ଆମ ଜିଲା ଖବର

ମାତିଛନ୍‌ ଜଂଗଲି ବର୍‌ହା, ଉଜାଡୁଛନ୍‌ ଫସଲ: ମଚାନ୍‌ ବାଁଧି ଫସଲ ଜୁଗିଛେ ଚାଷୀ

ବିନିକା, ୧୩ା୫(ଡି.ଏନ୍‌.ଏ.): ବିନିକା ବ୍ଲକ ଅଂଚଲରେ ଏହେଦେ ଚାଷୀ ରବିଧାନ ଫସଲ କରିଛନ୍‌। ଫସଲ ଅମଲ କରବାର ସମିଆ ପାଖେଇ ଆଏଲାନ, ଧାନ ମଥା ନଇଁ ଲପ୍‌ଲପେଇ ଯାଉଛେ। ଅଂଚଲର ଚାଷୀ ଇଥର ଭଲ ଅମଲ ହେବାର ଆଶ୍‌ ବାଁଧି ବସିଛେ।…

ସରକାରୀ ଯୋଜନାରୁ ବଁଚିତ କୁଟିଆକଁଧ୍‌

ଭବାନୀପାଟଣା, ୧୩ା୫ (ଡି.ଏନ୍‌.ଏ) : ଓଡ଼ିଶାର ଗୁଟେ ବିରଲ ଜନଜାତି ଭିତରେ କୁଟିଆକଁଧ୍‌ ଅଲଗ୍‌ ଆଏ। ସମତଲ ଆର ପାହାଡ଼ର ତଲି ଅଂଚଲରେ ଇମାନେ ରହାବସା କରସନ୍‌। ଉନିଆ ଜନଜାତି ଲେଖେଁ ଇମାନେ ବି ଜଂଗଲଜାତ ଦରବ ଉପରେ ନିରଭର କରି…

ଚେତି ଶୁଇଛେ ବିଭାଗ: ଗାଁ ମଝିରେ ବିପଦ୍‌ ଅବସ୍‌ତାରେ ବିଦ୍ୟୁତ୍‌ ଖୁଁଟା

ବିନିକା,୧୩ା୫(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ପଁଚେତ୍‌ ଅଧୀନ ଝାରକଦଲିପାଲି ଗାଁ। ଗାଁର ଲୋକ୍‌ ସଂଖ୍ୟା ୧୨ଶହରୁ ଅଧ୍‌କା। ଗାଁର ମୁଖିଆ ରାସ୍‌ତା ମଝିରେ ଗୁଟେ ବିଦ୍ୟୁତ୍‌ ଖୁଁଟା ଅନେକ ବଛର ହେଲା ବିପଦ ଅବସ୍‌ତାରେ ରହିଛେ। ଇ ବାବ୍‌ଦେ…

ଚାର ମୁଜି କିଲୋ ୧ଶହ ଟଁକା: ପରିବାର ପିଛା ବଛରକ କମଉଛନ୍‌ ୫ ହଜାର

ଲୋଇସିଂହା,୧୩।୫(ଡି.ଏନ.ଏ): ପ୍ରକୃତିରୁ ଆମକୁ ଅନେକ ପରକାର ଜିନିଷ ମିଲୁଛେ। ଭିନେ ଭିନେ ଋତୁରେ ଅନେକ ପରକାର ଫଲମୂଲ ମିଲୁଛେ। ଇଥ୍‌ରେ ଅନେକ ପରିବାରର ଜୀବନ୍‌ ଜୀବ୍‌କା ଚଲୁଛେ। ସେନ୍‌ତା ଆଦିବାସୀ ସମାଜର ଲୋକମାନେ ଜଂଗଲଜାତ ଦରବ୍‌ ଠୁଲେଇ ସେଟାକେ ବିକା ଭଂଗା…

ଟ୍ରକ ଧକ୍କାରେ ଭାଙ୍ଗିଲା ବିଶ୍ରାମାଗାର

ଛେଣ୍ଡିପଦା,୧୨ା୫(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆପଡ଼ାଠାରେ ଏକ ଟ୍ରକ ଧକ୍କାରେ ବିଶ୍ରାମାଗାର ଭାଙ୍ଗିଯାଇଛି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ପୋଲିସ ସୂତ୍ରରୁ ପ୍ରକାଶ, ଛେଣ୍ଡିପଦାରୁ ଦେବଗଡ଼ ଯାଇଥିବା ଜାତୀୟ ରାଜପଥର ନୂଆପଡ଼ା ଛକଠାରେ ଶନିବାର ବିଳମ୍ବିତ ରାତିରେ…

ବିଦ୍ୟୁତତାର ସଂସ୍ପର୍ଶରେ ଆସି ଯୁବକଙ୍କ ଜୀବନ ଗଲା

ବରଗଡ଼ ଅଫିସ,୧୨ା୫: ବରଗଡ଼ ସହରର ୧ନଂ ଓ୍ବାର୍ଡର ନଦୀପଡ଼ାରେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ରବିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଏହି ପଡ଼ାର ଉଗ୍ରସେନ ପାତ୍ରଙ୍କ ପୁଅ ମନୋଜ(୨୮) । ସେ ଗାଧୋଇବାକୁ ଯାଉଥିବାବେଳେ ବିଦ୍ୟୁତ…

ଗ୍ରାମବାସୀଙ୍କ ଦ୍ବାରା ଚୋରା ଝାଉଁ କାଠ ଜବତ

ବାହାନଗା,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଳକ ବରିପଦା ପଞ୍ଚାୟତର ଅଟାସପୁର ଛକରୁ ରବିବାର ବେଆଇନ ଝାଉଁ କାଠ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ବାରା ଜବତ କରାଯାଇଛି। ଏ ନେଇ ଗ୍ରାମବାସୀ ଫରେଷ୍ଟ ଗାର୍ଡଙ୍କୁ ଖବର ଦେଇଥିଲେ ସୁଦ୍ଧା ଏଯାବତ୍‌ ଘଟଣାସ୍ଥଳରେ ସେମାନେ…

ବକେୟା ଦରମା ଦାବିରେ ଓଏସ୍‌ଆରଟିସି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭଞ୍ଜନଗର,୧୨।୫(ଡି.ଏନ୍‌.ଏ.): ୭ ମାସର ବକେୟା ଦରମା ପ୍ରଦାନ ଦାବିରେ ଭଞ୍ଜନଗର ଓଏସ୍‌ଆରଟିସିର ଠିକା କର୍ମଚାରୀମାନେ ରବିବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଫଳରେ ଭଞ୍ଜନଗର…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩ ପରିବାରର ୬ ବଖରା

ଭଞ୍ଜନଗର,୧୨।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ଗାୟଗଣ୍ଡାରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୬ ବଖରା ଜଳିଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି। ଏଥିରେ ରଞ୍ଜୁ ବେହେରା, ଅମ୍ବିକା…

ପିଲାଙ୍କୁ କରିବେ ଉଚ୍ଚଶିକ୍ଷିତ : ମା’ କାନ୍ଧେଇଛନ୍ତି ବାପାର ବୋଝ

ବଅଁରପାଳ, ୧୨।୫- ଦୁର୍ଘଟଣାରେ ସ୍ବାମୀ ଆଖିବୁଜିବା ବେଳେ କୋଳରେ ଥିଲେ ଦୁଇ କୁନି ସନ୍ତାନ। ନୂଆଣିଆ ଘର ଖଣ୍ଡିକୁ ଛାଡ଼ିଦେଲେ ଆଉ କିଛି ନ ଥିଲା ପାଖରେ। ସେତେବେଳେ ବୃଦ୍ଧ ଶାଶୁ ଶ୍ୱଶୁର ଓ ପିଲା ହିଁ ଥିଲେ ବଡ଼ ପୁଞ୍ଜି।…

ଗଇଲୋ ଅଞ୍ଚଳରେ ନରହନ୍ତା ଦନ୍ତା

ଢେଙ୍କାନାଳ ଅଫିସ, ୧୨।୫- ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତା ହାତୀକୁ ଶୁକ୍ରବାର ଓଡ଼ାପଡ଼ା ବ୍ଲକ ସଦର ରେଞ୍ଜ ଗଇଲୋ ଅଞ୍ଚଳରେ ଠାବ କରାଯାଇଛି। ଏହାକୁ ନେଇ ସାଧାରଣରେ ଭୟ ଆତଙ୍କର ବାତାବରଣ…

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ : ଉତ୍ତେଜନା, ରାସ୍ତାରୋକୋ

ଢେଙ୍କାନାଳ ଅଫିସ, ୧୨।୫- ଢେଙ୍କାନାଳ ସଦର ଥାନା ମଙ୍ଗଳପୁର ଗ୍ରାମରେ ଶୁକ୍ରବାର ରାତିରେ ଟ୍ରାକ୍ଟର ଧକ୍କାରେ ବାସୁଦେବ ବରାଳ(୨୪)ଙ୍କ ମୃତ୍ୟୁ ଘଟିଛି। ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଶନିବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ସାଢ଼େ ୬ଟା ଯାଏ ମଜୁରି ଛକରେ ଢେଙ୍କାନାଳ-ଭାପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?