ଆମ ଜିଲା ଖବର

ନିର୍ବାଚନ ହୋଇପାରେ, ଫଳାଫଳ ପ୍ରକାଶ ହେବନି: ହାଇକୋର୍ଟ

ହାଟଡିହୀ,୨ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୧ଟି ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେଥିମଧ୍ୟରୁ ୨୮ଟି ପଞ୍ଚାୟତରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଶଢ଼ା, ମରୈଗାଁ ପଞ୍ଚାୟତରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। କିନ୍ତୁ ହାବଳେଶ୍ୱର ପଞ୍ଚାୟତ…

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ମୋହନ ମାଝି

କେନ୍ଦୁଝର,୨ା୪(ସ୍ବ.ପ୍ର.): କେନ୍ଦୁଝର ସଦର ବିଧାୟକ ମୋହନ ମାଝି କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଶନିବାର ଦିଲ୍ଲୀରେ ଭେଟି କେନ୍ଦୁଝର ରେଳପଥର ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସମସ୍ତ ସମସ୍ୟା ମଧ୍ୟରେ କେନ୍ଦୁଝର ଦେଇ ଭୁବନେଶ୍ବର- ଦିଲ୍ଲୀ ରେଳ ଚଳାଚଳକୁ ଅଗ୍ରାଧିକାର ଦେବା…

ଗ୍ୟାସ୍‌ ଟ୍ରକ୍‌ ସହ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ନୟାଗଡ଼ ଅଫିସ/ଦଶପଲ୍ଲା,୨।୪(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକରା ଘାଟି ଉପରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏକ ଗ୍ୟାସ ବୋଝେଇ ଟ୍ରକ୍‌ ସହିତ ଓଡ଼ିଶା ପରିବହନ ନିଗମର ଜଟଣୀ କଣ୍ଟାମାଳ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଟ୍ରକ୍‌…

ଶିକ୍ଷକଙ୍କୁ ହତ୍ୟା କରି ବିଲରେ ଫିଙ୍ଗିଦେଲେ, ଗୁରୁତର ଅବସ୍ଥାରେ ସ୍ତ୍ରୀ ଉଦ୍ଧାର

ସିମୁଳିଆ,୨ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଅଞ୍ଚଳର ଆନନ୍ଦ ବିହାରୀ ପତ୍ରୀ(୬୪)ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ରକ୍ତାକ୍ତ ମୃତଦେହ ଶନିବାର ସକାଳେ ସ୍ଥାନୀୟ ବିଲରୁ ଉଦ୍ଧାର ହୋଇଛି। ଗୁରୁତର ଅବସ୍ଥାରେ ସ୍ବର୍ଗତଃ…

ଛତ୍ରପୁର ବ୍ଲକ ଅଧ୍ୟକ୍ଷା ହେଲେ କିରଣ କୁମାରୀ

ଛତ୍ରପୁର,୨ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଭାବେ ଅଗସ୍ତିନୂଆଗାଁର ସମିତିସଭ୍ୟା କିରଣ କୁମାରୀ ଦାସ ନିର୍ବାଚିତ ହୋଇଛନ୍ତି। ଅଧ୍ୟକ୍ଷା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କିରଣଙ୍କୁ ୧୨ଟି ଭୋଟ୍‌ ମିଳିଥିବାବେଳେ ସୁନ୍ଦରପୁର ସମିତିସଭ୍ୟା ସୁଜ୍ଞାନୀ ସେଠୀଙ୍କୁ ୬ଟି ଭୋଟ୍‌ ମିଳିଥିଲା। ସୂଚନାଯୋଗ୍ୟ,…

ସମ୍ମାନିତ ହେଲେ ପୋଲିସ ଅଧିକାରୀ

ଝାରସୁଗୁଡ଼ା ଅଫିସ,୨ା୪: ଝାରସୁଗୁଡା ଓଏସ୍‌ଏପି ଦ୍ୱିତୀୟ ବାଟାଲିଅନ ପଡିଆରେ ଜିଲା ପୋଲିସ ପ୍ରଶାସନ ତରଫରୁ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏସ୍‌ପି ବିକାଶ ଚନ୍ଦ୍ର ଦାସ ମୁଖ୍ୟଅତିଥି ଓ ଜିଲାପାଳ ସରୋଜ କୁମାର ସାମଲ, ଉପଦୁର୍ଗପତି ଲକ୍ଷ୍ମଣ ସିଂହ, ସହକାରୀ…

ହାତ ଗୋଡ଼ ବାନ୍ଧି ଲୁଟିନେଲେ ୧ କୋଟି ଟଙ୍କାର ଅଳଙ୍କାର

ରାୟଗଡ଼ା ଅଫିସ,୨।୪: ରାୟଗଡ଼ା ସହରର ସାଇପ୍ରିୟା ନଗର ତୃତୀୟ ଲାଇନରେ ଶୁକ୍ରବାର ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତି ହୋଇଛି। ରେଳବାଇରେ ଗୁଡ୍‌ସ ଟ୍ରେନ ଗାର୍ଡ ଭାବେ କାର୍ଯ୍ୟରତ ଏମ୍‌. ଭେଙ୍କେଟରାଓଙ୍କ ଘରେ ୮ ଜଣିଆ ଏକ ଡକାୟତି ଗ୍ୟାଙ୍ଗ ପଶି…

୩ ଲକ୍ଷ ନେଇ ଜେଲ ଗଲେ ଶାଖା ପରିଚାଳକ

ଦିଗପହଣ୍ଡି,୨ା୪(ଡି.ଏନ.ଏ.): ଟଙ୍କା ଠକେଇ ଅଭିଯୋଗରେ ଗଞ୍ଜାମ ଜିଲା ଦିଗପହଣ୍ଡିରେ ଥିବା ଏକ ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥାର ଶାଖା ପରିଚାଳକ ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କଟକ…

ଗାଁରେ ବୁଲୁଛି ଭାଲୁ

ନବରଙ୍ଗପୁର,୨।୪(ବି.ପ୍ର.): ନବରଙ୍ଗପୁର ଜିଲାତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗିସଲପା ଗାଁକୁ ତିନୋଟି ଭାଲୁ ପଶି ଆସୁଥିବା ଦେଖିବାକୁ ମିଳିଛି । ଖାଦ୍ୟ ଅନ୍ବେଷଣରେ ଭାଲୁ ଗାଁ ମୁହାଁ ହେଉଛନ୍ତି। ଭାଲୁ ଡ୍ରେନରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତିୁ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ…

ଭାଜପା ଛାଡ଼ି ବିଜେଡିକୁ ଯାଇଥିବାରୁ ମାରିଦେଲେ

ପୋଲସରା,୨ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ମୁକ୍ତାମାଳାଦେଇପୁର ଶାସନ ଗ୍ରାମରେ ଗତ ୧୯ରେ ଅମିତ ଆଚାର୍ଯ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ…

ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା: ଭୟରେ ଛାତ୍ରୀ ଛାଡିଲେ ହଷ୍ଟେଲ

ସୁନ୍ଦରଗଡ଼,୨।୪(ବ୍ୟୁରୋ): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ପଟୁଆଡିହି ହାଇସ୍କୁଲର ଦଶମ ଶ୍ରେଶୀ ଛାତ୍ରୀ ଛାତରୁ ଡେଇଁ ଶୁକ୍ରବାର ଆତ୍ମହତ୍ୟା କରିଥିଲେ। ହେଲେ ଝିଅକୁ ଛାତରୁ ଠେଲି ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ଏହି ଘଟଣାକୁ ନେଇ ଭୟରେ ଶନିବାର…

ଜଙ୍ଗଲରେ ନିଅଆଁ : ଗାଁ ମୁହାଁ ହରିଣପଲ

ଠାକୁରମୁଣ୍ଡା,୨।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳ ନିହଣଗଣ୍ଡି ଗ୍ରାମ ଭିତରକୁ ଶନିବାର ସକାଳେ ହରିଣପଲ ପଶି ଆସିଥିଲେ। ସେଥିମଧ୍ୟରୁ ଗୋଟିଏ ହରିଣକୁ ଗ୍ରାମବାସୀ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଜଙ୍ଗଲରେ ନିଆଁ ଲାଗିବାର ୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?