ସମ୍ପାଦକୀୟ

ମଣିଷ ପ୍ରକୃତିକୁ ଫେରୁଛି

ବିଭାବତୀ ଦାଶ   ଜହ୍ନ ଯେତେଦିନ ଯାଏ ମାମୁ ହୋଇ ରହିଥିଲା, ସେତେଦିନ ଯାଏ ଜୀବନ କେତେ ସରଳ, ସ୍ବଚ୍ଛନ୍ଦ, ନିର୍ବିକାର ଥିଲା। ତାରାମାନେ ଥିଲେ ସାଙ୍ଗ। ତାରାକୁ ତାରା ଯୋଡ଼ି ଦା’ବେଣ୍ଟ ପରି ସପ୍ତର୍ଷି ମଣ୍ଡଳକୁ ସଞ୍ଜ ଆକାଶରେ ଖୋଜି…

ବିଧିଶାସ୍ତ୍ର କଷଟିରେ ବିବାହ

ଡ.ଗୌରୀଶଙ୍କର ସାହୁ     ଅତିବଡ଼ୀ ଜଗନ୍ନାଥ ଦାସ ଶ୍ରୀମଦ୍ଭାଗବତ ମହାପୁରାଣର ଦଶମ ସ୍କନ୍ଧ ଦ୍ୱାବିଂଶ ଅଧ୍ୟାୟରେ ଶରତ ଋତୁ ଆଗମନ ମାତ୍ରେ ପଶୁ, ପକ୍ଷୀ, ମାନବୀଙ୍କ ମନରେ ଅଙ୍କୁରିତ ବାସନା ବିଷୟରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ସମୟ ଓ ପ୍ରକୃତି…

ମଣିପୁର ନିଆଁ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଂଖ୍ୟାଗରିଷ୍ଠ ମେଇତି ସମ୍ପ୍ରଦାୟ ଓ ଆଦିବାସୀଙ୍କ ମଧ୍ୟରେ ଲାଗିଥିବା ହିଂସାରେ ୫୫ ଜଣଙ୍କ ପ୍ରାଣହାନି ଘଟିଥିବା ସରକାରୀ ଭାବେ ତଥ୍ୟ ଦିଆଯାଇଛି। ହେଲେ ବେସରକାରୀ ସଂଖ୍ୟା ଅଧିକ ହେବ ବୋଲି କୁହାଯାଉଛି। ଭାରତବର୍ଷର ବିଭିନ୍ନ ପ୍ରାନ୍ତରରେ…

ଏଇ ଭାରତରେ

ବୟସ ୬୦। କିନ୍ତୁ ବେଙ୍ଗାଲୁରୁରେ ଏକ ଶୁଷ୍କ ହ୍ରଦକୁ ପୁନରୁଦ୍ଧାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ରେବତୀ କମାଥ। ସେ ଜଳ ସମସ୍ୟା ସୁଧାରିବା ଲାଗି ସଂଗ୍ରାମ ଜାରି ରଖିବା ସହ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରୁଛନ୍ତି। ବେଙ୍ଗାଲୁରୁର ୨୫…

ବାଫ୍‌ଟା ବିଜୟିନୀ

ମୀରା ସାୟଲ ବ୍ରିଟିଶ୍‌ ଏକାଡେମୀ ଅଫ୍‌ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଆଟର୍‌ସ (ବାଫ୍‌ଟା)। କଳାର ପ୍ରସାର କରୁଥିବା ବିଶ୍ୱର ଏହି ଅଗ୍ରଣୀ ସ୍ବାଧୀନ ଦାତବ୍ୟ ସଂସ୍ଥାର ପୁରସ୍କାର ଉତ୍ସବ ଉପରେ ସମସ୍ତଙ୍କ ନଜର ଥାଏ। ପୁରସ୍କାର ସମାରୋହ ସହିତ ବର୍ଷବ୍ୟାପୀ କଳା…

ନକଲି ସାର୍ଟିଫିକେଟ ଓ ବ୍ୟବସ୍ଥାଗତ ତ୍ରୁଟି

ଅଧ୍ୟାପକ ଗୋପବନ୍ଧୁ ସୁଶାସନ ପାଇଁ ଶାସନଗତ ଦୃଢ଼ତା ଅତ୍ୟନ୍ତ ଜରୁରୀ। ଶାସନ ବ୍ୟବସ୍ଥା ହୁଗୁଳି ଗଲେ ଅରାଜକତା ଦେଖାଦିଏ। ଚାରିଆଡ଼େ ମାଫିଆମାନଙ୍କ ପ୍ରାଦୁର୍ଭାବ ବଢ଼ିଯାଏ। ବ୍ୟବସ୍ଥା ବିରୋଧୀ ଅରାଜକ ତତ୍ତ୍ବ ଆତ୍ମପ୍ରକାଶ କରନ୍ତି। ନିଜ ସ୍ବାର୍ଥପାଇଁ ଏମାନେ ସମାନ୍ତରାଳ ବ୍ୟବସ୍ଥା ଚାଲୁ…

ଚିନ୍ତାଧାରା ବଦଳୁ

ଗୋଆରେ ଏସ୍‌ସିଓ ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ସହ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଯୋଗଦେଇଥିଲେ। ଏହି ଯୁବମନ୍ତ୍ରୀ ଜଣେ କ୍ଷମତାଶାଳୀ ପରିବାର ସଦସ୍ୟ ଭାବେ ଭାରତରେ ଜଣାଶୁଣା। ତାଙ୍କ ମା’ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ, ଯିଏ ଆତଙ୍କବାଦୀଙ୍କ ଗୁଳିରେ…

ଏଇ ଭାରତରେ

ପ୍ରାଣୀଙ୍କ ପ୍ରତି ସମର୍ପିତ ମୁମ୍ବାଇର ହରସିମରନ ବାଲିଆ ଏବଂ ତାଙ୍କ ପରିବାର ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ହରସିମରନ ସଡ଼କରେ ଆହତ ପ୍ରାଣୀ ମୁଖ୍ୟତଃ କୁକୁରମାନଙ୍କୁ ଉଦ୍ଧାର କରି ଘରେ ଆଶ୍ରୟ ଦେଉଛନ୍ତି। ଏହି କାର୍ଯ୍ୟରେ ତାଙ୍କ ପରିବାର ପୂର୍ଣ୍ଣ ସହଯୋଗ…

ସମୟ ସ୍ରୋତରେ ସମ୍ପର୍କ

ଡ. ସୌମ୍ୟା ପରିଡ଼ା କେହି ଜଣେ ପଚାରିଲେ ବଞ୍ଚତ୍ବା ପାଇଁ କ’ଣ କର। କହିଲି ଲେଖାଲେଖି କରେ, ଗଛ ଲଗାଏ, ସାଙ୍ଗସାଥୀଙ୍କୁ ଭେଟେ। ଆଉ ଆପଣ? ସେ କହିଲେ, ମୁଁ କେବଳ କାମ କରେ। ଆଉ କିଛି କରିବାକୁ ସମୟ ହିଁ…

ଶାସିତର ସାହିତ୍ୟ

ମାୟାଧର ନାୟକ ଆମ ଓଡ଼ିଶାରେ ଯେଉଁ ଧରଣର ଧାରା ସାହିତ୍ୟ କ୍ଷେତ୍ରରେ ଦେଖାଦେଉଛି, ସେ ଧାରାକୁ ଆଧୁନିକ ଓ ଉତ୍ତର-ଆଧୁନିକ ବୋଲି ଡିଣ୍ଡିମ ପିଟାଯାଉଛି। ଏ ଡିଣ୍ଡିମ ପିଟୁଛନ୍ତି କେଉଁମାନେ? ବୁଦ୍ଧିଜୀବୀ ଓ ସାହିତ୍ୟର ସମୀକ୍ଷକ ବୋଲାଉଥିବା ଦଳେ ଦାୟିତ୍ୱହୀନ ବ୍ୟକ୍ତି।…

ଦୋଷାରୋପର ଖେଳ

ହାତରେ ମଳ ସଫା କରିବା ଗୁଜରାଟରେ ବେଆଇନ ହୋଇଥିଲେ ବି ଏହି କାର୍ଯ୍ୟ କରିବା ଫଳରେ ରାଜ୍ୟର ବିଭିନ୍ନ ଭାଗରେ ମାର୍ଚ୍ଚରୁ ଏପ୍ରିିଲ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ବାସ୍ତବରେ ଏହି ସଂଖ୍ୟା ଯଥେଷ୍ଟ ବେଶି ହେବ ବୋଲି…

ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ସମସ୍ୟା

ବିକାଶଶୀଳ ଦେଶଗୁଡ଼ିକର ଲୋକଙ୍କ ଜୀବନରେ ବିକାଶ ଲାଗି ପ୍ରତିବର୍ଷ ବିଶ୍ୱ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଦ୍ୱାରା ଅନେକ ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ। ଏହା ସାଧାରଣତଃ ବିଶ୍ୱ ଅର୍ଥ ବ୍ୟବସ୍ଥାର ବାସ୍ତବ ସ୍ଥିତିକୁ ସାମ୍‌ନାକୁ ଆଣିବା ଲାଗି ବିଭିନ୍ନ ସଂଗଠନ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri