ସମ୍ବଲପୁର

ଟାଇଁସର ୫ ଟି ହାଇସ୍କୁଲ ନିର୍ମାଣରେ ଅନିୟମିତତା

କୁଚିଣ୍ଡା,୩୧ା୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଟାଇଁସର ପଞ୍ଚାୟତର ଟାଇଁସର ତ୍ରିଲୋଚନ ପଦ୍ମାବତୀ ହାଇସ୍କୁଲ ୫ଟି ଯୋଜନାରେ ଚାଲିଥିବା ରୂପାନ୍ତରିକରଣରେ ଅନିୟମିତତା ଅଭିଯୋଗ ହୋଇଛି। ଯୋଜନାର ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ଠିକାଦାର ଓ ଅଧିକାରୀଙ୍କ ଭିତିରି ବୁଝାମଣା ଯୋଗୁ…

ଯାଞ୍ଚରେ ବିଳମ୍ବ, ବାହାରିପାରୁନି ଚୂଡ଼ାନ୍ତ ତାଲିକା

ସମ୍ବଲପୁର,୩୧ା୧୧(ବ୍ୟୁରୋ): ଦୀର୍ଘ ୫ବର୍ଷ ମିଆଦି ସରିବା ପରେ ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଥିଲା। ହେଲେ ଏଥିରେ ଜିଲାର ପ୍ରାୟ ୨ହଜାର ଅଯୋଗ୍ୟ ହିତଧିକାରୀଙ୍କ ନାମ ରହିଥିବା ଅଭିଯୋଗ ହୋଇଥିଲା। ଯାଞ୍ଚ ପାଇଁ ଗଠନ ହୋଇଥିବା ଟିମ୍‌…

ଦିନତମାମ ବିଦ୍ୟୁତ୍‌ ସେବା ବନ୍ଦ

ସମ୍ବଲପୁର,୨୫।୧(ବ୍ୟୁରୋ): ସମ୍ବଲପୁର ଜିଲାରେ ଜାତୀୟ ରାଜପଥ ନିର୍ମାଣ କରୁଥିବା ସଂସ୍ଥା ଏଆଇପିଏଲ୍‌ କମ୍ପାନୀ ହାଇୱା ଧକ୍କାରେ ମଙ୍ଗଳବାର ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ତାର ଛିଣ୍ଡିଯାଇଥିଲା। ଫଳରେ ମାନେଶ୍ୱର, ଚମାରପଡା, ଗଣେଶନଗର ଆଦି ସ୍ଥାନରେ ଦିନତମାମ ବିଦ୍ୟୁତ୍‌ ସେବା ବନ୍ଦ ରହିଥିଲା। ମାନେଶ୍ୱର…

ଇତିହାସ ଦର୍ପଣ ସଦୃଶ: ଧର୍ମେନ୍ଦ୍ର

ସମ୍ବଲପୁର,୨୪ା୧(ବ୍ୟୁରୋ):ଇତିହାସ ଦର୍ପଣ ଭଳି, ଯେଉଁଥିରେ ପରାକ୍ରମ, ସଂଗ୍ରାମୀ, ପରମ୍ପରା, ସଂସ୍କୃତି ଆଦି ବିଷୟରେ ଜାଣିବାକୁ ମିଳିଥାଏ। ଇତିହାସ ବିନା ଭବିଷ୍ୟତ ପରିକଳ୍ପନା କରାଯାଇ ପାରିବ ନାହିଁ। ପଶ୍ଚିମ ଓଡ଼ିଶାରେ ଊନବିଂଶ ଶତାବ୍ଦୀ ପୂର୍ବର ଇତିହାସ ରହିଛି। ଇଷ୍ଟଦେବୀ ସମଲେଇ, ମହାନଦୀ, ଶକ୍ତି…

ଗୋଟିଏ ମଣ୍ଡପରେ ବିବାହ କଲେ ହିନ୍ଦୁ, ମୁସଲମାନ

ସମ୍ବଲପୁର,୨୩ା୧(ବ୍ୟୁରୋ):ସମ୍ବଲପୁର ସହରସ୍ଥିତ ସୁନାପାଲି ଆଲ୍ଲା ହଜ୍‌ରତ କମିଟି ପକ୍ଷରୁ ସାମୂହିକ ବିବାହ ନିମନ୍ତେ ନିଆରା ପ୍ରୟାସ କରାଯାଇଛି। ରବିବାର ଗୋଟିଏ ବିବାହ ମଣ୍ଡପରେ ୧୧ ଯୋଡା ମୁସଲମାନ ଓ ୨ ଯୋଡା ହିନ୍ଦୁ ଯୁବତୀ ଯୁବକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।…

ଅପହରଣ, ଲୁଟ୍‌ ମାମଲା: ଜେଲ ଗଲେ ଭାଜପା ନେତ୍ରୀଙ୍କ ପୁଅ

ସମ୍ବଲପୁର,୨୨ା୧(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ପୋଲିସ ଏକ ଲୁଟ୍‌ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମଦ୍ୱୟ ହଲେ ଅଜୁ ବରାଳ ଓ ରୋହନ ସନ୍ଦିରିଆ। ଏହି ଘଟଣାର ଅନ୍ୟ ଅଭିଯୁକ୍ତମାନେ ଫେରାର…

ତୀରନ୍ଦାଜୀରେ ଯୁଯୁମୁରାର ଭଉଣୀଭାଇଙ୍କ ସଫଳତା

ସମ୍ବଲପୁର,୨୧। ୧(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ବିଶାଖାପଟନମଠାରେ ଆୟୋଜିତ ବାଳିକା ଓ ବାଳକ ତୀରନ୍ଦାଜୀ ପ୍ରତିଯୋଗିତାରେ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକର ଭଉଣୀଭାଇଙ୍କ ସମେତ ୩ଜଣ ସଫଳତା ହାସଲ କରିଛନ୍ତି। ସେମାନେ ହେଲେ ରିକର୍ଭ ରାଉଣ୍ଡରେ ୭୨୦ ପଏଣ୍ଟରୁ ୬୭୭ ହାସଲ କରିଥିବା ଅର୍ଣବ…

ରାସ୍ତାରୋକୋରୁ ଓହରିଲା ଭାଜପା, ଭାଙ୍ଗିଲା ଡିଭାଇଡର

ସମ୍ବଲପୁର,୧୭ା୧(ବ୍ୟୁରୋ): ସମ୍ବଲପୁର ଅଇଁଠାପାଲି ଛକରେ ପୋଲିସ ଅନୁମୋଦନକ୍ରମେ ଏନ୍‌ଏଚ୍‌ଏଆଇ ପକ୍ଷରୁ ରାସ୍ତା ମଝିରେ କଂକ୍ରିଟ ଡିଭାଇଡର କରି ଛକ ରାସ୍ତା ବନ୍ଦ କରିଦିଆଯାଇଥିଲା। ଯାତ୍ରୀଙ୍କ ସମସ୍ୟାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବିଜେଡି ପକ୍ଷରୁ ଏହାକୁ ନିନ୍ଦା…

ପଥର ଖଣିରେ ଚାଲିଛି ବେଆଇନ ବ୍ଲାଷ୍ଟିଂ

ଜମନକିରା,୧୭ା୧(ଡି.ଏନ.ଏ.): ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ କୁଇଲାରିଯୋର ପଥର ଖଣିରେ ଗତ କିଛିମାସ ହେବ ବେଆଇନ ଭାବେ ପଥର ବ୍ଲାଷ୍ଟିଂ ଓ କ୍ରଶିଂ ଚାଲିଛି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନେଲେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି…

ଜେଲରେ ଓକିଲଙ୍କୁ ଭେଟିଲେ ଓଲା ପ୍ରତିନିଧି

ସମ୍ବଲପୁର,୧୪।୧(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ସହ ବିଚାରପତିମାନଙ୍କୁ ବାହାର କରିଦେବା ଭଳି ଘଟଣା ଘଟିଥିଲା। ଘଟଣାରେ ୩୦ ଓକିଲଙ୍କ ସମେତ ୮ କିନ୍ନର ଓ ଜଣେ ସାଧାରଣ ଲୋକ…

ମକର ସଂକ୍ରାନ୍ତିରେ କାଇଟ୍‌ ଫେଷ୍ଟିଭାଲ୍‌

ସମ୍ବଲପୁର,୧୩ା୧(ବ୍ୟୁରୋ) ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କାଇଟ୍‌ ଫେଷ୍ଟିଭାଲ୍‌ – ୨୦୨୩ ପାଳନ କରାଯିବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏଥିରେ ସାମିଲ ହେବାକୁ ଖବରଦାତା ସମ୍ମିଳନୀରେ ଆୟୋଜକ ସମ୍ବଲପୁର ୟୁଥ୍‌ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି। ଅନୁଷ୍ଠାନ…

ଷ୍ଟାଡିୟମ ସୁରକ୍ଷାରେ ବାଉଁଶ ବାଡ଼

ସମ୍ବଲପୁର,୧୩ା୧(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ରେ ସମ୍ବଲପୁର ଗସ୍ତରେ ଆସିଥିବାବେଳେ ବିଜୁ ଯୁବ ବାହିନୀ ସମାବେଶରେ ଯୋଗଦେଇ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଉନ୍ନତି ପାଇଁ ୩ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ। ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ବି ଟଙ୍କା ଆସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?