ନୟାଗଡ଼

୩ ମାସରେ ବି ଅପ୍‌ଡେଟ ହେଉନି ନିଲାମ ଖଣି

ନୟାଗଡ଼ ଅଫିସ,୨୭।୪: ନିଲାମ ଖଣିକୁ ୩ ମାସ ମଧ୍ୟରେ ମାପଚୁପ କରାଯାଇ ଅପ୍‌ଡେଟ କରାଯିବାର ସରକାରୀ ନିୟମ ରହିଛି ା ହେଲେ ନୟାଗଡ଼ ଜିଲାରେ ସରକାରୀ ନିର୍ଦ୍ଦେଶନାମା ଶୀତଳଭଣ୍ଡାରରେ ପଡି ରହୁଛି । ଏଣୁ ମୟୂରଝାଲିଆ ଓ ପୁଅଁାଣିଆ ପରି ପାହାଡ଼ରେ…

ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ: ୨ ଗୁରୁତର

ନୟାଗଡ଼ ଅଫିସ, ୨୫।୪: ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଭାପୁର ଥାନା ଭାଲୁଖାଇ ଗାଁରେ। ଗୁରୁତରଙ୍କୁ ଭାପୁର ଡେିକାଲରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଗାଁରେ ପୋଖରୀ ଖୋଳା ହେଉଥିବା…

ଶୈଳବାଳାଙ୍କୁ ମିଳୁନି ଆବାସ

ବୋଲଗଡ଼,୨୪ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଧଳାପଥର ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ଶୈଳବାଳା ପଣ୍ଡା ଦୀର୍ଘ ଦିନଧରି ଭଙ୍ଗା କୁଡ଼ିଆରେ ଜୀବନ ବିତାଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏ ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇପାରିଲେ ନାହିଁ। ଏନେଇ ଶୈଳବାଳା…

ଡାୟାଲିସିସ୍‌ ସେବା ୟୁନିଟ୍‌ରେ ଏସି, ଫ୍ୟାନ୍‌ ଅଚଳ

ନୟାଗଡ଼ ଅଫିସ,୨୪।୪: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପିପିପି ମୋଡ଼ରେ ଚାଲିଥିବା ସହାୟ ନିଃଶୁଳ୍କ ଡାୟାଲିସିସ୍‌ ସେବା ୟୁନିଟରେ ଏସି ଓ ଫ୍ୟାନ ଅଚଳ ଯୋଗୁ କିଡ୍‌ନୀ ରୋଗୀ ହଟହଟା ହେଉଛନ୍ତି । ପ୍ରାୟ ୧ମାସ ହେଲା ଫ୍ୟାନ ଓ…

ଡାଲି ଜାତୀୟ ଗବେଷଣାଗାର ଫାର୍ମରେ ଅଖିମୁଠି ଅନୁକୂଳ କଲେ ଜିଲାପାଳ

  ନୟାଗଡ଼ ଅଫିସ,୨୩।୪: କୃଷି ଓ କୃଷକଙ୍କ ଆଦ୍ୟପର୍ବ ଅକ୍ଷୟ ତୃତୀୟାରେ ପୂଜାପାଠ ଓ ହୋମ ପରେ ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଅକ୍ଷିମୁଠି ଅନୁକୂଳ କରିଛନ୍ତି। ଜିଲା ସଦର ମହକୁମାର ଡାଲି ଜାତୀୟ ଗବେଷଣାଗାର ଫାର୍ମରେ ଜିଲାପାଳ ହୋଇଛି…

ଚଳିତବର୍ଷ ଶ୍ରୀ ନୀଳମାଧବଙ୍କ ଚନ୍ଦନଯାତ୍ରା ବନ୍ଦ

ଖଣ୍ଡପଡ଼ା, ୨୩।୪: (ସ୍ବ.ପ୍ର.) ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ କଣ୍ଟିଲୋର ଶ୍ରୀ ନୀଳମାଧବ କ୍ଷେତ୍ର ସର୍ବଜନ ବିଦିତ ା ଏହି କ୍ଷେତ୍ରର ଚନ୍ଦନ ଯାତ୍ରା ଅନନ୍ୟ ା ପ୍ରତି ବର୍ଷ ଅକ୍ଷୟ ତୃତୀୟାଠାରୁ ୨୧ ଦିନ ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ…

ଦଶପଲ୍ଲାରେ ଫୁଟିଲା ବୋମା

ନୟାଗଡ଼ ଅଫିସ,୨୨।୪:ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ସମ୍ମୁଖ ନେତାଜୀ ମଇଦାନ ରାସ୍ତାର ନାରାୟଣଗଞ୍ଜ ହାଟ ରାସ୍ତାରେ ବୋମା ଫୁଟିଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ହାଟ ରାସ୍ତାରେ ଗୋଟିଏ ବୋମା ଫୁଟିଥିବା ବେଳେ ଅନ୍ୟଟିକୁ ଦଶପଲା ପୋଲିସ ଜଗିରହିଛି। ନୟାଗଡ଼ରୁ ବୋମା…

ବିବାଦୀୟ ମୋଡ଼ରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା

ନୟାଗଡ଼ ଅଫିସ୍‌, ୨୨।୪: ନୟାଗଡ଼ ଜିଲା ଶରଣକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୪ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ମାମଲା ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଶୁକ୍ରବାର ଜିଲାପାଳ ଓ ଅତିରିକ୍ତ ଜିଲାପାଳ(ଏଡିଏମ୍‌)ଙ୍କୁ ବିପକ୍ଷ ୬୦ ଛାତ୍ରୀଛାତ୍ର ଭେଟିବା ପରେ ବିବାଦ ସମାଧାନ…

ନାରାୟଣ ହାଇସ୍କୁଲ ଖେଳପଡ଼ିଆ ଉନ୍ନତୀକରଣ କାମ ହେଲାନି

ଶରଣକୁଳ,୨୧ା୪(ଡି.ଏନ.ଏ.): ରାଜ୍ୟ ସରକାର ପ୍ରତି ହାଇସ୍କୁଲର ଖେଳପଡ଼ିଆକୁ ମିନି ଷ୍ଟାଡିୟମରେ ପରିଣତ କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରୁଛନ୍ତି। ହେଲେ ଶରଣକୁଳ ନାରାୟଣ ହାଇସ୍କୁଲ ଖେଳ ପଡ଼ିଆ ଉନ୍ନତିକରଣ କାମ ପ୍ରତି କେହି ଗୁରୁତ୍ୱାରୋପ କରୁନାହାନ୍ତି। ସେଥିପାଇଁ ଉକ୍ତ…

ରାଜସ୍ବ ଆଦାୟରେ ଭାପୁର ତହସିଲର ରେକର୍ଡ

ଭାପୁର,୨୧। ୪(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଭାପୁର ତହସିଲ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜସ୍ବ ଆଦାୟରେ ରେକର୍ଡ କରିଛି। ଜିଲା ପ୍ରଶାସନ ଧାର୍ଯ୍ୟ କରିଥିବା ରାଜସ୍ବ ଆଦାୟ ପରିମାଣଠାରୁ ପ୍ରାୟ ୧୮୬ ପ୍ରତିଶତ ଅଧିକ ରାଜସ୍ବ ଆଦାୟ କରାଯାଇଛି। ଜିଲା ପ୍ରଶାସନ…

ଗାଁକୁ ନାହିଁ ବିଦ୍ୟୁତ୍‌, ସବୁଦିନିଆ ରାସ୍ତା

ନୟାଗଡ଼ ଅଫିସ,୨୧।୪ଆଦିବାସୀଙ୍କ ବିକାଶ ଲାଗି ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ଆଦିବାସୀଙ୍କ କ’ଣ ଉନ୍ନତି ହେଉଛି, ସେମାନଙ୍କ ଜୀବନ ଜୀବିକା କାହିଁକି ବଦଳୁନି। କ’ଣ କରାଗଲେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିବେ ସେନେଇ କରାଯାଉନି…

ନୟାଗଡ଼ରେ ପହଞ୍ଚିଲା ୪୮୦୦ ଇଭିଏମ୍‌

ନୟାଗଡ଼ ଅଫିିସ,୨୦ା୪: ନିର୍ବାଚନକୁ ବର୍ଷେ ଥିବା ବେଳେ ନୟାଗଡ଼ରେ ପହଞ୍ଚିଛି ଇଭିଏମ୍‌ ମେଶିନ। ୪ଟି କଣ୍ଟେନରେ ପ୍ରାୟ ୪ ହଜାର ୮ଶହ ଇଭିଏମ୍‌ ଏବଂ ଅନ୍ୟାନ୍ୟ ନିର୍ବାଚନ ସଂକ୍ରାନ୍ତୀୟ ଯନ୍ତ୍ରାଂଶ ନୟାଗଡ଼ରେ ପହଞ୍ଚିଛି। ଏଥିରେ ୨୪୦୦ ବାଲଟ ୟୁନିଟ୍‌ ଏବଂ ୨୪୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?