ଘରୋଇହିଂସାର ସମାଧାନ
ସାଧାରଣତଃ ଆମ ସମାଜରେ ଝିଅମାନଙ୍କୁ ବାଲ୍ୟକାଳରୁ ମାତା ପିତା ଓ ଅଭିଭାବକମାନେ ଶିକ୍ଷା ଦେଇଥାଆନ୍ତି କି ‘ଝିଅ ଜନମ ପର ଘରକୁ’, ‘ଶାଶୁଘରକୁ ପାଲିଙ୍କିରେ ବସି ଯିବାକୁ ହୁଏ ଓ ସେଠାରୁ କେବଳ କୋକେଇରେ ବାହାରିବାକୁ ପଡ଼େ’। ତେଣୁ ଶାଶୁଘରେ ସବୁ…
ଏଇ ଭାରତରେ
ମୁକ୍ତ ଜୀବନର ମୂଲ୍ୟ ବୁଝିଛନ୍ତି ଉତ୍ତରପ୍ରଦେଶର କନ୍ଷ୍ଟେବଲ ସୁରେଶ ସବ୍ଲୋକ। ସେ ବିକ୍ରି କରାଯାଉଥିବା ପିଞ୍ଜରାବଦ୍ଧ ପକ୍ଷୀଙ୍କୁ ଖୋଲା ଆକାଶରେ ଛାଡ଼ି ସେମାନଙ୍କୁ ମୁକ୍ତିର ଆନନ୍ଦ ଦେଉଛନ୍ତି। ଏହା ସହିତ ଭୋକିଲା ଏବଂ ତୃଷାର୍ତ୍ତ ପ୍ରାଣୀମାନଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା…
ଏଇ ଭାରତରେ
ପାହାଡ଼ିଆ ଅଞ୍ଚଳରେ ପାନୀୟ ଜଳଠାରୁ ଆରମ୍ଭ କରି କୃଷି ପାଇଁ ହ୍ରଦର ଆବଶ୍ୟକତା ବେଶି। ସେଥିପାଇଁ ସଙ୍ଗେ ଲାମା ସିକିମର ସିମ୍ଗୋ ହ୍ରଦକୁ ବର୍ଜ୍ୟମୁକ୍ତ କରି ତାହାକୁ ବ୍ୟବହାର ଯୋଗ୍ୟ କରିପାରିଛନ୍ତି। ହ୍ରଦରେ ମିଲ୍କ କାର୍ଟୁନଠାରୁ ଆରମ୍ଭ କରି ସ୍ନାକ୍ସ ପ୍ୟାକେଟ,ବିସ୍କୁଟ…
ଜଳବାୟୁ ପରିବର୍ତ୍ତନ ଓ କୃଷ
ଡି. ଶୁଭମ୍ ଓଡ଼ିଶାରେ ଚାଷୀମାନେ ଉପତ୍ାଦିତ ଫସଲକୁ ଠିକ୍ ଭାବରେ ବିକ୍ରୟ କରିବାକୁ ଶତ ଚେଷ୍ଟା କରନ୍ତି ସତ କିନ୍ତୁ ଏଥିରେ ବିଫଳ ହୁଅନ୍ତି। ଚାଷୀ ନିଜ ଫସଲର ଉପଯୁକ୍ତ ମୂଲ୍ୟ ସବୁବେଳେ ଠିକ୍ ଭାବରେ ପାଏ ନାହିଁ। ତଥାପି ସେ…
ଆଶା ଓ ନିରାଶାରେ ମେଧାବୀ
ଅକ୍ଷୟ କୁମାର ମିଶ୍ର ପରୀକ୍ଷାର୍ଥୀମାନେ ଅଭିଯୋଗ କରୁଥିଲେ କଠିନ ପରିଶ୍ରମ କରି ଫଳ ଯାହା ମିଳିଲା ସବୁଦିନ ବୁଲାବୁଲି କରି ପାଠ ନ ପଢ଼ି ଫଳ ସେଇଆ ପାଇଲା। ଏବେ ଅଭିଯୋଗ ଉଠିଲାଣି ରାତି ଅନିଦ୍ରା ରହି ପାଠ ପଢ଼ିଲି ହେଲେ…
ମହିଳା ଚୋରିରେ ପୋଲିସ
ଭାରତ ବିଶ୍ୱର ସବୁଠୁ ଜନବହୁଳ ଦେଶ ହୋଇଗଲାଣି। ଏହାର ମୋଟ ଜନସଂଖ୍ୟାର ପାଖାପାଖି ଅଧା ହେଉଛନ୍ତି ମହିଳା। ସେଥିପାଇଁ ଭାରତରେ ମହିଳା ସଶକ୍ତୀକରଣ ଉପରେ ଡିଣ୍ଡିମ ପିଟାଯାଉଛି ଓ ବେଟି ବଚାଓ, ବେଟି ପଢ଼ାଓ ଧ୍ୱନି ଦିଆଯାଉଛି। ଅନ୍ୟପକ୍ଷରେ ସାମାଜିକ ଓ…
ଏଇ ଭାରତରେ
କାଫେରୁ ଯାହା ଲାଭ ହେଉଛି ସେଥିରେ ଏକ ଗାଁ ସ୍କୁଲ ଚଳାଉଛନ୍ତି ଲୋରି ଚୌହାନ। ସେ ପିଏଚ୍ଡି କରୁଥିବା ସମୟରେ ଉତ୍ତରାଖଣ୍ଡର ବିଭିନ୍ନ ଗାଁକୁ ଯିବାବେଳେ ସେଠାକାର ପିଲାମାନଙ୍କ ଶୈକ୍ଷିକ ଅବ୍ୟବସ୍ଥାକୁ ଉପଲବ୍ଧି କରିଥିଲେ। ଏଣୁ ଲୋରି ଏବଂ ତାଙ୍କ ସ୍ବାମୀ…
ହାତମୁଠାରେ ଜୀବନ
ଦ୍ୱିତୀ ଚନ୍ଦ୍ର ସାହୁ ସାମାନ୍ୟ ହାତ ପାପୁଲି। ତା’ ଭିତରେ ଜୀବନକୁ ବାନ୍ଧି ରଖିହେବ ତ ! ଏ ହାତ ପାପୁଲି ଛୋଟ ହେଲେ ବି ଭାରି କରାମତି। ଏ ଧନୀକୁ ଗରିବ କରିପାରେ। ରଙ୍କିକୁ ଧନୀ କରିପାରେ। ଏ…
ଓପେନହେଇମେରଙ୍କ ଗୀତା ରହସ୍ୟ
ଡ. ନରେନ୍ଦ୍ର ସେଠୀ ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକା ତା’ର ବହୁଚର୍ଚ୍ଚିତ ଗୁପ୍ତ ମ୍ୟାନହାଟ୍ଟନ ପ୍ରୋଜେକ୍ଟ ପାଇଁ ଜଣେ ବିଚକ୍ଷଣ ବୈଜ୍ଞାନିକଙ୍କୁ ଚୟନ କରିଥିଲା, ଯାହାର ମୂଳ ଉଦ୍ଦେଶ୍ୟ ଥିଲା ସଦ୍ୟ ଉଦ୍ଭାବନ ହୋଇଥିବା ନାଭିକୀୟ ପ୍ରକ୍ରିୟାକୁ ନେଇ ପରମାଣୁ…
ମୂଲ୍ୟବୋଧଭିତ୍ତିିକ ରାଜନୀତି
ହରେକୃଷ୍ଣ ପଣ୍ଡା ଆମ ଭାରତୀୟ ରାଜନୀତିରେ କ’ଣ ମୂଲ୍ୟବୋଧଭିତ୍ତିକ ରାଜନୀତି ସମ୍ଭବ ହେବ ନାହିଁ? ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଯେତେବେଳେ ସମ୍ଭବ ହୋଇ ନାହିଁ ତାହା ଏବେ କାହିଁକି, ଆଗାମୀ ଭବିଷ୍ୟତରେ ବି ସମ୍ଭବ ହେବ ନାହିଁ ବୋଲି…
ବୁଢ଼ାବାପା ନାହିଁ
ଓଡ଼ିଶା ସମେତ ଭାରତରେ ଖାଦ୍ୟସାମଗ୍ରୀ ଓ ପନିପରିବା ଦର ସାଧାରଣ ଲୋକଙ୍କ କିଣିବା କ୍ଷମତାଠାରୁ ବହୁ ଊର୍ଦ୍ଧ୍ୱକୁ ଚାଲିିଗଲାଣି। ଜିରା କିଲୋଗ୍ରାମ ଉପରେ ୬୦୦ ଟଙ୍କା ବୃଦ୍ଧି ପାଇଥିବା କଥା ଶୁଣିଲେ ଆଉ ଆଶ୍ଚର୍ଯ୍ୟ ଲାଗୁନାହିଁ। ଚାଉଳ, ଡାଲି, ଖାଇବା ତେଲ,…
ଏଇ ଭାରତରେ
କମ୍ ବୟସରେ ବବିତା ରାଜପୁତଙ୍କ କାର୍ଯ୍ୟ ଖୁବ୍ ପ୍ରେରଣାଦାୟକ। ମଧ୍ୟପ୍ରଦେଶର ଅଗୋଥା ଗାଁରେ ରହନ୍ତି ବବିତା। ବହୁ ବର୍ଷ ଧରି ଶୁଖିଲା ପଡ଼ିଥିବା ଏକ ୭୦ ଏକର ବିଶିଷ୍ଟ ହ୍ରଦକୁ ସେ ପୁନରୁଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି। ସେ ପାହାଡ଼ ପାଦଦେଶରେ…
Archives


