କ୍ରିକେଟ ମ୍ୟାଚ ପାଇଁ ବେଟିଂ, ୩ ଗିରଫ
ଗୁଣପୁର,୪।୪(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁର ପୋଲିସ କ୍ରିକେଟ ମ୍ୟାଚ ପାଇଁ ବେଟିଂ କରିବା ଅଭିଯୋଗରେ ପୁଣି ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୁଣପୁରର ଜି. ଶ୍ରୀନିବାସ ରାଓ, କତୁରୁ ଗ୍ରାମର ଏସ୍. ତାତା ରାଓ ଏବଂ ଗୁଡାରୀର…
ସହରାଞ୍ଚଳ ବିଶୋଧନ ଆରମ୍ଭ କଲା ଗୁଣପୁର ପ୍ରଶାସନ
ଗୁଣପୁର,୪।୪(ଡି.ଏନ୍.ଏ.): ରାୟଗଡା ଜିଲା ଗୁଣପୁର ପୌର ପରିଷଦ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଶନିବାର ମିଳିତ ଭାବେ ସହରର ବିଭିନ୍ନ ସ୍ଥାନରେ ବିଶୋଧନ କରାଯାଇଛି। ମେଡିକାଲ, ପୁରୁଣା ବସଷ୍ଟାଣ୍ଡ ଏବଂ ମାଛ ବଜାର ଅଞ୍ଚଳରେ ବିଶୋଧନ ହୋଇଛି। ପୌର ପରିଷଦର ନିର୍ବାହୀ…
କରୋନା ସଚେତନ ଜନଜାତି ସାହି ଆରମ୍ଭରେ ଦେଲେ ବାଡ଼
ରାୟଗଡ଼ା ଅଫିସ,୪।୪: କରୋନା ଲକ୍ ଡାଉନକୁ ସାଧାରଣ ଲୋକଙ୍କ ସହ ଅନେକ ଶିକ୍ଷିତ ମଧ୍ୟ ମାନୁ ନ ଥିବା ବେଳେ ରାୟଗଡ଼ା ସହରରେ ଥିବା ଜନଜାତିଙ୍କ ଗୋଟିଏ ସାହି ଏ ଦିଗରେ ବେଶ ସଚେତନ ଥିବା ଦେଖିବାକୁ ମିଳିଛି। ସହର ନିକଟରେ…
ଲକ୍ ଡାଉନ ମାନିଲେନି, ଜବତ ହେଲା ୨୫ ବାଇକ୍
ଗୁଣପୁର,୪।୪(ଡି.ଏନ୍.ଏ.): ଲକ୍ ଡାଉନ ବେଳେ ରାୟଗଡ଼ା ଜିଲା ଗୁଣପୁର ଏବଂ ପଦ୍ମପୁର ପୋଲିସ ୨୫ ବାଇକ୍ ଜବତ କରିଛି। ଲକ୍ ଡାଉନ ସମୟର ନିୟମ ଭାଙ୍ଗି ଥିବାରୁ ବାଇକ୍ ସବୁ ଜବତ କରାଯାଇଛି l ଗୁଣପୁରଠାରେ ୧୨ ବାଇକ୍ ଜବତ କରାଯାଇଛି…
ଆଶ୍ରୟସ୍ଥଳରେ ଦାଦନ ଶ୍ରମିକଙ୍କ ସ୍ଥିତି ପରଖିଲେ ଜିଲାପାଳ
ରାୟଗଡା ଅଫିସ,୪।୪: ଜିଲାପାଳ ପ୍ରମୋଦ କୁମାର ବେହେରା ଶନିବାର ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ କୈଳାସପୁର ଗ୍ରାମରେ ଥିବା ଆଶ୍ରୟସ୍ଥଳରେ ଦାଦନ ଶ୍ରମିକଙ୍କ ସ୍ଥିତି ଓ ସେମାନଙ୍କ ପାଇଁ ଥିବା ବ୍ୟବସ୍ଥା ପରଖିଛନ୍ତି। ବିଭିନ୍ନ ରାଜ୍ୟରୁ ଆସି ଏଠାରେ ଅଟକି…
ବିଶାଖାପାଟଣାରୁ ରେଳ ଧାରଣାରେ ଚାଲି ଓଡ଼ିଶା ଫେରିଲେ କଳାହାଣ୍ଡିର ୧୮ ଶ୍ରମିକ
ମୁନିଗୁଡ଼ା,୪।୪(ଡି.ଏନ୍.ଏ.): କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ସହ ରାଜ୍ୟ ସିମାକୁ ସିଲ୍ କରି ଦିଆଯାଇଛି। କୌଣସି ରାଜ୍ୟରୁ କେହି ଅନ୍ୟ ରାଜ୍ୟକୁ ଯିବା ପାଇଁ କଟକଣା କରାଯାଇଛି। ତଥାପି କଳାହାଣ୍ଡି ଜିଲା ଜୁନାଗଡ଼ ଅଞ୍ଚଳର ୧୮ଜଣ ଯୁବକ…
ଆମ୍ବୁଲାନ୍ସରେ ଯାତ୍ରୀ ପରିବହନ: ଚାଳକ, ଯାତ୍ରୀ ଅଟକ
ରାୟଗଡ଼ା ଅଫିସ,୩୦ା୩-କୋଭିଡ୍-୧୯ର ଭୟାବହତାକୁ ନଜରରେ ରଖି ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଥିପାଇଁ ଯାନବାହନ ଚଳାଚଳ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ସୋମବାର ନୟାଗଡ଼ ଜିଲା ଓଡ଼ଗାଁ ଅଞ୍ଚଳର ୬ ଯାତ୍ରୀ ଏକ ଆମ୍ବୁଲାନ୍ସ ଯୋଗେ କୋରାପୁଟ ଜିଲା ଦାମନଯୋଡ଼ି ଯାତ୍ରା…
ତାମିଲ୍ନାଡ଼ୁରେ ଫସିଛନ୍ତି କାଶିପୁରର ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ
ଟିକିରି,୨୯ା୩: ଲକ୍ଡାଉନ୍ ଯୋଗୁ ରାୟଗଡ଼ା ଜିଲା କାଶିପୁର ବ୍ଲକ୍ ଡୁଡୁକାବାହାଲ ପଞ୍ଚାୟତ ଅଧୀନ କାଳିଆପଡ଼ା ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ତାମିଲ୍ନାଡ଼ୁରେ ଫସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ କାମ ପାଇଁ ଗାଁର କେତେକ ଶ୍ରମିକ ତାମିଲ୍ନାଡ଼ୁ ରାଜ୍ୟ ଇରୋଡ୍ ଜିଲାର ପୁଡୁପାଲ୍ୟମ୍…
ଉତ୍କଳ ଆଲୁମିନା ପକ୍ଷରୁ ରାସ୍ତା, ଡ୍ରେନ୍ରେ ହାଇଡ୍ରୋ କ୍ଲୋରାଇଡ୍ ସିଞ୍ଚନ
ଟିକିରି,୨୭ା୩: କରୋନାକୁ ପ୍ରତିହତ କରିବା ପାଇଁ ସବୁଠି ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି। ଉତ୍କଳ ଆଲୁମିନା ପକ୍ଷରୁ ରାୟଗଡ଼ା ଜିଲା କାଶିପୁର ବ୍ଲକ୍ ଟିକିରି ମୁଖ୍ୟରାସ୍ତାରେ ଶୁକ୍ରବାର ହାଇଡ୍ରୋ କ୍ଲୋରାଇଡ୍ ଦ୍ରବଣ ସିଞ୍ଚନ କରାଯାଇଛି। କମ୍ପାନୀର ୟୁନିଟ୍ ମୁଖ୍ୟ ତଥା ସଭାପତି…
ରାୟଗଡ଼ାରେ ଫସିଛନ୍ତି ୧୮ ତୀର୍ଥଯାତ୍ରୀ
ରାୟଗଡ଼ା ଅଫିସ,୨୬।୩: ଛତିଶଗଡ଼ର ୧୮ ତୀର୍ଥଯାତ୍ରୀ ଗତ ୧୨ ତାରିଖରେ ଛତିଶଗଡ଼ର ମାହାସାମୁଦ୍ର ଜିଲାର ନାନ୍ଦଗାଓଁରୁ ତୀର୍ଥ ଯାତ୍ରା ଆରମ୍ଭ କରିଥିଲେ। ୨୨ ତାରିଖରେ ସେମାନଙ୍କ ଫେରିବା ପାଇଁ ଟିକେଟ ମଧ୍ୟ ହୋଇଥିଲା। ହେଲେ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଥିବା ମହାମାରୀ…
ଲକ୍ଡାଉନ୍ର ପ୍ରଭାବ: ହଷ୍ଟେଲ୍ରୁ ଚାଲି ଚାଲି ଘରକୁ ବାହାରିଲେ ଛାତ୍ରୀଛାତ୍ର
ରାୟଗଡ଼ା ଅଫିସ,୨୫ା୩ : ମହାମାରୀ କରୋନା ସଂକ୍ରମଣକୁ ଦୃଢ଼ ହସ୍ତରେ ଦମନ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ସମଗ୍ର ଭାରତକୁ ଲକ୍ଡାଉନ୍ ଘୋଷଣା କରିଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ସାରା ଓଡ଼ିଶାକୁ ଲକ୍ଡାଉନ୍…
ଗୁଣପୁରରେ ବାଇକ୍ ଚଳାଚଳ ଉପରେ ପ୍ରଶାସନର କଡ଼ା ନଜର
ଗୁଣପୁର, ୨୫।୩(ଡି.ଏନ୍.ଏ.): କରୋନା(କୋଭିଡ୍-୧୯) ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏହାର ମୁକାବିଲା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲା ଗୁଣପୁରରେ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି। ବାଇକ୍ ଚଳାଚଳ ଉପରେ…
Archives


