି ପାଳନ ନ କରିବା ଦେଖାଯାଏ। ଏଭଳି ଦୁଇଟି ଗାଁ ରହିଛି ଛତିଶଗଡ଼ର କୋରବା ଜିଲାରେ। ପ୍ରଥମ…

ମାଇକ୍ରୋ ଫାଇନାନ୍ସ ଓ ମହିଳା ସଶକ୍ତୀକରଣ

ସୌରଜିତ୍‌ ପ୍ରଧାନୀ   ନବେ ଦଶକର ପ୍ରାରମ୍ଭରେ ଭାରତୀୟ ଅର୍ଥନୀତି ଉଦାରୀକରଣରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିଲା ଏବଂ ଆର୍ଥିକ ଅଭିବୃଦ୍ଧିର ଗତି ଉପରମୁହାଁ ହୋଇଥିଲା। କିନ୍ତୁ ବିତର୍କର ବିଷୟ ହେଉଛି- ସମାଜର ପ୍ରତ୍ୟେକ ବର୍ଗରେ ଏହି ଅଭିବୃଦ୍ଧି ପହଞ୍ଚିଛି ନା…

ଏଫ୍‌ବିଆଇ ବି ପଲିଟିକାଲ ହୋଇପାରେ

ସହଦେବ ସାହୁ   ଇଂଲଣ୍ଡ, ଇସ୍ରାଏଲ ଭଳି ଗଣତାନ୍ତ୍ରିକ ଦେଶରେ ପୋଲିସ ପ୍ରଧାନମନ୍ତ୍ରୀଙ୍କୁ ବି ଆଇନଭଙ୍ଗ ଦୋଷରେ ଦଣ୍ଡିତ କରିଥାଏ। କାରଣ ସେଠାରେ ସାଂସଦମାନେ ଓ ସେମାନଙ୍କ ପ୍ରଭାବରେ ସ୍ବଳ୍ପକାଳୀନ ଏକଜିକ୍ୟୁଟିଭ୍‌ (ପ୍ରଶାସନିକ) ହେଡ୍‌ ଅର୍ଥାତ୍‌ ପାଞ୍ଚବର୍ଷୀୟ ମନ୍ତ୍ରୀମାନେ ସେମାନଙ୍କ ଅଧୀନରେ…

ଦ୍ୱିତୀୟ ସାମ୍ମୁଖ୍ୟ

ସାଧାରଣ ନିର୍ବାଚନ ୨୦୨୪ ପାଖେଇ ଆସୁଛି। ଏଥିପାଇଁ ସବୁ ରାଜନୈତିକ ଦଳ ନିଜ ତରିକାରେ ଭୋଟରଙ୍କ ପାଖରେ ପହଞ୍ଚିବା ସକାଶେ ଉଦ୍ୟମ ଜୋରଦାର କଲେଣି। ଭାଜପା ନେତୃତ୍ୱାଧୀନ ସରକାର କେନ୍ଦ୍ରରେ ଆସନ୍ତାବର୍ଷ ଦଶନ୍ଧି ରାଜୁତି ସାରି ଆଗକୁ ବଢ଼ିବା ପାଇଁ ପାଗ…

ଏଇ ଭାରତରେ

ବହୁ ସମୟରେ ଲୋକମାନଙ୍କର ଅଜବ ପସନ୍ଦ ଦେଖିବାକୁ ମିଳେ। କିଏ ପଶୁପକ୍ଷୀଙ୍କ ସହ ରହି ଜୀବନର ଆନନ୍ଦ ନେଉଥିବାବେଳେ କିଏ ଜଳଚର ଜୀବଙ୍କୁ ପାଳି ଖୁସି ହୁଅନ୍ତି। କିନ୍ତୁ ମୁମ୍ବାଇର ପ୍ରିୟଙ୍କା ସିଂଙ୍କ ପସନ୍ଦ ଏ କ୍ଷେତ୍ରରେ ନିଶ୍ଚୟ ଭିନ୍ନ। ସେ…

ବିଶ୍ୱବ୍ୟାଙ୍କର ନୂଆ ମଙ୍ଗୁଆଳ

– ଜିତେନ୍ଦ୍ର କୁମାର ନାୟକ ଆମେରିକାରେ ଶିଖ୍‌ଙ୍କ ବିରୋଧରେ ଘୃଣା ଅପରାଧ ବଢ଼ିଥିବା ବିଷୟ ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ରିପୋର୍ଟ ପ୍ରକାଶ କରିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ ବଂଶୋଦ୍ଭବ…

ଅଭିଭାବକ: ସେଦିନ ଓ ଆଜି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଦିନଥିଲା ମାତାପିତା ପୁତ୍ରକନ୍ୟାଙ୍କୁ ଯେଉଁ ଶିକ୍ଷା ଦେବାକୁ ଚାହୁଁଥିଲେ, ତାହା ଭକ୍ତକବି ମଧୁସୂଦନଙ୍କ ଭାଷାରେ, ”କ୍ଷୁଦ୍ରକୀଟ ଉଇ ଅଳ୍ପ ଅଳ୍ପ କରି ରଚଇ ବାଲ୍ମୀକ ଘର/ ମୁହଁି ସେହିପରି ଯତନେ ସଞ୍ଚତ୍ବି ଧର୍ମଧନ ନିରନ୍ତର।“ ଆଜି ସମୟ…

ସବୁଥିରେ ପଛୁଆ

ଚଳିତ ସପ୍ତାହରେ ଭାରତର ପ୍ରତିଷ୍ଠିତ ନ୍ୟୁଜ୍‌ ଏଜେନ୍ସି ପ୍ରେସ୍‌ ଟ୍ରଷ୍ଟ୍‌ ଅଫ୍‌ ଇଣ୍ଡିଆ ପ୍ରକାଶ କରିଥିଲା ଯେ, ଇଣ୍ଟରନ୍ୟାଶନାଲ ଇଣ୍ଟେଲେକ୍‌ଚୁଆଲ ପ୍ରପର୍ଟି ଇଣ୍ଡେକ୍ସ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୫୫ ଦେଶ ମଧ୍ୟରେ ୪୨ ସ୍ଥାନରେ ରହିଛି। ଉକ୍ତ ରିପୋର୍ଟ ଏହି ପରିପ୍ରେକ୍ଷୀରେ ଭାରତରେ…

ଏଇ ଭାରତରେ

କୁହାଯାଏ ହନୁମାନ ହେଉଛନ୍ତି କଳି ଯୁଗର ଏକମାତ୍ର ଜୀବିତ ଦେବତା। ତାଙ୍କ ଆରାଧନା ଓ ହନୁମାନ ଚାଳିଶା ପଢ଼ିଲେ ବିପତ୍ତି ଟଳିଯାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ସାରା ଦେଶରେ ହନୁମାନଙ୍କ ପୂଜା କରାଯାଉଛି। କିନ୍ତୁ ଉତ୍ତରାଖଣ୍ଡର ଏମିତି ଏକ ଗାଁ…

ଏବେକୁ ଏତେ, ଆଗକୁ କେତେ

ଦ୍ୱିତୀ ଚନ୍ଦ୍ର ସାହୁ ସକାଳର ପାଗ ସ୍ଥାୟୀ ରହେନି। କ୍ରମଶଃ ବଦଳିଯାଏ। ଆଜିକାଲି ପାଗ ସହ ମଣିଷର ଅବସ୍ଥା ବି ସେମିତି। ପାଗ ସହ ମଣିଷକୁ ତୁଳନା କରିବାର ଯଥେଷ୍ଟ କାରଣ ଅଛି। ପାଣିପାଗ ଓ ମଣିଷର ମାନସିକ ଅବସ୍ଥା ସ୍ଥିର…

ତରଳୁଛି ବରଫ

ଡ. ଜୟକୃଷ୍ଣ ପାଣିଗ୍ରାହୀ ଜାତିସଂଘ ସୁରକ୍ଷା ପରିଷଦରେ ସମୁଦ୍ର ପତ୍ତନ ବୃଦ୍ଧି ଉପରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଂଶଗ୍ରହଣ କରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିିଛନ୍ତି ଯେ, ସମୁଦ୍ର ଜଳ ପତ୍ତନ ବୃଦ୍ଧି ସମଗ୍ର ବିଶ୍ୱରେ କୋଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri