ଆମ ଜିଲା ଖବର

କଖାରୁଣୀ-ଚହଳିବାଙ୍କ ପାଟନାଳୀ ତଳପଡ଼ାରେ ଅବରୋଧ

ପଟ୍ଟାମୁଣ୍ଡାଇ,୨୩।୮ (ଅକ୍ଷୟ ବିଶ୍ୱାଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀଠାରୁ ଯାଇଥିବା ପାଟନାଳୀ ତଳପଡ଼ା ସ୍ଲୁଇସ ଗେଟ ନିକଟରେ ଅବରୋଧ କରାଯାଇଛି। ଫଳରେ ଶତାଧିକ ଏକର ଧାନ ଫସଲ ପଚି ନଷ୍ଟ ହେଉଛି। ଏ ନେଇ ଗ୍ରାମବାସୀ ଡ୍ରେନେଜ କଟ୍‌…

ଡିଏମ୍‌ଏଫ୍‌ରେ ଶିକ୍ଷା, ସ୍ବାସ୍ଥ୍ୟକୁ ଅଣଦେଖା

ଯାଜପୁର,୨୨ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଖଣି ଖାଦାନ ଭରା ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ଗଠିତ ହୋଇଛି। ଖଣି ଓ ଖଣିଜ ପଦାର୍ଥ ପ୍ରଶାସନିକ ପରିଚାଳନା ପାଇଁ ମାଇନ୍ସ ଓ ମିନେରାଲ ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ ଆକ୍ଟ…

ସରକାରୀ ଯୋଜନାରୁ ବଞ୍ଚିତ ମୂଷନଙ୍କ ପରିବାର

ପ୍ରୀତିପୁର,୨୩।୮(ସୁଶାନ୍ତ ବେହୁରିଆ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ୍‌ ଅଧୀନ ଘଣ୍ଟିଆଳି ଲେଙ୍କା ସାହିର ମୁଷନ ଯେନାଙ୍କ ପରିବାର ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ରୋଗଗ୍ରସ୍ତ ସ୍ବାମୀ ଓ ମାନସିକ ବିକୃତ ପୁଅକୁ ନେଇ ଭଙ୍ଗା କୁଡ଼ିଆରେ ବାସ କରୁଥିବା ଏହି ୭୫…

ନିଅଣ୍ଟିଆ ବର୍ଷା: ଚାଷଜମି ପଡ଼ିଆ

କେନ୍ଦ୍ରାପଡ଼ା, ୨୩।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ସମସ୍ତ ଚାଷଜମିକୁ ଜଳସେଚନ ପାଇଁ କେନାଲ ନାହିଁ। ଚଳିତବର୍ଷ ସ୍ବଳ୍ପ ବର୍ଷା ଏହି ଜିଲାର ଖରିଫ ଚାଷକୁ ନଷ୍ଟ କରିଛି। ଚାଷ ଜମି ଏବେ ପଡ଼ିଆ ହେବା ଅବସ୍ଥାକୁ ଆସିଥିବା ବେଳେ ଗୋଚର ହେବା…

ଅମୃତ ସରୋବର ପ୍ରକଳ୍ପରେ ଅନିୟମିତତା

କାମାକ୍ଷାନଗର, ୨୩।୮(ସୁଧୀର ପରିଡ଼ା): ମାତ୍ର ୮ମାସ ତଳେ ଜଳ ନିଷ୍କାସନ ପାଇଁ ତିଆରି କରାଯାଇଥିବା କଂକ୍ରିଟ୍‌ ପ୍ଲାଟ୍‌ଫର୍ମ ଫାଟି ଅଁା କରିଛି। ଅଧିକ ପାଣି ମହଜୁଦ୍‌ ହେଲେ କାଳେ ଭୁଶୁଡ଼ି ପଡ଼ିବ, ସେହି ଭୟରେ ଜଳାଶୟ ଭିତରକୁ ଯାଉଥିବା ପାହାଡ଼ ପାଣି…

ଗଭୀରକୁ ଲମ୍ବିଛି ଦୁର୍ନୀତି ଚେର

ଢେଙ୍କାନାଳ, ୨୩।୮(ରତନ ନାୟାର): ଢେଙ୍କାନାଳ ପୌରସଂସ୍ଥାରେ ଦୁର୍ନୀତି ଚେର ଗଭୀରକୁ ଲମ୍ବିଛି। ଯେତିକି ଖୋଳତାଡ଼ ହେଉଛି, ସେତେ ବଡ଼ ବଡ଼ ଆର୍ଥିକ ଅନିୟମିତତା ଧରାପଡୁଛି। ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ଏବଂ ବିଭିନ୍ନ ପ୍ରକଳ୍ପରେ ଠିକାଦାରଙ୍କ ପକ୍ଷରୁ ଡିପୋଜିଟ୍‌ ହୋଇଥିବା ଆର୍‌ନେଷ୍ଟ ମନି…

ଗୁଣିଗାରେଡ଼ିକୁ କେନ୍ଦ୍ରକରି ଉତ୍ତେଜନା

ଆସିକା,୨୩।୮ (ସୁରେନ୍ଦ୍ର ନାଥ ସାହୁ): କୋଟିନଡ଼ା ଥାନା ଅନ୍ତର୍ଗତ ଆସିକା-କବିସୂର୍ଯ୍ୟନଗର ମୁଖ୍ୟରାସ୍ତାର କୋଟିନଡ଼ା ଗ୍ରାମରେ ଗୁଣିଗାରେଡ଼ିକୁ କେନ୍ଦ୍ର କରି ମଙ୍ଗଳବାର ଶତାଧିକ ପୁରୁଷ ଓ ମହିଳା ଥାନା ପରିସରରେ ରୁଣ୍ଡ ହୋଇଥିଲେ। ଗୁଣିର ଶିକାର ହୋଇଥିବା ସନ୍ଦେହ କରି ପୀଡିତା ମହିଳାଙ୍କୁ…

ଘାଟିରେ ଓଲଟିଲା ବସ୍‌, ଅଳ୍ପକେ ବଞ୍ଚିଲେ ଯାତ୍ରୀ

ପଟ୍ଟାଙ୍ଗି,୨୩।୮(ଶରତ ଧଳ): ମଙ୍ଗବଳାର ବିଳମ୍ବିତ ରାତିରେ ଓଏସ୍‌ଆରଟିସି ବସ୍‌ ଘାଟି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବାବେଳେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ। ଏଭଳି ଘଟଣା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଲେଗଡା ଯୋଡିମାଦିଲି ଘାଟିରେ ଘଟିଛି…

ରାସ୍ତା ନାହିଁ, ଦୋଳାରେ ମେଡିକାଲ ଗଲେ ଗର୍ଭବତୀ

ଫିରିଙ୍ଗିଆ,୨୩।୮(ବିକ୍ରମ ଦିଗାଲ): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ଘାଟ ନିର୍ମାଣ କରୁଛନ୍ତି। ହେଲେ ଏବେ ବି ଅନେକ ଜାଗାରେ ରାସ୍ତା ନ ଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଦୋଳାରେ…

ମଟନ ଦର ସହ ସମାନ ଫୁଟୁକୁଲି ଛତୁ, ଶ୍ରାବଣ କଢ଼

ଖଜୁରିପଡ଼ା,୨୩।୮(ବିଦୁର ବେହେରା): ବର୍ଷକୁ ବାର ମାସରେ ପ୍ରକୃତିଠାରୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପାଉ। ବର୍ଷା ଋତୁରେ ବିଭିନ୍ନ ପ୍ରକାରର ଛତୁ ବଣ ଜଙ୍ଗଲରୁ ମିଳେ। ସାରାବିଶ୍ୱରେ ପ୍ରାୟ ୪୦୦ପ୍ରକାର ଛତୁ ଦେଖାଯାଏ। ତନ୍ମଧ୍ୟରୁ ଅନ୍ୟୁନ ୨୦୦ପ୍ରଜାତିର ଛତୁ ଅଧୁନା ଅବଲୁପ୍ତ…

ମୌଳିକ ସୁବିଧାରୁ ବଞ୍ଚିତ ସିମନବାଡ଼ି ଛାତ୍ରୀଛାତ୍ର

ଦାରିଙ୍ଗବାଡି,୨୩।୮(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗିରହିଥିବା ସହ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ମିଳିବା କଷ୍ଟ ହୋଇପଡିଛି। ବିଦ୍ୟାଳୟରେ ୨୦୦୩ରୁ କମ୍ପ୍ୟୁଟର ଶିକ୍ଷା ବ୍ୟବସ୍ଥା କରାଯାଇଥିଲା କିନ୍ତୁ ତାହା କିଛିଦିନ ପରେ ଅଚଳ ହୋଇ…

ଗଞ୍ଜାମ ବାଲ୍ୟ ବିବାହମୁକ୍ତ ଘୋଷଣାରେ ସୀମିତ

ଛତ୍ରପୁର,୨୨ା୮(ସନ୍ତୋଷ ପାଢ଼ୀ): ୨୦୨୨ ଜାନୁୟାରୀ ୩ରୁ ଗଞ୍ଜାମକୁ ବାଲ୍ୟ ବିବାହ ମୁକ୍ତ ଜିଲା ଭାବେ ଘୋଷଣା କରାଯାଇଛି । ଜିଲାରେ ୩୩୦୯ ଗ୍ରାମ, ୨୮୦ଟି ସହରାଞ୍ଚଳ ୱାର୍ଡ ଓ ୫୦୩ଟି ପଞ୍ଚାୟତକୁ ବାଲ୍ୟବିବାହ ମୁକ୍ତ ବୋଲି ଘୋଷଣା କରାଯାଇଥିଲା। ତତ୍କାଳୀନ ଗଞ୍ଜାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri