ଅର୍ଥକରୀ ଫସଲ ଅଫିମ
ଅଫିମ ଓ ଗଞ୍ଜେଇ ଚାଷ କରିବା ଲାଗି ବହୁ ସରକାରୀ କଟକଣା ରହିଛି। ଏଗୁଡ଼ିକରେ ଔଷଧୀୟ ଗୁଣ ଥିଲେ ମଧ୍ୟ ମାଦକଦ୍ରବ୍ୟ ଭାବେ ଏହାର ବହୁଳ ଅପବ୍ୟବହାର କରାଯାଉଥିବାରୁ ଏଭଳି ପ୍ରତିବନ୍ଧକ ଲଗାଯାଇଛି। ବେଆଇନ ଭାବେ ଯେଉଁଠାରେ ଏହି ଚାଷ କରାଯାଉଛି…
ଏଇ ଭାରତରେ
ଡାକ୍ତର ହେବ ତ ଏମିତି, ଯାହା କରୁଛନ୍ତି ଆନ୍ଧ୍ର ପ୍ରଦେଶର ବିନ୍ଦୁ ମେନନ । ଗୋଟିଏ ପଟେ ଚାକିରି ଓ ଅନ୍ୟ ପକ୍ଷରେ ମାଗଣା ରୋଗୀସେବା କରୁଛନ୍ତି ଡା.ବିନ୍ଦୁ। ସେ ନେଲୋରର ନାରାୟଣ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗରେ…
ଗଣତନ୍ତ୍ରରେ କିଏ ମାଲିକ, କିଏ ସେବକ
ଈପ୍ସିତା ମହାନ୍ତି ୱିନ୍ଷ୍ଟନ ଚର୍ଚ୍ଚିଲଙ୍କ ଏକ ପ୍ରସିଦ୍ଧ ବାଣୀ ଥିଲା- ”ଗଣତନ୍ତ୍ର ହେଉଛି ସବୁଠାରୁ ନିକୃଷ୍ଟ ଶାସନ ପଦ୍ଧତି, ଯାହା ପୂର୍ବରୁ ଅନେକ ଥର ପରୀକ୍ଷିତ ହୋଇସାରିଛି।“ ଚର୍ଚ୍ଚିଲ ଏହା ମଧ୍ୟ କହିଥିଲେ ଯେ, ଅତି ସାଧାରଣ ମଣିଷଟିଏ ଭୋଟଦାନ…
ପଢ଼ିବା ମଣିଷତ୍ୱ ଆଣେ
ସହଦେବ ସାହୁ ଆମେ ସମସ୍ତେ ଜାଣିଛୁ, ଯୁକ୍ତରାଷ୍ଟ୍ର ଆମେରିକାର ୧୬ଶ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ (ଜନ୍ମ ୧୨.୦୨.୧୮୦୯-ନିହତ ୧୫.୦୪.୧୮୬୫) ତାଙ୍କ ଦେଶରେ ପ୍ରଚଳିତ କ୍ରୀତଦାସ ପ୍ରଥାର ଅନ୍ତ କରିଥିଲେ। କାରଣ ଆମେରିକାନ୍ମାନଙ୍କ କିଣା ଚାକର ଭାବେ ଆଫ୍ରିକୀୟ କୃଷ୍ଣକାୟମାନେ କିପରି…
ନିର୍ବାଚନ ପାଇଁ ଚଢ଼ାଉ
ନୂଆ ଯୁଗ ବାସ୍ତବରେ ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି (ଭାଜପା) ସାଂସଦ ସଞ୍ଜୟ କାକାପାଟିଲ୍ କହିଥିଲେ, ‘ଯେହେତୁ ମୁଁ ଭାଜପାର ଏମ୍ପି, ସେଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୋ ପଛରେ ଧାଇଁବ ନାହିଁ’। ସେହିଭଳି ଭାବରେ କଂଗ୍ରେସ ଛାଡ଼ି ଭାଜପାରେ…
ଏଇ ଭାରତରେ
ବିଭିନ୍ନ ବ୍ୟାଙ୍କ ବିଷୟରେ ଶୁଣିଛନ୍ତି, ହେଲେ ଅସ୍ଥି ବ୍ୟାଙ୍କ କଥା ଜାଣିଛନ୍ତି କି? ଉତ୍ତରପ୍ରଦେଶରେ ପ୍ରତିଷ୍ଠା ହେଉଛି ଏଭଳି ଏକ ବ୍ୟାଙ୍କ, ଯେଉଁଥିରେ ଅସ୍ଥି ସଂରକ୍ଷିତ ରହିବ। ଯୋଗୀ ଆଦିତ୍ୟନାଥ ସରକାର କରିଥିବା ମୋକ୍ଷ ଯୋଜନାରେ ବାରାଣସୀର ମଣିକର୍ଣ୍ଣିକା ଘାଟରେ ଏହି…
ଲଢ଼ୁଆ ନାୟିକା
ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସରେ ଚର୍ଚ୍ଚିତ ଖବର ମଧ୍ୟରେ ସ୍ଥାନ ପାଇଥିଲେ ଗ୍ରୁପ୍ କ୍ୟାପଟେନ୍ ଶାଲିଜା ଧାମି। ସେ ଓ୍ବେଷ୍ଟର୍ନ ସେକ୍ଟରର ଛାମୁଆ ଯୁଦ୍ଧ ୟୁନିଟ୍ର ନେତୃତ୍ୱ ନେବାରେ ଭାରତୀୟ ବାୟୁସେନା (ଆଇଏଏଫ୍)ର ପ୍ରଥମ ମହିଳା ଅଧିକାରୀ ହୋଇପାରିଛନ୍ତି। ସେ…
ପଛକୁ ଫେରିବାର ସୁଖ
ଅଧ୍ୟାପକ ନିରଞ୍ଜନ ପାଢ଼ୀ କିଏ ଜଣେ କହିଥିଲେ ପରା, ”ଜୀବନ ଆଗକୁ ବଞ୍ଚାଯାଏ ସିନା, ପଛକୁ ଫେରି ଚାହିଁଲେ ଜୀବନକୁ ବୁଝିହୁଏ।“ ତେବେ ଏହି ଭୋଗବାଦୀ ଆଧୁନିକ ସମାଜରେ ସଭିଏ ଯେତେବେଳେ ଜଣେ ଅନ୍ୟ ଜଣଙ୍କର ପ୍ରତିଯୋଗୀ ସାଜି ଆଗକୁ…
ବିଭାଜନ ରାଜନୀତି
ଭାରତରେ ଗୋଟିଏ ରାଜନୈତିକ ଦଳ ଏକଚାଟିଆ ଭାବେ ଧର୍ମାନ୍ଧତା ଓ ପକ୍ଷପାତକୁ ପ୍ରଶ୍ରୟ ଦେଇଛି। ଯଦି ତୁମ ସାଥୀ ଭାରତୀୟମାନଙ୍କ ଉପରେ ହେଉଥିବା ଉତ୍ପୀଡନ ଓ କ୍ରୂରତାକୁ ସମର୍ଥନ କରିବାକୁ ଇଚ୍ଛୁକ ନୁହଁ, ତେବେ ଏହି ଗୋଟିଏ ଦଳକୁ ଛାଡ଼ି ଅନ୍ୟ…
ଏଇ ଭାରତରେ
ସେବା ଲାଗି ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ, ଯାହାର ବାସ୍ତବତା ପ୍ରତିପାଦିତ କରୁଛନ୍ତି ପଶ୍ଚିମବଙ୍ଗ ସୁନ୍ଦରବନର ଡା. ଫାରୁକ୍ ହୁସେନ। ଫାରୁକ୍ ଗରିବ ଲୋକଙ୍କ ଚିକିତ୍ସା କରିବା ଲାଗି ସରକାରୀ ଚାକିରି ଛାଡ଼ି ଦେଇଛନ୍ତି। ବିନା ଦେୟରେ ସେ ଲୋକଙ୍କ ଚିକିତ୍ସା…
ଜଳକଷ୍ଟ
ଅନ୍ତର୍ଯ୍ୟାମୀ ପଟ୍ଟନାୟକ ସହରୀକରଣ, ଖାଦ୍ୟ ଉପତ୍ାଦନର ଚାପ, ଜନସଂଖ୍ୟା ବୃଦ୍ଧି ଏବଂ ନିର୍ମାଣ, ଘରୋଇ ଓ ଶକ୍ତି କ୍ଷେତ୍ରରେ ବଢ଼ୁଥିବା ଚାହିଦା ଯୋଗୁ ୨୦୩୦ ବେଳକୁ ବିଶ୍ୱ ୪୦% ଜଳ ସଙ୍କଟର ସମ୍ମୁଖୀନ ହେବ। ବିଶ୍ୱ ଜଳ ଦିବସରେ ଜାତିସଂଘ ଏହି…
ପ୍ରଗତିଶୀଳ ସାହିତ୍ୟର ଆବଶ୍ୟକତା
ଅଧ୍ୟାପକ ଗୋପବନ୍ଧୁ ବିଶ୍ୱ ସାମାଜିକ ସଂଗ୍ରାମର ଇତିହାସରେ ଯେକୌଣସି ବିପ୍ଳବର ସଫଳତା ପଛରେ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛି ସାହିତ୍ୟ। ୟୁରୋପର ରେନଁାସାଠାରୁ ଆରମ୍ଭ କରି ଫରାସୀ ବିପ୍ଳବ ପର୍ଯ୍ୟନ୍ତ, ଯୁକ୍ତରାଷ୍ଟ୍ର ଆମେରିକାରେ ଦାସତ୍ୱ ପ୍ରଥା ବିରୋଧୀ ଆନ୍ଦୋଳନଠାରୁ ଆରମ୍ଭ କରି…
Archives


