ମହିଳା ମୋର୍ଚ୍ଚାର ବିକ୍ଷୋଭ
ଢେଙ୍କାନାଳ ଅଫିସ, ୨୫।୧୨-ମମିତା ମେହର ହତ୍ୟାକାଣ୍ଡ ଏବଂ ରାଜ୍ୟରେ ଶିଶୁ ଓ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ପ୍ରତିବାଦରେ ଶୁକ୍ରବାର ଢେଙ୍କାନାଳ ଜିଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଭାନେତ୍ରୀ ମମତା ସ୍ବାଇଁଙ୍କ ନେତୃତ୍ୱରେ ଗୋପବନ୍ଧୁ…
ସପ୍ତଶଯ୍ୟା ମହୋତ୍ସବ ପଦ୍ମଶ୍ରୀ ପ୍ରିୟମ୍ବଦା ହେଜ୍ମାଦୀଙ୍କୁ ସପ୍ତଶଯ୍ୟା ସମ୍ମାନ
ଢେଙ୍କାନାଳ ଅଫିସ,୨୫।୧୨-ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ‘ଦେବାଂଶୀ ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ଶୁକ୍ରବାର ଭର୍ଚୁଆଲ୍ ମୋଡ୍ରେ ସପ୍ତଶଯ୍ୟା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏମ୍ପି ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦୀଙ୍କୁ…
ମାଂସ ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ଭିତରକନିକା
କେନ୍ଦ୍ରାପଡ଼ା ଅଫିସ, ୨୫।୧୨: ଭିତରକନିକା ଜାତୀୟ ଉଦ୍ୟାନରୁ ଗତ ୯ ତାରିଖରେ ହରିଣ ଶିକାର କରି ବଗପାଟିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଫକୀର ମୋହନ ନାୟକ ଧରାପଡିଥିଲେ। ଏହି ଘଟଣାରେ ଜେଲ ଯିବା ପରେ ତାଙ୍କୁ ଜିଲା ଶିକ୍ଷା ବିଭାଗ…
୧୦୪୭ କୋଟିର ଯୋଜନା ଅନୁମୋଦନ
ଜଗତ୍ସିଂହପୁର ଅଫିସ, ୨୫ା୧୨: ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍ଭାବନା ସଭାଗୃହରେ ଶୁକ୍ରବାର ଅପରାହ୍ନରେ ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ୩୭ଟି ବିଭାଗ ଓ ୨ଟି…
ଆଶା ଆଶଙ୍କାରେ ଆଶାୟୀ
ବରୀ, ୨୫। ୧୨ (ଡି.ଏନ.ଏ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କେବେ ହେବ ତାହାର ତାରିଖ ଘୋଷଣା ହୋଇନାହିଁ। ଏଭଳିସ୍ଥଳେ ଏହି ନିର୍ବାଚନ ପାଇଁ ଜାରି ହୋଇଥିବା ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ଉଠିଥିବା ଆପତ୍ତି ଆଧାରରେ ହାଇକୋର୍ଟ ତାହାକୁ ପ୍ରତ୍ୟାହାର କରି ସାନି…
ଆକାଶବାଣୀର ପୂର୍ବତନ ଉପସ୍ଥାପିକାଙ୍କ ପରଲୋକ
କଟକ ଅଫିସ, ୨୫ା୧୨: ଆକାଶବାଣୀ କଟକ କେନ୍ଦ୍ରର ପୂର୍ବତନ ଉପସ୍ଥାପିକା ତଥା ‘ନାରୀମହଲ’ କାର୍ଯ୍ୟକ୍ରମର ସଞ୍ଚାଳିକା ଗୋପା ଦାସ(୭୩)ଙ୍କର ଗତ ୨୨ ତାରିଖରେ କଟକ ତୁଳସୀପୁର ମଧୁସୂଦନ ନଗରସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା…
ପୂରଣ ହେବ ରାମିଆଳ ସେତୁ ସ୍ବପ୍ନ
ଭୁବନ, ୨୫।୧୨(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଦେଇ ପ୍ରବାହିତ ରାମିଆଳ ନଦୀ ଉପରେ ନିର୍ମାଣ ହେବ ସେତୁ। ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶୁକ୍ରବାର ଏହାର ଭୂମିପୂଜନ କରିଛନ୍ତି। ୧୧ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ୧୦୧ ମିଟର ଦୀର୍ଘ…
୨୮୪୮ ଏକର ଜମି ଅଧିଗ୍ରହଣ ବାକି
ଯାଜପୁର ଅଫିସ,୨୫ା୧୨: ରାଜ୍ୟରେ ବର୍ତ୍ତମାନ ୧୧ଟି ରେଳପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଚାଲିଛି। କରୋନା ମହାମାରୀ ପାଇଁ ଜମି ଅଧିଗ୍ରହଣ କାମ କିଛି ମାତ୍ରାରେ ବିଳମ୍ବ ହୋଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଜମି ଅଧିଗ୍ରହଣ କାମ ପୂର୍ଣ୍ଣମାତ୍ରାରେ ଚାଲୁ ରହିବା ସହିତ…
ଶିକ୍ଷକଙ୍କୁ ଧାରୁଆ ଅସ୍ତ୍ରରେ ମାରିଲେ ମାନସିକ ବିକୃତ ବ୍ୟକ୍ତି
ରାୟଗଡ଼ା ଅଫିସ,୨୪।୧୨: ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଅନ୍ତର୍ଗତ ତୁରେଇଘାଟି ଗ୍ରାମରେ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ଆକ୍ରମଣରେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ ହେଲେ ମୁକୁନ୍ଦ ପ୍ରସାଦ ନାଥଶର୍ମା । ତାଙ୍କ ଘର ଡଙ୍ଗାସିଲ ଗ୍ରାମରେ…
ବଡ଼ଦିନ ପାଇଁ ଦାରିଙ୍ଗବାଡ଼ିରେ ସୁରକ୍ଷା କଡ଼ାକଡ଼ି
ଦାରିଙ୍ଗବାଡ଼,୨୪।୧୨(ଡି.ଏନ.ଏ): ବଡ଼ଦିନ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଚଳଚଞ୍ଚଳ ହୋଇପଡ଼ିଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ସମସ୍ତ ଚର୍ଚ୍ଚ, ପ୍ରାର୍ଥନା ଗୃହକୁ ଆଲୋକ ଏବଂ ବିଭିନ୍ନ ରଙ୍ଗବେରଙ୍ଗ ତ୍ୱରଣରେ ସଜ୍ଜିତ କରାଯାଇଛି। ଶୁକ୍ରବାର ସନ୍ଧ୍ୟାଠାରୁ ସମସ୍ତ ଚର୍ଚ୍ଚରେ ଯଜ୍ଞ ସମେତ…
ଚୋରଙ୍କୁ ସମସ୍ତେ ଚୋର ଭଳି ଦିଶିବେ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ
କଟକ ଅଫିସ,୨୪।୧୨: ରାଜ୍ୟରେ ସୂଚାରୁ ରୂପେ ଧାନ ସଂଗ୍ରହ ଚାଲିଛି। ଏ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି । ଟୋକନ ବ୍ୟବସ୍ଥା ଓ ଟେକ୍ନୋଲୋଜି ଦୃଷ୍ଟିରୁ ଧାନ ସଂଗ୍ରହ ଠିକ୍ ଭାବେ ଚାଲିଛି…
Archives


