୬ ଜୁଆଡ଼ି ଗିରଫ
ଗୁଣପୁର,୨୬ା୧୦(ଡି.ଏନ୍.ଏ.)- ରାୟଗଡ଼ା ଜିଲା ଗୁଣପୁର ପୋଲିସ ସୋମବାର ଏକ ଜୁଆଆଡ୍ଡାରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୬ହଜାର ଟଙ୍କା ସହ ୪ ବାଇକ୍ ଏବଂ ୫ ମୋବାଇଲ୍ ଜବତ କରାଯାଇଥିବା ଗୁଣପୁର ଥାନାଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସୂଚନା…
ରେଳ ଧାରଣାରୁ ମିଳିଲା ପରିବାରର ୩ ଜଣଙ୍କ ମୃତଦେହ
ଟିକିରି/ଦଶମନ୍ତପୁର,୨୬ା୧୦(ଡି.ଏନ୍.ଏ.)-କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ସିଙ୍ଗାରାମ ରେଳ ଷ୍ଟେଶନ ନିକଟରୁ ସୋମବାର ଗୋଟିଏ ପରିବାରର ୩ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍ ଚିକାମ୍ବ ଗ୍ରାମର କେଶବ ସୁବୁଦ୍ଧି(୩୮), ଝିଅ ଶ୍ରେୟା(୧୨) ଏବଂ ପୁଅ…
ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା
ଗୁଣୁପୁର, ୨୬।୧୦(ଡି.ଏନ୍.ଏ.): ରାୟଗଡ଼ା-ଗଜପତି ଜିଲା ସୀମାନ୍ତ କତାଗୁଡା ଘାଟିରେ ସୋମବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି l ପ୍ରକାଶ ଯେ, ଶିରିଝୋଲୀ ଗ୍ରାମରୁ ଏକ ବାଇକ ଯୋଗ…
୮ ମାସର ଗର୍ଭବତୀ ବୋହୂଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୁରଙ୍କ ଜୀବନ ଗଲା
ରାୟଗଡା ଅଫିସ,୧୦।୧୦: ରାୟଗଡ଼ା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡଙ୍ଗପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ୱଶୁର ବୋହୂଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବୋହୂ ସୁମିତ୍ରା ମାଣ୍ଡାଙ୍ଗି (୨୪) ରୋଷଇ…
୩ ମହଲା ଛାତରୁ ପଡି କନଷ୍ଟେବଳ ମୃତ
ରାୟଗଡା ଅଫିସ୍,୬।୧୦: ଓଏସ୍ଏପି କନଷ୍ଟେବଳ ଯୋଗେଶ୍ୱର ଦାଶ (୨୭) ୩ ମହଲା ଛାତରୁ ପଡି ମୃତ୍ୟୁବରଣ କରିଛନ୍ତି। ସେ ଚାନ୍ଦିଲି ନିୟୁ ଆରୋ ବିଲ୍ଡିଂ ଫୋର୍ସ ବ୍ୟାରେକରେ ରହୁଥିଲେ। ସୋମବାର ରାତି ୯ଟା ସମୟରେ ସେ ଛାତ ଉପରେ ବସି ଆଇପିଏଲ୍…
୧୯ କୋଟି ଖର୍ଚ୍ଚ ହୋଇ ମଧ୍ୟ ଉପଭୋକ୍ତାଙ୍କ କାର୍ଯ୍ୟରେ ଆସୁନି ସବ୍ଷ୍ଟେଶନ
ମୁନିଗୁଡ଼ା,୬ା୯(ଡି.ଏନ୍.ଏ.): ଉପଭୋକ୍ତାଙ୍କୁ ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଏବେବି ଏହାର ଲାଭ ଭଠାଇ ପାରୁ ନାହାନ୍ତି ଉପଭୋକ୍ତା।ରାୟଗଡ଼ା ଜିଲା ହାଟମୁନିଗୁଡା ଛକଠାରେ ତିଆରି ହୋଇଛି ସବ୍ଷ୍ଟେଶନ ହେଲା, ଏଯାଏ…
ରାୟଗଡ଼ା ଜିଲାର ୨ ଜେଲରୁ ୨୧୮ କରୋନା ପଜିଟିଭ
ରାୟଗଡ଼ା ଅଫିସ/ ଗୁଣପୁର,୨୯ା୮(ଡି.ଏନ୍.ଏ.): ରାୟଗଡ଼ା ସମଗ୍ର ରାଜ୍ୟରେ ଶେଷ ଜିଲାଭାବେ ଜୁନ୍ ୩ରେ କରୋନା ତାଲିକାରେ ସାମିଲ ହୋଇଥିଲା। ପ୍ରଥମେ ଜଣେ ଦିଲ୍ଲୀ ଫେରନ୍ତା ଯୁବତୀ ସଂକ୍ରମିତ ହୋଇଥିଲେ। ତେବେ ତିନି ମାସ ମଧ୍ୟରେ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୪୨୧୫ରେ ପହଞ୍ଚିଛି।…
ରାୟଗଡ଼ା ଡେପୁଟି କଲେକ୍ଟର ନିଲମ୍ବିତ
ରାୟଗଡ଼ା ଅଫିସ,୧୯ା୮: କାର୍ଯ୍ୟରେ ଅବହେଳା ପାଇଁ ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସମୟରେ ସେ ରାୟଗଡ଼ା…
୮ କରୋନା ଯୋଦ୍ଧା ସମ୍ବର୍ଦ୍ଧିତ
ରାୟଗଡ଼ା ଅଫିସ,୧୫ା୮: ରାୟଗଡ଼ାରେ ଜିଲାସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ ସ୍ଥାନୀୟ ଜିିସିଡି ପଡ଼ିଆଠାରେ ଶନିବାର ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ଏଥିରେ ଦକ୍ଷତା ବିକାଶ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ…
ମୁନିଗୁଡ଼ା ବ୍ଲକ ଅମ୍ଲାଭଟ୍ଟା ପଞ୍ଚାୟତ ୩ ଦିନ ଶଟ୍ଡାଉନ: ଜିଲାର ଏହି ବ୍ଲକକୁ ଛୁଇଁ ପାରିନି କରୋନା
ମୁନିଗୁଡ଼ା,୫।୮(ଡି.ଏନ୍.ଏ.): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ଲକ୍ଡାଉନ ଓ ଶଟ୍ଡାଉନ ଲାଗୁ ହେଉଛି। ଯାହାଫଳରେ ସଂକ୍ରମଣକୁ ରୋକାଯାଇ ପାରିବ। ତେବେ ରାୟଗଡା ଜିଲରେ ଗତ କିଛି ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି ।…
ଲକ୍ଡାଉନ୍ କଣ୍ଟା: କୌଳିକ ବୃତ୍ତି ହରାଉଛନ୍ତି ଡୋକରା ହସ୍ତଶିଳ୍ପୀ
ମୁନିଗୁଡ଼ା,୨ା୮(ଡି.ଏନ୍.ଏ.): ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ରାଜ୍ୟ। କଟକର ତାରକସି କାମ ହେଉ ଅବା ପାରଳାଖେମୁଣ୍ଡିର ଶିଙ୍ଘକାମ, ପିପିଲିର ଚାନ୍ଦୁଆ, ଏସବୁକୁ ନେଇ ଓଡ଼ିଶା ଦେଶ ବିଦେଶରେ ବେଶ୍ ନାଁ କରିଛି। ମାତ୍ର ଗତ ୪ ମାସ ହେବ କରୋନା…
ରାୟଗଡ଼ାରୁ ୧୨ କରୋନା ଯୋଦ୍ଧା ସମେତ ୬୮ ପଜିଟିଭ ଚିହ୍ନଟ, ୪୮ ଘଣ୍ଟା ଟାଉନ ଥାନା ସିଲ୍
ରାୟଗଡା ଅଫିସ, ୨୭।୭: ରାୟଗଡ଼ା ଜିଲାରୁ ସୋମବାର ୬୮ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଏଥିରେ ରହିଛନ୍ତି ୧୨ ଜଣ କରୋନା ଯୋଦ୍ଧା। ରାୟଗଡା ଟାଉନ ଥାନାର ୧୨ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାରୁ ରାଜ୍ୟ ସରକାରଙ୍କ…
Archives


