ନିରାଶ ହେଲେ ପ୍ରଭାତ ବିଶ୍ୱାଳ
କଟକ ଅଫିସ,୧୧।୪: କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଚିଟ୍ଫଣ୍ଡ ସଂସ୍ଥା ସି-ସୋର ସହ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ଶୁଣାଣି ହୋଇଛି। ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ କରି ବର୍ଷକରେ ବିଚାର ଶେଷ କରିବାକୁ ସିବିଆଇ…
ପଞ୍ଚୟତ ଉପନିର୍ବାଚନ: ୱାର୍ଡସଭ୍ୟ ନାମାଙ୍କନ ଦାଖଲ ନେଇ ବିବାଦ
ଛତ୍ରପୁର,୧୧।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ଅଧୀନ ୯ ନଂ ୱାର୍ଡସଭ୍ୟ ଉପନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ ନେଇ ବିବାଦ ଦେଖାଦେଇଛି। ଛତ୍ରପୁର ବ୍ଲକର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ଜିପିଇଓ) ଅବଧି ସରିବା ପରେ ଜଣଙ୍କ ନାମାଙ୍କନପତ୍ର ଗ୍ରହଣ…
ପୋଖରୀରେ ବୁଡି ୭ ବର୍ଷ ବାଳକଙ୍କ ମୃତ୍ୟୁ
ବେଗୁନିଆପଡ଼ା,୧୧।୪(ଡି.ଏନ.ଏ.): ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ୭ ବର୍ଷର ବାଳକ(ଶରତ ପ୍ରଧାନ)। ଗଞ୍ଜାମ ଜିଲା କୋଦଳା ନିକଟସ୍ଥ ଦେଓଗାଁ ଗ୍ରାମରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଦେଓଗାଁ ବ୍ରାହ୍ମଣ ଗାଡିଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଶରତ।…
୧୪ ଦିନ ହେଲା ବନ୍ଦ ରହିଛି ଜମି ରେଜିଷ୍ଟ୍ରେଶନ
ରାୟଗଡ଼ା,୧୧ା୪(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମାରେ ୧୪ ଦିନ ହେଲା ଜମି ରେଜିଷ୍ଟ୍ରେଶନ ବନ୍ଦ ରହିଛି ।ରାୟଗଡ଼ାରେ ବିଭିନ୍ନ ରେଳ ପ୍ରକଳ୍ପ ନିର୍ମାଣ ଲାଗି ଜମି ଅଧିଗ୍ରହଣ ଚାଲିଛି। ଏଭଳି ସ୍ଥିତିରେ ବଜାର ଦର ବଢ଼ାଇବା ପାଇଁ ଜମି କିଣାବିକା କରାଯାଉ…
ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଶିକ୍ଷକ ଗିରଫ
ବୋରିଗୁମ୍ମା, ୧୧।୪ (ଡି.ଏନ୍.ଏ.): ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରିନେବା ଅଭିଯୋଗରେ କୋରାପୁଟ ଜିଲା ବିସିଂହପୁର ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ସେ ହେଲେ ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ରତ୍ନଗିରି ଗ୍ରାମର ସୁବ୍ରତ ତୁଷାର…
ବଜ୍ରପାତରେ ୫ ବର୍ଷରେ ୫୬ ମୃତ
ନବରଙ୍ଗପୁର,୧୧।୪(ବି.ପ୍ର.)ନବରଙ୍ଗପୁର ଜିଲାରେ ୨୦୧୯ରୁ ୨୦୨୩ ମଧ୍ୟରେ ବଜ୍ରପାତରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଛନ୍ତି ବୋଲି ଜିଲାପାଳ କମଳ ଲୋଚନ ମିଶ୍ର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ବଜ୍ରପାତରୁ…
ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଅବହେଳିତ
ସମ୍ବଲପୁର,୧୧ା୪(ବ୍ୟୁରୋ): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ହେଲେ ସମ୍ବଲପୁର ଗଙ୍ଗାଧର ମେହେର ଛକରେ ଥିବା ସଂଗ୍ରାମୀ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତି ଅବହେଳିତ ହୋଇପଡିଛି। ଭାରତର ସ୍ବାଧୀନତା ସଂଗ୍ରାମରେ ଯେଉଁ କେତେଜଣ…
ଦେବୋତ୍ତର ବିଭାଗ ଜମି ଅସୁରକ୍ଷିତ
ସୋନପୁର,୧୧।୪(ନି.ପ୍ର.): ମନ୍ଦିରମାଳିନୀ ତଥା ଐତିହ୍ୟ ସମ୍ପନ୍ନ ସୁବର୍ଣ୍ଣପୁର ଜିଲାରେ ରହିଛି ଶତାଧିକ ଏକର ଦୋବୋତ୍ତର ଜମି। ଏହି ସବୁ ଜମି ଜିଲା ସଦର ମହକୁମା ସମେତ ଗ୍ରାମାଞ୍ଚଳରେ ଦେବାଦେବୀଙ୍କ ନାମରେ ରହିଛି। ବିଭିନ୍ନ ମନ୍ଦିରର ସେବାୟତଙ୍କ ନାମରେ ମଧ୍ୟ ଶତାଧିକ ଏକର…
ବାର୍ଷିକ ଅଶୋଧିତ ଇସ୍ପାତ ଉତ୍ପାଦନ ୪ ନିୟୁତ ଟନ୍ ଅତିକ୍ରମ କଲା
ରାଉରକେଲା ଅଫିସ,୧୧।୪: ଆର୍ଏସ୍ପି ପ୍ରମୁଖ ଉତ୍ପାଦନ କ୍ଷେତ୍ରରେ ବିବିଧ ରେକର୍ଡ ସହ ୨୦୨୨-୨୩ ଆର୍ଥତ୍କ ବର୍ଷ ଶେଷ ହୋଇଛି। ଗତ ଆର୍ଥତ୍କ ବର୍ଷରେ ଇସ୍ପାତ କାରଖାନାର ଇତିହାସରେ ପ୍ରଥମ ଥର ପାଇଁ ୪ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ ରେଖା…
ଏମ୍ସିଏଲ୍ କୋଇଲା ଖଣିରେ ଦୁର୍ଘଟଣା: ୨ମୃତ, ୪ଗୁରୁତର
ସୁନ୍ଦରଗଡ଼/ହେମଗିରି,୧୧।୪(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ମହାନଦୀ କୋଇଲା ଖଣି ଲିମିଟେଡ଼(ଏମସିଏଲ)ର ଗର୍ଜନବାହାଲ କୋଇଲା ଖଣିରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ କର୍ମଚାରୀ ଆହତ ହୋଇଛନ୍ତି। ଖଣି ଭିତରେ…
ଝିଅ ସବୁକିଛି କରି ପାରିବ: ରାଜ୍ୟପାଳ
ପାଇକମାଳ,୧୧।୪(ଡି.ଏନ୍.ଏ.): ବରଗଡ଼ ଜିଲା ପାଇକମାଳ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟର ରୌପ୍ୟଜୟନ୍ତୀ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ସମାରୋହରେ ଯୋଗ ଦେଇଥିଲେ। ପ୍ରଥମେ ସେ ଭଗବାନ ନୃସିଂହନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିଥିଲେ।…
ଭାଜପା ନେତାଙ୍କୁ ଭୁଜାଲିରେ ଆକ୍ରମଣ
ବାଲେଶ୍ବର ଅଫିସ ୧୧।୪: ବାଲେଶ୍ବର ଜିଲା ସୋର ଭାଜପାର ନଗରଉପସଭାପତିଙ୍କୁ ମଙ୍ଗଳବାର ଭୁଜାଲିରେ ଆକ୍ରମଣ କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭାଜପା ନଗର ଉପସଭାପତି ତଥା ପୌର ପରିଷଦର କାଉନସିଲରଙ୍କ ସ୍ବାମୀ…

