ଆମ ଜିଲା ଖବର

ଫାର୍ମ ହାଉସ୍‌ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ପାଣିକୋଇଲି,୧୨।୨(ଡି.ଏନ.ଏ.): ପାଣିକୋଇଲି ଥାନା ପାଣିକୋଇଲି ପଞ୍ଚାୟତ ଅନ୍ତର୍ଗତ ମଣିପୁର ଗ୍ରାମରେ ଥିବା ଏକ ଫାର୍ମ ହାଉସରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଫାର୍ମ ହାଉସରେ ଥିବା ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଓ ଗଛ ଜଳି ପାଉଁଶ…

୮୦ ଷ୍ଟଲରେ ହେଉଛି କିଣାବିକା

କେନ୍ଦୁଝର,୧୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା କାଳୀପଡ଼ିଆରେ ଦ୍ୱିତୀୟ ଓଡ଼ିଶା ଗ୍ରାମ୍ୟ ମେଳା ଉଦ୍‌ଘାଟିତ ହୋଇଯାଇଛି। ମେଳାର ଆବାହକ ସଞ୍ଜୟ ସାହୁଙ୍କ ସଭାପତିତ୍ୱରେ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ସୁଧା ଦାସ…

ସୋରିଷ କ୍ଷେତ ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ

ବାଲେଶ୍ୱର ଅଫିସ, ୧୨।୨: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସେ ସିମୁଳିଆ ବ୍ଲକର ମଇତାପୁର ପଞ୍ଚାୟତ ଗସ୍ତ କରି ସେଠାରେ ମିଶନଶକ୍ତି ମା’…

ରାଷ୍ଟ୍ରପତିଙ୍କୁ ଧାନରେ ନିର୍ମିତ କୋଣାର୍କ ମନ୍ଦିର ଉପହାର ଦେଲେ ଶିଳ୍ପୀ

ମହାକାଳପଡ଼ା,୧୨।୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲାଠାରେ ଥିବା ଏକ ସିମେଣ୍ଟ ପ୍ରଡକ୍ଟ କାରଖାନରେ ଜଣେ ମିସ୍ତ୍ରୀ ଭାବେ କାମ କରନ୍ତି ଯଶୋବନ୍ତ ମଲ୍ଲିକ ା ବୟସ ୩୦ ା ତାଙ୍କ ନିଜ ଘର ଯାଜପୁର ା ତେବେ ବିନା…

ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

ବାଲିକୁଦା,୧୧।୨(ସ୍ବ.ପ୍ର.): ବନ୍ଦର ସାମୁଦ୍ରିକ ଥାନା ଅଧୀନ ଫୁଲୁପାଟଣା ଗ୍ରାମର ସୁଜିତ ବେହେରାଙ୍କ ସ୍ତ୍ରୀ ଟୁକୁନିଙ୍କ ମୃତଦେହ ତାଙ୍କ ଶୋଇବା ଘରୁ ଶନିବାର ରାତିରେ ଜବତ ହୋଇଛି। ଅପରପକ୍ଷେ ଝିଅକୁ ଯୌତୁକ ପାଇଁ ଶାଶୁ ଘର ଲୋକେ ହତ୍ୟା କରିଛନ୍ତି ବୋଲି ବାପଘର…

ଜାଭେଦ୍‌ ଅଲ୍ଲୀଙ୍କ ସଂଗୀତରେ ଝୁମିଲେ ଦର୍ଶକ

ଯାଜପୁର ଟାଉନ,୧୨।୨(ଡି.ଏନ.ଏ.): ଯାଜପୁର ଜିଲା ମହୋତ୍ସବର ୪ର୍ଥ ସନ୍ଧ୍ୟା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲିଉଡ୍‌ ଓ ଓଲିଉଡ୍‌ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଓଲିଉଡ୍‌ ଗାୟିକା ସୋହିନି, ଶଶାଙ୍କ ଶେଖର, ଅମ୍ରିତା ଭାରତୀ ପଣ୍ଡାଙ୍କ ସଂଗୀତ ଦର୍ଶକଙ୍କ…

ଡାକ୍ତରଖାନାରେ ୪୦ଘଣ୍ଟା ପଡ଼ିରହିଲା ମୃତଦେହ

ରାଜନଗର,୧୨।୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବଙ୍ଗୀୟ ବହୁଳ ତାଳଚୁଆ ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ସନ୍ଦେହନକ ମୃତ୍ୟୁ ଘଟିଛି। ଇତିମଧ୍ୟରେ ୪୦ ଘଣ୍ଟା ବିତିଥିଲେ ମଧ୍ୟ ରାଜନଗର ଗୋଷ୍ଠୀକେନ୍ଦ୍ରରେ ମୃତଦେହ ପଡ଼ି ରହିଛି ା ମୃତଦେହକୁ ଛାଡ଼ି ଶାଶୁଘର ଓ ବାପଘର…

ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ଲୁଟିନେଲେ ୩୨ଲକ୍ଷ

ନନ୍ଦପୁର/ କୋରାପୁଟ (ସ୍ବ.ପ୍ର.), ୧୨।୨: କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଶନିବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। କେତେଜଣ ଦୁର୍ବୃତ୍ତ ବ୍ଲକର ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ଥିବା ଷ୍ଟେଟ୍‌ବ୍ୟାଙ୍କର ଏଟିଏମ୍‌ରୁ ଶନିବାର ଭୋର ସମୟରେ…

ଜଙ୍ଗଲ ନିଆଁ ରୋକିବାକୁ ପ୍ରୟାସ

ପାଟଣା,୧୨।୨(ସ୍ବ.ପ୍ର.): ଖରାଦିନ ଆରମ୍ଭ ନ ହେଉଣୁ ବିଭିନ୍ନ ଜଙ୍ଗଲରେ ନିଅଁା ଲାଗୁଥିବା ଦେଖିବାକୁ ମିଳୁଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜର ଅଧିକାଂଶ ଜଙ୍ଗଲରେ ଏବେ ନିଅଁା ଲାଗି ଅନେକ ଗଛ ଜଳିପୋଡ଼ି ନଷ୍ଟ ହୋଇଯିବା ସହ ବନ୍ୟପ୍ରାଣୀଙ୍କ ଜୀବନ ମଧ୍ୟ ବିପଦରେ…

ସାର୍ଟିଫିକେଟ ଥାଇ ମିଳୁନି ଲାଇସେନ୍ସ

ବାଲେଶ୍ୱର ଅଫିସ, ୧୨।୨: ୨୦୧୭-୧୮ରେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ଲ’ ବିଭାଗ ଅଧୀନରେ ୫ବର୍ଷୀୟା ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରୀଛାତ୍ରମାନେ ଏବେ ଅଡ଼ୁଆରେ ପଡ଼ିଛନ୍ତି। ବିଶ୍ୱବିଦ୍ୟାଳୟର ତ୍ରୁଟି ପାଇଁ ଛାତ୍ରୀଛାତ୍ରମାନେ ସାର୍ଟିଫିକେଟ ପାଇ ମଧ୍ୟ ବାର୍‌ କାଉନ୍‌ସିଲ ଲାଇସେନ୍ସ ପାଇବାରୁ…

୧,୬୫,୭୦୦ ମାମଲା ଫଇସଲା

କଟକ ଅଫିସ, ୧୨।୨: ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ (ଓଏସ୍‌ଏଲ୍‌ଏସ୍‌ଏ) ପକ୍ଷରୁ ରାଜ୍ୟର ପ୍ରତି ଜିଲା ଏବଂ ତାଲୁକସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି…

ବ୍ୟାଙ୍କମିତ୍ରଙ୍କ ସ୍ବାମୀ ଇନ୍‌ଫର୍ମର

ପରଜଙ୍ଗ, ୧୨।୨(ଡି.ଏନ୍‌.ଏ.): ଅଞ୍ଚଳର କେଉଁ ବ୍ୟବସାୟୀ କେଉଁଦିନ ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଆସୁଥିଲେ। ସେମାନେ କେତେଟଙ୍କା ଜମା କରୁଥିଲେ। ହାରାହାରି କେତେ ସମୟ ବ୍ୟାଙ୍କରେ ରହୁଥିଲେ। କେତେବେଳେ ଏବଂ କେଉଁ ବାଟରେ ଫେରୁଥିଲେ। ଏସବୁର ସବିଶେଷ ସୂଚନା ଜାଣିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?