ଆମ ଜିଲା ଖବର

ପୁରୁଷୋତ୍ତମପୁରରେ ଗଡ଼ିଲା ରାଜସ୍ବ ରଥ

ପୁରୁଷୋତ୍ତମପୁର,୧୭।୫(ଡି.ଏନ୍‌.ଏ.): କରୋନା ମହାମାରୀ ଯୋଗୁ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବା ଲାଗି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ପକ୍ଷରୁ ସୋମବାର ରାଜସ୍ବ ରଥ ଗଡ଼ିଛି। ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁଙ୍କ ତତ୍ତ୍ୱାବଧାନରେ ଶୋଳଘର…

କୋଭିଡ୍‌ କଟକଣା ପାଇଁ ସ୍ବତନ୍ତ୍ର ବୈଠକ: ଟେଷ୍ଟିଂ, ଟିକାଦାନ ଅଲଗା

ନିଶ୍ଚିନ୍ତକୋଇଲି,୧୭।୫(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକଇଲି ବ୍ଲକରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏହି ବ୍ଲକରେ କରୋନା ୬ ମୁଣ୍ଡ ନେଇଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଆକ୍ଟିଭ୍‌ କେସ ରହିଛି । ନିଶ୍ଚିନ୍ତକୋଇଲି ମେଡିକାଲରେ ଗୋଟିଏ ସ୍ଥାନରେ ଟିିକା ଓ କରୋନା…

ସୋନୁ ସୁଦ ବ୍ରହ୍ମପୁର ସିଟି ହସ୍ପିଟାଲରେ ଶଯ୍ୟା ବ୍ୟବସ୍ଥା କରିବା ପ୍ରସଙ୍ଗ; କୌଣସି ଯୋଗାଯୋଗ ହୋଇନଥିଲା : ଜିଲାପାଳ

ଛତ୍ରପୁର,୧୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲ ଗୋଟିଏ ସରକାରୀ ହସ୍ପିଟାଲ । ସେଠାରେ ଏବେ କୋଭିଡ ହେଲଥ ସେଣ୍ଟର ଚାଲିଛି ସେଠାରେ କାହାକୁ ଶଯ୍ୟା ଦରକାର ଥିଲା ତାଙ୍କ ପାଇଁ ସିଟି ହସ୍ପିଟାଲରେ ଶଯ୍ୟାର ବ୍ୟବସ୍ଥା କରାଯାଇଛି ଏବଂ କୌଣସି…

ଗାଁ ମୁହାଁ କରୋନା: ଘରକୁ ଘର ଯାଇ ସ୍କ୍ରିନିଂ, କୋଭିଡ୍‌ କମିଟି ଗଠନ ନିର୍ଦ୍ଦେଶ

ଛତ୍ରପୁର,୧୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନାର ଦ୍ବିତୀୟ ଲହର ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ କରୋନା ଗ୍ରାମାଞ୍ଚଳ ମୁହାଁ ହେଲାଣି । ତେଣୁ ଘରକୁ ଘର ବୁଲି…

କରୋନା ଚିକିତ୍ସା ଉପକରଣର କଳାବଜାର

ବାଲେଶ୍ୱର ଅଫିସ, ୧୭।୫-ବାଲେଶ୍ୱର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକମାନେ ଘରେ ରହି ଚିକିତ୍ସିତ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି। ଅନଲାଇନ ସ୍ବାସ୍ଥ୍ୟସେବା ଏବଂ ଟେଲିଫୋନ ଯୋଗେ ଡାକ୍ତରଙ୍କ ସହ ଯୋଗାଯୋଗ କରି ଔଷଧ…

ଧାଡ଼ି ଲାଗିଲେ ବଢ଼ୁଛି ଧଡ଼ା ଦର

ଅନୁଗୋଳ ଅଫିସ, ୧୭ା୫: ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ-ବିକ୍ରୟ ପାଇଁ ଲକ୍‌ଡାଉନ୍‌ କଟକଣାରେ ସାମାନ୍ୟ କୋହଳ ଦିଆଯାଇଛି। ସପ୍ତାହାନ୍ତ ଶଟ୍‌ଡାଉନ୍‌କୁ ବାଦ ଦେଇ ସୋମବାରରୁ ଶୁକ୍ରବାର ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏ ପରିବା ଓ ରାଶନ ଦୋକାନ ଖୋଲାଯାଉଛି। ହେଲେ କରୋନାକୁ…

ତାଳସଜ ବେପାରରେ ଚଳୁଛି ପରିବାର

ସିମୁଳିଆ,୧୭।୫-ମହାମାରୀ କରୋନା ସମୟରେ କ୍ଷୁଦ୍ର ବ୍ୟବସାୟୀମାନେ ଜୀବିକା ହରାଇ ନିରାଶ ହୋଇପଡିଥିବା ବେଳେ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଗୌଡ଼ଦିଆ ଅଞ୍ଚଳର ୬୪ବର୍ଷୀୟ ବ୍ରଜ ଶିଅଳ ଏବେ ରାସ୍ତାକଡରେ ତାଳସଜ ବିକି ବେଶ୍‌ ଦୁଇ ପଇସା ରୋଜଗାର କରୁଛନ୍ତି। ଏଭଳି ପ୍ରତିକୂଳ…

ଶୁଭୁନି ଫେରିବାଲାଙ୍କ ଡାକ

କେନ୍ଦୁଝର, ୧୭ା୫ (ସ୍ବ.ପ୍ର.)-ଚୁଡି ନେବ, ଶଙ୍ଖା ନେବ। ପ୍ଲାଷ୍ଟିକ ବାଲତି ନେବ, କଂସା ପିତ୍ତଳ ବାସନ ନେବ। ଶାଢୀ ନେବ ରେଡିମେଡ ଡ୍ରେସ ନେବ। ଏଭଳି ସକାଳ ହେଲେ କେନ୍ଦୁଝର ଜିଲାର ଗାଁ ଗଣ୍ଡାରେ ଶୁଭୁଥିଲା ଫେରିବାଲାଙ୍କ ଡାକ। କରୋନା ମହାମାରୀ…

ପକ୍ଷୀଙ୍କ ସେବାରେ ଜ୍ୟୋତି

ଭଣ୍ଡାରିପୋଖରୀ, ୧୭।୫ (ଡି.ଏନ.ଏ.)-ଗ୍ରୀଷ୍ମପ୍ରବାହ ଯୋଗୁ ବର୍ତ୍ତମାନ ଡହ ଡହ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଖରାଦିନେ ମଣିଷ ନିଜର ଆବଶ୍ୟକତା ପାଇଁ ପାଣି, ଖାଦ୍ୟ ଆଦି ଯୋଗାଡ଼ କରିପାରୁଛି। କିନ୍ତୁ ପ୍ରାଣୀ, ପକ୍ଷୀ ଆଦି ସେମାନଙ୍କ ଲାଗି କେଉଁଠୁ ପାଣି କିମ୍ବା…

କୋଭିଡ୍‌ ପରିଚାଳନାରେ ଅବ୍ୟବସ୍ଥା, ଅନଶନରେ ବସିଲେ ସ୍ବେଚ୍ଛାସେବୀ

ବରଗଡ ଅଫିସ,୧୭।୫- ବରଗଡ ଜିଲାରେ କରୋନା ସଂକ୍ରମଣ ଅଣାୟତ୍ତ ହୋଇପଡିଛି। ଏଠାରେ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ବଢି ଚାଲିଛି। ଅନ୍ୟପଟେ ଜିଲାରେ କୋଭିଡ୍‌ ପରିଚାଳନା ଅବ୍ୟବସ୍ଥିତ ହୋଇ ପଡିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ନେଇ ସୋମବାର ବରଗ ସ୍ବେଚ୍ଛାସେବୀ…

ଅସୁରକ୍ଷିତ ଖଣି, ପାଣି

ଯାଜପୁର ଅଫିସ,୧୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଓସ୍ତପାଳ ଫେକର ମାଇନ୍ସ କର୍ତ୍ତୃପକ୍ଷ ସୁରକ୍ଷା ନିୟମକୁ ଉଲ୍ଲଂଘନ କରିଛନ୍ତି। ଖଣି ଗର୍ତ୍ତ ଧାରଠାରୁ ପ୍ରାୟ ୧୦୦ ମିଟର ଦୂର ପରିବର୍ତ୍ତେ ମାତ୍ର ୧୦ ମିଟର ଦୂରତାରେ ଡମ୍ପ ରହିଛି। ତେଣୁ ନିୟମିତ ବ୍ୟବଧାନରେ…

ଡାକ କର୍ମଚାରୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବି

କଟକ ସଦର,୧୭।୫(ଡି.ଏନ୍‌.ଏ.): ଓଡ଼ିଶା ସରକାର ନିକଟରେ ବ୍ୟାଙ୍କ, ବୀମା ଓ ରେଲଓ୍ବେ କର୍ମଚାରୀଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି। ହେଲେ ସହର, ଗଁାରେ ଘର ଘର ବୁଲି ଡାକସେବା ଯୋଗାଉଥିବା କ୍ଷେତ୍ରୀୟ କର୍ମଚାରୀଙ୍କୁ ଏହି ସୁବିଧା ମିଳିନାହିଁ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?