ସମ୍ପାଦକୀୟ

ସାର୍‌ ମାଡାମ୍‌ ନୁହେଁ, ଟିଚର

ଭାରତର ଅନ୍ୟତମ ଆଗୁଆ ରାଜ୍ୟ କେରଳ। ଏଣିକି ସେଠାରେ ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରମାନେ ସେମାନଙ୍କର ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ମାଡାମ୍‌ କିମ୍ବା ସାର୍‌ ବଦଳରେ କେବଳ ଟିଚର ସମ୍ବୋଧନ କରିବେ। କେରଳ ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ପକ୍ଷରୁ ଏପରି ଏକ…

ଏଇ ଭାରତରେ

ବହୁ ସମୟରେ ବିଭିନ୍ନ ଅଞ୍ଚଳରେ ସାମାଜିକ କଟକଣା ମହିଳାମାନଙ୍କୁ ସେମାନଙ୍କ ଲକ୍ଷ୍ୟ ହାସଲରେ ବାଧକ ସାଜିଥାଏ; ଯାହା ଘଟିଥିଲା ସୁରଜ ବାଈଙ୍କ ଜୀବନରେ। ରାଜସ୍ଥାନର ରାନ୍ଥମ୍ବୋର ଜାତୀୟ ଉଦ୍ୟାନ ନିକଟ ଏକ ଗାଁରେ ରହନ୍ତି ସୁରଜ। ସେହି ଗାଁରେ ବାଳିକାଙ୍କୁ ଶିକ୍ଷାପ୍ରାପ୍ତ…

ଏଇ ଭାରତରେ

ଭାରତରେ ଶିକ୍ଷା ଓ ଶିକ୍ଷକ ସମସ୍ୟା ଲାଗିରହିଛି। ସରକାରୀ ସ୍ତରରେ ଯେତେ ଯୋଜନା କରାଯାଉଥିଲେ ମଧ୍ୟ ଆଶନୁରୂପକ ସଫଳତା ମିଳିପାରୁ ନାହିଁ। ଏଣୁ ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସହଯୋଗର ହାତ ବଢ଼ାଉଥିବା ବ୍ୟକ୍ତିଗତ ତଥା ଘରୋଇ ସଂସ୍ଥାଗୁଡ଼ିକ ମଧ୍ୟରେ…

ଆମ ଚରିତ୍ର

ନାରାୟଣ ମିଶ୍ର   ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଏକ ପ୍ରାଇଭେଟ୍‌ କମ୍ପାନୀର ମାଲିକ ଆମ ଦେଶକୁ ବୁଲିବାକୁ ଆସିଥିଲେ। ଗାଁଗୁଡ଼ିକର ଦୃଶ୍ୟ, କ୍ଷେତବାଡ଼ି ଓ ଲୋକଙ୍କ ଚାଲିଚଳଣ ଦେଖି ସେ ଅଭୀଭୂତ ହୋଇଯାଇଥିଲେ। ଦିନେ ଦୁଇପଟେ କ୍ଷେତ ଥିବା ଏକ…

ମୁଣ୍ଡକୋପନିଷଦ୍‌ର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ   ଅଥର୍ବ ବେଦର ଶୌନକ ଶାଖାରୁ ଆନୀତ ତିନି ଅଧ୍ୟାୟ ବିଶିଷ୍ଟ ମୁଣ୍ଡକ ଉପନିଷଦର ମନ୍ତ୍ରସଂଖ୍ୟା ଚଉଷଠି। ଗୁରୁଶିଷ୍ୟ ପରମ୍ପରାରେ ଆଧାରିତ ଋଷି ଅଙ୍ଗିରା ଶିଷ୍ୟ ଶୌନକଙ୍କୁ ପ୍ରଦାନ କରିଥିବା ବ୍ରହ୍ମବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଏହି…

ଉତ୍ତରଦାୟିତ୍ୱକୁ ଅସ୍ବୀକାର

ଅରବିନ୍ଦ ସୁବ୍ରମଣ୍ୟନ   ବିଶ୍ୱ ଅର୍ଥନୈତିକ ମଞ୍ଚ (ଓ୍ବାଲର୍‌ଡ ଇକୋନୋମିକ ଫୋରମ)ର ବାର୍ଷିକ ସମ୍ମିଳନୀ ମୁଖ୍ୟତଃ ଡାଭୋସରେ ହୋଇ ଆସୁଛି। ଏଠାରେ ପ୍ରତିଷ୍ଠିତ ଶିକ୍ଷାବିତ ଏବଂ ଖ୍ୟାତନାମା ବ୍ୟକ୍ତିତ୍ୱ ଏକାଠି ହୋଇ ବିଶ୍ୱର ସ୍ଥିତି ସମ୍ପର୍କରେ ମତ ଦେଇଥାନ୍ତି। କିନ୍ତୁ ଏବେ…

ପ୍ରେମଦେବଙ୍କ ପ୍ରତ୍ୟାବର୍ତ୍ତନ

ଭାରତୀୟ ଏବଂ ପୃଥିବୀର ଅନେକ ନାଗରିକ ଏକ ଅଜବ ପ୍ରେମର ଅପ୍ରୀତିକର ତଥା ଅସ୍ବୀକୃତ ବିଚାର ସହ ଅତିଶୟ ଆସକ୍ତ ବୋଲି ମୁଁ ମନେକରେ। ଭାରତୀୟ ସମାଜରେ ପ୍ରେମକୁ ଯଦି ଦେଖିବା ତେବେ ଏଠାରେ ଏମିତି ହୁଏ ଯେଉଁଠି ଜଣେ ପୁରୁଷ…

ବିହନ ବୁଣାରୁ ଅମଳଯାଏ ସଂଘର୍ଷ

ପ୍ରତ୍ୟେକ ବର୍ଷ ଧାନ ବିକ୍ରି ପାଇଁ ଚାଷୀଙ୍କ ସମସ୍ୟା ବଢ଼ିଯାଉଛି। ଧାନକିଣା ସମୟରେ ଚାଷୀଙ୍କୁ ଯେଭଳି ହଇରାଣ ହରକତ ହେବାକୁ ପଡ଼ିଥାଏ, ତାହା ନୂଆ କଥା କିଛି ନ ହେଲେ ବି କିଣା ପୂର୍ବରୁ ଯେଉଁ ନୀତି ନିୟମ ନିର୍ଦ୍ଧାରଣ କରାଯାଇଥାଏ,…

ଋତୁସ୍ରାବ ଛୁଟି

ସମ୍ପ୍ରତି କେରଳ ସରକାର ମହିଳାଙ୍କୁ ମାସିକ କିଛି ଦିନ ପାଉଣାଯୁକ୍ତ ଅବକାଶ ଦେବାର ବ୍ୟବସ୍ଥା ନିମନ୍ତେ ଯୋଜନା କରିଛନ୍ତି। ନାରୀକୁ ଅବଳା, ଦୁର୍ବଳା ବୋଲି ସମ୍ବୋଧନ କରାଗଲେ ମଧ୍ୟ ସେ ଯେଉଁ କାର୍ଯ୍ୟ କରିପାରେ ସେୟା ପୁରୁଷ ଏବଂ ତୃତୀୟ ଲିଙ୍ଗୀ…

ଏଇ ଭାରତରେ

ପତିଙ୍କ ମୃତ୍ୟୁ ପରେ ପତ୍ନୀ ତାଙ୍କୁ ମନେରଖିବା ଲାଗି ଆମ୍ବୁଲାନ୍ସ ସେବା ଚଲାଇବା ନିଶ୍ଚିତ ଭାବେ ପ୍ରେରଣାଦାୟକ। ରାଜକୋଟର ସଙ୍ଗୀତା ହରେଶ ଶାହା ଉକ୍ତ ସେବା ଚଲାଇଛନ୍ତି। ସହରରେ ଯେକୌଣସି ଗରିବ ତଥା ଅସହାୟ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଛନ୍ତି।…

ଏଇ ଭାରତରେ

ନିଜ ଭବିଷ୍ୟତ କଥା ଚିନ୍ତା ନ କରି ପିଲାଙ୍କ ଶିକ୍ଷା ଲାଗି ସବୁ କିଛି ଦାନ କରିଦେଇ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ହୁଚ୍ଚାମ୍ମା ଚୌଦ୍ରି। କର୍ନାଟକ ହାଭେରି ଜିଲା କୁନିକେରି ଗାଁରେ ରହନ୍ତି ହୁଚ୍ଚାମ୍ମା। ସେ ଓ ତାଙ୍କ ସ୍ବାମୀ…

ଶ୍ରେଣୀ ସଂଘର୍ଷର ନିଶାଣ ଭଗବତୀ ଚରଣ

ଡ. ପ୍ରଫୁଲ୍ଲ କୁମାର ସାହୁ ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ, ମୂଲିଆ, ଗରିବ ଓ ଅସହାୟ ମଣିଷର ଅସଲ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଯେତେବେଳେ ସାମ୍ୟବାଦୀ ଆନ୍ଦୋଳନର ନାଁ ଶୁଣିବା ମାତ୍ରେ ଭୟରେ ଥରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri