ସମ୍ପାଦକୀୟ

ସେ ତ ଭକତ ଭାବରେ ବନ୍ଧା…

ରଞ୍ଜନ କୁମାର ଦାସ   କାଳେ କାଳେ ସେ ଗୋଟିଏ କଥା ରହିଛି ଯେ, ଭଗବାନ ସବୁବେଳେ ଭକ୍ତର ଭାବରେ ବନ୍ଧା। ଯାହାକୁ ସେ ଥରେ ଭଲ ପାଆନ୍ତି ତାକୁ ଅନ୍ତରରେ ନେଇ ସ୍ଥାନ ଦିଅନ୍ତି। ଧ୍ରୁବଙ୍କଠାରୁ ଆରମ୍ଭକରି ପ୍ରହଲ୍ଲାଦ ଯାଏ…

ବଡ଼ ତ୍ରୁଟି

ଦିଲ୍ଲୀଠାରେ ୨୮ ମେ’ ୨୦୨୩ରେ ଦେଶର ନୂଆ ସଂସଦ ଭବନ ଉଦ୍‌ଘାଟିତ ହୋଇଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ସହର ଯୋଜନାକାରୀଙ୍କ ମତରେ ଯେଉଁ ସ୍ଥାନରେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ କରାଗଲା ସେଠାରେ କୌଣସି ନୂତନତ୍ୱ ଆସିପାରିଲା ନାହିଁ। ଯଦି…

ଏଇ ଭାରତରେ

ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ କୁହାଯାଉଥିଲେ ବି ଅନେକ ସମୟରେ ଶିକ୍ଷକ ପିଲାମାନଙ୍କୁ ଦଣ୍ଡ ଦେଉଛନ୍ତି। ଏହା କୋହଳ ଦଣ୍ଡରେ ସୀମିତ ରହୁଛି। କିନ୍ତୁ ପିଲାଙ୍କ ଚୁଟି କାଟି ଦଣ୍ଡ ଦେବା ବିଷୟ କେବେ ଶୁଣିଛନ୍ତି କି? ଏଭଳି ଘଟଣା ଘଟିଛି…

ଟାଇମ୍‌ ଶେଲ୍‌ଟର ସ୍ରଷ୍ଟା

‘ଟାଇମ୍‌ ଶେଲ୍‌ଟର’। ଓଡ଼ିଆରେ ଅନୁବାଦ କଲେ ଏହା ହେବ ‘ସମୟ ଆଶ୍ରାସ୍ଥଳ ବା ସମୟର ଆଶ୍ରାସ୍ଥଳ’। ୨୦୨୩ ପାଇଁ ଅନ୍ତର୍ଜାତୀୟ ବୁକର୍‌ ପୁରସ୍କାର ପାଇଥିବା ଜିଓର୍ଜି ଗୋସ୍‌ପୋଡିନୋଭଙ୍କ ଏହା ହେଉଛି ଚର୍ଚ୍ଚିତ ଉପନ୍ୟାସ। ଅତୀତକୁ ମନେପକାଇ ଦେଉଥିବା ଏକ କ୍ଲିନିକ୍‌ ଉପରେ…

ଗଞ୍ଜନା ନ ପାଉ ଗଞ୍ଜେଇ

ଡ. ଗୌରୀଶଙ୍କର ସାହୁ     ଭଗବାନ୍‌ ବୁଦ୍ଧଙ୍କ ଚିକିତ୍ସକ ବୈଦ୍ୟରାଜ ଜୀବକ ପ୍ରାଚୀନ ଗୁରୁକୁଳ ତକ୍ଷଶିଳାରେ ସାତବର୍ଷ ଧରି ଆୟୁର୍ବେଦ ଶିକ୍ଷାଲାଭ କରିବା ପରେ ଗୁରୁ ତାଙ୍କୁ ଓ ତାଙ୍କ ସହପାଠୀଙ୍କୁ ଅନ୍ତିମ ଜ୍ଞାନପରୀକ୍ଷା ମୁହୂର୍ତ୍ତରେ ନିର୍ଦ୍ଦେଶ ଦେଲେ, ”ଯାଅ,…

ପରିବର୍ତ୍ତନକୁ ବିରୋଧ

ଆକାର ପଟେଲ   ଭାରତର ସଂସଦରେ ଉତ୍ତମ ମାନର ବିତର୍କ ଦେଖିବାକୁ ମିଳେନାହିଁ। ଏଠାରେ ଗୁରୁତ୍ୱପୂର୍ଣ୍ଣ ଆଇନ ସମ୍ପର୍କିତ ଆଲୋଚନାରେ ସମୟ ଅଭାବ ରହୁଛି ଓ ବକ୍ତବ୍ୟର ଅଧିକାଂଶ ଭାଗରେ କୌଣସି ଅର୍ଥ ରହୁନାହିଁ। ଏହାବ୍ୟତୀତ ଅରାଜକତା ଓ ଅବ୍ୟବସ୍ଥା, ଘୋଡ଼ା…

ନିଯୁକ୍ତି ବିବାଦ

ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୋମେଶ କୁମାରଙ୍କୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଏହାକୁ ନେଇ ବିବାଦ ଦେଖାଯିବା ସହ ବାବୁ ଓ ରାଜନୈତିକ ପରିସରରେ ଚିନ୍ତା ପ୍ରକଟ କରାଯାଇଛି। ଆନ୍ଧ୍ରପ୍ରଦେଶର ୧୯୮୯…

ସାମ୍ବାଦିକତା ଓ କଳ୍ପନା ବିଳାସ

ସମ୍ପ୍ରତି ଗଣମାଧ୍ୟମ ଜନଜୀବନରେ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଛି। ୧୭୮୦ରେ ଭାରତରେ ‘ବେଙ୍ଗଲ ଗେଜେଟ’ ନାମରେ ପ୍ରଥମ ମୁଦ୍ରିତ ଖବରକାଗଜ ପ୍ରକାଶ ପାଇଥିଲା। ତା’ ପୂର୍ବରୁ ୧୭୬୮ରେ ଓଡ଼ିଶାରେ ସାଧୁସୁନ୍ଦର ଦାସ ପ୍ରଥମ ଖବରକାଗଜ ‘କୁଜିବର ପତ୍ର’ ତାଳପତ୍ର ଉପରେ…

ଅସୁରକ୍ଷିତ ଡାକ୍ତର, ଉନ୍ମତ୍ତ ନିଶା

ଅଭାବନୀୟ ଘଟଣାଟିଏ ଦେଖିବାକୁ ମିଳିଛି କେରଳରେ, ଯାହା ପୁଣି ସାବ୍ୟସ୍ତ କରିଦେଲା ଯେ ଡାକ୍ତରମାନଙ୍କ ଜୀବନ ଓ ଜୀବିକା ଉଭୟ ଅସୁରକ୍ଷିତ ଅବସ୍ଥାରେ ଅଛି। ରୋଗୀମାନଙ୍କ ପ୍ରତି ଚିକିତ୍ସାରେ ହେଉ କି ବ୍ୟବହାରରେ ହେଉ ଏତେ ଟିକିଏ ବ୍ୟତିକ୍ରମ ହେଲେ ଡାକ୍ତରମାନଙ୍କୁ…

ଏଇ ଭାରତରେ

ଆଦିବାସୀ ଗ୍ରାମ୍ୟଜୀବନର ଉକତ୍ୃଷ୍ଟ କଳା ଧୀରେ ଧୀରେ ଲୋପ ପାଇଯାଉଛି। ଏହାର ସଂରକ୍ଷଣ ପାଇଁ ସରକାରୀ ସ୍ତରରେ ଚେଷ୍ଟା କରାଯାଉଥିବା ବେଳେ ଏ କ୍ଷେତ୍ରରେ ଜଣେ ଆଦିବାସୀ ମହିଳାଙ୍କ ଅବଦାନ ପ୍ରଶଂସନୀୟ। ମଧ୍ୟପ୍ରଦେଶର ଭିଲାଲ ଆଦିବାସୀ ସମୁଦାୟର ମହିଳା ସାକ୍ଷୀ ଭୟଡିଆ…

ଏଇ ଭାରତରେ

ବାର୍ଦ୍ଧକ୍ୟରେ ବିଭିନ୍ନ ଶାରୀରିକ ଅସୁସ୍ଥତା ଦେଖାଯାଏ। ମୁଖ୍ୟତଃ ପାର୍କିନସନ ଡିଜିଜ୍‌ ବୃଦ୍ଧାବସ୍ଥାରେ ବଡ଼ ସମସ୍ୟା ଭାବେ ଉଭା ହୁଏ। ଏହି ରୋଗୀମାନଙ୍କୁ କେତେକାଂଶରେ ଉପଶମ ଲାଗି ପୁଣେର ହୃଷୀକେଶ ପାଓ୍ବାରଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ। ସେ ମାଗଣାରେ ପାର୍କିନସନ ରୋଗୀଙ୍କୁ ଡ୍ୟାନ୍ସ ଥେରାପି…

ସରକାରୀ ଆବଣ୍ଟନ କେନ୍ଦ୍ର

ଅଞ୍ଜନ ଚାନ୍ଦ ସ୍କୁଲ୍‌ରେ ନୂଆ ଗେଟ୍‌ ତିଆରି ହୋଇଛି। ରଙ୍ଗକାମ ସରିଛି, ନାମ ଲେଖାଯାଇନାହିଁ। ଦିନେ ସକାଳେ ଦେଖିବାବେଳକୁ କିଏ ଜଣେ ଦୁର୍ବୃତ୍ତ ବଡ଼ ବଡ଼ କଳା ଅକ୍ଷରରେ ଲେଖିଦେଇଛି-‘ସରକାରୀ ଆବଣ୍ଟନ କେନ୍ଦ୍ର।’ ତଳେ ଛୋଟ ଅକ୍ଷରରେ-‘ଏଠାରେ ପାଠକୁ ଛାଡ଼ି ଆଉସବୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri