ଆମ ଜିଲା ଖବର

ଗାଧୋଇବାକୁ ଯାଇ ବୁଡି ଗଲେ ଦୁଇ ଭାଇ

ପାରାଦୀପ ଅଫିସ,୧୪।୪: ପଣା ସଂକ୍ରାନ୍ତିରେ ଅଘଟଣ। ଗାଧୋଇବାକୁ ଯାଇ ମହାନଦୀରେ ବୁଡି ଗଲେ ଦୁଇ ଭାଇ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲା କୁଜଙ୍ଗର ପଥୁରିଆ ଗାଁରେ। ସେମାନେ ହେଲେ ଗଣେଶ୍ୱର ସାହୁ ଓ ରାଜେନ୍ଦ୍ର ସାହୁ। ଗଣେଶ୍ୱର…

ନନ୍ଦନକାନନରେ ମାଈ ଶାବକ ମୃତ

ବାରଙ୍ଗ,୧୪।୪(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣି ରୁପାଠାରୁ ଜନ୍ମିତ ଆଉ ଏକ ମାଈ ଶାବକ ପ୍ରାଣ ହରାଇଛି । ଛୁଆଟି ବୁଧବାର ଅସୁସ୍ଥ ହୋଇ ପଡିଥିବା ବେଳେ ଗୁରୁବାର ସକାଳେ ମୃତ୍ୟୁ ହୋଇଛି। ଏନେଇ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷରୁ ସୂଚନା ଦେଇଛନ୍ତି। ମାର୍ଚ୍ଚ…

ବୈତରଣୀ ବ୍ରିଜ୍‌ରୁ ଡେଇଁ ଯୁବତୀ ନିଖୋଜ, ପାଓ୍ବାର ବୋଟ୍‌ ଯୋଗେ ଚାଲିଛି ଖୋଜା

ଚାନ୍ଦବାଲି,୧୪।୪(ଡି.ଏନ୍‌.ଏ.): ବୈତରଣୀର ସୁଇସାଇଡ୍‌ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ପୁଣି ଜଣେ ଯୁବତୀ ଡେଇଁ ନିଖୋଜ ଅଛନ୍ତି । ବ୍ରିଜ ଉପରୁ ୫୦ ଫୁଟ ତଳ ନଦୀ ମଧ୍ୟକୁ ଡେଇଁଥିବାରୁ ଯୁବତୀଜଣଙ୍କ ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି। ଏହାକୁ…

 ମା ଦଣ୍ଡ କାଳୀଙ୍କ ଯାତ୍ରା ଉଦଯାପିତ 

ପୁରୁଷୋତ୍ତମ ପୁର, ୧୪/୪(ଡିଏନ୍ଏ): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ଦଣ୍ଡ କାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ମେରୁ ପର୍ବରେ ଉଦ୍ ଯାପିତ ହୋଇଛି। ପୁରୁଷୋତ୍ତମପୁର ସହରରେ ଥିବା ତିନି ଗୋଟି ଦଣ୍ଡ ଯାତ୍ରା ଦଳ ଧୋବା ପୁଞ୍ଜା, ବିପତ୍ତି ହାରିଣି…

୫-ଟି ସଚିବଙ୍କୁ ଭେଟିଲେ ସୁରେନ୍ଦ୍ର

ଗଞ୍ଜାମ, ୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ନବ ନିର୍ବାଚତ ଉପ ନଗରପାଳ ସୁରେନ୍ଦ୍ର ବାରିକି ଗୁରୁବାର ୫-ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଭୁବନେଶ୍ୱରଠାରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି l ଏହି ସାକ୍ଷାତ ସମୟରେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ…

ଆଖୁ ଖାଇବାକୁ ଗାଁରେ ପଶିଛନ୍ତି ୩ ଭାଲୁ

ନନ୍ଦାହାଣ୍ଡି,୧୪।୪,(ଡି.ଏନ୍‌.ଏ): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗ୍ରାମରେ ପୁଣି ୩ ଭାଲୁ ଖାଦ୍ୟ ଅନ୍ବେଷଣରେ ପହଞ୍ଚତ୍ଛନ୍ତି। ଏକମ୍ବା ଗ୍ରାମରେ ବହୁ ପରିମାଣରେ ଆଖୁ ଚାଷ ହେଉଥିବାରୁ ଆଖୁ ଖାଇବା ପାଇଁ ଗାଁକୁ ବାରମ୍ବାର ଭାଲୁ ପଶିଆସୁଛନ୍ତି। ପୂର୍ବରୁ ଗୋଟିଏ ଭାଲୁ…

ଶହୀଦ ମିନାରରେ ଉଡ଼ୁଛି ଫଟା ତ୍ରିରଙ୍ଗା

ପାପଡାହାଣ୍ଡି, ୧୪।୪(ଡି.ଏନ୍‌.ଏ.): ଉଦଘାଟନର ଚାରି ମାସ ପରେ ଫାଟିଗଲା ଶହୀଦ ମିନାରରେ ଲାଗିଥିବା ପତାକା। ଶହୀଦ ମୀନାରରେ ଏବେ ଉଡୁଛି ଫଟା ତ୍ରିରଙ୍ଗା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ବୁଧବାର ସାରେ ତରବରିଆ ଭାବେ ପତକାକୁ ଅଧା ତଳକୁ କରି…

ସ୍କୁଲ ଯିବା ବୟସରେ ପିଲାମାନେ ଗୋଟାଉଛନ୍ତି ମହୁଲ

ଝରିଗାଁ, ୧୪।୪(ସ୍ବ.ପ୍ର.): ଯୋଜନା ଆସୁଛି, ହେଲେ ଅପହଞ୍ଚ ଇଲାକାରେ ଠିକ୍‌ ସମୟରେ ପହଞ୍ଚତ୍ପାରୁନାହିଁ। ଫଳରେ ଦୁର୍ଗମ ଅଞ୍ଚଳବାସୀ ବର୍ଷ ତମାମ ନାହିଁ ନ ଥିବା ସମସ୍ୟାର ଶିକାର ହେଉଛନ୍ତି। ପ୍ରଶାସନ, ସ୍ଥାନୀୟ ନେତାଙ୍କୁ ଅଭିଯୋଗ କଲେ ମଧ୍ୟ ସମସ୍ୟା ସମାଧାନର ବାଟ…

ପ୍ରକଳ୍ପ ଥାଇ ମିଳୁନି ପାଣି

ବଇଣ୍ଡା,୧୪।୪(ଡି.ଏନ.ଏ.): ରାଜ୍ୟର ସବୁ ଗାଁକୁ ଯେପରି ଶୁଦ୍ଧ ପାଇପ୍‌ ପାଣି ଯୋଗାଣ କରାଯିବ, ତାହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ଏ ନେଇ ଏକାଧିକ ଯୋଜନା ମାଧ୍ୟମରେ ବହୁ କୋଟି ଟଙ୍କା ବ୍ୟୟରେ ମେଗା ପ୍ରକଳ୍ପ ଓ ପ୍ରକଳ୍ପମାନ ନିର୍ମାଣ…

ପାରଳାଖେମୁଣ୍ଡିରେ ପାରମ୍ପରିକ ପର୍ବ ଗଜାମୁହାଁ

ପାରଳାଖେମୁଣ୍ଡି,୧୪।୪(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରରେ ଚୈତ୍ର ମାସ ଶେଷ ମଙ୍ଗଳବାର ପାରଳା ସହରରେ ପାରମ୍ପରିକ ପୂଜା ଗଜାମୁହାଁ ପର୍ବ ପାଳିତ ହୋଇଯାଇଛି। ପାରଳାର ଗଜାମୁହାଁ ପର୍ବ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ସରକାର ତଥା ବେସରକାରୀ ସାଂସ୍କୃତିକ ପର୍ବପର୍ବାଣୀ କାର୍ଯ୍ୟକ୍ରମ ଗୁଡିକରେ ସ୍ବତନ୍ତ୍ର…

ବେଧଡ଼କ ଚାଲିଛି ଇଟାଭାଟି ଓ ବାଲି ଚାଲାଣ, ଜଗନ୍ନାଥପ୍ରସାଦ ତହସିଲ ଅଞ୍ଚଳରେ ମାଫିଆ ସକ୍ରିୟ

ଜଗନ୍ନାଥପ୍ରସାଦ,୧୪।୪(ଡି.ଏନ.ଏ.) ଜଗନ୍ନାଥପ୍ରସାଦ ତହସିଲ ଅଞ୍ଚଳରେ ବେଧଡକ ଭାବେ ଚାଲିଛି ବେଆଇନ ଇଟାଭାଟି ଓ ବାଲି ଚୋରାଚାଲାଣ। ଜଙ୍ଗଲ ନଦୀ କୂଳରେ ଲୁଚା ଛପାରେ ଚାଲିଥିଲା। ବର୍ତ୍ତମାନ ରାଜ୍ୟ ରାଜପଥ, ଗ୍ରାମ ନିକଟ ଓ ସ୍କୁଲ ପରିବେଶ ନିକଟରେ ହୁତୁ ହୁତୁ ହୋଇ…

ମାସାନ୍ତମେରୁ ଯାତ୍ରା ଉଦ୍‌ଯାପିତ

ଭଞ୍ଜନଗର, ୧୪।୪(ଡି.ଏନ.ଏ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚର ବୁଧବାର ମାସନ୍ତ ମେରୁ ଯାତ୍ରା ହୋଇଥିଲା। ଭଞ୍ଜନଗର ଅଞ୍ଚଳର ବିଭିନ୍ନ ମେରୁ ଯାତ୍ରା ପଡିଆରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଏଥିସହ ଗାଲେରି ଯାତ୍ରା ଦେଖିବା ପାଇଁ ପ୍ରାୟ ୩୦ ହଜାରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?