ପୁରୀରେ ପହଞ୍ଚତ୍ଲା ତୃତୀୟ ପର୍ଯ୍ୟାୟ ରଥ କାଠ
ପୁରୀ ଅଫିସ,୯।୪: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପୂର୍ବରୁ ନୟାଗଡ଼ ବନଖଣ୍ଡରୁ ପ୍ରଥମ ପର୍ଯ୍ୟାୟରେ ୧୦୪ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୪ଗୋଟି କାଠ ପୁରୀ ପହଞ୍ଚତ୍ଥଲା। ତେବେ ଶନିବାର ବୌଦ୍ଧ ବନଖଣ୍ଡରୁ…
ହଟୁନି ଅଳିଆ, ବଢୁଛି ଅସନ୍ତୋଷ
ଖୋର୍ଦ୍ଧା ଅଫିସ,୯।୪: ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଶୀର୍ଷ ସ୍ଥାନ ହାସଲ ଲାଗି ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସ୍ବଚ୍ଛ ଭାରତ ସୁସ୍ଥ ଭାରତ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍ବଚ୍ଛତାର ପୋଷ୍ଟର, ଓ୍ବାଲ୍ ପେଣ୍ଟିଂ କରାଯାଇଛି। ରାସ୍ତାରେ…
ଟ୍ରକ୍ ତଳେ ପଶିଗଲା କାର୍
ଭଦ୍ରକ ଅଫିସ,୯।୪: ଭଦ୍ରକ ୧୬ ନଂ. ଜାତୀୟ ରାଜପଥ ରାଣୀତାଲ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ୪ ଗୁରୁତରଙ୍କୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଝାରଖଣ୍ଡ ନମ୍ବର ବିଶିଷ୍ଟ ଦୁଇଟି କାର ବାଲେଶ୍ୱର ଆଡ଼କୁ ଯାଉଥିବା…
ଆତଙ୍କ ଖେଳାଇଲେ ଝାଡ଼ଖଣ୍ଡୀ ହାତୀ
ରାଇବଣିଆ/ଜଳେଶ୍ୱର,୯।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ୍ ଶ୍ୟାମନଗର ପଞ୍ଚାୟତରେ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ ସୀମା ପଟୁ ୩୦ରୁ ଊଦ୍ଧର୍ବ ଝାଡ଼ଖଣ୍ଡୀ ହାତୀ ପଶି ପାଖପାଖି ୧୦୦ ଏକରରୁ ଊଦ୍ଧର୍ବ ଧାନ ଚାଷ ମାଡ଼ି ଦଳି ନଷ୍ଟ କରିଦେଇଛନ୍ତି। ରାଇବଣିଆ ଫରେଷ୍ଟ ରେଞ୍ଜ…
‘ମଣିଷ ସତ୍ୟର ସନ୍ଧାନୀ ହେଉ’
କଟକ ଅଫିସ,୯।୪: ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟକୁ ଅମୃତମୟ ଦୃଷ୍ଟିରେ ଦେଖିବା, ମଧୁର ବାଣୀ ବିତରଣ କରିବା ଏକାନ୍ତ ଆବଶ୍ୟକ। ନିଜ ସୁଖସ୍ବାଚ୍ଛନ୍ଦ୍ୟ ସହିତ ଅନ୍ୟର ସୁଖଦୁଃଖରେ ଭାଗିଦାର ହେବା ଉଚିତ୍। ଏଥିସହ ମଣିଷ ସତ୍ୟର ସନ୍ଧାନୀ ହେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ…
ସପ୍ତାହକରେ ୬୧ ଲକ୍ଷ ଜରିମାନା
ଅନୁଗୋଳ ଅଫିସ, ୯ା୪: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲ୍ ପ୍ରଥମ ସପ୍ତାହକୁ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରିବା ପାଇଁ ଅନୁଗୋଳ ଜିଲାରେ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। ଏପ୍ରିଲ ୧ରୁ ୭ ତାରିଖ ଯାଏ ଅନୁଗୋଳ…
ବୃଦ୍ଧଙ୍କୁ ଟେକି କଚାଡ଼ିଦେଲା ହାତୀ, ଡାକ୍ତରଖାନାରେ ଭର୍ତ୍ତି
କଣ୍ଟାମାଳ,୯ା୪(ଡି.ଏନ୍.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖଲିଆପାଲି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇ ରବିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହାତୀ ଆକ୍ରମଣର ଶିକାର ହୋଇଥିବା ବୃଦ୍ଧ ଜଣକ ହେଲେ ୬୫ ବର୍ଷୀୟ ସମାରୁ ସାହୁ ।…
ଦେହରେ କିରୋସିନ ଢାଳି ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା
ବାଲେଶ୍ୱର ଅଫିସ/ସିମୁଳିଆ,୯ା୪(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ଛକର କବିତା ପତ୍ରୀ(୫୦) ନାମକ ଜଣେ ମହିଳା ରବିବାର ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସିମୁଳିଆ ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ…
ପ୍ରକଳ୍ପ ଥାଇ ଚୁଆ ଭରସା
ଢେଙ୍କାନାଳ ଅଫିସ,୯।୪: ପ୍ରକଳ୍ପ ଅଛି। ହେଲେ ପାଣି ଆସୁନାହିଁ। ଫଳରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସମୟରେ ଚୁଆକୁ ଭରସା କରି ଦିନ କାଟୁଛନ୍ତି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଲେଥେକା ପଞ୍ଚାୟତ ନୂଆପଡ଼ା ଗ୍ରାମବାସୀ। ଅଚଳ ମୋଟର ସଜଡ଼ାଯାଉ ନ ଥିବାରୁ…
ଗାଁ ମୁହାଁ ହାତୀପଲ, ନଷ୍ଟକଲେ ଏକର ଏକର ଡାଳୁଅ ଧାନଚାଷ
ମାଧପୁର,୯ା୪(ଡି.ଏନ୍.ଏ.): ଆଠମଲ୍ଲିକ ବନଖଣ୍ଡ ଅଧୀନ ମାଧପୁର ବନାଞ୍ଚଳ ଅନ୍ତର୍ଗତ ମାଧପୁର ପଞ୍ଚାୟତର ତିତିରିକଟା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ୧୨ଟି ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଅମଳ ମୁହାଁ ଚାଷଜମି ଭିତରକୁ ଧସେଇ ପଶି ମାଡ଼ି ଦଳି ନଷ୍ଟ…
ଗାଡ଼ି ଧକ୍କାରେ ଜଣଙ୍କର ଜୀବନ ଗଲା
ରେଢ଼ାଖୋଲ,୯ା୪(ଡି.ଏନ୍.ଏ.): ରେଢ଼ାଖୋଲ ବୌଦ୍ଧ ରାସ୍ତାର କଦଳୀଗଡ଼ ଠାରେ ରବିବାର ଏକ ଟାଟା ଏସି ଅଟୋ ଧକ୍କାରେ ଜଣଙ୍କର ଜୀବନ ଚାଲିଯାଇଛି। ମୃତକ ଜଣଙ୍କ ହେଲେ କଦଳୀଗଡ଼ର ହାଡୁ ନାଏକ (୪୧)। ସୂଚନାନୁଯାୟୀ, ଆଜି ଭୋର୍ରୁ ହାଡୁ ମହୁଲ ସଂଗ୍ରହ ପାଇଁ ରାସ୍ତାରେ…
କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ
ବାଲେଶ୍ୱର ଅଫିସ,୯ା୪: ପାରିବାରିକ ଗଣ୍ତଗୋଳ ସମାଧାନ କରିବାକୁ ଯାଇ ପୋଲିସକୁ ନିର୍ଘାତ ପ୍ରହାର କରିବାରୁ ମୁଣ୍ଡ ଫାଟି ଚେତା ଶୂନ୍ୟ ହୋଇଛନ୍ତି କନଷ୍ଟେବଳ ବାବୁ। କାଠ ଫାଳିଆରେ ମାରଣାନ୍ତକ ଆକ୍ରମଣ ଯୋଗୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସାର୍ଥା ଫାଣ୍ତି…

