ଆମ ଜିଲା ଖବର

ଏମ୍‌ଭି ୬୯ ଗ୍ରାମରେ ଜବର ଦଖଲ ଉଚ୍ଛେଦ କଲା ପ୍ରଶାସନ

କାଲିମେଳା, ୧୬ା୪(ଡି ଏନ ଏ ): ମାଲାକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ପଞ୍ଚାୟତର ଏମ୍‌ଭି-୬୯ ଗ୍ରାମରେ ଥିବା କାଳିମନ୍ଦିର ନିକଟରେ ସରକାରୀ ଜମିରେ ଜବରଦଖଲ କରି ରହିଥିବା ୨ଟି ପରିବାରର ଘରକୁ ତହସିଲ ପ୍ରଶାସନ ଶନିବାର ଉଚ୍ଛେଦ କରିଛି।…

ଜନସାଧାରଣଙ୍କୁ ବିତରଣ କରା ନ ଯାଇ ପୋଡ଼ାଯାଉଛି ସରକାରୀ ଔଷଧ

ବସ୍ତା,୧୬ା୪(ଡି.ଏନ୍‌.ଏ.): ସରକାରୀ ଔଷଧ ଜନସାଧାରଣଙ୍କୁ ବିତରଣ କରା ନ ଯାଇ ସର୍ବସାଧାରଣ ସ୍ଥାନରେ ପୋଡ଼ାଯାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲା ବସ୍ତା ଡାକ୍ତରଖାନାଠାରୁ ୨୦୦ ମିଟର ଦୂରରେ ରାମଚଣ୍ଡୀ ମନ୍ଦିର ନିକଟ ଏକ ନଡ଼ିଆ ଗଛ ପାଖରେ…

ଶିକୁଳା ଦଣ୍ଡନାଚରେ ଅଘଟଣ: ବିଦ୍ୟୁତ ଆଘାତରେ ଚାଲିଗଲା ଦିବ୍ୟାଙ୍ଗଙ୍କ ଜୀବନ

ପୁରୁଷୋତ୍ତମପୁର,୧୬ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଶନିବାର ରାତିରେ ଦୁଇଟି ଦଳର ଦଣ୍ଡନାଚ ଚାଲିଥିଲା। ଏହାକୁ ଦେଖିବା ଲାଗି ଶହ ଶହ ସଂଖ୍ୟାରେ ଜନସାଧାରଣ ଜମା ହୋଇଥିବା ବେଳେ ବଡ଼ପୁଞ୍ଜା ଯାତ୍ରା ଦଳରେ ଶଟ୍‌ସର୍କିଟ୍‌ ହୋଇଯାଇଥିଲା। ମଞ୍ଚ…

ପାନୀୟ ଜଳ ସମସ୍ୟା: ଶୁଣ୍ଢିଝୋଲାବାସୀଙ୍କୁ ଚୁଆପାଣି ଭରସା

ନୂଆଗାଁ,୧୬।୪ (ଡି.ଏନ.ଏ.): ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହାପରେ ବି ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିନାହିଁ। ପ୍ରତି ଗାଁକୁ କିଭଳି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ସେଥିପାଇଁ ସରକାର ଗୁରୁତ୍ୱାରୋପ…

ମାସକରେ ୭ ଦୁର୍ଘଟଣା, ୫ ମୃତ

ବ୍ରହ୍ମପୁର ଅଫିସ,୧୬ା୪: ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଏବେ ଦୁର୍ଘଟଣାପ୍ରବଣ ଅଞ୍ଚଳ ଭାବେ ପରିଗଣିତ ହୋଇଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ସହରରେ ଥିବା ୭ଟି ବ୍ଲାକସ୍ପଟ୍‌ରେ ପ୍ରତିଦିନ…

କୃଷିବହୁଳ ଜିଲାର ୭୦% ଲୋକ ଚାଷ ଉପରେ ନିର୍ଭର

ବ୍ରହ୍ମପୁର ଅଫିସ,୧୬ା୪:ଗଞ୍ଜାମ ଜିଲାରେ ସମୁଦାୟ ଜନସଂଖ୍ୟାର ପ୍ରାୟ ୭୦% କେବଳ ବିଭିନ୍ନ ଚାଷ ଉପରେ ନିର୍ଭର କରୁଛନ୍ତି। ଏହି ଜିଲାରେ ଥିବା ୪ ଲକ୍ଷାଧିକ ହେକ୍ଟର ଜମି ମଧ୍ୟରୁ ଅର୍ଦ୍ଧେକରେ ଖରିଫ ଧାନ ଏବଂ ଅବଶିଷ୍ଟରେ ଅଣଧାନ ଓ ପନିପରିବା ଚାଷ…

୨ ଗ୍ରାମବାସୀ ପିଇବା ପାଣି ପାଇବାରୁ ବଞ୍ଚିତ୍ତ

ଧର୍ମଶାଳା,୧୬।୩(ଡି.ଏନ.ଏ.): ଧର୍ମଶାଳା ବ୍ଲକ୍‌ ଅଧୀନ କୁମାରୀ ପଞ୍ଚାୟତର ଦେଉଳି ଓ ଜାଲସୁଖା ଗ୍ରାମରେ ନିର୍ମାଣ କରାଯାଇଥିବା ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଫଳରେ ୨ ଗ୍ରାମର ଅଧିବାସୀ ପିଇବା ପାଣି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏ ସମ୍ପର୍କରେ…

ଗାଁ ମୁହାଁ ନେତା

ଯାଜପୁର ଅଫିସ/ପ୍ରୀତିପୁର (ଡି.ଏନ୍‌.ଏ.),୧୬।୪: ଯଦି ନିର୍ଦ୍ଧାରିତ ସମୟରେ ଆସନ୍ତା ସାଧାରଣ ନିର୍ବାଚନ ହୁଏ, ତା’ହେଲେ ଆଉ ୧ ବର୍ଷ କମ୍‌ ସମୟ ରହିଛି। ଏହାକୁ ଦୃଷ୍ଟିରେ ରଖି ନେତାମାନେ ତପତ୍ର ହୋଇଉଠିଲେଣି। ଏଭଳିସ୍ଥଳେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ, କାହା…

ଚିରଞ୍ଜୀବଙ୍କ ନୀରବତାକୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ କର୍ମୀ

ଜଗତ୍‌ସିଂହପୁର ଅଫିସ, ୧୬।୪: ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ପରାଜୟ ହୋଇଥିଲା। ଏହା ପରଠୁ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଆରା ପରିବେଶ ସୃଷ୍ଟି ହୋଇଛି। ବିଶ୍ୱାଳ କାଁ ଭାଁ…

ପୁଅବୋହୂଙ୍କ ଆକ୍ରମଣରେ ମା’ଙ୍କ ଜୀବନ ଗଲା

ଦାରିଙ୍ଗବାଡ଼ି,୧୬ା୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ପାଙ୍ଗଲି ଗ୍ରାମରେ ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅବୋହୂଙ୍କ ଆକ୍ରମଣରେ ଜଣେ ବୃଦ୍ଧା ମା’ଙ୍କ ମୃତ୍ୟୁ ହୋଇଥିବା ରବିବାର ଥାନାରେ ଅଭିଯୋଗ ହୋଇଛି। ମୃତା ବୃଦ୍ଧା ଜଣକ ହେଲେ ଉକ୍ତ ଥାନା ପାଡ଼ନକେତା ଗ୍ରାମର…

ଏନ୍‌ଏସିର ପାର୍କ ଘରୋଇକରଣ ହେବ

ଆସିକା,୧୬ା୪(ଡି.ଏନ.ଏ.): ଆସିକା ଏନ୍‌ଏସିର ଆୟ ବୃଦ୍ଧି ଓ ରକ୍ଷଣାବେକ୍ଷଣ ପାଇଁ ସହର ମଧ୍ୟରେ ଥିବା କରୋନେଶନ ପାର୍କ ଏବଂ ବାଣୀବିହାର ଓ ତାଲୁକା ଛକଠାରେ ଥିବା କଲ୍ୟାଣ ମଣ୍ଡପକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ା ଏହାଛଡା ଷ୍ଟେଟ ବ୍ୟାଙ୍କ ପକ୍ଷରୁ…

ଜୀବନ ସଂଘର୍ଷରେ ନାରାୟଣ: ପେଟ ବଢ଼ୁଛି, ହାତ ଗୋଡ଼ ଫୁଲୁଛି

ପାରଳାଖେମୁଣ୍ଡି,୧୬ା୪(ଡି.ଏନ୍‌.ଏ.): ଆଦିବାସୀ ବହୁଳ ଗଜପତି ଜିଲାରେ ଜଣେ ଗରିବ ଆଦିବାସୀ ଛାତ୍ର ବଞ୍ଚିବା ପାଇଁ ଜୀବନ ସହ ସଂଘର୍ଷ କରୁଛନ୍ତି। ଏହା ଦେଖିବାକୁ ମିଳିଛି ମୋହନା ବ୍ଲକ ଅନ୍ତର୍ଗତ ଧାଡିଆମ୍ବ ପଞ୍ଚାୟତ ପଲ୍ଲାବନ୍ଧା ଗ୍ରାମରେ। ପଲ୍ଲାବନ୍ଧା ଗ୍ରାମର ନିରଞ୍ଜନ ଦଳାଇଙ୍କ ୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?