ଡିଜିପି କହୁଛନ୍ତି ଶାନ୍ତି, ଚାଲିଛି ଜଳାପୋଡ଼ା
ସମ୍ବଲପୁର,୧୭ା୪(ବ୍ୟୁରୋ): ହନୁମାନ ଜୟନ୍ତୀ ଉପଲକ୍ଷେ ଗତ ବୁଧବାର ସମ୍ବଲପୁର ସହରରେ ବାଇକ୍ ଶୋଭାଯାତ୍ରାବେଳେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଶୁକ୍ରବାର ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ଚାଲିଥିବାବେଳେ ପୁଣି ପଥରମାଡ଼, ପୋଡ଼ାଜଳା, ଭଙ୍ଗାରୁଜା ସମେତ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଫଳରେ ସେହିଦିନ…
ଆସିଲେନି କେହି: ଜଗୁଆଳି ବୃଦ୍ଧାଙ୍କ ଅନ୍ତିମ ସତ୍କାର କଲା ଉନ୍ନୟନ ସମିତି
କୋକସରା,୧୬ା୪(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଳି ଡୋକରିଚଞ୍ଚରାରେ ଦୀର୍ଘ ୧୦ ବର୍ଷ ହେଲା ଏକ ଅସହାୟ ବୃଦ୍ଧ ଦମ୍ପତି ଘେନୁ ମାଝୀ (୭୭) ଏବଂ ତାଙ୍କ ସ୍ତ୍ରୀ ମଙ୍ଗଳ ଦେଈ ମାଝୀ…
କାଜୁ ତୋଳିବାକୁ ନେଇ ୨ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ
ଛତିଆ,୧୬ା୪(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ କାଇମାଟିଆ ଏବଂ ଅଭୟପୁର ଗ୍ରାମ ମଧ୍ୟରେ କାଜୁ ମଞ୍ଜି ତୋଳିବାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୬ ଜଣ ଆହତ ହୋଇଛନ୍ତି। ଏନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି…
ପରକ୍ରିୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ହତ୍ୟା: ବନ୍ଧା ହେଲେ ୩ ଅଭିଯୁକ୍ତ
ସୋହେଲା,୧୬।୪(ଡି.ଏନ୍.ଏ): ବରଗଡ଼ ଜିଲା ସୋହେଲା ଥାନା ଅଧୀନ ବୁଡ଼ାମାଳ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଗ୍ରାମର ସାନନ୍ଦ ସା(୩୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ଟାଙ୍ଗିଆରେ ହାଣି ହତ୍ୟା ପରେ ବ୍ଲେଡରେ ଯୌନାଙ୍ଗ କାଟି ଦେଇଥିଲେ। ଏ ନେଇ ରବିବାର…
ସମ୍ବଲପୁରରେ କର୍ଫ୍ୟୁ କୋହଳ
ସମ୍ବଲପୁର ଅଫିସ,୧୬।୪: ସମ୍ବଲପୁରରେ ହନୁମାନ ଜୟନ୍ତୀରେ ହୋଇଥିବା ହିଂସାକାଣ୍ଡକୁ ନେଇ ସହରରେ ଶୁକ୍ରବାର ରାତି ୧୨ଟାରୁ କଫ୍ୟୁ ଲାଗୁ କରାଯାଇଥିଲା। ବର୍ତ୍ତମାନ ଏହାକୁ କୋହଳ କରାଯାଇଛି। ସୋମବାର ସକାଳ ୭ଟା ୩୦ରୁ ପୂର୍ବାହ୍ନ ୧୧.୩୦ ଏବଂ ଅପରାହ୍ନ ୩ଟା ୩୦ରୁ ୬ଟା…
ବାର୍ହା ଆକ୍ରମଣ
ବଡ଼ବିଲ,୧୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ଅଧୀନ ମୂର୍ଗାବେଡ଼ା ଅଞ୍ଚଳରେ ବାର୍ହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ସେ ହେଲେ ସୁରେଶ ଲାଗୁରୀ । ସୁରେଶଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…
ଷ୍ଟ୍ରବେରି ଚାଷ ବୁଲି ଦେଖିଲେ ପଞ୍ଚାୟତ ପ୍ରତିନିଧି
ରାଇକିଆ,୧୬।୪(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ରବିବାର ମାଣିକେଶ୍ୱର ପଞ୍ଚାୟତ ପରିଦର୍ଶନରେ ଆସି ବରେପଙ୍ଗାରେ ହୋଇଥିବା ଷ୍ଟ୍ରବେରି ଚାଷ ବୁଲି ଦେଖିଛନ୍ତି। ଖୁବ୍ କମ୍ ସମୟ ମଧ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଷ୍ଟ୍ରବେରି ଚାଷ କରି…
ପୁଅବୋହୂର ଆକ୍ରମଣରେ ଚାଲିଗଲା ବୃଦ୍ଧା ମା’ଙ୍କ ଜୀବନ
ଦାରିଙ୍ଗବାଡ଼ି,୧୬।୪(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଧୀନ ପାଙ୍ଗଲି ଗ୍ରାମରେ ପାରିବାରିକ କଳହକୁ ନେଇ ପୁଅବୋହୂର ଆକ୍ରମଣରେ ଜଣେ ବୃଦ୍ଧା ମା’ଙ୍କ ମୃତ୍ୟୁ ଘଟିଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ମୃତା ବୃଦ୍ଧା ହେଲେ ପାଡନକେତା ଗ୍ରାମର ପୁଷ୍ପାଞ୍ଜଳି ପରିଚ୍ଛା। ଏନେଇ…
ସମ୍ବଲପୁରରେ ଆଉ ୨ ଦିନ ସ୍କୁଲ ବନ୍ଦ
ସମ୍ବଲପୁର ଅଫିସ,୧୬।୪: ସମ୍ବଲପୁର ଜିଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଛୁଟି ଅବଧିକୁ ଆଉ ୨ ଦିନ ବଢାଇ ଦିଆଯାଇଛି। ସୋମବାର ଏବଂ ମଙ୍ଗଳବାର ୨ ଦିନ ବନ୍ଦ…
ଟ୍ରେନ୍ ଧକ୍କାରେ ଯୁବକଙ୍କ ଜୀବନ ଗଲା
କେନ୍ଦୁଝର,୧୬ା୪(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସିଲିସୁଆଁ ଇଟାଭାଟି ନିକଟରେ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ବାଉରୀପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାକୁଡ଼ଙ୍କ ପୁଅ ନରହରି (୨୨) ବୋଲି ଜଣାପଡିଛି। ପ୍ରକାଶ ଯେ, ନରହରି ଶନିବାର…
ବସ୍ ଚଳାଚଳ ବ୍ୟାହତ, ଯାତ୍ରୀ ହଟହଟା
ବରଗଡ଼ ଅଫିସ୍,୧୬।୪: ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ହୋଇଥିବା ହିଂସାକୁ ନେଇ ସମ୍ବଲପୁରରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଏହାର ପ୍ରଭାବ ବରଗଡ଼ ଜିଲାରେ ମଧ୍ୟ ଅନୁଭୂତ ହୋଇଛି। ସମ୍ବଲପୁରରେ କର୍ଫ୍ୟୁ ଜାରି କରାଯାଇଥିବା ଯୋଗୁ ଶନିବାର ବସ୍ ଚଳାଚଳ…
ବଢୁଛି ତାତି, ମିଳୁନି ନିସ୍ତାର
ବରଗଡ଼ ଅଫିସ୍,୧୬।୪: ବରଗଡ଼ ଜିଲାରେ ଗତ କିଛିଦିନ ହେଲା ତାତି ଥମିବା ନାଁ ନେଉନାହିଁ। ଦିନକୁ ଦିନ ପାରଦ ବଢିବାରେ ଲାଗିଛି। ଶୁକ୍ରବାର ଜିଲାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ଶନିବାର ଏହା ୪୦.୬ ଡିଗ୍ରୀକୁ ବୃଦ୍ଧି ପାଇଛି। ଜିଲାରେ…

