ସମ୍ପାଦକୀୟ

କାହା ଟଙ୍କା ଓ କେଉଁଠୁ ଆସୁଛି

କିଛିଦିନ ତଳେ ଆମକୁ ହଠାତ୍‌ ଫୋନ କରି ଜଣେ ପାଠକ ପଚାରିଲେ ଯେ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ କ’ଣ ଗତ ୯ ବର୍ଷରେ ୧୮.୮୩ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଆମେ ଆଶ୍ଚର୍ଯ୍ୟ ହୋଇ ପଚାରିଲୁ କିଏ ଆପଣଙ୍କୁ ଏ…

ଏଇ ଭାରତରେ

ଜେଜେଙ୍କ ସ୍ବପ୍ନ ପୂରଣ କରିବା ଲାଗି ସାଇ ବିଗ୍ନେଶ ତାଙ୍କ ଘରକୁ ବିକ୍ରି କରିଦେଇ ପ୍ରାଣୀମାନଙ୍କୁ ଉଦ୍ଧାର କରୁଛନ୍ତି। ୨୨ ବର୍ଷୀୟ ସାଇ ତାମିଲନାଡୁର ତିରୁଭାଲ୍ଲୁରରେ ଆନିମଲ କେୟାର ଟ୍ରଷ୍ଟ ଗଠନ କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଏବେ…

ଏଇ ଭାରତରେ

୧୬ ବର୍ଷ ବୟସରେ ପ୍ରଥମେ ଗୋଟିଏ ଗୋଖର ସାପ ଉଦ୍ଧାର କରିଥିଲେ ଚେନ୍ନାଇର ବେଦପ୍ରିୟା ଗଣେଶନ । ସେବେଠାରୁ ସେ ଏହି କାର୍ଯ୍ୟରୁ ପଛଘୁଞ୍ଚା ଦେଇନାହାନ୍ତି, ବରଂ ୯ ବର୍ଷ ମଧ୍ୟରେ ୬୦୦୦ ସାପ ଉଦ୍ଧାର କରିସାରିଛନ୍ତି। ଏହାସହ ସେ ବନ୍ୟ…

ମାଗଣା ଚାଉଳ ବିଚାର

ପ୍ରଦ୍ୟୋତ ମହାପାତ୍ର   ୧୯୮୧ରେ ପ୍ରଥମେ ପ୍ରକାଶିତ ନିଜ ବହି ‘ଦାରିଦ୍ର୍ୟ ଓ ଦୁର୍ଭିକ୍ଷ’ରେ ଅମର୍ତ୍ତ୍ୟ ସେନ ମୁଖବନ୍ଧରେ ସେକ୍ସପିୟରଙ୍କ ସହ ଏକମତ ହୋଇ କହିଛନ୍ତି , ଦେଖିପାରୁ ନ ଥିବା ମଣିଷ ମଧ୍ୟ ଏ ଦୁନିଆ କେମିତି ଚାଲିଛି ଜାଣିପାରୁଥାଏ।…

ବିଶ୍ୱ ସମସ୍ୟା

ଅଲେଖ ଚନ୍ଦ୍ର ସାମଲ     ବିଶ୍ୱ ସମସ୍ୟା ବର୍ତ୍ତମାନ ଅଦ୍ଭୁତ ଆକାର ଏବଂ ବିରାଟ ଅବସ୍ଥା ଧାରଣ କରୁଛି। ସେଗୁଡ଼ିକ ଆଉ ବ୍ୟକ୍ତିଗତ ଅଥବା ସ୍ଥାନୀୟ ନୁହେଁ। ସେ ସବୁ ବିଶ୍ୱଜନୀନ ଏବଂ ସମସ୍ତ ମାନବ ଜାତିକୁ ଆକ୍ରାନ୍ତ କରୁଛି।…

ପ୍ରକୃତି ସଂରକ୍ଷଣର ନୂଆ ରଣନୀତି

ଅତି ନିର୍ଦ୍ଦୟ ଓ ଅସହନୀୟ ଭାବେ ଉତ୍ତୋଳନ କରାଯାଉଥିବା ପ୍ରାକୃତିକ ସମ୍ପଦ ଉପରେ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ନିର୍ଭରଶୀଳ। ତେବେ ପ୍ରକୃତି ଉପରେ ଆମର ସମ୍ପୂର୍ଣ୍ଣ ନିର୍ଭରଶୀଳତା ସତ୍ତ୍ୱେ ଏହାର ଅବଦାନ ସମ୍ପୂର୍ଣ୍ଣ ପରୋକ୍ଷ ଓ ଅଦୃଶ୍ୟ ହୋଇ ରହିଯାଉଛି। ଏଣୁ…

କ’ଣ ମିଳିବ

ଭାରତର ଚନ୍ଦ୍ରୟାନ-୩ ଏବେ ଚନ୍ଦ୍ର କକ୍ଷପଥରେ ଘୂରିବା ସହ ତାହାର ନିକଟତର ହେଉଛି। ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ବା ଯାନରେ କୌଣସି କ୍ଷତି ନ ଘଟି ଅବତରଣ କରିବ ବୋଲି ଭାରତୀୟ ମହାକାଶ ଗବେଷଣା…

ଶିକ୍ଷା ବ୍ୟବସ୍ଥାରେ ‘ବାଇଚଢ଼େଇ ସାର୍ଟିଫିକେଟ’

ବାଇଚଢ଼େଇ ମୋ ପିଲାଦିନର ଅତି ପ୍ରିୟ ପକ୍ଷୀ ଥିଲା। ଆଉ ଏହି ବାଇଚଢ଼େଇ ଗୀତଥିଲା ମୋ ଆଈର ଅତି ପ୍ରିୟଗୀତ। ମୁଁ ଯେତେବେଳେ ବି ମାମୁଘରକୁ ଯାଏ, ମୋ ଆଈ ମୋତେ ଏଇ ଗୀତଗାଇ ଖୁଆଇ ଦିଏ ଓ ଶୁଆଇ ଦିଏ।…

ଅନୁଚିତ ଅନୁଗ୍ରହ

ଏ ଦୁନିଆରେ ଦୁଃସ୍ଥ, ଅସହାୟ ଓ ଅବହେଳିତ ଅବସ୍ଥାରେ ଥିବା ମଣିଷଟେ ପ୍ରତି କାହା ମନରେ ଦୟା କିମ୍ବା ଅନୁଗ୍ରହର ଭାବ ସୃଷ୍ଟି ନ ହେବ କହିଲେ। ଆଜି ଆମ ବିପର୍ଯ୍ୟୟମୁଖୀ ସାମାଜିକ ଜୀବନ ଭିତରେ ବି ଅନେକ ଲୋକ ଆଶାର…

ଏଇ ଭାରତରେ

୨୩ ବର୍ଷ ବୟସରେ ଶ୍ରୀ ହର୍ଷ ଡାଇବେଟିସ, କ୍ୟାନ୍‌ସର ରୋଗୀମାନଙ୍କ ଘରେ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ନେଇ ପହଞ୍ଚାଇ ଦେଉଛନ୍ତି। ଏହି କାର୍ଯ୍ୟରେ ତାଙ୍କୁ ଶରତ ଚନ୍ଦ୍ର, ନିରାଲି ପରେଖ ସହଯୋଗ କରୁଛନ୍ତି। ଏମାନେ ସମସ୍ତେ ମିଶି ‘ହାଇପୋଥାଲାମସ’ ସଂସ୍ଥା ଗଠନ କରି…

ଏଇ ଭାରତରେ

ଆହତ ପ୍ରାଣୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଅଦିତି ନାୟର। ସେ ମାଇଁପଲ୍‌ କ୍ଲବ୍‌ ଏନଜିଓ ଗଠନ କରି ରାସ୍ତାରେ ଆହତ ହେଉଥିବା ପ୍ରାଣୀମାନଙ୍କ ଚିକିତ୍ସା କରୁଛନ୍ତି। ଆହତ ବିଲେଇ, କୁକୁର, ପକ୍ଷୀ, ଗଧ ଓ ଗାଈମାନଙ୍କୁ ଚିକିତ୍ସା ଦେଇ ସୁସ୍ଥ କରିବା…

ସେନ୍‌ସେକ୍ସ ବୃଦ୍ଧି ଓ ନିବେଶକ

ସୌରଜିତ ପ୍ରଧାନୀ ଗତ ସପ୍ତାହରେ ଦେଶର ପ୍ରମୁଖ ବେଞ୍ଚମାର୍କ ଇଣ୍ଡେକ୍ସ ସେନ୍‌ସେକ୍ସ ୬୭୦୦୦ ପଏଣ୍ଟ୍‌ସ ଟପିଥିଲା। ସେନସେକ୍ସ ଇତିହାସରେ ଏହା ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା, ଯାହା ୧୯୮୬ରେ ଆରମ୍ଭ ହେବା ପରଠାରୁ (୧୯୭୯କୁ ଆଧାର ଭାବେ ଗ୍ରହଣ କରାଯିବା ସହିତ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?