ହାତୀ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ
ସମ୍ବଲପୁର,୧୪ା୬(ଶୁଭାଶିଷ ପାଢୀ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ବସିଆପଡା ଗ୍ରାମ ରାସ୍ତାପାର୍ଶ୍ୱ ନାଳ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଠାବ କରିଥିଲା। ପେଟଜନିତ ରୋଗେରେ ଦନ୍ତାର ମୃତ୍ୟୁ ହୋଇଥିବା ନେଇ ଗଣମାଧ୍ୟମରେ ଏସିଏଫ୍ ତେଜରାଜ ନାୟକ ସୂଚନା…
ସମସ୍ୟା ଘେରରେ ଛେଣ୍ଡ ଭିଏସ୍ଏସ୍ ମାର୍କେଟ
ରାଉରକେଲା ଅଫିସ,୧୪।୬ (ବିପ୍ଳବ ରଞ୍ଜନ ଦାଶ) ରାଉରକେଲା ଛେଣ୍ଡ୍ରେ ଥିବା ଭିଏସ୍ଏସ୍ ମାର୍କେଟରେ ବସିବା ସ୍ଥାନ, ଷ୍ଟ୍ରିଟ୍ ଲାଇଟ୍, ପାର୍କିଂ, ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଫଳରେ ବ୍ୟବସାୟୀ ଓ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ ଆର୍ଏମ୍ସି…
ଷ୍ଟ୍ରିଟ୍ ଫୁଡ୍ ଉପରେ ରହୁନି ଅଙ୍କୁଶ
ରାଉରକେଲା ଅଫିସ,୧୪।୬ (ସଙ୍ଗୀତା ଜେନା) ଉତ୍ତମ ଗୁଣବତ୍ତା ଖାଦ୍ୟକୁ ଆଦୃତ କରିବା, ଅସ୍ବାସ୍ଥ୍ୟକର ଖାଦ୍ୟ ଓ ପାନୀୟ ପରିବେଷଣ ନ କରି ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଯନ୍ନବାନ ହେବା ଉଦ୍ଦେଶ୍ୟରେ ଖାଦ୍ୟ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ…
୨୦ବର୍ଷର ରେକର୍ଡ ଭାଙ୍ଗିଲା ସମ୍ବଲପୁର
ସମ୍ବଲପୁର,୧୩ା୬(ବ୍ୟୁରୋ): ୨୦ବର୍ଷର ରେକର୍ଡ ଭାଙ୍ଗି ରାଜ୍ୟରେ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ସମ୍ବଲପୁର। ସୋମବାର ଏଠାରେ ତାପମାତ୍ରା ୪୬.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ୨୦୦୩ରେ ୪୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ୧୯୯୮ରେ ତାପମାତ୍ରା ୪୬ ଡିଗ୍ରୀରୁ ଅଧିକ ରହିଥିବାବେଳେ…
ସ୍ଥାପନ ହେଲା ଇନ୍କ୍ୟୁବେଶନ ସେଣ୍ଟର
ସମ୍ବଲପୁର,୧୩ା୬(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍ୟୁ) ପକ୍ଷରୁ ଛାତ୍ର ଉଦ୍ୟୋଗୀ ଓ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। କ୍ୟାମ୍ପସ୍ ପରିସରରେ ଏକ ଇନ୍କ୍ୟୁବେଶନ ସେଣ୍ଟର ସମ୍ବଲପୁର ୟୁନିଭର୍ସିଟି ଷ୍ଟାର୍ଟ ଅପ୍ ଫୋରମ ନାମରେ ସ୍ଥାପନ କରିଛି। ସୋମବାର…
ଅତିଷ୍ଠ କରୁଛି ପାଉଁଶ ଡମ୍ପିଂ
ସମ୍ବଲପୁର,୧୩ା୬(ବ୍ୟୁରୋ): ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାରେ ଶିଳ୍ପ କାରଖାନା ଗଢ଼ିଉଠିବା ପରେ ପାଉଁଶ ଡମ୍ପିଂ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭାହୋଇଛି। ଝାରସୁଗୁଡ଼ା ପରେ ସମ୍ବଲପୁର ଜିଲାରେ ଏହି ଡମ୍ପିଂ ବଢିବାରେ ଲାଗିଛି। ଯୁଯୁମୁରା ତହସିଲ ଅଞ୍ଚଳରେ ଏଭଳି…
ଜଙ୍ଗଲରୁ ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ଡାକ୍ତରଖାନାରେ ମୃତ୍ୟୁ
କୁଚିଣ୍ଡା,୧୧ା୬(ଡି.ଏନ୍.ଏ): ଗତ ମେ ୨୬ତାରିଖରେ ସମ୍ବଲପୁର ଜିଲା କୁଚିଣ୍ଡା ଥାନା ପୋଲିସ ଢେଙ୍ଗୁରଯୋର ଜଙ୍ଗଲରୁ ଜଣେ ବ୍ୟକ୍ତିଙ୍କୁ ମୂମୁର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲା। ତାଙ୍କୁ ଚିକିତ୍ସା ପାଇଁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ରବିବାର ମୃତ୍ୟୁ ଘଟିଛି।…
ବିଲରେ ନିଆଁ ଲଗାଇଲେ ଅମଳ କମିବ
ସମ୍ବଲପୁର,୧୦ା୬(ବ୍ୟୁରୋ): କୃଷକଙ୍କ ସୁବିଧା ପାଇଁ ସମ୍ପ୍ରତି ଚାଷ ପ୍ରଣାଳୀରେ ଅନେକ ପରିବର୍ତ୍ତନ କରାଯାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇ ଶୀଘ୍ର ବୁଣିବା, ରୋଇବା ଓ ଅମଳ ଆଦି କାମ ହୋଇପାରୁଛି। ହେଲେ ଯନ୍ତ୍ରପାତି ବ୍ୟବହାର ଦ୍ୱାରା କ୍ଷତିକାରକ ମଧ୍ୟ ହେଉଛି। ହାର୍ଭେଷ୍ଟର…
ମହାନଦୀ ପ୍ରଦୂଷିତ, ଅସୁରକ୍ଷିତ
ସମ୍ବଲପୁର,୯ା୬(ବ୍ୟୁରୋ): ମହାନଦୀକୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଇଥାଏ। ଏପରିସ୍ଥଳେ ନଦୀ ପ୍ରବାହିତ ହେଉଥିବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଲାଗିରହିଛି। କେଉଁଠାରେ ବ୍ୟାରେଜ ନିର୍ମାଣ ତ କେଉଁଠି କଳକାରଖାନାକୁ ପାଣି ଦେବା, ନର୍ଦ୍ଦମା ପାଣି ମହାନଦୀରେ ଛାଡିବା, ତଟଦେଶରେ ଗଢିଉଠିଥିବା…
ଅଭିଯୋଗ ପରେ ପ୍ରଶାସନିକ ତଦନ୍ତ
କୁଚିଣ୍ଡା,୯ା୫(ଡି.ଏନ.ଏ.): କୁଚିଣ୍ଡା ବ୍ଲକ ଅଞ୍ଚଳରେ ବ୍ୟାରେଜ ନିର୍ମାଣ ଆଳରେ ଆର୍ଏସ୍ଏ କମ୍ପାନୀ ବେଆଇନ କାମ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏପରି କି ଖବରଦାତାମାନେ କୁଚିଣ୍ଡା ଉପଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଏହାପରେ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ…
ପାଉଁଶ ଡମ୍ପିଂ ଦ୍ବାରା ପରିବେଶ ପ୍ରଦୂଷିତ
କୁଚିଣ୍ଡା, ୮ା୬(ଡି.ଏନ୍.ଏ.): କୁଚିଣ୍ଡା ବାଇପାସ୍ ରାସ୍ତା ୪୯ ନମ୍ବର ଜାତୀୟ ରାଜପଥ ନିକଟରେ ଝାରସୁଗୁଡ଼ା କାରଖାନାରୁ ନିର୍ଗତ ପାଉଁଶ ଡମ୍ପିଂ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଆଖପାଖ ଅଞ୍ଚଳ ପ୍ରଦୂଷିତ ହେବାରୁ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ବେଆଇନ…
ପୋଲିସ ଏସ୍ଆଇଙ୍କ ନାମରେ ଦୁର୍ବ୍ୟବହାର ଅଭିଯୋଗ
ସମ୍ବଲପୁର୍, ୮ା୬(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନାମରେ ଜଣେ ମହିଳା ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ବୁର୍ଲା ଥାନା ଅନ୍ତର୍ଗତ କିରବା ଅଞ୍ଚଳର ପରମିତା ଧଳ ନାମ୍ନୀ ମହିଳା ବୁଧବାର ପୋଲିସ ଅଧିକାରୀ ଅଭିନ୍ନ ମିଶ୍ରଙ୍କ ନାମରେ ସମ୍ବଲପୁର…

