ଅକଥନୀୟ ଦୁର୍ଦ୍ଦଶା ଭୋଗିଲେ ଜନସାଧାରଣ
ସମ୍ବଲପୁର,୧୬ା୪(ବ୍ୟୁରୋ): ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ବାଇକ୍ ରାଲି ସମୟରେ ଘଟିଥିବା ହିଂସା ଘଟଣାକୁ ନେଇ ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ସହରରେ କର୍ଫ୍ୟୁ ଲଗାଯାଇଛି। ଏହାସହ ଆଉ ୪୮ଘଣ୍ଟା ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି। ଫଳରେ ସମ୍ବଲପୁର ଜିଲାବାସୀ…
ଡ୍ରେନ୍ ନିର୍ମାଣକୁ ବିରୋଧ
ଲୋଇସିଂହା,୧୬।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଜନ ପକ୍ଷରୁ ଲୋଇସିଂହା ବ୍ଲକ ବୁର୍ଡା ଜାତୀୟ ରାଜପଥ ୨୬ରୁ ଆଗଲପୁର ବ୍ଲକ ନଅଗାଁ(ଖ) ଭାୟା ବଡଟିକା ପର୍ଯ୍ୟନ୍ତ ୭.୪୩୦ କିମି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ରାସ୍ତାରେ ସାମିଲ କରାଯାଇଛି। ୮ ସେପ୍ଟେମ୍ବର ୨୦୨୧ରୁ…
କଳାହାଣ୍ଡି ଜିଲାର ବିଭିନ୍ନ ଜଙ୍ଗଲରେ ନିଆଁ
ଭବାନୀପାଟଣା,୧୬।୪(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ଗତ କିଛି ଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏପରି ପରିସ୍ଥିତିରେ ଜିଲାର ବିଭିନ୍ନ ସ୍ଥାନରେ ଥିବା ଜଙ୍ଗଲ ଗୁଡିକରେ ନିଆଁ ଲାଗୁଥିବା ସୂଚନା ମିଳିଛି। ଜିଲାର ଉତ୍ତର ଡିଭିଜନରେ ଶୁକ୍ରବାର ୨୭ ଗୋଟି…
୪ ଶହ କିଲୋ ଗଞ୍ଜେଇ ଜବତ: ଡ୍ରାଇଭର ଫେରାର
କାଶୀନଗର:୧୬।୪(ଡି.ଏନ୍.ଏ.): ଗଜପତି ଜିଲା କାଶୀନାଗର ଅଙ୍କରଡା ଗାଁ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ସହ ଗୋଟେ ଗାଡ଼ି ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବରପାଇ କାଶୀନଗର ପୋଲିସ ସା ସମୟରେ ପାଟ୍ରୋଲିଂ କରୁଥିବା ବେଳେ ଖଣ୍ଡବା ଠାରୁ ଅଙ୍କରଡ଼ା ଯିବା…
ପାଣି ପାଇଁ ହନ୍ତସନ୍ତ ଇନ୍ଦ୍ରାବତୀ ପ୍ରକଳ୍ପ କଲୋନିବାସୀ
ତେନ୍ତୁଳିଖୁଣ୍ଟି,୧୬ା୪(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଇନ୍ଦ୍ରାବତୀ ପ୍ରକଳ୍ପ କଲୋନି ବାସୀ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଗତ କିଛିଦିନ ହେବ କଲୋନି ବାସୀଙ୍କୁ ଇନ୍ଦ୍ରାବତୀ କଲୋନି ମରାମତି ତଥା ପାନୀୟ ଜଳ ଯୋଗାଣ ଉପ ବିଭାଗ ଦ୍ୱାରା ଦିଆଯାଉଥିବା…
ବର୍ଷକ ପରେ ରସିଦ ମିଳିଲା
ଉମରକୋଟ,୧୬ା୪(ସ୍ବ.ପ୍ର.): ବନ ବିଭାଗ ଅଧିକାରୀ ଟଙ୍କା ନେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଉମରକୋଟ ବନାଞ୍ଚଳ ସିଂସାରି ବିଟ୍ ଅଧିନରେ ଦନ୍ଦୀବେଡା ଗ୍ରାମର ଜଣେ ବ୍ୟକ୍ତିିଙ୍କ…
ଭୁଜାଲି ଆକ୍ରମଣରେ ଭିଣୋଇ ମୃତ, ଶାଳକ ଗୁରୁତର
ଆଳି,୧୬।୪(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ସହିରା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶୁକ୍ରବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି ା ମୃତକଙ୍କ ଶାଳକ ବି ଭୁଜାଲି ମାଡ଼ରେ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ…
ଅଜବ ନୀତିରେ ଚାଲିଛି ଶିକ୍ଷକଙ୍କ ବଦଳି, ଡେପୁଟେଶନ
ନବରଙ୍ଗପୁର,୧୬ା୪(ବି.ପ୍ର.): ନବରଙ୍ଗପୁର ଶିକ୍ଷା ବିଭାଗ ଏବେ ଅଜବ ନୀତିରେ ପରିଚାଳନା ହେଉଛି । କିଏ କେଉଁ ଭଳି କାର୍ଯ୍ୟ କରୁଛି ତାହା ଚିଠିକୁ ଦେଖିଲେ ସମସ୍ତେ ଠିକ ବୁଝିଯିବେ । ଯଦି କୌଣସି ସରକାରୀ ସ୍ତରରେ ଚିଠି ହେଉଛି ତା ହେଲେ…
ସୀମା ବିବାଦ: ଓରାଳୀ ଛକରେ ୧୪୪ ଧାରା ଜାରି
ଭଦ୍ରକ ଅଫିସ,୧୬।୪: ଭଦ୍ରକ- ଆନନ୍ଦପୁର ରାଜ୍ୟ ରାଜପଥର ଭଦ୍ରକ ଜିଲା ସୀମାନ୍ତବର୍ତ୍ତୀ ଓରାଳୀ ଛକରେ ୧୪୪ ଧାରା ଜାରି ହୋଇଛି । ରବିବାର ସକାଳ ୧୧ଟାରୁ ଏପ୍ରିଲ ୧୮ ସକାଳ ୧୧ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ।…
ଧରାପଡ଼ିଲେଣି ୧୨, ସ୍କାନରରେ ୬ ଶିକ୍ଷକ
ରାୟଗଡ଼ା,୧୬ା୪(ସ୍ବ.ପ୍ର.): ନକଲି ସାର୍ଟିିଫିକେଟ ଦେଇ ଚାକିରି କରୁଥିବା ୧୨ ଶିକ୍ଷକଙ୍କୁ ରାୟଗଡ଼ା ଜିଲା ଶିକ୍ଷା ବିଭାଗ ଧରିଛି। ସେମାନଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯିବ ବୋଲି ସୂଚନା ମିଳିଛି। ୭ ଜଣଙ୍କୁ ଚାକିରିରୁ ବହିଷ୍କୃତ ମଧ୍ୟ କରାଯାଇଛି। ସେମାନେ ହେଲେ…
ଏମ୍ଭି ୬୯ ଗ୍ରାମରେ ଜବର ଦଖଲ ଉଚ୍ଛେଦ କଲା ପ୍ରଶାସନ
କାଲିମେଳା, ୧୬ା୪(ଡି ଏନ ଏ ): ମାଲାକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ପଞ୍ଚାୟତର ଏମ୍ଭି-୬୯ ଗ୍ରାମରେ ଥିବା କାଳିମନ୍ଦିର ନିକଟରେ ସରକାରୀ ଜମିରେ ଜବରଦଖଲ କରି ରହିଥିବା ୨ଟି ପରିବାରର ଘରକୁ ତହସିଲ ପ୍ରଶାସନ ଶନିବାର ଉଚ୍ଛେଦ କରିଛି।…
ଜନସାଧାରଣଙ୍କୁ ବିତରଣ କରା ନ ଯାଇ ପୋଡ଼ାଯାଉଛି ସରକାରୀ ଔଷଧ
ବସ୍ତା,୧୬ା୪(ଡି.ଏନ୍.ଏ.): ସରକାରୀ ଔଷଧ ଜନସାଧାରଣଙ୍କୁ ବିତରଣ କରା ନ ଯାଇ ସର୍ବସାଧାରଣ ସ୍ଥାନରେ ପୋଡ଼ାଯାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲା ବସ୍ତା ଡାକ୍ତରଖାନାଠାରୁ ୨୦୦ ମିଟର ଦୂରରେ ରାମଚଣ୍ଡୀ ମନ୍ଦିର ନିକଟ ଏକ ନଡ଼ିଆ ଗଛ ପାଖରେ…

