ମାନବ ଚାଲାଣ ର଼୍ୟାକେଟ୍ର ପର୍ଦ୍ଦାଫାଶ: ୫ ଗିରଫ
ଝାରସୁଗୁଡ଼ା ଅଫିସ,୧୬ା୪: ଝାରସୁଗୁଡ଼ା ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣ ର଼୍ୟାକେଟ୍ର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ଦୁଇ ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶ ନିମୁଚର ମନୋଜ ପ୍ରଜାପତି(୨୮), ମଧ୍ୟପ୍ରଦେଶ ମନ୍ଦସୌର…
ବେଆଇନ ନିର୍ମାଣ ବିରୋଧରେ ଏତଲା
ପୁରୀ ଅଫିସ,୧୬ା୪: ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣି ଶୁକ୍ରବାର ସିଂହଦ୍ୱାର ଥାନାରେ ଏତଲା ଦେଇଛି। ଏତଲାରେ ଦର୍ଶାଯାଇଛି ଯେ, ରାଜ୍ୟ ସରକାର ଓ ଜିଲା ପ୍ରଶାସନ…
ଚିଲିକା ବୁଲିଲେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ
ଖୋର୍ଦ୍ଧା ଅଫିସ/ବାଲୁଗଁା/କୃଷ୍ଣପ୍ରସାଦ, ୧୬ା୪(ଡି.ଏନ୍.ଏ.): ଚିଲିକା ପରିଭ୍ରମଣ ସହ ମା’ କାଳିଜାଈଙ୍କ ଦର୍ଶନ କରିଛନ୍ତି ବିଧାନସଭାର ବାଚସ୍ପତିଙ୍କ ସମେତ ବହୁ ବିଧାୟକ ଓ ମନ୍ତ୍ରୀ। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ କଡ଼ା ସୁରକ୍ଷା ବଳୟରେ ୪ଟି ବସ୍ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ…
ଜୀବିକା ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,(ବ୍ୟୁରୋ)/ଜୟପୁର, ୧୬ା୪(ନି.ପ୍ର.): ମାଓବାଦୀ ଗଡ଼ ଭାବେ ପରିଚିତ କୋରାପୁଟ ଜିଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରବାର ପରିଦର୍ଶନ କରିଛନ୍ତି। ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷିତ…
ନାବାଳକଙ୍କୁ ପଥର ଛେଚି ହତ୍ୟା
କୋରାପୁଟ,୧୬ା୪(ସ୍ବ.ପ୍ର): ମୋବାଇଲ ଗେମ୍ ନିଶାରେ ପିଲା ଓ ଯୁବକମାନେ ଏତେ ଆସକ୍ତ ହୋଇପଡ଼ୁଛନ୍ତି ଯେ ସେମାନେ ଜଘନ୍ୟ କାଣ୍ଡ ଘଟାଇବାକୁ ପଛାଉନାହାନ୍ତି। କୋରାପୁଟ ଜିଲାରେ ଗୁରୁବାର ସେଭଳି ଏକ ଘଟଣା ଘଟିଛି। ଜଣେ ନାବାଳକଙ୍କୁ ପଥରରେ ଛେଚି ବୀଭତ୍ସ ଭାବେ ହତ୍ୟା…
ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବେଆଇନ ନିର୍ମାଣ ବିରୋଧରେ ଏତଲା
ପୁରୀ ଅଫିସ,୧୫ା୪ : ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣି ଶୁକ୍ରବାର ସିଂହଦ୍ୱାର ଥାନାରେ ଏତଲା ଦେଇଛି। ଏତଲାରେ ଦର୍ଶାଯାଇଛି ଯେ, ରାଜ୍ୟ ସରକାର ଓ ଜିଲା…
ଆଜବେଷ୍ଟସ୍ କିଣିବାକୁ ଯାଇଥିଲେ, ମିଳିଲା ମୃତଦେହ
ବାରିପଦା ଅଫିସ,୧୫ା୪: ମୟୂରଭଞ୍ଜ ଜିଲା ଯଶୀପୁର ଥାନା ଝାଡ଼ବେଡ଼ା ଘାଗରାନାଳ ବନ୍ଧରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ଗେନ୍ତେଇସାହିର ଧନେଶ୍ୱର ଗୁୟିଆ। ଏହି ସଂକ୍ରାନ୍ତରେ ମୃତକଙ୍କ ସ୍ତ୍ରୀ ସୁବୁନୀ ଗୁୟିଆ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା…
ଗେମ୍ ଖେଳିବା ପାଇଁ ମୋବାଇଲ ନ ଦେବାରୁ ସାଙ୍ଗକୁ ହତ୍ୟା
କୋରାପୁଟ,୧୫।୪(ସ୍ବ.ପ୍ର.): କୋରାପୁଟ ଜିଲା ଟାଉନ ଥାନା ଅଧୀନ ମସିପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଫ୍ରି ଫାୟାର ଖେଳକୁ ନେଇ ଜଣେ ନାବାଳକଙ୍କୁ ହତ୍ୟା କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ କୋରାପୁଟ ଟାଉନ ପୋଲିସ…
ମାନସ ସ୍ବାଇଁ ହତ୍ୟା ମାମଲା: ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍
ଭଦ୍ରକ ଅଫିସ,୧୫।୪: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରାଯିବ । ଏନେଇ ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟ ପକ୍ଷରୁ ଅନୁମତି ଦିଆଯାଇଛି । ଅଭିଯୁକ୍ତଙ୍କୁ ଟିଆଇ ପରେଡ୍ ଅନୁମତି ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗତ…
ଭାଲୁ ସହ କଲେ ଲଢେଇ
ବାଉଁଶୁଣୀ/ବୌଦ୍ଧ,୧୫ା୪(ଡି.ଏନ.ଏ./ସ୍ବ.ପ୍ର.): ବୌଦ୍ଧ ବ୍ଲକ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତର କୁମରକାନି ଗ୍ରାମରେ ଭାଲୁ ସହ ଲଢେଇ କରି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେ ହେଲେ କୁମରକାନୀ ଗ୍ରାମର ଦେହେରିବୁଢା ମଲ୍ଲିକ । ମିଳିଥିବା ସୂଚନା ଅନୁଯାୟୀ,…
ନୟାଗଡ଼ରେ ଭୂକମ୍ପ ଝଟକା
ନୟାଗଡ଼ ଅଫିସ,୧୫।୪: ନୟାଗଡ଼ ଜିଲା ଦଶପଲ୍ଲା ଏବଂ ଆଖପାଖ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟାରୁ ୧୧ଟା ୫ ମିନିଟ ମଧ୍ୟରେ ୬ ସେକେଣ୍ଟ ଲେଖାଏ ୨ ଥର ଭୂକମ୍ପ ଝଟକା ଲାଗିଥିବା ସ୍ଥାନୀୟ ଲୋକେ…
ଯୋଡାରେ ୧୪୪ ଧାରା କୋହଳ
ଯୋଡା,୧୫।୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ସହରରେ ଲାଗିଥିବା ୧୪୪ ଧାରା ଶୁକ୍ରବାର କୋହଳ କରାଯାଇଛି। ତେବେ ଅତ୍ୟାବଶ୍ୟୟ ସାମଗ୍ରୀ କିଣାକିଣି ପାଇଁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୋହଳ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ସନ୍ଧ୍ୟା…

