ସମ୍ପାଦକୀୟ

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ ମାଗଣାରେ ଯୋଗାଉଛନ୍ତି। ପୋର୍ତ୍ତିକା ଭାରତର ସବୁଠୁ ଉଚ୍ଚ ଗାଁ କୋମିକରେ ଏହି ସ୍କୁଲ…

ବ୍ୟାଧିଗ୍ରସ୍ତ ଗଣତନ୍ତ୍ର

ରବିନାରାୟଣ ସାମଲ   ସେମାନଙ୍କର ଭୋଟ ଦରକାର। ଭୋଟ ପାଇଁ ସେମାନେ ଯାହା କିଛି ବି କରିପାରନ୍ତି। ଲୋକଙ୍କ ଭିତରେ ସିଧାସଳଖ ଟଙ୍କା ବାଣ୍ଟନ୍ତି, ଟିଭି ଓ ଲାପ୍‌ଟପ୍‌ ଭଳି ଦାମିକା ସାମଗ୍ରୀ ଉପହାର ଦିଅନ୍ତି, ଏସା କରେଙ୍ଗେ- ତେସା କରେଙ୍ଗେ…

ଚନ୍ଦ୍ର ଅଭିଯାନ

ସୌଭାଗ୍ୟ ରଞ୍ଜନ ମହାନ୍ତି   ଏଥିରେ ସନ୍ଦେହ ନାହିଁ ଯେ, ଭାରତର ଚନ୍ଦ୍ରୟାନ-୩ର ଚନ୍ଦ୍ର ଅଭିଯାନ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲଷ୍ଟୋନ ଏବଂ ଦେଶ ପାଇଁ ଗୌରବର ମୁହୂର୍ତ୍ତ। କେବଳ ଏତିକି ନୁହେଁ, ଏହା ଦେଶର ବୈଷୟିକ ଜ୍ଞାନକୌଶଳ ଏବଂ…

ନାଟୋ, ଜେଲେନ୍‌ସ୍କି ଓ ପୁଟିନ

କୌଶିକ ବସୁ   ଲିଥୁଆନିଆର ଭିଲ୍‌ନ୍ୟୁସ୍‌ରେ ଅନୁଷ୍ଠିତ ମିଳିତ ବାର୍ଷିକ ସମ୍ମିଳନୀ ଅବସରରେ ନାଟୋରେ ଯୋଗଦେବାକୁ ନିମନ୍ତ୍ରଣ ପାଇବାରେ ୟୁକ୍ରେନ୍‌ ବିଫଳହେବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସମେତ ଅନେକଙ୍କୁ ନିରାଶ କରିଛି। ଯଦିଓ ଶିଖର ସମ୍ମିଳନୀର ସମାପନ ଘୋଷଣାପତ୍ର ୟୁକ୍ରେନ୍‌…

ଏଇ ଭାରତରେ

ରୋଜଗାର କହିଲେ ଚା’ଦୋକାନରୁ ଯାହା ହୁଏ ସେତିକି। ସେହି ଆୟରେ ପରିବାର ଚଳାଇ ଗରିବ ପିଲାମାନଙ୍କ ଶିକ୍ଷା ଲାଗି ସେଥିରୁ ୮୦ ପ୍ରତିଶତ ଖର୍ଚ୍ଚ କରୁଛନ୍ତି କାନପୁରର ମେହବୁବ୍‌ ମଲିକ। ଦୀର୍ଘ ୮ ବର୍ଷ ହେଲା ସେ ଏହି କାର୍ଯ୍ୟ କରି…

ଦାରିଦ୍ର୍ୟ ହ୍ରାସ ପ୍ରହସନ

ଡ. ସନ୍ତୋଷ କୁମାର ମହାପାତ୍ର   ଗତ ଜୁଲାଇ ୧୭ରେ ନୀତି ଆୟୋଗଙ୍କ ତରଫରୁ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ: ଏକ ପ୍ରଗତି ସମୀକ୍ଷା ୨୦୨୩ ରିପୋର୍ଟ ପ୍ରକାଶ ପାଇଛି। ପଞ୍ଚମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ-୨୦୧୯-୨୧ଉପରେ ଏହା ପର୍ଯ୍ୟବସିତ।…

ଭାରତରେ ସେମିକଣ୍ଡକ୍ଟର

ଇଂ. ମାୟାଧର ସ୍ବାଇଁ   ଆଧୁନିକ ଇଲେକ୍‌ଟ୍ରୋନିକ୍ସ ଯୁଗରେ ସେମିକଣ୍ଡକ୍ଟର ବା ଅର୍ଦ୍ଧ ପରିବାହୀ ଅତି ଆବଶ୍ୟକ ପଦାର୍ଥ। ସିଲିକନ୍‌, ଜର୍ମାନିୟମ, ଗାଲିୟମ ଆର୍ସେନାଇଡ ହେଉଛି ସେମିକଣ୍ଡକ୍ଟର ପଦାର୍ଥ। ଏହା ଟ୍ରାଞ୍ଜଷ୍ଟର, ଡାୟୋଡ୍‌ ଇଣ୍ଟିଗ୍ରେଟେଡ୍‌ ସର୍କିଟ୍‌ ବା ଚିପ୍‌ରେ ବ୍ୟବହୃତ ହୁଏ।…

ଖାଦ୍ୟ ଓ ଉପବାସ

ପ୍ରତିବର୍ଷ ଗ୍ରୀଷ୍ମ ପରେ ବର୍ଷାଋତୁ ଆସେ। ଏହି ଋତୁର ଶ୍ରାବଣ ମାସ ଅତ୍ୟନ୍ତ ପବିତ୍ର। ଉକ୍ତ ମାସରେ ପ୍ରଭୁ ଶିବ ପୂଜନରେ ପୁଣ୍ୟ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏଣୁ ଅନେକେ ଶ୍ରାବଣରେ ଉପବାସ କରିଥାନ୍ତି। ଯେଉଁ ଲୋକମାନେ ମଦ୍ୟପାନ…

ଏଇ ଭାରତରେ

ବୟସ ୧୬। କିନ୍ତୁ ଚିନ୍ତାଧାରା ପ୍ରେରଣାଦାୟକ। ଦିଲ୍ଲୀର ଅନନ୍ତ ବାଗ୍ରୋଡିଆ ଭଲ୍ୟୁଣ୍ଟିୟର ଫର୍‌ ଏମ୍‌ସିଡି ସ୍କୁଲ ଆପ୍‌ ଖୋଲି ତା’ ମାଧ୍ୟମରେ ସ୍ବେଚ୍ଛାକୃତ ଭାବେ ଅସହାୟ ଗରିବ ପିଲାମାନଙ୍କୁ ପଢାଇବା ଲାଗି କଲେଜ ଛାତ୍ରମାନଙ୍କୁ ଏଥିରେ ଯୋଡ଼ିପାରିଛନ୍ତି। ଏହି ଆପ୍‌ ମାଧ୍ୟମରେ…

ମିଛ ପରଦା ଅବଶ୍ୟ ହଟିବ

ବୈକୁଣ୍ଠନାଥ ମିଶ୍ର   ଅର୍ଥ, କ୍ଷମତା ଓ ପ୍ରତିପତ୍ତି ଏକତ୍ର ବ୍ୟକ୍ତିର ଜୀବନ ପରିଧିକୁ ପଶିଆସି ତାକୁ ଏପରି ମୋହାଚ୍ଛନ୍ନ କରିଦିଏ ଯେ ସେ ଶ୍ରେଷ୍ଠତ୍ୱର ଅହଂକାର ବୋଧରେ ହୋଇଉଠେ ଗର୍ବିତ ଓ ଉତ୍‌ଫୁଲ୍ଲିତ। ସେ ଧରିନିଏ ଯେ ଏସବୁ ତା’ଠାରେ…

କୃତ୍ରିମ ବୁଦ୍ଧିମତ୍ତା ଓ ନିଯୁକ୍ତି ସଙ୍କଟ

ରୁଦ୍ର ପ୍ରସନ୍ନ ରଥ   ୨୦୨୩ରେ ସାରା ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ)କୁ ନେଇ ଏକ ବଡ଼ ଧରଣର ଆନ୍ଦୋଳନ ସାଧାରଣ ଜନତାଙ୍କ ଦୃଷ୍ଟି ଆଢୁଆଳରେ ବେଶ୍‌ ଜୋର୍‌ସୋରରେ ଚାଲିଛି। କୃତ୍ରିମ ବୁଦ୍ଧିମତ୍ତା କ’ଣ ଏବଂ ବର୍ତ୍ତମାନ…

ନିଶା ନିଶା ଦେଶ

ସୋମବାର ନ୍ୟାଶନାଲ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦ୍ୱାରା ସାରା ଦେଶରେ ଆନୁମାନିକ ୨,୩୮୧ କୋଟି ଟଙ୍କା ମୂଲ୍ୟର ୧.୪୪ ଲକ୍ଷ କେ.ଜି. ନିଶାଦ୍ରବ୍ୟ ନଷ୍ଟ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଡ୍ରଗ୍ସ ଟ୍ରାଫିକିଂ ଆଣ୍ଡ୍‌ ନ୍ୟାଶନାଲ ସିକ୍ୟୁରିଟି ସମ୍ମଳନୀରେ ସମସ୍ତ ରାଜ୍ୟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri