ନକଲି ଜବ୍କାର୍ଡଧାରୀ ଚିନ୍ତାର କାରଣ
ନୟାଗଡ଼ ଅଫିସ,୫।୫: ନୟାଗଡ଼ ଜିଲାରେ ଜବ୍କାର୍ଡ ପାଇଥିବା ବ୍ୟକ୍ତି ଶ୍ରମିକ ନାଁ ଅଣଶ୍ରମିକ ଯାଞ୍ଚ ହେଉ ନ ଥିବାରୁ ଅସଲି ଶ୍ରମିକ ଉପେକ୍ଷିତ, ଅସୁରକ୍ଷିତ ଓ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ଅନ୍ୟପକ୍ଷେ ଅଣଶ୍ରମିକମାନେ ଧରାଧରି କରି ଜବ୍କାର୍ଡକୁ ହାତେଇ ମହାତ୍ମା ଗାନ୍ଧୀ…
ଗୋଟିଏ ପିଲା, ଦୁଇ ଶ୍ରେଣୀରେ ପଡୁଛି ଉପସ୍ଥାନ
ନୟାଗଡ଼ ଅଫିସ,୪।୫: ନୟାଗଡ଼ ଜିଲାରେ ନକଲି ଛାତ୍ରୀଛାତ୍ର। ତାହା ପୁଣି ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଚେର ଲମ୍ବିଛି। ଗୋଟିଏ ପିଲାର ନଁା ଦୁଇ ଶ୍ରେଣୀରେ ରହିଛି। ସେଥିପାଇଁ ଉଭୟ ଶ୍ରେଣୀରେ ଉପସ୍ଥାନ ପଡୁଛି। ନୟାଗଡ ବ୍ଲକରେ ଏପରି ୩୨…
ଧିମେଇ ଚାଲିଛି ନୂଆଗାଁ ବ୍ଲକର ବିକାଶ
ନୂଆଗାଁ, ୪।୫(ଡି.ଏନ.ଏ.): ଗାଁଠୁ ସହର ଯାଏ ସବୁର ଉନ୍ନତି ପାଇଁ ସରକାର ଅନୁଦାନ ଦେଉଛନ୍ତି। ହେଲେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେହି ଅନୁଦାନକୁ ସଠିକ ଭାବେ ବିନିଯୋଗ କରାଯାଉନାହିଁ। ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରି ଗାଁର ବିକାଶ କରିବାରେ ଅସଫଳ ହୋଇଛନ୍ତି…
ବିକାଶ ପ୍ରକଳ୍ପରେ ମଣିଖମ୍ବ, ଶୌଚାଳୟ ନିର୍ମାଣ ଦାବି
ଖଣ୍ଡପଡ଼ା,୧ା୫(ସ୍ବ.ପ୍ର.): ଶ୍ରୀ ନୀଳମାଧବ ପୀଠର ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଇତିମଧ୍ୟରେ ଠାକୁରଙ୍କ ଚନ୍ଦନ ପୋଖରୀର ପୁନରୁଦ୍ଧାର ଚାଲିଛି। ତେବେ ପୁଷ୍କରିଣୀର ମଧ୍ୟ ଭାଗରେ ଥିବା ଏକ ଅନ୍ନ ଖମ୍ବ(ମଣିଖମ୍ବ) ଦୀର୍ଘବର୍ଷ…
ନୀଳମାଧବଙ୍କ ଚନ୍ଦନ ପୁଷ୍କରିଣୀରୁ ମିଳିଲା ପୁରାତନ ଚକ୍ର
ଖଣ୍ଡପଡ଼ା,୧ା୫(ସ୍ବ.ପ୍ର.): କଣ୍ଟିଲୋ ଶ୍ରୀ ନୀଳମାଧବଙ୍କ ଚନ୍ଦନ ପୁଷ୍କରିଣୀରୁ ରବିବାର ଶହେ ବର୍ଷର ପୁରାତନ ମଣିଖମ୍ବର ଚକ୍ର ଉଦ୍ଧାର କରାଯାଇଛି। ଚନ୍ଦନ ପୋଖରୀର ନବୀକରଣ କାମ ଚାଲିଛି। ରବିବାର ଅପରାହ୍ନରେ ପୁଷ୍କରିଣୀ ପାର୍ଶ୍ୱରେ ବାସ କରୁଥିବା ହାଟମୁଣ୍ଡ ପାଟଣା ଗ୍ରାମର ଜଣେ କଂସା…
ଚିକିତ୍ସାରେ ଅବହେଳାରୁ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ
ନୟାଗଡ଼ ଅଫିସ,୧।୫: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୟାଗଡ଼ ବ୍ଳକ ଜୟପୁର ଗାଁର ମଞ୍ଜୁ ମହାରଣା(୬୦) ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ରବିବାର ପୂର୍ବାହ୍ନରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁ ଏପରି ଘଟିଲା ବୋଲି…
ବିକାଶ ପ୍ରକଳ୍ପରେ ମଣିଖମ୍ବ, ଶୌଚାଳୟ ନିର୍ମାଣ ଦାବି
ଖଣ୍ଡପଡ଼ା,୧ା୫(ସ୍ବ.ପ୍ର.): ଶ୍ରୀ ନୀଳମାଧବ ପୀଠର ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଇତିମଧ୍ୟରେ ଠାକୁରଙ୍କ ଚନ୍ଦନ ପୋଖରୀର ପୁନରୁଦ୍ଧାର ଚାଲିଛି। ତେବେ ପୁଷ୍କରିଣୀର ମଧ୍ୟ ଭାଗରେ ଥିବା ଏକ ଅନ୍ନ ଖମ୍ବ(ମଣିଖମ୍ବ) ଦୀର୍ଘବର୍ଷ ପୂର୍ବରୁ…
୫ଶହ ବର୍ଷର ପରମ୍ପରା ମୁଣ୍ଡ ରାମଲୀଳା
ଶରଣକୁଳ,୧ା୫(ଡି.ଏନ.ଏ.): ନୟାଗଡ଼ ଜିଲା ତା’ର ଅନନ୍ୟ ଲୋକକଳା ପାଇଁ ବିଖ୍ୟାତ। ନୟାଗଡ଼ର ଢ଼େଣୁକୋଇଲା, ବାଉଁଶରାଣୀ ଖେଳ, ଢ଼ୁମ୍ପା, ଦଣ୍ଡନୃତ୍ୟ, ମୁଣ୍ଡପୋତା କେଳା ଅଭିନୟ, ଯୋଗୀ କେନ୍ଦେରା ଗୀତ, କଣ୍ଢେଇ ନାଚ, ଏକକ ନୃତ୍ୟାଭିନୟ, ଦାସକାଠିଆ ଓ ଘୁଡ଼ୁକୀ ନୃତ୍ୟ ସାରା ରାଜ୍ୟରେ…
ଫଳକରେ ବିପଦସଙ୍କୁଳ ଲେଖି ଭୁଲିଗଲେ
ନୟାଗଡ଼ ଅଫିସ,୧।୫: ଆବଶ୍ୟକ ସ୍ଥାନରେ ସେତୁ ନିର୍ମାଣ ନ କରିବା ଓ ବିପଦସଙ୍କୁଳ ସେତୁକୁ ଭାଙ୍ଗି ନୂଆ ସେତୁ ନିର୍ମାଣ କରିବାକୁ ସରକାର ଭୁଲି ଯାଇଛନ୍ତି। ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏହାକୁ ବିରୋଧ କରି ହାଇକୋର୍ଟରେ…
ସୁରକ୍ଷିତ ନୁହନ୍ତି ବନ୍ୟପ୍ରାଣୀ
ନୟାଗଡ଼ ଅଫିସ,୩୦।୪: ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ ଓ ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ଆଉ ବନ୍ୟପ୍ରାଣୀ ସୁରକ୍ଷିତ ନୁହନ୍ତି । ନୟାଗଡ଼ ଜିଲାର ବିଭିନ୍ନ ଜଙ୍ଗଲରେ ଶିକାରୀ ସକ୍ରିୟ ହୋଇଥିବାବେଳେ ବନବିଭାଗ ଏହାର ଟେର…
ବଢ଼ୁଛି ୨ ନଦୀବନ୍ଧ ବିସ୍ଥାପିତଙ୍କ ଦୁଃଖ
ନୟାଗଡ଼ ଅଫିସ,୨୮।୪: ନୟାଗଡ଼ ଜିଲାର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ଥାନୀୟ ଆଦିବାସୀଙ୍କୁ ଲୋଭ ଦେଖାଇ ଭୋଗ ଦଖଲ ଜମିରେ କାଜୁ କର୍ପୋରେଶନ କାଜୁ ଗଛ ଲଗାଇଲେ। କାଜୁ ଗଛକୁ ଆଦିବାସୀଙ୍କ ଦ୍ୱାରା ରକ୍ଷଣାବେକ୍ଷଣ କରାଗଲା । ହେଲେ ଫଳ ଧରିବା…
ହାତୀ ଆକ୍ରମଣରେ ଚାଷୀ ମୃତ
ନୟାଗଡ଼ ଅଫିସ/ରଣପୁର,୨୭।୪: ରଣପୁର ବ୍ଲକ ମହତପଲ୍ଲା ପଞ୍ଚାୟତ ବନ୍ଧପଲ୍ଲା ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଜଗବନ୍ଧୁ ଜେନା (୪୨)। ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତିରେ ଜଗବନ୍ଧୁ ନିଜ ଜମିରେ ଧାନ ଫସଲ ଜଗିବାକୁ ଯାଇଥିଲେ।…

