କର୍କଟ ରୋଗାକ୍ରାନ୍ତ ଭିନ୍ନକ୍ଷମ ଛାତ୍ରଙ୍କ ସଫଳତା
ଖଣ୍ଡପଡ଼ା,୨୩ା୫(ସ୍ବ.ପ୍ର.)- ଖଣ୍ଡପଡ଼ା ରଥଗଡା ସାହିର କର୍କଟ ରୋଗାକ୍ରାନ୍ତ ଭିନ୍ନକ୍ଷମ ଛାତ୍ର ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି ା ଖଣ୍ଡପଡ଼ାର ବରିଷ୍ଠ ଆଇନଜୀବୀ ସଂଗ୍ରାମ କେଶରୀ ମିଶ୍ରଙ୍କ ପୁତ୍ର ସ୍ବସ୍ତିକ ମିଶ୍ର(୧୫) ସ୍ଥାନୀୟ ରାମଚନ୍ଦ୍ର ନୋଡାଲ…
ଏଟିଏମ୍ ସେବା ଠପ୍ : ଅନ୍ୟ ଅଞ୍ଚଳରୁ ଗ୍ରାହକ ଉଠାଉଛନ୍ତି ଟଙ୍କା
ନିରାକାରପୁର,୨୩ା୫(ଡି.ଏନ.ଏ.): ଫନୀ ପରେ ଖୋର୍ଦ୍ଧା ଜିଲା ନିିରାକାରପୁର ପଞ୍ଚାୟତସ୍ଥିତ ବିଭିନ୍ନ ବ୍ୟାଙ୍କର ଏଟିଏମ୍ ସେବା ଠପ୍ ହୋଇଯାଇଥିବା ଅଭିଯୋଗ ହୋଇଛି। ପ୍ରାୟ ସମସ୍ତ ଏଟିଏମ୍ କେନ୍ଦ୍ର ଅଚଳ ହୋଇ ପଡ଼ିଥିବାବେଳେ କେବଳ ୨ଟି କାର୍ଯ୍ୟ କରୁଛି ା ଗ୍ରାହକମାନେ ଘୋର ଅସୁବିଧାର…
କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳି
ବ୍ରହ୍ମପୁର ଅଫିସ,୨୩ା୫: କିଛିଦିନର ନୀରବତା ପରେ ପୁଣି ଥରେ ବ୍ରହ୍ମପୁରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଗୁରୁବାର ସାଧାରଣ ନିର୍ବାଚନର ଭୋଟ ଗଣତି ହେବାକୁ ଥିବାବେଳେ ବୁଧବାର ରାତି ପ୍ରାୟ ୯ଟାବେଳେ ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନାଙ୍କୁ ମରଣାନ୍ତକ…
ଦାରିଙ୍ଗବାଡ଼ି ଅଞ୍ଚଳରେ କାଜୁ ଚାଷ ନୈରାଶ୍ୟଜନକ
ଦାରିଙ୍ଗବାଡି,୨୩।୫(ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ସମେତ ପଡୋଶୀ ଜିଲା ଗଜପତିର ପାଣିଗଣ୍ଡା, କଟାମାହା ଆଦି ଅଞ୍ଚଳରେ ଏବେ କାଜୁ ଚାଷ ପ୍ରତି ଆଗ୍ରହ ବୃଦ୍ଧି ପାଉଛି। ତେବେ ଚଳିତ ବର୍ଷ କାଜୁ ଫସଲରେ ଚାଷୀଙ୍କୁ ନିରାଶ ହେବାକୁ ପଡିଛି। ଯେତିକି କାଜୁ ଅମଳ…
ଆଜି ଇଭିଏମ୍ରୁ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ
ଅନୁଗୋଳ ଅଫିସ, ୨୩।୫: ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଲାଗି ରହିଥିବା ଉତ୍କଣ୍ଠା ଗୁରୁବାର ଶେଷ ହେବ। ଇଭିଏମ୍ରେ ବନ୍ଦୀ ପ୍ରାର୍ଥୀଙ୍କ ଭାଗ୍ୟଫଳ ପ୍ରକାଶ ପାଇବା ପରେ ସବୁ ଆଶା ଆଶଙ୍କା, ଗଣିତ କଷାରେ ପୂର୍ଣ୍ଣଚ୍ଛେଦ ପଡିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି…
ଅଭିଯୁକ୍ତ ଦେଉଛନ୍ତି ଧମକ, ପୋଲିସ ଚୁପ୍: ଭୟରେ ଦିନ କାଟୁଛନ୍ତି ବୃଦ୍ଧା
ଅନୁଗୋଳ ଅଫିସ, ୨୩।୫: ପଡୋଶୀ ପିଲା ଘରେ ପଶି ଜଣେ ଭିନ୍ନକ୍ଷମ ବୃଦ୍ଧାଙ୍କଠାରୁ ଚୋରି କରିବା ଅଭିଯୋଗରେ ଅନୁଗୋଳ ଜିଲା ଏନ୍ଟିପିସି ଥାନା ପୋଲିସ ଏକ ମାମଲା ରୁଜୁ କରିଥିଲା। ଘଟଣାର ୩ ମାସ ପରେ ବି ପୋଲିସ କୌଣସି ପଦକ୍ଷେପ…
ମାର୍କେଟ କମ୍ପ୍ଲେକ୍ସ ଉଦ୍ଘାଟନକୁ ୩ବର୍ଷ ବିତିଲାଣି: ଥଇଥାନ ହୋଇ ପାରୁନାହାନ୍ତି ୪୦ ବ୍ୟବସାୟୀ
ତିହିଡ଼ି, ୨୩।୫(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ପାଳିଆବିନ୍ଧା ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ ଉଦ୍ଘାଟନକୁ ୩ବର୍ଷ ବିତିଲାଣି। ଏଯାଏ ଏହାକୁ ବ୍ୟବହାର ଉପଯୋଗୀ କରାଯାଇ ନାହିଁ। ଏ ନେଇ ବ୍ୟବସାୟୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଳିଆ ହାଟରୁ ଉଚ୍ଛେଦ ହୋଇଥିବା ୪୦…
୪୨ ବର୍ଷରେ ବଇଣ୍ଡା ଚନ୍ଦନଯାତ୍ରା
( ପରିକ୍ଷିତ ସାହୁ ) ବଇଣ୍ଡା,୨୩।୫: ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାରଠାରୁ ଏହି ଯାତ୍ରା ଆରମ୍ଭ ହୋଇ ୪ଦିନ ଧରି ଚାଲିବ। ସେହିପରି ୩ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ…
ଆଜି ଭୋଟଗଣତି, ପ୍ରସ୍ତୁତି ଶେଷ: ୩୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଢେଙ୍କାନାଳ ଅଫିସ, ୨୩ା୫ ସାଧାରଣ ନିର୍ବାଚନର ଫଳାଫଳକୁ ମାତ୍ର କେଇଘଣ୍ଟା ବାକି। ରାଜ୍ୟରେ ଅନ୍ୟତମ ଚର୍ଚ୍ଚିତ ଢେଙ୍କାନାଳ ଲୋକ ସଭା ଆସନ ଉପରେ ଏବେ ସମସ୍ତଙ୍କ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି। ଇଭିଏମ୍ରେ କଏଦ ୯ ଏମ୍ପି ପ୍ରାର୍ଥୀ, ୨ ମନ୍ତ୍ରୀଙ୍କ ସମେତ…
ଦିନରେ ସମ୍ଭାଳୁଛନ୍ତି ବ୍ୟବସାୟ, ରାତିରେ ଗାୟକ: ୪୫ ବର୍ଷରେ ୫ ହଜାର ମଞ୍ଚ
(ଦୀନେଶ ଦେହୁରୀ) ବନ୍ତଳା,୨୩ା୫: ଦିନରେ ମା’ଙ୍କ ବ୍ୟବସାୟକୁ ବଢ଼ାଉଛନ୍ତି ଆଗକୁ। ଆଉ ରାତିରେ ଜାମାଯୋଡ ହୋଇ ଚାମର ଧରି ଗାୟକ, ପାଳିଆଙ୍କ ସାଥେ ଓହ୍ଲାଉଛନ୍ତି ମଞ୍ଚକୁ। ଦୀର୍ଘ ୪୫ ବର୍ଷ ମଧ୍ୟରେ ୫ ହଜାରରୁ ଅଧିକ ସ୍ଥାନରେ ପାଲା ପରିବେଷଣ କରିସାରିଲେଣି…
ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ଶାଖା ସ୍ଥାନାନ୍ତରଣକୁ ବିରୋଧ: ମିଳିତ କ୍ରିୟାନୁଷ୍ଠାନ କମିିିଟିର ଦାବିପତ୍ର
ବ୍ରହ୍ମପୁର ଅଫିସ,୨୩ା୫-ବ୍ରହ୍ମପୁର ଆମ୍ବପୁଆ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ସ୍ଥାନାନ୍ତରଣକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଶରଧାବାଲିରେ ଥିବା ଏହି ବ୍ରାଞ୍ଚକୁ ଖୋଡାସିଙ୍ଗି ଏଡିବି ଶାଖା ସହ ମିଶ୍ରଣ କରାଯିବାକୁ ଯୋଜନା କରାଯାଉଥିବା ବେଳେ ଏହାକୁ ସ୍ଥାନୀୟ ଅଞ୍ଚଳବାସୀ…
ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ
ବ୍ରହ୍ମପୁର ଅଫିସ,୨୩ା୫: ଟାଉନ ଥାନାରୁ ବୁଧବାର ମଧ୍ୟାହ୍ନରେ ପୋଲିସକୁ ଚକ୍ମା ଦେଇ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ସେ ହେଲେ ମହମ୍ମଦ ଇମରାନ। ଏକ ହତ୍ୟା ଉଦ୍ୟମ ମାମଲାରେ ସେ ସମ୍ପୃକ୍ତ ଥିବା ବେଳେ ତାଙ୍କୁ ସଦର ଥାନାରେ ଅଟକ…

