ଏଆଇ ନେଉଛି ଚାକିରି
ଖବର ମିଳିଛି ଯେ, ଗତ ମେ’ ମାସରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଯୋଗୁ ଆମେରିକାରେ ୪ ହଜାର ଲୋକଙ୍କୁ ଛଟେଇ କରାଯାଇଛି। ମୁଖ୍ୟତଃ ସ୍ବାସ୍ଥ୍ୟସେବା , ଅର୍ଥ, ପରିବହନ ଏବଂ ଖୁଚୁରା ବ୍ୟବସାୟ କ୍ଷେତ୍ର ଏପର୍ଯ୍ୟନ୍ତ ପ୍ରଭାବିତ…
ଏଇ ଭାରତରେ
ଦାଦନ ଶ୍ରମିକଙ୍କ ଦୟନୀୟ ଜୀବନରେ ଯବନିକା ଆଣି ନୂଆ ଜୀବନ ଜିଇଁବାରେ ସାହାଯ୍ୟ କରୁଛନ୍ତି ଆଇଏଏସ୍ ଅଧିକାରୀ ଆଲ୍ବି ଜନ୍ ଭର୍ଗିସ। ସେ ତାମିଲନାଡୁର ଗ୍ରାମୀଣ ଅଞ୍ଚଳରୁ ଶତାଧିକ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କୁ ଅଧିକ ରୋଜଗାର ଓ ସ୍ବାଧୀନ…
କ୍ୱାଣ୍ଟମ କମ୍ପ୍ୟୁଟର
ଡ.ନରେନ୍ଦ୍ର ସେଠୀ ପାଷାଣ ଯୁଗରେ ମୁନିଆ ପଥରକୁ ବ୍ୟବହାର କରି ପେଟ ପୋଷୁଥିବା ମଣିଷ କେବେ ଭାବି ନ ଥିବ ଯେ ଦିନେ ସେ ଏତେ ବୁଦ୍ଧିମାନ ହୋଇ ସମଗ୍ର ବିଶ୍ୱ ଉପରେ ନିଜ ଆଧିପତ୍ୟ ବିସ୍ତାର କରିବ। ବିଶ୍ୱର…
ପ୍ଲାଷ୍ଟିକ୍କୁ ବାଏ ବାଏ
ଡ. ଜୟକୃଷ୍ଣ ପାଣିଗ୍ରାହୀ ପ୍ଲାଷ୍ଟିକ୍ର ବ୍ୟାପକ ତଥା ଅନିୟନ୍ତ୍ରିତ ବ୍ୟବହାର ସମଗ୍ର ଗ୍ରହକୁ ନକାରାତ୍ମକ ଭାବେ ପ୍ରଭାବିତ କରିଚାଲିଛି। ପୃଥିବୀର କୋଣାନୁକୋଣକୁ ଏସବୁ ପ୍ରଦୂଷିତ କରୁଛି। ଚତୁର୍ଦ୍ଦିଗରେ ଦୃଶ୍ୟମାନ ହେଉଥିବା ପରିତ୍ୟକ୍ତ ପଲିଥିନ ବ୍ୟାଗ୍, ପାଣି ବୋତଲ ଓ ଏକକ…
ଦୃଷ୍ଟି ଏପଟସେପଟ
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାର୍ଚ୍ଚ ୨୦୨୨ରେ ନ୍ୟାଶନାଲ ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ଶନ (ଏନ୍ଏଟିପି) ବା କବଚ କାର୍ଯ୍ୟକାରୀ ହେବା ଅବସରରେ କହିଥିଲେ, ସ୍ଵଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ବ୍ୟବସ୍ଥା ରେଳ ସୁରକ୍ଷା କ୍ଷେତ୍ରରେ ଅପୂର୍ବ ଉନ୍ନତି ଆଣିବ। ଦକ୍ଷିଣ କେନ୍ଦ୍ରୀୟ ରେଳପଥ…
ଏଇ ଭାରତରେ
କୀଟନାଶକ, ରାସାୟନିକ ସାର ଏବଂ ପ୍ଲାଷ୍ଟିିକ୍ ପ୍ରଭାବରେ ମୃତ୍ତିକା ପ୍ରଦୂଷିତ ହେବାରେ ଲାଗିଛି। ଏହାର ଉର୍ବରତା ମଧ୍ୟ ହ୍ରାସ ପାଇଚାଲିଛି। କେଉଁ ମୃତ୍ତିକାରେ କି ପ୍ରକାର ଚାଷ କରାଯିବ ତାହା ଚାଷୀ ଜାଣିବାକୁ ସକ୍ଷମ ହୋଇପାରୁ ନ ଥିବାରୁ ଉପତ୍ାଦନ କମିବା…
ମହାପ୍ରଭୁଙ୍କ ସ୍ନାନ
ଅଜୟ କୁମାର ବେହେରା ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ବା ଦେବସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ବିଜେରେ ଆନନ୍ଦ ବଜାରସ୍ଥିତ ସ୍ନାନମଣ୍ଡପ ବା ସ୍ନାନବେଦୀକୁ ଆସି ବିରାଜନ୍ତି। ଏହି ମଣ୍ଡପରେ ଠାକୁରମାନଙ୍କର ପ୍ରସିଦ୍ଧ ଗଜାନନ ବେଶ ହୋଇଥାଏ।…
ପୁସ୍ତକ ପଠନ, ଜୀବନ ଗଠନ
ଡ. ମନୋରଞ୍ଜନ ପ୍ରଧାନ ପିଲା ବେଳରୁ ବିଭିନ୍ନ ବହି ପଢ଼ିବାର ଆଗ୍ରହ କେମିତି ମୋ ଭିତରେ ଉନ୍ମେଷ ହୋଇଥିଲା ମୋର ମନେନାହିଁ। କିନ୍ତୁ ବହିଟି ପାଇଲେ ଆମୂଳଚୂଳ ପଢ଼ିବାର କ୍ଷୁଧା ଛୋଟ ବେଳରୁ ଆଜିଯାଏଁ ବଳବତ୍ତର ରହିଛି। ଦିନ କର ଘଟଣା।…
ଅବାସ୍ତବ ଭାବନା
ଆକାର ପଟେଲ ଜୁନ୍ ୨ରେ ‘ବାଂଲାଦେଶୀ ଅନୁପ୍ରବେଶକାରୀ ଭାବେ ଅଭିଯୁକ୍ତ ବଙ୍ଗାଳୀ ଦମ୍ପତି ବେଙ୍ଗାଲୁରୁ ଜେଲରୁ ୧୦ମାସ ପରେ ମୁକୁଳିଲେ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହି ଦମ୍ପତି ଥିଲେ ପଳାଶ ଓ ଶୁକ୍ଳା ଅଧିକାରୀ। ସେମାନେ ସ୍ଥାନୀୟ ଜମାନତ…
ଏଇ ଭାରତରେ
କିଛି ନୂତନତ୍ୱ ନିଶାରେ କଲ୍ୟାଣ କୁମାର କଲେଜ ପଢ଼ାରେ ଡୋରି ବାନ୍ଧିଦେଲେ। ପରେ ତାଙ୍କ ପିତାଙ୍କ କମ୍ପାନୀରେ ଏକ ମେଶିନ ତିଆରି କରି ସେଥିରେ ଶସ୍ୟଜାତ ବର୍ଜ୍ୟରୁ କପ୍, ଗିନା ଓ ଚାମଚ ଆଦି ତିଆରି କରୁଛନ୍ତି। ତାମିଲନାଡୁ କୋଏମ୍ବାଟୁର ନିବାସୀ…
ଚମ୍ପାବତୀ ଉପାଖ୍ୟାନ
ଜୟଶ୍ରୀ ପଟ୍ଟନାୟକ ସକାଳୁ ସକାଳୁ ମାଲିକ ଘର ଆଗରେ ଭିଡ଼ ଦେଖି ମୁଁ ଟିକେ ଭୟଭୀତ ହୋଇପଡ଼ିଲି। ଯେତେବେଳେ ଘଟଣା କ’ଣ ଘଟିଛି ତାହା ବୁଝିବାକୁ ଗଲି ଜଣାପଡ଼ିଲା ଯେ, ଚମ୍ପାବତୀ ନାମ୍ନୀ ଯେଉଁ ଭଦ୍ରମହିଳା ଜଣକ ପ୍ରତିଦିନ କାଳିଅନ୍ଧାରରୁ ଉଠି…
ଆଇନ ତା’ ବାଟରେ ଯାଏ ତ
ସହଦେବ ସାହୁ କୌଣସି ଅଭିଯୋଗର ସମାଧାନରେ ବା ସେବାପ୍ରାପ୍ତିରେ ବିଳମ୍ବ ଯୋଗୁ ସରକାରଙ୍କ ଉପରେ ଅଙ୍ଗୁଳି ଉଠିଲେ ଶାସକ ଦଳର ପ୍ରବକ୍ତା କହନ୍ତି ଆଇନ ତା’ ବାଟରେ ଯାଉଛି, ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି? ‘ବାଟ’ରେ ଯେ କେତେ ‘ଡାଇଭର୍ସନ’ (ବିଳମ୍ବ…
Archives


