ସମ୍ବଲପୁର

ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଗ୍ରହଣ କଲା ଲୋକ ସଭା

ସମ୍ବଲପୁର,୬।୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ହିଂସା ଘଟିଥିଲା। ଆହତ ଓ ମୃତକଙ୍କ ପରିବାରକୁ ଭେଟିବାକୁ ଆସୁଥିବା ସମୟରେ ଭାଜପା ସଂସଦୀୟ ଟିମ୍‌କୁ ସମ୍ବଲପୁର ସୀମାକୁ ପୂରାଇ ଦିଆ ଯାଇ ନ ଥିଲା। ଏହାକୁ ନେଇ ବରଗଡ ଏମ୍‌ପି ସୁରେଶ ପୂଜାରୀ,…

ସମ୍ବଲପୁରରେ ଗଡ଼ିବ ମୋ ବସ୍‌

ସମ୍ବଲପୁର,୫ା୫(ବ୍ୟୁରୋ): ସମ୍ବଲପୁରରେ ଖୁବ୍‌ଶୀଘ୍ର ମୋ ବସ୍‌ ସେବା ଆରମ୍ଭ ହେବ। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହା ଲୋକାର୍ପଣ ହୋଇପାରେ ବୋଲି ଆଲୋଚନା ହେଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମହାନଗର ନିଗମ ଅନ୍ତର୍ଗତ କାଇଁଶିିର ରାସ୍ତାରେ ବସ୍‌ଷ୍ଟାଣ୍ଡ…

ବିପଜ୍ଜନକ ଅବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ର

କୁଚିଣ୍ଡା,୪ା୫(ଡି.ଏନ.ଏ.): କୁଚିଣ୍ଡା ଏନ୍‌ଏସି ୱାର୍ଡ ନଂ.୬ ଅଙ୍ଗନୱାଡ଼ି କେନ୍ଦ୍ର କାନ୍ଥରେ ଫାଟ ହୋଇ ବିପଜ୍ଜନକ ଅବସ୍ଥାରେ ଅଛି। ଏଣୁ ଏଠାରେ ପାଠ ପଢୁଥିବା ଶିଶୁମାନଙ୍କ ସୁରକ୍ଷା ନେଇ ଅଭିଭାବକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କୁଚିଣ୍ଡା ୱାର୍ଡ ନଂ.୬…

ସ୍ବାଭାବିକ ହୋଇନାହିଁ ବ୍ୟବସାୟ

ସମ୍ବଲପୁର,୪ା୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପଥର ମାଡ଼, ପୋଡ଼ାଜଳା, ଆକ୍ରମଣ, ହତ୍ୟା ଭଳି ଘଟଣା ଘଟିଥିଲା। ଏହାକୁ ନେଇ ଜିଲା ପ୍ରଶାସନ ଏପ୍ରିଲ ୧୩ରୁ ୨୪ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇଥିଲା। ନେଟ୍‌ ସେବା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ…

ସମ୍ବଲପୁରରେ ହିଂସା ହେଲେ ଭାଜପା ଦାୟୀ ରହିବ: ବିଜେଡି

ସମ୍ବଲପୁର,୩।୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସା ଘଟଣା ଦୁର୍ଭାଗ୍ୟଜନକ। ଏହା ସମସ୍ତଙ୍କୁ ବ୍ୟଥିତ କରିଥିଲା। ପୋଲିସ ଓ ଜିଲା ପ୍ରଶାସନ ସହିତ ଜନସାଧାରଣଙ୍କ ସହଯୋଗରେ ସହରରେ ଶାନ୍ତି ଫେରିଆସିଛି। ଏହି ଘଟଣାରେ ପୋଲିସ ଅନେକଙ୍କୁ ଗିରଫ କରି…

ବିଜେଡିର ତୁଷ୍ଟୀକରଣ ନୀତି: ଭାଜପା ସଂସଦୀୟ କମିଟି

ସମ୍ବଲପୁର,୩।୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଶୋଭାଯାତ୍ରା ସମୟରେ ପଥରମାଡ଼, ଆକ୍ରମଣ ସହ ଜେହାଦୀ ନାରା ଦିଆଯାଇଥିଲା, ଯାହାର ଭିଡିଓ ଭାଇରାଲ ହୋଇଥିଲା। ରାଜ୍ୟ ସରକାରଙ୍କ ତୁଷ୍ଟୀକରଣ ନୀତି…

ବିବାହ ବନ୍ଧନରେ ବାନ୍ଧି ହେଲେ ସମ୍ବଲପୁର-ବଲାଙ୍ଗୀର ଜିଲାପାଳ

ଭୁବନେଶ୍ୱର,୨।୫(ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧି ହେଲେ ସମ୍ବଲପୁର ଜିଲାପାଳ ଅନନ୍ୟା ଦାଶ ଓ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣା। ଆସାମ ଗୁଆହାଟୀର ଏକ ବିଳାସମୟ ହୋଟେଲରେ ଉଭୟଙ୍କର ହାତଗଣ୍ଠି ପଡିଛି। ତେବେ ବିବାହ ପୂର୍ବରୁ ଉଭୟଙ୍କର ଏକ ଡ୍ୟାନ୍ସ ଭିଡିଓ ଭାଇରାଲ…

ବିବାହ ପୂର୍ବରୁ ଭାଇରାଲ ହେଲା ଭିଡିଓ: କପଲ୍‌ ଡ୍ୟାନ୍ସ କରୁଛନ୍ତି ବହୁଚର୍ଚ୍ଚିତ ଯୋଡ଼ି

ସମ୍ବଲପୁର,୧।୫(ବ୍ୟୁରୋ): ଆଉ କିଛି ସମୟର ଅପେକ୍ଷା ପରେ ବିବାହ ବନ୍ଧରେ ବାନ୍ଧି ହେବେ ସମ୍ବଲପୁର ଜିଲାପାଳ ଅନନ୍ୟା ଦାଶ ଓ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରଣା । ଆସାମ ଗୁଆହାଟୀରେ ଏକ ବିଳାସମୟ ହୋଟେଲରେ ଉଭୟଙ୍କର ବାହାଘର ହେବ। ହେଲେ ତା’…

ଶ୍ୱେତପତ୍ର ପ୍ରକାଶ କରନ୍ତୁ ରାଜ୍ୟ ସରକାର : ମନମୋହନ

ସମ୍ବଲପୁର,୧ା୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସା ଘଟଣା ପାଇଁ ସରକାର ଦାୟୀ । ଗୃହ ବିଭାଗ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି। ସେ ଏହି ଘଟଣାରେ ସମ୍ପୂର୍ଣ୍ଣ ଦାୟୀ। ତେଣୁ ନିଜ ଭୁଲ୍‌କୁ ମୁଖ୍ୟମନ୍ତ୍ରୀ ସ୍ବୀକାର…

ଭାଜପା ପ୍ରଚାର ଗାଡ଼ିିରୁ ପୋଷ୍ଟର ଫାଡ଼ିଲେ

ସମ୍ବଲପୁର,୩୦।୪(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେ ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି, କଂଗ୍ରେସ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ବିଭିନ୍ନ ସ୍ଥାନରେ ସଭାସମିତି କରିବା ସହ ପ୍ରଚାର ଗାଡି ମଧ୍ୟ ବୁଲୁଛି। ଏପରିସ୍ଥଳେ ଝାରସୁଗୁଡା ମ୍ୟୁନିସିପାଲିଟି ୨୦ନଂ. ୱାର୍ଡ ମଙ୍ଗଳବଜାରରେ…

ଅପପ୍ରଚାର କରି ବନ୍ଧାହେଲେ ୧୬

ସମ୍ବଲପୁର,୩୦।୪(ବ୍ୟୁରୋ): ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ପଥରମାଡ଼, ପୋଡ଼ାଜଳା, ଆକ୍ରମଣ ଭଳି ଘଟଣା ଘଟିଥିଲା। ଏପରି କି ଚନ୍ଦ୍ରଶେଖର ମିର୍ଦ୍ଧା ନାମକ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହାକୁ ନେଇ ଜିଲା ପ୍ରଶାସନ ଏପ୍ରିଲ ୧୩ରୁ ନେଟ୍‌ସେବା ବନ୍ଦ କରି ସହରରେ…

ସମ୍ବଲପୁରରୁ ହଟିଲା କର୍ଫ୍ୟୁ

ସମ୍ବଲପୁର ଅଫିସ,୨୯ା୪: ସମ୍ବଲପୁରରୁ ଶନିବାର ହଟିଛି କର୍ଫ୍ୟୁ। ଦୀର୍ଘ ୧୭ ଦିନ ପରେ ସ୍ଥିତି ସ୍ବାଭାବିକ ହୋଇଥିବା ଲକ୍ଷ୍ୟ କରି ପ୍ରଶାସନ ଏହି ପଦକ୍ଷେପ ନେଇଥିବା ସମ୍ବଲପୁର ଏସ୍‌ପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି। ଏସ୍‌ପି କହିଛନ୍ତି, ସମ୍ବଲପୁର ଅନ୍ତର୍ଗତ ପୂର୍ବରୁ ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?