ରାଜ୍ୟ ନା କେନ୍ଦ୍ରର
ତାମିଲନାଡୁ ରାଜ୍ୟପାଳ ଆର.ଏନ୍. ରବିଙ୍କ କାର୍ଯ୍ୟ ସରକାର ଏବଂ ଶାସକ ଦଳକୁ ଚିନ୍ତାରେ ପକାଇଛି। ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକୁ ସ୍ଥଗିତ ରଖିବା ହେଉ କିମ୍ବା କେନ୍ଦ୍ର-ରାଜ୍ୟ ସମ୍ପର୍କ ଉପରେ ତାଙ୍କ ମତ ଯୋଗୁ ଏଭଳି ସ୍ଥିତି ଦେଖାଦେଇଛି। ଅଣଭାଜପା ଶାସିତ ରାଜ୍ୟ ଭାବେ…
ଆକ୍ରମଣ ଅପରାଧ ଓ ପୁଟିନ୍
କିଛି ସପ୍ତାହ ପୂର୍ବେ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ (ଆଇସିସି) ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ନାମରେ ଗିରଫ ପରଓ୍ବାନା ଜାରି କରିଥିଲା। ୟୁକ୍ରେନ୍ ଅଧିକୃତ ଅଞ୍ଚଳରେ ଥିବା ପିଲାମାନଙ୍କୁ ବେଆଇନ ଭାବେ ରୁଷିଆକୁ ଦେଶାନ୍ତର ଓ ସ୍ଥାନାନ୍ତର କରିବା ଅଭିଯୋଗରେ ଆଇସିସି…
ଜନନାୟକ ଡ. ଆମ୍ବେଡ୍କର
ସମ୍ବିଧାନ ନିର୍ମାତା ଓ ଭାରତରତ୍ନ ଡ. ଭୀମ୍ରାଓ ରାମ୍ଜୀ ଆମ୍ବେଡ୍କରଜୀ (ବାବାସାହେବ) ଦଳିତ, ନିଷ୍ପେଷିତ ତଥା ଅସ୍ପୃଶ୍ୟମାନଙ୍କ ପାଇଁ ଆଜୀବନ ସଂଘର୍ଷ କରିଥିଲେ ବୋଲି ଆମେ ସମସ୍ତେ ଜାଣିଛୁ। କିନ୍ତୁ ଡ. ଆମ୍ବେଡ୍କର ଜଣେ ଶ୍ରେଷ୍ଠ ଅର୍ଥନୀତିଜ୍ଞ ଥିଲେ ବୋଲି ବହୁତ…
ଓଡ଼ିଆ ସାହିତ୍ୟରେ ବ୍ରଜନାଥ
କବି ବ୍ରଜନାଥ ବଡ଼ଜେନା (୧୭୩୦-୧୮୦୦) ହେଉଛନ୍ତି ଅଷ୍ଟାଦଶ ଶତକର ମହାନ୍ କବି। ପୂର୍ବ ଭାରତୀୟ ସାହିତ୍ୟ ଜଗତର ପ୍ରଥମ ଗଦ୍ୟସ୍ରଷ୍ଟା। ପ୍ରଥମ ଓଡ଼ିଆ ସମର କବି। ପ୍ରଥମ ଓଡ଼ିଆ ହିନ୍ଦୀ କବି। ପ୍ରଥମ ଓଡ଼ିଆ ବହୁଭାଷୀ କବି ତଥା ବହୁମୁଖୀ ପ୍ରତିଭାର…
ଏଇ ଭାରତରେ
ଜାତିଗତ ପ୍ରମାଣପତ୍ର ପ୍ରଦାନକୁ ନେଇ ଏକ ବିଚିତ୍ର ଖବର ସାମନାକୁ ଆସିଛି ମେଘାଳୟରେ। କେବଳ ମାତାଙ୍କ ଉପନାମ ଥିଲେ ପ୍ରମାଣପତ୍ର ମିଳୁଛି, ଅପରପକ୍ଷେ ପିତାଙ୍କ ଉପନାମ ଥିଲେ ଏଥିରୁ ବଞ୍ଚତ୍ତ ହେବାକୁ ପଡ଼ୁଛି । ଖାସି ପାହାଡ଼ ସ୍ବାୟତ୍ତ ଜିଲା ଖାସି…
ଏଇ ଭାରତରେ
ମୂଷା ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ୩୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ ହେବା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ବାଦାଉନରେ। ଏଠାରେ ମନୋଜ ନାମକ ଜଣେ ବ୍ୟକ୍ତି ମୂଷାକୁ ମାରିବା ମହଙ୍ଗା ପଡ଼ିଛି। ବର୍ତ୍ତମାନ ତାଙ୍କୁ…
ରାଜଧାନୀ ପ୍ରତିଷ୍ଠା ଓ ମହତାବ
ବିପିନ ବିହାରୀ ରାଉତ ରାଜଧାନୀ ଭୁବନେଶ୍ୱରର ଅୟମାରମ୍ଭ ୧୯୪୮ ଏପ୍ରିଲ ୧୩ ତାରିଖରେ ହୋଇଥିଲାବେଳେ ଇତିମଧ୍ୟରେ ୭୫ ବର୍ଷ ଅତିକ୍ରାନ୍ତ ହୋଇଛି। ଏହା ଏବେ ମହାନଗରରେ ପରିଣତ ହୋଇଛି। ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ରାଜଧାନୀର…
ବ୍ୟାଙ୍କିଙ୍ଗ୍ ସଙ୍କଟ
ସୌରଜିତ ପ୍ରଧାନୀ ରୁଷିଆ-ୟୁକ୍ରେନ୍ ସଙ୍କଟ ଏବଂ ମୁଦ୍ରାସ୍ଫୀତି-ସୁଧ ହାରର ଦ୍ୱନ୍ଦ୍ୱ ପରେ ବିଶ୍ୱ ବଜାର ପୁନରୁଦ୍ଧାର ପଥରେ ଥିଲା। ବଜାରର ଅପାର ଅସ୍ଥିରତା ଯୋଗୁ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଆମେରିକାରେ ଅର୍ଥନୈତିକ ତଥ୍ୟ ସମଗ୍ର ବିଶ୍ୱ ବଜାର…
ଗୌରୀ ନା କାଳୀ
ଦେବଦତ୍ତ ପଟ୍ଟନାୟକ ସାମାଜିକ ପରମ୍ପରାରେ ବିବାହର ମହତ୍ତ୍ୱ ଅଧିକ। ଝିଅଟିଏ ବିବାହ ପରେ ଯେତେବେଳେ ବାପଘରୁ ଗୋଡ଼ କାଢ଼େ ସେତେବେଳେ ତା’ବାପା ତାକୁ କହେ-ତୁ ଯେଉଁଠିକୁ ଯାଆ ସୁଖରେ ରହ। କିନ୍ତୁ ସୀତାଙ୍କୁ ବିଦା କଲାବେଳେ ଜନକ କହିଥିଲେ ଯେ,…
ଏଇ ଭାରତରେ
ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ଉତ୍ସବରେ ବାହ୍ୟ ସଂସ୍କୃତି ଉପରେ କଟକଣା ଲଗାଇବା ସହିତ ଖର୍ଚ୍ଚକାଟ କରିବା ଲାଗି ଏକ ଅଜବ ନିଷ୍ପତ୍ତି ନିଆଯାଇଥିବା ଘଟଣା ସାମ୍ନାକୁ ଆସିଛି ହିମାଚଳ ପ୍ରଦେଶରେ। ଉକ୍ତ ରାଜ୍ୟର ଆଦିବାସୀ ବହୁଳ ଲାହୁଲ ଏବଂ ସ୍ପିଟି…
ସନ୍ଦେହରୁ ବିନାଶ
ହରେକୃଷ୍ଣ ଦାସ ମହାଭାରତ ଯୁଦ୍ଧରେ ଆତ୍ମୀୟସ୍ବଜନଙ୍କ ବିରୋଧରେ ଲଢ଼ିବାର ଔଚିତ୍ୟକୁ ନେଇ ସଂଶୟରେ ଥିବା ଅର୍ଜୁନକୁ ଭଗବାନ୍ ଶ୍ରୀକୃଷ୍ଣ ତାତ୍ତ୍ୱିକ ଉପଦେଶ ତଥା ସଦ୍ଜ୍ଞାନ ପ୍ରଦାନ କରିବା ଅବସରରେ କହିଥିଲେ, ‘ଅଜ୍ଞଶ୍ଚ ଅଶ୍ରଦ୍ଧଧାନଶ୍ଚ ସଂଶୟାତ୍ମା ବିନସ୍ୟତି, ନାୟଂ ଲୋକୋସ୍ତି ନ ପରୋ…
ଉପେକ୍ଷିତ ଶୈଶବ, ଦୁଃଖଦ ବାର୍ଦ୍ଧକ୍ୟ
ପ୍ରକାଶ ତ୍ରିପାଠୀ ପିଲାବେଳର ଅନୁଭୂତି ଓ ସ୍ମୃତିକୁ କୌଣସି ମଣିଷ ସେମାନଙ୍କ ଜୀବନକାଳ ମଧ୍ୟରେ ଭୁଲିପାରି ନ ଥାନ୍ତି। ବିଶେଷକରି ପରିଣତ ସମୟରେ ନିଜର ସେହି ଅଭୁଲା ସ୍ମୃତିକୁ ମନେପକାଇ ସମସ୍ତେ ଭାବପ୍ରବଣ ହୋଇଥାନ୍ତି। ସେଥିପାଇଁ ବୋଧହୁଏ ପରିଣତ ବୟସରେ ନାତୁଣୀନାତିଙ୍କ…
Archives


