ଆମ ଜିଲା ଖବର

ହେଲମେଟ ପିନ୍ଧି ନ ଥିବାରୁ ଫାଇନ ଗଣିଲେ ଟ୍ରକ୍‌ ଡ୍ରାଇଭର

ଚିତ୍ରଡ଼ା,୧।୫: ୨ ହଜାର ଟଙ୍କା ଲାଞ୍ଚ ମାଗି ବିଫଳ ହେବାରୁ ଜଣେ ପୋଲିସ ଏସ୍‌ଆଇ ଦେଖାଇଛନ୍ତି ଦବଙ୍ଗଗିରି। ସିଟ୍‌ବେଲ୍ଟ ସହ ହେଲମେଟ ପିନ୍ଧି ନ ଥିବା କହି ଟ୍ରକ୍‌ ଡ୍ରାଇଭରଙ୍କ ନାମରେ ଚାଲାଣ କାଟିଛନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି…

କରୋନାରେ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୧।୫(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକ ତଥା କୁଆଁରମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ସ୍ଥାନୀୟ ଦଲକି ପଞ୍ଚାୟତ ସରପଞ୍ଚ ଓସ୍କାର କୁମାର କିଣ୍ଡୋ (୪୫)ଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଗତ ୨…

ସପ୍ତାହାନ୍ତ ଶଟଡାଉନ: ଶୂନ୍‌ସାନ ଦେବଗଡ଼ ସହର

ଦେବଗଡ଼,୧।୫(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଘୋଷିତ ୨ ଦିନିଆ ସପ୍ତାହାନ୍ତ ଶଟଡାଉନ ପରିପ୍ରେକ୍ଷୀରେ ଶନିବାର ଦେବଗଡ଼ ସହର ଶୂନ୍‌ଶାନ ରହିଛି। ଶନିବାର ସକାଳେ ଅଳ୍ପ ସମୟ ପର୍ଯ୍ୟନ୍ତ ଦେବଗଡ଼ ପୌରାଞ୍ଚଳରେ କେବଳ କ୍ଷୀର ଦୋକାନଗୁଡିକ ଖୋଲା ରହିଥିଲା।…

ପରିବା ଗାଡ଼ିରୁ ମିଳିଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ

ଜୟପୁର, ୧।୫: ପନିପରିବା ବୋଝେଇ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ତାହା ଜୟପୁର ସଦର ଥାନା ପୋଲିସ ହାତରେ ଧରାପଡିଛି। ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ମହିନ୍ଦ୍ରା ପିକ୍‌ଆପ, ୩ଟି ବାଇକ, ୫ଟି…

କୋଭିଡ୍‌ ଟେଷ୍ଟ ପାଇଁ ତୁଷୁରା ଚିକିତ୍ସାଳୟରେ ଭିଡ: ରହୁନି ସାମାଜିକ ଦୂରତା

ଗୁଡଭେଲା,୧।୫(ଡି.ଏନ.ଏ ): ବଲାଙ୍ଗୀର ଜିଲା ତୁଷୁରା ଏନ.ଏ.ସି ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ତୁଷୁରା ଚିକିତ୍ସାଳୟରେ କୋଭିଡ୍‌ ଟେଷ୍ଟ ପାଇଁ ଭିଡ ଦେଖିବାକୁ ମିଳିଛି। ଅନ୍ୟ ପକ୍ଷରେ ସହରରେ ଲୋକଙ୍କୁ ଜ୍ବର ଓ ଥଣ୍ଡା ହୋଇଥିଲେ…

ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା ଅଫିସ, ୧।୫: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଶନିବାରଠାରୁ ବନ୍ଦ କରାଯାଇଛି। ଶିମିଳିପାଳ ଅଭୟାରଣ୍ୟର ବନ୍ୟଜନ୍ତୁ ଏବଂ ପାଦଦେଶରେ ବସବାସ କରୁଥିବା ଗ୍ରାମବାସୀଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା କରି ଶିମିଳିପାଳ ବ୍ୟାଘ୍ର…

ଥାନା ଆଗରେ କିରୋସିନ ଢାଳି ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ବାସୁଦେବପୁର,୧ା୫: ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରି ଭଦ୍ରକ ଜିଲା ଅରଣ୍ଡୁଆ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ତାରାମଣି ବିଶ୍ୱାଳ ବାସୁଦେବପୁର ଥାନା ସମ୍ମୁଖରେ ଦେହରେ କିରୋସିନ ଢାଳି ଶନିବାର ଆତ୍ମାହୂତି ଉଦ୍ୟମ କରିଛନ୍ତି। ଉପସ୍ଥିତ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାରେ…

ବନ୍ଦ ରହିବ ଧର୍ମାନୁଷ୍ଠାନ

ଭଦ୍ରକ ଅଫିସ, ୧ା୫: ଶନିବାରଠାରୁ ସର୍ବସାଧାରଣଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଭଦ୍ରକ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି କରାଯାଇଛି। ଦିନକୁ ଦିନ କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏଭଳି…

୫ଦିନ ଧରି ନାବାଳିକାଙ୍କୁ ବଳାତ୍କାର

ବାରିପଦା ଅଫିସ, ୧।୫: ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୫ଦିନ ଧରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ବାପାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା(ନଂ. ୪୮/୨୧) ରୁଜୁ କରି ଅଭିଯକ୍ତ ଯୁବକଙ୍କୁ ଗିରଫ କରି…

ବରଗଡ଼ରେ ଅଣାୟତ୍ତ କରୋନା, ଦୈନିକ ସଂକ୍ରମଣ ୫ଶହ ଟପିଲା

ବରଗଡ଼ ଅଫିସ୍‌,୧।୫: ବରଗଡ଼ ଜିଲାରେ କରୋନା(କୋଭିଡ୍‌-୧୯) ସଂକ୍ରମଣର ଦ୍ୱିତୀୟ ଲହର ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ହୋଇ ପଡ଼ିଛି । ଜିଲାରେ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ଢ଼େର ଗୁଣରେ ବଢ଼ି ଚାଲିଛି। ଶନିବାର ଦୈନିକ ସଂକ୍ରମଣ ୫୧୧କୁ ଛୁଇଁଛି, ଯାହାକି…

ଶଟ୍‌ ଡାଉନରେ ବରଗଡ଼ ଶୂନଶାନ୍‌

ବରଗଡ଼ ଅଫିସ୍‌,୧।୫: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବରଗଡ଼ ଜିଲାର ସହରାଞ୍ଚଳ ଗୁଡ଼ିକରେ ପ୍ରତି ସପ୍ତାହର ଶନିବାର, ରବିବାର ଦୁଇଦିନ ସପ୍ତାହାନ୍ତ ଶଟ୍‌ ଡାଉନ କଟକଣା ଲାଗୁ ହୋଇଛି । ସପ୍ତାହାନ୍ତ ଶଟ୍‌ ଡାଉନରେ ଶନିବାର ଜିଲାର ସମସ୍ତ ସହରାଞ୍ଚଳ…

ଲେଫ୍ରିପଡ଼ା ବ୍ଲକ, ତହସିଲ, ଥାନା, ବିଭିନ୍ନ ବିଭାଗର କାର୍ଯ୍ୟାଳୟ କରାଗଲା ବିଶୋଧନ

ସୁନ୍ଦରଗଡ,୧।୫(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲାରେ କରୋନା ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଜିଲାର ପ୍ରତ୍ୟେକ ଗ୍ରାମରେ ସଂକ୍ରମଣ ମଧ୍ୟ ବଢୁଛି। ଜିଲାର ତଲସରା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଶନିବାର ଭାଜପା ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?