ମାଓବାଦୀ କ୍ୟାମ୍ପରେ ଚଢ଼ାଉ, ବିପୁଳ ପରିମାଣର ସାମଗ୍ରୀ ଜବତ
ଭବାନୀପାଟଣା,୧୬ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସର ବଡ଼ ସଫଳତା। ମାଓବାଦୀ କ୍ୟାମ୍ପରେ ଚଢ଼ାଉ କରି ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ କରିଛି ପୋଲିସ। କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ମନସ୍କା ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ…
ହାର୍ଡଓ୍ବୟାର ଦୋକାନରେ ଜିଏସ୍ଟି ଚଢ଼ାଉ
ରାୟଗଡ଼ା,୧୬ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନ୍ୟୁ କଲୋନୀସ୍ଥିତ ଫେୟାର ଡିଲ୍ କର୍ପୋରେଶନ ଦୋକାନରେ ଶନିବାର ଜିଏସ୍ଟି ଚଢ଼ାଉ ହୋଇଛି। ରାୟଗଡ଼ାସ୍ଥିତ ଜିଏସ୍ଟି ଏନଫୋର୍ସମେଣ୍ଟ ଡେପୁଟି କମିଶନର ତୋଫାନ ବେମାଲଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଛି। ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ…
ଲାଞ୍ଚ ନେଇ ଉଠାଜଳସେଚନ ବିଭାଗ ଯନ୍ତ୍ରୀ, ଠିକାଦାର ଗିରଫ
ନୟାଗଡ଼,୧୬ା୩(ଲୋକନାଥ ମିଶ୍ର): ବୋର୍ଓ୍ବେଲ୍ ଖୋଳିବା ପାଇଁ ୯ ହଜାର ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଭିଜିଲାନ୍ସ ୟୁନିଟ୍ ପକ୍ଷରୁ ନୟାଗଡ଼ ଉଠାଜଳସେଚନ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇ କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ବୈତାଇ ଓ ଠିକାଦାର ଶ୍ରୀକାନ୍ତ ପତିଙ୍କୁ ଗିରଫ କରାଯାଇଛି।…
ଚା’ ଖଟିରେ ମେଣ୍ଟ ଚର୍ଚ୍ଚା: ଦୋଛକିରେ ନେତା କର୍ମୀ
ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ସାଧାରଣ ନିର୍ବାଚନକୁ ନେଇ ଗାଁଠୁ ସହର ସବୁଠି ଚର୍ଚ୍ଚା। ଏହା ଭିତରେ ନିର୍ବାଚନ ତାରିଖ ଘେଷଣା ହେବାକୁ ଯାଉଥିବା ବେଳେ ସବୁଠି ସେହି ଗୋଟିଏ ଚର୍ଚ୍ଚା ମେଣ୍ଟ ହେବ ନା ନାହିଁ l ବର୍ତ୍ତମାନ ଗଞ୍ଜାମ ସହରର ବିଭିନ୍ନ…
କାଳ ବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ୍ ଖୁଣ୍ଟ: ଛିଣ୍ଡିଲା ତାର
ଭଦ୍ରକ,୧୬।୩(ସନାତନ ରାଉତ): କାଳ ବୈଶାଖୀ ତାଣ୍ଡବରେ ଭଦ୍ରକ ଜିଲା ବନ୍ତ ବ୍ଲକ ସରମରା ଗ୍ରାମରେ କ୍ଷୟକ୍ଷତି ଘଟିଛି। ଶୁକ୍ରବାର ରାତିରେ ହଠାତ୍ ବର୍ଷା ହେବା ସହ ଜୋରରେ ପବନ ବହିଥିଲା। ଫଳରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ପଡିବା…
ସବ୍ ଡିଭିଜନ ଦାବିରେ ୨୪ ଘଣ୍ଟିଆ ଜି.ଉଦୟଗିରି ବନ୍ଦ
ଜି.ଉଦୟଗିରି ୧୬।୩(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ପୁରୁଣା ତାଲୁକା ଯଥା ଜି ଉଦୟଗିରି ଏନ୍ଏସି, ଜି.ଉଦୟଗିରି, ରାଇକିଆ, ଟିକାବାଲି ଓ ଚକାପାଦ ବ୍ଲକକୁ ନେଇ ଜି ଉଦୟଗିରି ରାଜସ୍ବ ସବ୍ ଡିଭିଜନ ଘୋଷଣା ଦାବି କରି କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ଶନିବାର…
ମାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତିଙ୍କ ପ୍ରେସ୍ମିଟ୍ : ରେଜଲ୍ଟ ପ୍ରକାଶର ୭ ଦିନ ଭିତରେ….
କଟକ,୧୬ା୩ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏକ ଯୁଗୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶର ୭ ଦିନ ମଧ୍ୟରେ ପରୀକ୍ଷାର୍ଥୀମାନଙ୍କୁ ଅରିଜିନାଲ ସାର୍ଟିଫିକେଟ ଅନ୍ଲାଇନ୍ ଜରିଆରେ…
ଏନ୍ଏସି ମାନ୍ୟତା ଦାବିରେ ତିହିଡି ବନ୍ଦ
ତିହିଡି,୧୬।୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡିକୁ ଏନ୍ଏସି ମାନ୍ୟତା ମିଳି ପାରିନାହିଁ। ଏହାର ପ୍ରତିବାଦରେ ଶନିବାର ତିହିଡି ବନ୍ଦ ପାଳନ କରାଯାଇଛି। ତିହିଡି ବ୍ଲକ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାଠାରୁ ଦୋକାନ, ବଜାର ବନ୍ଦ କରାଯାଇଥିବା ବେଳେ ବ୍ୟାଙ୍କ…
ଖଟିରେ ମେଣ୍ଟ ଚର୍ଚ୍ଚା
ରାଉରକେଲା,୧୫।୩ (ସଙ୍ଗୀତା ଜେନା): ବିଜେଡି ଓ ଭାଜପା ମେଣ୍ଟ ହେବା ନେଇ ଅନିଶ୍ଚିତତା ଲାଗିରହିଛି। ଏହା ହେଲେ ସୁନ୍ଦରଗଡ଼ ଜିଲାର ରାଉରକେଲା ଓ ରଘୁନାଥପାଲି ବିଧାନସଭା ଆସନ କେଉଁ ଦଳ ହାତକୁ ଯିବ, ଇସ୍ପାତ ସହରର ଛକ ଓ ଖଟି ଆସରଗୁଡ଼ିକରେ…
ଯୁବକକଙ୍କୁ ଗୋଡାଇ ହାଣିଲେ, ବାଇକ୍ ପୋଡ଼ି ଦେଲେ
ବ୍ରହ୍ମପୁର/ଗୋପାଳପୁର,(ନବୀନ ରାଜ ଆଚାରୀ)୧୬।୩: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ରାଳବ ଗାଁରେ ଆତଙ୍କ ଖେଳାଇଛନ୍ତି ୫ରୁ ୬ଜଣ ଯୁବକ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁରେ ଖଣ୍ଡା ବୁଲିବା ସହ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରାଯାଇଛି। ଫଳରେ…
ଆଜି ଭାଜପାର ରାଜ୍ୟ ନିର୍ବାଚନ କମିଟି ବୈଠକ
ଭୁବନେଶ୍ୱର, ୧୬।୩(ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେନେଇ ଗୁରୁବାରଠାରୁ ବିଶେଷ ଆଲୋଚନା ହେଉନାହିଁ। ମେଣ୍ଟ ହେବ ନ ହେବ ତା’ର ସ୍ପଷ୍ଟ ଚିତ୍ର ନ ଥିବା ଉଭୟ ବିଜେଡି…
ଭାଜପା ଆଶାୟୀଙ୍କ ସହ ଯୋଡ଼ିହେଲେ ତ୍ରିନାଥ
ରାୟଗଡ଼ା/ଗୁଣପୁର,୧୬।୩(ଆଶିଷ ରଞ୍ଜନ ପଣ୍ଡା/ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ବିଜେଡି ଛାଡ଼ି ଶୁକ୍ରବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି ା ଭୁବନେଶ୍ୱରଠାରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟାନ୍ୟ ଦଳୀୟ…

