ଦାଦନ ଖଟିବାକୁ ଯାଇ ମିଳୁନି ଶ୍ରମିକଙ୍କ ପତ୍ତା: ଥାନାରେ ମାମଲା
ନୂଆପଡ଼ା ଅଫିସ,୧୩।୨: ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡ଼ା ଗାଁର ଜଣେ ଦାଦନ ଶ୍ରମିକ ତେଲଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ। ସେ ଏକ ଇଟାଭାଟିରେ କାମ କରୁଥିବା ବେଳେ ବର୍ତ୍ତମାନ ତାଙ୍କର କୌଣସି ପତ୍ତା ମିଳୁ ନ ଥିବା ଅଭିଯୋଗ ହୋଇଛି।…
କେନ୍ଦ୍ର ରେଳ ବଜେଟରେ ମୟୂରଭଞ୍ଜକୁ ଅବହେଳା ନେଇ ବିଜେଡିର ପ୍ରତିବାଦ
ବାରିପଦା ଅଫିସ,୧୩ା୨: କେନ୍ଦ୍ର ରେଳ ବଜେଟରେ ମୟୂରଭଞ୍ଜ ଜିଲା ପ୍ରତି ଅବହେଳା ପ୍ରତିବାଦରେ ସୋମବାର ଜିଲା ବିଜୁ ଜନତା ଦଳ ପକ୍ଷରୁ ୩ ଘଣ୍ଟିଆ ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରହିଛି। ଜିଲା ମୁଖ୍ୟାଳୟ ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳାକୁ…
କଳା, ସଂସ୍କୃତିର ସହର କଟକ
କଟକ ଅଫିସ,୧୩ା୨:କଟକ ଉପର ବାଲିଯାତ୍ରା ପଡ଼ିଆରେ ୨୨ତମ ବାରବାଟୀ ଫେଷ୍ଟିଭାଲ ରବିବାର ଉଦ୍ଘାଟିତ ହୋଇଯାଇଛି। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଏହାକୁ ଉଦ୍ଘାଟନ କରି କଟକର ଇତିହାସରେ ଏହି ଉତ୍ସବର ଆୟୋଜନ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ କଟକ…
କେନ୍ଦୁଝରବାସୀଙ୍କୁ ୪,୭୦୩ କୋଟି ୨୪ ଲକ୍ଷ ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର,୧୩ା୨(ସ୍ବ.ପ୍ର.): ସୋମବାର କେନ୍ଦୁଝର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲାବାସୀଙ୍କୁ ୪ ହଜାର ୭୦୩ କୋଟି ୨୪ ଲକ୍ଷ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧରଣୀଧର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦ୍ଘାଟନ କରିଛନ୍ତି।…
ନବଦାସ ହତ୍ୟା ମାମଲା: ରିମାଣ୍ଡ ପରେ ଜେଲ୍ ଗଲେ ଗୋପାଳ
ବ୍ରଜରାଜନଗର,୧୩ା୨(ଡି.ଏନ୍.ଏ.): ନବଦାସ ହତ୍ୟା ମାମଲାରେ ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତ ଗୋପାଳ ଦାସ ପୁଣି ଜେଲ୍ ଯାଇଛନ୍ତି। ଗୋପାଳଙ୍କୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ନିଆଯାଇଛି। ତୃତୀୟ ପର୍ଯ୍ୟାୟ…
ଶାସନ ଶ୍ରୀରାମଚନ୍ଦ୍ରପୁରକୁ ଐତିହ୍ୟ ଗ୍ରାମ ମାନ୍ୟତା ଦିଆଯାଉ
ସାକ୍ଷୀଗୋପାଳ,୧୩।୨(ସ୍ବ.ପ୍ର./ଡି.ଏନ୍.ଏ.):ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦଙ୍କ ମିଳିତ ସହଯୋଗରେ ଆଚାର୍ଯ୍ୟ ହରିହର ଦାସଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ରବିବାର ସାରେ ସାକ୍ଷୀଗୋପାଳ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର ଶାସନରେ ଏକ ସାରସ୍ବତ ସଭାର ଆୟୋଜନ କରାଯାଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟା…
ରାସ୍ତା ନାହିଁ, ଖଟିଆରେ ବୁହା ହୁଅନ୍ତି ରୋଗୀ
ଭବାନୀପାଟଣା,୧୩।୨(ସ୍ବ.ପ୍ର.):ଉପାନ୍ତ ଇଲାକାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିଲାଗି ବିଭିନ୍ନ ଯୋଜନା କରାଯାଇଥିବା ବେଳେ ଆଜି ବି ଉପାନ୍ତ ଇଲାକାରରେ ସରକାରୀ ଯୋଜନା ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚତ୍ତ ଲୋକେ। କଳାହାଣ୍ଡି…
୫ ମାସର ପିଡିଏସ୍ ଚାଉଳ ହଡ଼ପ
ସିନାପାଲି,୧୩।୨(ଡି.ଏନ.ଏ.):ନୂଆପଡା ଜିଲା ଅନ୍ତର୍ଗତ ସିନାପାଲି ବ୍ଲକ ଖଇରପଦର ପଞ୍ଚାୟତରେ ପିଡିଏସ ଚାଉଳ ହଡପ ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ ମିଶି ଚଞ୍ଚକତା କରିଥିବା ସୂଚନା ମିଳିଛି। ଏ ନେଇ ହିତାଧିକାରୀମାନେ ଉଭୟଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ…
ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରା, ୮ ପରିବାର ସର୍ବସ୍ବାନ୍ତ
ଭଦ୍ରକ ଅଫିସ,୧୩।୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିଶୋଳ ଶାଶନ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୮ଟି ପରିବାର ସର୍ବସ୍ବାନ୍ତ ହୋଇଛନ୍ତି। ଗ୍ରାମର କାର୍ତ୍ତିକ ଶଙ୍ଖୁଆ, ଅଶୋକ ଶଙ୍ଖୁଆ, ବଳଭଦ୍ର ଶଙ୍ଖୁଆ ମନୋଜ ନାୟକ, ମାନସ ନାୟକ,…
ହାଇଦ୍ରାବାଦରେ ଗ୍ରାହକଙ୍କ ମନ ଜିଣୁଛି କୋରାପୁଟ ମାଣ୍ଡିଆ ଚା’
କୋରାପୁଟ,୧୩ା୨(ସ୍ବ.ପ୍ର.):କୋରାପୁଟ ମାଣ୍ଡିଆର ଦିନେ ଏତେ ଆଦର ନ ଥିବାବେଳେ ଏବେ ଏହାର ଚାହିଦା ଯଥେଷ୍ଟ ବଢିଯାଇଛି। ରାଜ୍ୟ ସରହଦ ଡେଇଁ ଏହା ରାଜ୍ୟ ବାହାରେ ଲୋକଙ୍କ ମନ ଜିଣିଛି। ମାଣ୍ଡିଆରୁ ପ୍ରସ୍ତୁତ ସାମାଗ୍ରୀକୁ ଲୋକେ ଏବେ ବେଶ୍ ଲୋଡୁଛନ୍ତି। ମାଣ୍ଡିଆ ମିକ୍ସଚର,…
ବ୍ରାହ୍ମଣୀରୁ ଅବାଧ ବାଲି ଚାଲାଣ
ପରଜଙ୍ଗ, ୧୩।୨(ଡି.ଏନ୍.ଏ.):ନିଲାମ ହୋଇଛି ବାଲିଘାଟ। ହେଲେ ନିଲାମଧାରୀ ସଂସ୍ଥା ଦାଖଲ କରିନାହିଁ ଆବଶ୍ୟକ କାଗଜପତ୍ର। ତଥାପି ବାହୁବଳ, ରାଜନୈତିକ ଚାପ ପ୍ରୟୋଗ କରି ବ୍ରାହ୍ମଣୀ ଶଯ୍ୟାରୁ ଦିନରାତି ଉଠାଯାଉଛି ବାଲି। ଏଭଳି ବେଆଇନ କାର୍ଯ୍ୟ ସମ୍ପର୍କରେ ରାଜସ୍ବ ବିଭାଗ ଅବଗତ ଥିବା…
ନିଲମ୍ବନ ପରେ ସ୍କୁଲରୁ ହଣ୍ଡା, ଡେକ୍ଚି ନେଇଗଲେ ଶିକ୍ଷକ
ନବରଙ୍ଗପୁର,୧୩ା୨(ବି.ପ୍ର.):ସରକାର ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦେଉଛନ୍ତି। ପିଲାମାନେ ହଷ୍ଟେଲରେ ରହି କିଭଳି ସୁସ୍ଥ ପରିବେଶରେ ପାଠ ପଢ଼ିବେ ସେ ନେଇ ଚିନ୍ତା କରୁଛନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ମାଗଣା ଖାଦ୍ୟ, ଭତ୍ତା ଓ ସ୍କୁଲ ଫି, କୋଭିଡ୍…

