ଆମ ଜିଲା ଖବର

ଶ୍ରୀନୀଳମାଧବ ମନ୍ଦିରରେ ଫାଟ

ଖଣ୍ଡପଡ଼ା,୧୧ା୨(ଅଜୟ କୁମାର ମହାରଣା)ଶ୍ରୀଜଗନ୍ନାଥ ସଂସ୍କୃତିର ଆଦି ପୀଠ ଭାବେ କଣ୍ଟିଲୋର ଶ୍ରୀନୀଳମାଧବ ମନ୍ଦିର ସର୍ବଜନ ବିଦିତ। ପୁରୀ ଶ୍ରୀମନ୍ଦିର ପୂଜାନୀତି ସହ ସାମଞ୍ଜସ୍ୟ ରହିଥିବା ଏହି ମନ୍ଦିରର ପୁରାତନ କୀର୍ତ୍ତିରାଜି ଆଜି ଧ୍ୱଂସାଭିମୁଖୀ। ଶ୍ରୀନୀଳମାଧବଙ୍କ ସହ ବିଭିନ୍ନ ମନ୍ଦିରରେ ଫାଟ ସୃଷ୍ଟି…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲା ଡିଜେ ଗାଡ଼ି, ଘୋଷାଡ଼ି ନେଇଗଲା ଖୁଣ୍ଟକୁ, ଆଉ ତା’ ପରେ…

ନିରାକାରପୁର,୧୦ା୨(ମାନସ ଚନ୍ଦ୍ର ପଟ୍ଟନାୟକ): ଶନିବାର ଅପରାହ୍ନରେ ଏକ ଡିଜେ ଗାଡ଼ି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ରାସ୍ତା ମଝିକୁ ଖୁଣ୍ଟଟିକୁ ଖୁବ୍‌ ଜୋର୍‌ରେ ଘୋଷାଡ଼ି ନେଇଥିଲା। ସୌଭାଗ୍ୟବଶତଃ ଅଳ୍ପକେ ଶତାଧିକ ଲୋକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ…

ଫ୍ୟାନ୍‌ ରେ ଝୁଲି ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ସୁନାବେଡା,କୋରାପୁଟ,୧୦/୦୨(କୃତ୍ତିବାସ ପ୍ରଧାନ/ଅମିତାଭ ବେହେରା) ସୁନାବେଡା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ପଢୁଥିବା ଜଣେ ଛାତ୍ରୀ ଫାଶି ଲଗାଇ ଆତ୍ମହତ୍ୟା କରିଛି। ଖବର ମୁତାବକ ମହିଳା ଛାତ୍ରୀନିବାସ ’ବି’ ବ୍ଲକ୍‌ ର ୪୧୩ ନମ୍ବର ରୁମ୍‌ ରେ ରହୁଥିବା ସନ୍ଧ୍ୟାରାଣୀ ଦାସ(୧୮) ନିଜ ଓଢଣୀ…

ମେଶିନ ଲଗାଇ ରାସ୍ତା କାମ, ଦାଦନ ଖଟୁଛନ୍ତି ଶ୍ରମିକ

ମାଲକାନଗିରି,୧୦ା୨(ଦୁର୍ଯ୍ୟୋଧନ ପାତ୍ର)-ଗରିବ ଓ ଅସହାୟଙ୍କୁ ବାର୍ଷିକ ଅନ୍ୟୁନ ଶହେ ଦିନ ରୋଜଗାର ଯୋଗାଇ ଦେବାକୁ ସରକାର ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏମ୍‌ଜିଏନ୍‌ଆରଇଜିଏସ୍‌ ଭଳି ବହୁ ଯୋଜନା କରିଛନ୍ତି। ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ…

ଅନୈତିକ ସମ୍ପର୍କକୁ ନେଇ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ପିଟିଥିଲେ, ୫ କୋର୍ଟଚାଲାଣ

ଖଲ୍ଲିକୋଟ,୧୦ା୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତେନ୍ତୁଳି୍‌ଆପଲ୍ଲୀ ଗ୍ରାମରେ ଗାଁ ମଝିରେ ଜଣେ ମହିଳାଙ୍କୁ ଏକ ଖୁଣ୍ଟରେ ବାନ୍ଧି ପିଟିବା ଘଟଣାରେ ୫ ଜଣ ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ତେନ୍ତୁଳିଆପଲ୍ଲୀ ଗ୍ରାମର ମଞ୍ଜରୀ ରାଉତ ନିଜ…

ଓଡ଼ିଶାରେ ବାହୁବଳୀ ନାୟିକା ଅନୁଷ୍କା ସେଟ୍ଟୀ, ଶୁଟିଂ ସେଟରେ ଭିଡ଼ ଜମାଇଲେ ପ୍ରଶଂସକ

ଜୟପୁର,୧୦।୨: ବାହୁବଳୀ ଫିଲ୍ମର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବେ ଓଡ଼ିଶାରେ। ଏକ ଫିଲ୍ମର ଶୁଟିଂ ପାଇଁ ଅଭିନେତ୍ରୀ ତାଙ୍କର ଟିମ୍ ସହ ଆସି ଓଡ଼ିଶାର କଶ୍ମୀର କୋରାପୁଟ ଜିଲାର ଜୟପୁରରେ ପହଞ୍ଚିଛନ୍ତି। ଫିଲ୍ମର ଶୁଟିଂ ଲାଗି ଅନୁଷ୍କା ଏବେ ଜୟପୁର…

ପୁଣିଥରେ କେସିଙ୍ଗା ନଗର ବିଜେଡି ସଭାପତି ହେଲେ ରମେଶ ପଟ୍ଟନାୟକ

କେସିଙ୍ଗା,୧୦ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ପ୍ରମୁଖ ସହର ଭାବରେ କେସିଙ୍ଗା ବେଶ୍‌ ଜଣାଶୁଣା। ନିର୍ବାଚନ ପାଖେଇ ଆସୁଥିବା ବେଳେ ନୂତନ ଏନ୍‌ଏସି ଟାଉନ ସଭାପତିମାନଙ୍କର ନାମ ଇତିମଧ୍ୟରେ ବିଜେଡି ପକ୍ଷରୁ ଘୋଷଣା କରାଯାଇଛି। କେସିଙ୍ଗା ନଗର ଟାଉନ…

ଗ୍ୟାସ୍‌ ସିଲିଣ୍ଡର ଫାଟି ୫ ମହିଳା, ଜଣେ ପୁରୁଷ ଗୁରୁତର

ବଲାଙ୍ଗୀର,୧୦ା୨(ସୁନୀଲ କୁମାର ମହାନ୍ତି): ବେଲପଡ଼ା ଥାନା ଅନ୍ତର୍ଗତ କାନୁଟ ଗାଁରେ ଶନିବାର ଅପରାହ୍ନରେ ଗ୍ୟାସ୍‌ ସିଲିଣ୍ଡର ଫାଟି ୫ ମହିଳା ଓ ଜଣେ ପୁରୁଷ ଗୁରୁତର ହୋଇଛନ୍ତି। କାନୁଟ ଗାଁର ଉପରପଡ଼ାର ଏକ ପରିବାରର ୫ ଜଣ ମହିଳା ଏବଂ ଜଣେ…

ଚାଲିଗଲା ପ୍ରସୂତି ମା’ ଶିଶୁଙ୍କ ଜୀବନ

ସୋନପୁର,୧୦।୨(ମୃତ୍ୟୁଞ୍ଜୟ ଶତପଥୀ): ସରକାର ମା’ ଓ ଶିଶୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ହସ୍ପିଟାଲରେ ଉଚିତ ଚିକିତ୍ସା ନ ପାଇ ଅନେକଙ୍କ ଜୀବନ ଯାଉଛି। ଏଭଳି ସ୍ଥିତିରେ ବୁର୍ଲା…

ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତହ୍ୟସ୍ଥଳ ଘୋଷଣା

କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ଜିଲାର ଗୁପ୍ତେଶ୍ୱର ବନାଞ୍ଚଳକୁ ଜୈବ ବିବିଧତା ଐତିହ୍ୟସ୍ଥଳ (ବାୟୋଡାଇଭର୍ସିଟି ହେରିଟେଜ୍‌ ସାଇଟ୍‌) ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ଜଣାଯାଇଛି। ଏନେଇ ବିଭାଗୀୟ ଅତିରିକ୍ତ ଶାସନ…

ଇଣ୍ଡିଆ ବୁକ୍‌ ଅଫ ରେକର୍ଡ୍‌ସରେ କ୍ଷୁଦ୍ରତମ ରାମମନ୍ଦିର

ବ୍ରହ୍ମପୁର,୧୦।୨(ସ୍ମୃତି ରଞ୍ଜନ ମହାଲିକ): ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମୟରେ ବାଲୁକାଶିଳ୍ପୀ ସୂର୍ଯ୍ୟନାରାୟଣ ମହାରଣା କାଠରେ କ୍ଷୁଦ୍ରତମ ରାମ ମନ୍ଦିର ନିର୍ମାଣ କରିଥିଲେ। ଯାହାର ଉଚ୍ଚତା ୨ ସେଣ୍ଟି ମିଟର ଏବଂ ଓସାର ୫ ମିଲି ମିଟର ରହିଥିଲା। ଜାନୁଆରୀ…

ଚିନାବାଦାମ ଚାଷ ଦେଉଛି ରୋଜଗାର

କର୍ଲାମୁଣ୍ଡା:୧୦।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡ଼ା ପଞ୍ଚାୟତ ପୁଟୀଗାଁ ଶୈବ ପୀଠ ନିକଟରେ ବୋହିଯାଉଥିବା ତେଲ ନଦୀ କୂଳର ଥିବା ୨ ଏକର ଜାଗାରେ ଚିନା ବାଦାମ ଚାଷ କରନ୍ତି ପୁଟୀଗାଁ ଚାଷୀ ମୁକ୍ତି ସିଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?