ନୟାଗଡ଼

ବାଲ୍ୟ ବିବାହ ରୋକିବାରେ ପ୍ରଶାସନ ବିଫଳ

ଭାପୁର,୮ା୫(ଡି.ଏନ.ଏ.): ସମାଜରେ ବାଲ୍ୟ ବିବାହ ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବା ବେଳେ ସଚେତନତାର ଅଭାବ ଯୋଗୁ ଅଦ୍ୟାବଧି ଏଭଳି ସାମାଜିକ ବ୍ୟାଧି ଜାରି ରହିଛି। ଭାପୁରକୁ ଏକ ଆଦର୍ଶ ଓ ବାଲ୍ୟ ବିବାହ ମୁକ୍ତ ବ୍ଲକ ଭାବେ ଗଠନ କରିବାକୁ ବିଭିନ୍ନ…

ଚାଷୀଙ୍କ କାମରେ ଲାଗୁନି ପାଣି ପଞ୍ଚାୟତ ଯୋଜନା

ଖଣ୍ଡପଡ଼ା,୮ା୫(ସ୍ବ.ପ୍ର.): କୃଷକମାନଙ୍କ ଆର୍ଥତ୍କ ଏବଂ ସାମାଜିକ ସ୍ଥିତିର ଉନ୍ନତି ସହ କୃଷି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ ଅଞ୍ଚଳରେ ଥିବା ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ଉକ୍ତ ପ୍ରକଳ୍ପଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନ…

ଅଭାବ ଅନଟନରେ ବିଡ଼ି ଶ୍ରମିକ

ନୟାଗଡ଼ ଅଫିସ,୮ା୫: ନୟାଗଡ଼ ଜିଲାର ବିଡ଼ି ଶ୍ରମିକମାନେ ଆର୍ଥିକ ଅନଟନରେ ଛନ୍ଦି ହୋଇ ଦୁଃଖଦ ଜୀବନଯାପନ କରୁଛନ୍ତି। ସ୍ବାସ୍ଥ୍ୟସେବା ମିଳୁ ନ ଥିବାବେଳେ ଶ୍ରମ ଆଇନରେ ପରିବର୍ତ୍ତନ ପରେ ଜନକଲ୍ୟାଣ ପାଣ୍ଠିର ସହାୟତା ରାଶି ୭ ବର୍ଷ ହେଲା ବନ୍ଦ ହୋଇଯାଇଛି।…

ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ରଣପୁର,୭ା୫(ସ୍ବ.ପ୍ର.): ଏବେ କିଛିଦିନ ହେଲା ରଣପୁର ଓ ଏହାର ଆଖପାଖ ଅଞ୍ଚଳରେ ଅସହ୍ୟ ଗରମ ସହିତ ପ୍ରବଳ ମାତ୍ରାରେ ଗ୍ରୀଷ୍ମ ପ୍ରବାହ ହେଉଛି। ସାଧାରଣ ଲୋକମାନଙ୍କୁ ଘରୁ ବାହାରକୁ ଯିବାକୁ ସ୍ଥାନୀୟ ପ୍ରଶାସନ ତାଗିଦ କରିଛନ୍ତି। ହେଲେ କିଛିଲୋକ ଏହାକୁ ନ…

ଦଶପଲ୍ଲାରେ ଆସାମର ବାଉଁଶକଳା

ନୟାଗଡ଼ ଅଫିସ, ୭ା୫: ବଲାଙ୍ଗୀ ବାଉଁଶରେ ଆସାମର କାରୁକାର୍ଯ୍ୟକୁ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ଉପରଡିକିରି ଗଁ।ର ଆଦିବାସୀମାନେ ଆପଣେଇବା ଆରମ୍ଭ କରିଛନ୍ତି । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କିପରି ଅଧିକ ଅର୍ଥ ସଂଗ୍ରହ କରି ପାରିବେ…

ଚାହିଦା ଅଛି, ପ୍ରୋତ୍ସାହନ ନାହିଁ

ନୟାଗଡ଼ ଅଫିସ,୭।୫: ନୟାଗଡ଼ର ଆଖୁ ଅଧିକ ଦୋରୁଅ ଓ ଶର୍କରାଯୁକ୍ତ ଥିବାରୁ ଗୁଡ଼ର ଚାହିଦା ବଢ଼ିବାରେ ଲାଗିଛି। ହେଲେ ଏଥିପାଇଁ ସରକାରୀ ପ୍ରୋତ୍ସାହନ ନାହିଁ। ଫଳରେ ଚାଷୀମାନେ କେବଳ ନିଜ ଶ୍ରମ ବିନିଯୋଗ କରି ଏହି ବ୍ୟବସାୟ ଚଳାଇଛନ୍ତି। ନୟାଗଡ଼ ଚିନି…

ବାହାରିଲାନି କାଜୁ ଜଙ୍ଗଲ ବିବାଦ ସମାଧାନର ସୂତ୍ର

ନୟାଗଡ ଅଫିସ,୫।୫: କାଜୁ ଜଙ୍ଗଲରେ ନିିଜର ପାରମ୍ପରିକ ଅଧିକାର ସାବ୍ୟସ୍ତ ସହ ନିଲାମ ପ୍ରତ୍ୟାହାର ଦାବି ନେଇ ଓଡଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ଶାଳିଆଝରୀର ଆଦିବାସୀଙ୍କ ସମେତ ଆଖପାଖ ଅଞ୍ଚଳର ଆଦିବାସୀ କରିଥିବା ଦାବି ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏକ…

ଜବରଦଖଲରେ ସରକାରୀ ଜାଗା, ପ୍ରଶାସନ ନୀରବ

ଖଣ୍ଡପଡା,୪ା୫(ସ୍ବ.ପ୍ର): ଦୀର୍ଘବର୍ଷ ଧରି ଖଣ୍ଡପଡ଼ା ତହସିଲ ଅଧୀନ କୁମ୍ଭାରପଡ଼ା ଗ୍ରାମରେ ଏକର ଏକର ସରକାରୀ ଜାଗା ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଜବରଦଖଲ କରି କବ୍‌ଜାରେ ରଖିଛନ୍ତି। ସରକାରୀ ଜାଗା, ପ୍ରଭୁ ଶ୍ରୀଜଗନ୍ନାଥ ଜୀଉଙ୍କ ମୂଲ୍ୟବାନ ଜାଗାକୁ କେବଳ ମାଡ଼ି ବସି ନାହାନ୍ତି,…

ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ବାଦ୍‌ ଦେଇ ଭିଡିଓ ଗ୍ରାଫି ହୋଇଥିଲା

ନୂଆଗାଁ, ୫।୫ (ଡି.ଏନ.ଏ.):ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୁମୀ ପଞ୍ଚାୟତରେ ଥିବା ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ (ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ) ଓ ଖଣ୍ଡୁଗାଁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ୫-ଟି ଯୋଜନାରେ ରୂପାନ୍ତରଣ ହୋଇଛି।…

ରୋଗୀଙ୍କ ଲମ୍ବା ଧାଡ଼ି, ଡାକ୍ତରଙ୍କ ଚେୟାର ଖାଲି

ନୂଆଗାଁ ,୫।୫(ଡି.ଏନ.ଏ.):ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ରୋଗୀଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ ଡାକ୍ତରଙ୍କ ଚେୟାର ଖାଲି ପଡ଼ିଥିବା ଅଭିଯୋଗ ହୋଇଛି। ସରକାର ଡାକ୍ତରଖାନାରେ ମାଗଣାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାର ବ୍ୟବସ୍ଥା…

କୁମ୍ଭୀ ପୋଲ ନିର୍ମାଣ ପାଇଁ ପଞ୍ଚାୟତବାସୀଙ୍କ ଦାବି

ଭାପୁର,୫ା୫(ଡି.ଏନ.ଏ.): ଭାପୁର ବ୍ଲକ ପଦ୍ମାବତୀ ପଞ୍ଚାୟତର ଜନସାଧାରଣ ଝଗଡ଼ପଡ଼ାଠାରେ ଥିବା କୁମ୍ଭୀ ନାଳ ଦେଇ ଭାପୁର ବ୍ଲକକୁ ଯାତାୟାତ କରିଥାନ୍ତି। ରାକମା ପଞ୍ଚାୟତ ଓ ଅନ୍ୟ ପାଖ ପଡୋଶୀ ପଞ୍ଚାୟତର ଛାତ୍ରୀଛାତ୍ର ମଧ୍ୟ ଏହି ବାଟ ଦେଇ ଯାତାୟାତ କରନ୍ତି। ହେଲେ…

ନିମାଣୀ ପଞ୍ଚାୟତରେ ଆବାସ ହଡ଼ପ

ଭାପୁର,୫ା୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଛନ୍ତି। କୌଣସି ଗରିବ ଓ ଅସହାୟ ବ୍ୟକ୍ତି ଚାଳ ଘରେ ରହିବ ନାହିଁ ବୋଲି ଆବାସ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ନୟାଗଡ଼ ଜିଲା ଭାପୁର ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?