ଆମ ଜିଲା ଖବର

ମାନସିକ ଯନ୍ତ୍ରଣା ଦେଉଛି ବିଦ୍ୟୁତ୍‌ ବିଲ୍‌

ପିପିଲି,୭।୪(ସ୍ବ.ପ୍ର.): ବିଦ୍ୟୁତ୍‌ ବିଲ୍‌କୁ ନେଇ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ପରିବାର। ୫ଟି ଏଲଡି ବଲବ୍‌, ୨ଟି ଫ୍ୟାନ ଏବଂ ୧ଟି ଫ୍ରିଜ ପାଇଁ ମାସକୁ ୫ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ବିଲ୍‌ ଉଠୁଛି ବୋଲି ଅଭିଯୋଗ ହୋଇଛି। ଏ ନେଇ ପ୍ରଶ୍ନ…

ପ୍ରଶାସନ ଭାଙ୍ଗୁଛି, ଚାଷୀ ଘେରିବନ୍ଧ ବାନ୍ଧୁଛନ୍ତି

କେନ୍ଦ୍ରାପଡା ଅଫିସ, ୭ା୪: ବେଆଇନ ଭାବେ ଗଢି ଉଠିଥିବା ଚିଙ୍ଗୁଡି ଘେରି ପ୍ରତି ହାଇକୋର୍ଟ କଠୋର ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ଚିତ୍ର ଆସନ୍ତା ୭ ତାରିଖରେ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଆସିଛି। ସୋମବାର ରାଜ୍ୟର ସମୁଦ୍ର ତଟବର୍ତ୍ତୀ…

ପ୍ରକଳ୍ପ ଥାଇ ବି ପାଣି ପାଇଁ ହାହାକାର

ଯାଜପୁର ଅଫିସ,୭।୪: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହିକ୍ରମରେ ଗ୍ରାମାଞ୍ଚଳର ଜଳସ୍ତର ଏବେଠୁ ହ୍ରାସ ପାଇଲାଣି। ଏହି ପରିସ୍ଥିତିରେ ଗ୍ରାମାଞ୍ଚଳଠାରୁ…

ଦୌଡ଼ରେ ବିଜେଡିର ୪ କାଉନସିଲର

ଖୋର୍ଦ୍ଧା ଅଫିସ,୭ା୪ : ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ୨୨ ଓ୍ବାର୍ଡ ବିଶିଷ୍ଟ ଖୋର୍ଦ୍ଧା ପୌରପାଳିକାରେ ବିଜେଡି ୧୩ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଭାଜପା ୪ଟି ଏବଂ ସ୍ବାଧୀନ ପ୍ରାର୍ଥୀ ୫ଟିରେ…

ରାସ୍ତା କାମରେ ମିଥ୍ୟା ବିଲ୍‌, ଦେଢ଼ମାସ ପରେ ବି କାର୍ଯ୍ୟାନୁଷ୍ଠାନ ହେଉନି

ବୋଲଗଡ଼,୭ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଏକ ରାସ୍ତା କାମରେ ମିଥ୍ୟା ବିଲ୍‌ କରି ଅର୍ଥ ତୋସରପାତ କରାଯାଇଥିବା ନେଇ ନାରାୟଣୀପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଗତ ଫେବୃୟାରୀ ୧୨ରେ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗକୁ ପ୍ରାୟ ଦେଢ଼…

‘ଚୁଲି ଭାଙ୍ଗିଛି, କହିଲେ ଗଢ଼ିଦେବି’

ପୁରୀ ଅଫିସ,୭।୪: ‘ଶ୍ରୀମନ୍ଦିର ରୋଷଘରେ ମୁଁ ଚୁଲି ଭାଙ୍ଗିଛି। ଯଦି କହିବେ ତାହାହେଲେ ତିଆରି କରିଦେବି।’ ଏଭଳି ସ୍ବୀକାରୋକ୍ତି କରିଛନ୍ତି ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣାର ଅଭିଯୁକ୍ତ ଜଗନ ମହାପାତ୍ର (୩୦)। ପୋଲିସ ତାଙ୍କୁ ତାଙ୍କ ଗ୍ରାମ ଖୋର୍ଦ୍ଧା ଜିଲା ବେଗୁନିଆ…

ନିୟମିତ ଶିକ୍ଷକ ମାନ୍ୟତା ଦାବି

କେନ୍ଦୁଝର,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ କରୁଥିବା କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ଆଜି ବିଭିନ୍ନ ଅଞ୍ଚଳରୁ ଆସିଥିବା ଶିକ୍ଷକମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ୨୦୧୫ ମସିହାରୁ ଶିକ୍ଷା ସହାୟକ/ସହାୟିକା…

୪ ଭାଇଙ୍କୁ ହତ୍ୟା ଘଟଣା: ୩ ଅଭିଯୁକ୍ତଙ୍କୁ ଦୁଇଦିନିଆ ରିମାଣ୍ଡ ଅନୁମତି

ହିଞ୍ଜିଳିକାଟୁ,୬ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତ୍ତଳ ଛକରେ କମେଣ୍ଟ ମରା ଘଟଣାକୁ କେନ୍ଦ୍ର କରି ବଚସା ଓ ପରେ ଯୋଜନାବଦ୍ଧ ଭାବେ ୪ଭାଇଙ୍କୁ ଜଘନ୍ୟ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଜଡ଼ିତ ୫ ଅଭିଯୁକ୍ତଙ୍କୁ ପୋଲିସ ଗତ ୨୯ରେ ଗିରଫ…

୮ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବଡ଼ବିଲ,୬ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଜଣେ ୮ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରିବା ଘଟଣାରେ ଅଟକ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଭଦ୍ରାସାହି ପଞ୍ଚାୟତର ସୁନିଆ ଓରଫ ଟିରୁ ଚାମ୍ପିଆ। ସୂଚନାଯୋଗ୍ୟ, ରବିବାର…

କାଳବୈଶାଖୀରେ ଗଛ ପଡ଼ି ତାର ଛିଣ୍ଡିଲା, ବିଦ୍ୟୁତ୍‌ ସେବା ବ୍ୟାହତ

ଦାରିଙ୍ଗବାଡ଼ି,୬ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବୁଧବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିର ରାଇକିଆଠାରୁ ବାଡାବାଙ୍ଗା ମଧ୍ୟରେ ବଡ଼ବଡ଼ ଗଛ ଭାଙ୍ଗିବା ସହ ଗଛ ପଡ଼ି ଅନେକ ବିଦ୍ୟୁତାର ଛିଣ୍ଡିଥିବା ଦେଖିବାକୁ ମିଳିଛି। ସେହିପରି ଉକ୍ତ ବ୍ଲକ…

ଜନବସତି ମୁହାଁ ଭାଲୁ, ଲୋକେ ଭୟଭୀତ

କୋକସରା,୬ା୪(ଡି.ଏନ.ଏ): ଜଙ୍ଗଲ ନଷ୍ଟ କାରଣରୁ ହେଉ ଅବା ଖାଦ୍ୟ ଅନ୍ବେଷଣରେ ଏବେ ଜନ ବସତିମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ପ୍ରଚଣ୍ଡ ଖରା ଯୋଗୁ ଏବେ ଜଙ୍ଗଲରେ ଖାଦ୍ୟର ଅଭାବ ସାଙ୍ଗକୁ ଜଙ୍ଗଲରେ ନିଆଁ ଲାଗୁଥିବା ଯୋଗୁ ଗାଁ ମୁହାଁ ହୋଇଛି ଭାଲୁ…

ଟ୍ରେନ୍‌ ଭିତରେ ଚାଲିଛି ଶିକ୍ଷାଦାନ

କୋକସରା,୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଥିବା ଆଦିବାସୀ ଗାଁ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୂପରେଖ ଦୂରରୁ ଦେଖି ଯେ କେହି ଘଡ଼ିଏ ଅଟକି ଯିବ। ଦୂରରୁ ଟ୍ରେନ୍‌ ସଦୃଶ ଦେଖାଯାଉଛି ସ୍କୁଲ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?