ରଥ ପାଇଁ କାଠ ନାହିଁ
ବାରିପଦା ଅଫିସ,୧୬।୪ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ କାଠ ମିଳୁନି। ଏନେଇ ରଥ ମହାପାତ୍ରଙ୍କ ସମେତ ନିୟୋଜିତ ଥିବା କାରିଗରମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଚଳିତ ବର୍ଷ…
ରୋଗୀଙ୍କୁ ହସ୍ପିଟାଲ ନେଉଥିଲା ବୋଲେରୋ, ଅଧା ରାସ୍ତାରେ ଜଳିଗଲା
ପାଟଣା,୧୬।୪(ସ୍ବ.ପ୍ର.) ୪୯ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଟୋଲଗେଟ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ନିଆଁ ଲାଗି ଜଳି ଯାଇଛି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ତୁରୁମୁଙ୍ଗାରୁ ଜଣେ ରୋଗୀଙ୍କୁ…
ଦ୍ୱିତୀୟ ଥର ପାଇଁ ଇଣ୍ଡିଆ ବୁକଅଫ ରେକର୍ଡ଼
ଜୁନାଗଡ଼,୧୬।୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅଧୀନ ମୁଣ୍ଡରାଗୁଡା ପଞ୍ଚାୟତ ଚିଲିଗୁଡା ଗ୍ରାମର ସ୍ବୟଂଶିବ ଜୋଶୀ ଇଣ୍ଡିଆ ବୁକଅଫ ରେକର୍ଡରେ ନିଜ ସ୍ଥାନ ଦ୍ୱିତୀୟ ଥର ପାଇଁ ବଜାୟ ରଖିଛନ୍ତି। ସେ ୨୦୨୧ରେ ୩୭ ସେକେଣ୍ଡରେ ୯ ଫୁଟ ବିଶିଷ୍ଟ ୩ଟି…
ମିଳିଲା ଅନୁମତି, ପରୀକ୍ଷା ପରିଚାଳନା କରିବ ଭିମ୍ସାର
ସମ୍ବଲପୁର,୧୬ା୪(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଭିମ୍ସାର) ଚଳିତ ଶିକ୍ଷାବର୍ଷରୁ ନିଜେ ପରୀକ୍ଷା ପରିଚାଳନା କରିବ। ଏ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ୨୦୧୪ରୁ ଏହା ସ୍ବୟଂଶାସିତ ଘୋଷଣା…
ମାହାଙ୍ଗା ଗଣହତ୍ୟା ମାମଲା: ଆଜି ସରିବ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି
ମାହାଙ୍ଗା,୧୬।୪(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ସାହୁଙ୍କ ଶନିବାର ରିମାଣ୍ଡ ଅବଧି ସରୁଛି। ହତ୍ୟାକାଣ୍ଡ ଉପରେ ପଚରାଉଚରା ଜାରି ରଖିଛି ପୋଲିସ। ଶୁକ୍ରବାର କ୍ରାଇମସ୍ପଟକୁ ଯାଇ ମର୍ଡରର ଡେମୋ ଦେଖାଇଥିଲେ ଶିବପ୍ରସାଦ ।ତେବେ ଆଜି…
ଭାଜପା କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ଛେଣ୍ଡିପଦା,୧୬ା୪(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା ଦୁର୍ଗାପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପ୍ରଧାନସାହି ତ୍ରିନାଥ ମଣ୍ଡପରେ ଶୋଇଥିବା ଭାଜପା କର୍ମୀ ସାଗର ପ୍ରଧାନ (୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ବିଜେଡିର ୪ କର୍ମୀଙ୍କ ସମ୍ପୃକ୍ତି…
୨୧ଜଣଙ୍କ ନାମରେ ମାମଲା, ଜଣେ ଗିରଫ
ଖଣ୍ଡପଡ଼ା,୧୬ା୪(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ଅଧୀନ ଗଡ଼ିଆସାହି ପଞ୍ଚାୟତର ପଥରଖଣ୍ଡ ଗାଁରେ ଗତ ୧୨ତାରିଖ ରାତିରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟିଥିଲା। ଏହି ଘଟଣାରେ ପୋଲିସ ଉଭୟ ପକ୍ଷର ଏତଲାକ୍ରମେ ୨୧ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ତନ୍ମଧ୍ୟରୁ ଘଟଣାରେ ଲିପ୍ତ…
ସୁଆଣ୍ଡୋ ଗସ୍ତରେ ୫-ଟି ସଚିବ
ପୁରୀ ଅଫିସ,୧୬।୪: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ଶନିବାର ସୁଆଣ୍ଡୋ ଗସ୍ତ କରିଛନ୍ତି। ସେଠାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ପୁରୀ ଜିଲାପାଳଙ୍କ ସହ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।…
ପୁଅଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା’ଙ୍କ ଜୀବନ
ପଦ୍ମପୁର,୧୬।୪(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ନାଟିଆପାଳ ଗ୍ରାମରେ ଶୁକ୍ରବାର ରାତିରେ ଏକ ଦୁଖଃଦ ଘଟଣା ଘଟିଛି। ପୁଅକୁ ବଞ୍ଚାଇବାକୁ ଯାଇ ମା’ଏବଂ ପୁଅଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାଗାଁରେ ଶୋକର ଛାୟା ଖେଳିଯାଇଛି। ମୃତକ ମା’ ଲକ୍ଷ୍ମୀମଣୀ ନାୟକ…
ଅଶ୍ୱତ୍ଥ ପତ୍ରରେ ଆକର୍ଷଣୀୟ କଳାକୃତି
କଟକ ଅଫିସ, ୧୬ା୪: କାନ୍ଭାସ ପରିବର୍ତ୍ତେ ପତ୍ର, ବାଦାମ, ନଡ଼ିଆ ଆଦିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ଚର୍ଚ୍ଚାରେ କଟକ ଦରଘାବଜାର ଜେଲ୍ରୋଡ଼ ଅଞ୍ଚଳର ଭାଗ୍ୟଶ୍ରୀ ବେହେରା ା ରାଜେନ୍ଦ୍ର ବେହେରା ଓ ଉଷାରାଣୀ ବେହେରାଙ୍କ ଏକମାତ୍ର ଝିଅ ଭାଗ୍ୟଶ୍ରୀ ଜଣେ ବ୍ୟାକିଂ…
ଛାତରୁ ପଡ଼ି ନୌସେନା ଯବାନଙ୍କ ମୃତ୍ୟୁ
ଆସିକା,୧୬ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଶୁକ୍ରବାର ଘର ଛାତରୁ ପଡି ଜଣେ ନୌସେନା ଯବାନଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୃଷ୍ଣଚନ୍ଦ୍ର ଗୌଡ (୨୬)। ଗୁରୁବାର ରାତିରେ କାଳବୈଶାଖୀ ଯୋଗୁ ବିଦ୍ୟୁତ ବ୍ୟାହତ…
ଭୁଶୁଡ଼ିଲା କାନଝରୀ ଡ୍ୟାମ୍ କେନାଲ ଆଡ଼ିବନ୍ଧ
କେନ୍ଦୁଝର, ୧୬ା୪ (ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ରଘୁନାଥପୁର ପଞ୍ଚାୟତର କାଳିଆବେଡ଼ା ଗଁା ନିକଟରେ କାନଝରୀ ଡ୍ୟାମ୍ର ୨୫ଫୁଟ୍ କେନାଲ ଆଡ଼ିବନ୍ଧ ଭୁଶୁଡି ପଡିଛି। ଫଳରେ ସ୍ଥାନୀୟ ଅଞ୍ଚଳର ଚାଷଜମିରେ ପାଣି ପଶି ଫସଲ କ୍ଷତି ହୋଇଛି। ମରାମତି ପାଇଁ ଲକ୍ଷାଧିକ…

