ଜଗତ୍‌ସିଂହପୁର

ପୁଣି ଅଜଣା ଜନ୍ତୁ ଆକ୍ରମଣ: ୪ ମେଣ୍ଢା ମୃତ

ଜଗତ୍‌ସିଂହପୁର ଅଫିସ, ୧୮ା୩: କଟକ ଜିଲା ନିଆଳି ଓ କଣ୍ଟାପଡ଼ା ପରେ ଏବେ ଜଗତ୍‌ସିଂହପୁର ଜିଲା ବିରିଡ଼ି ବ୍ଲକ ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ବ୍ଲକର ମଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ଶଙ୍ଖାରିସାହିର ପ୍ରଫୁଲ ବାରିକଙ୍କ ଗୁହାଳରେ ଗୁରୁବାର…

ଧାନ ବିହନ ଉଦ୍ଭାବନ କରି ପ୍ରେରଣା ପାଲଟିଛନ୍ତି କ୍ଷେତ୍ରମୋହନ

ରଘୁନାଥପୁର,୧୭।୩(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ରେଢୁଆ ନୁଆଗଡ଼ ଗ୍ରାମର କ୍ଷେତ୍ରମୋହନ ବେହେରା ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ କୃଷିଭିତ୍ତିକ ସଂସ୍ଥା ଲାଲ (ଲିଭ ଆଣ୍ଡ ଲେଟ ଲିଭ) ପ୍ରତିଷ୍ଠା କରିବା ପରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ…

ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ତଳ ଆଡୁ ଜିଲା ପ୍ରଥମ

ପାରାଦୀପ,୧୬ା୩ (ସ୍ବ.ପ୍ର.):ପୂର୍ବ ଭାରତର ଅର୍ଥନୈତିକ ମୁଖଶାଳା ପାରାଦୀପରେ ଏବେ କ୍ଷୁଦ୍ର, ମଧ୍ୟମ, ଆନୁଷଙ୍ଗିକ ଶିଳ୍ପ ସ୍ଥାପନ ଗତି ମନ୍ଥର ଥିବା ପାରିପାଶର୍‌ବିକ ଅବସ୍ଥାରୁ ଜଣାପଡିଛି। କାରଣ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଏବେ ସ୍ଥାଣୁ ପାଲଟିଥିବା ଅଭିଯୋଗ ହେଉଛି। ଏପରି…

୫-ଟି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି

ନାଉଗାଁ,୧୬ା୩ (ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଗଳଦାରୀ ପଞ୍ଚାୟତରେ ରହିଛି ପଞ୍ଚାୟତିରାଜ ସରକାରୀ ଉଚ୍ଚ ବିଦ୍ୟାଳୟ ଏରେଡ଼ା। ଏହି ବିଦ୍ୟାଳୟଟିକୁ ସରସ, ସୁନ୍ଦର କରିବା ସହ ଅତ୍ୟାଧୁନିକ ଶୈଳୀରେ ଶ୍ରେଣୀ ଗୃହ ଓ ପାଠ ପଢା ଶୈଳୀକୁ ପରିବର୍ତ୍ତନ କରିବାକୁ ସରକାରଙ୍କର ୫-ଟି…

ମା’ଙ୍କ ସହ ସ୍କୁଲ ଗଲା ଝିଅ

ରଘୁନାଥପୁର,୧୪।୩ (ଡି.ଏନ୍‌.ଏ.):ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ସାଦେଇପୁର ପଞ୍ଚାୟତ ଅନ୍ତର୍ଗତ ରାଉତ ନୂଆଗାଁରେ ବଳି ଭୟରେ ନାବାଳିକାଙ୍କ ସ୍କୁଲ ଯିବା ବନ୍ଦ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସର ପରାମର୍ଶ ତଥା ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…

ମହାନଦୀ ସଂଲଗ୍ନ ଜମିରୁ ଚାଲିଛି ମାଟି ଖନନ

ପାରାଦୀପ,୧୪।୩(ସ୍ବ.ପ୍ର.):ପାରାଦୀପ ବାହାକୁଦ ଘାଟରୁ ନୂଆଗଡ ପଞ୍ଚାୟତ ଚଉମୁହାଣି ପର୍ଯ୍ୟନ୍ତ ମହାନଦୀ ସଲଗ୍ନ ଜମିରୁ କିଛି ଦିନ ହେବ ବିପୁଳ ପରିମାଣର ମାଟି ଖନନ କରାଯାଇ ବିକ୍ରି ହେଉଛି। ଉକ୍ତ ଜମିକୁ ଅଧିଗ୍ରହଣ କରିବା ପାଇଁ ଏଏମ୍‌ଏନ୍‌ଏସ୍‌ (ଆର୍ସେଲର ମିତ୍ତଲ ନିପ୍ପନଷ୍ଟିଲ)କମ୍ପାନୀ ବିଜ୍ଞପ୍ତି…

ବିନା ଅନୁମତିରେ ଇଟା ପୋଡ଼ା ଚାଲିଛି

ନାଉଗାଁ,୧୪ା୩(ସ୍ବ.ପ୍ର.):ନାଉଗାଁ ତହସିଲ ଅଧୀନରେ ସରକାରୀ ନିୟମକୁ ଖୋଲା ଉଲ୍ଲଂଘନ କରାଯାଇ ଇଟା ପୋଡ଼ା ଚାଲିଛି। ମାତ୍ର ଏନେଇ ପ୍ରଶାସନ ନୀରବଦ୍ରଷ୍ଟ୍ରା ସାଜିଛି। ସରକାରୀ ନିୟମାନୁସାରେ ଇଟା ଭାଟିରେ ପୋଡିବା ପୂର୍ବରୁ ତହସିଲ କାର୍ଯ୍ୟାଳୟରେ ଏନେଇ ଆବେଦନ କରାଯିବ। ଉକ୍ତ ଆବେଦନକୁ ବିଚାରକୁ ନେଇ…

୨ ପଞ୍ଚାୟତବାସୀ ପାଣି କିଣୁଛନ୍ତି

ପାରାଦୀପ,୧୩।୩(ସ୍ବ.ପ୍ର.):ପାରାଦୀପରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଦ୍ରୁତ ଶିଳ୍ପାୟନ ଓ ଆଧୁନିକ ଜୀବନ ଶୈଳୀ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ପାରାଦୀପ ସହର ନିକଟ ଗ୍ରାମଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହି ସହର ପାଖରେ ଥିବା…

ବିନା ଅନୁମତିରେ ଗୋଚର ଜମିରୁ ଖୋଳାଚାଲିଛି ମାଟି

ନାଉଗାଁ ,୧୨।୩(ସ୍ବ.ପ୍ର.): ନାଉଗାଁ ତହସିଲ ଅଧୀନ ଦେଇ ଗୋଠଦାଠାରୁ ଇଚ୍ଛାପୁର (ନରଣପୁର) ଓ ନାଉଗଁା ବ୍ଲକ ଛକ ଠାରୁ ବାଲିକୁଦା ବ୍ଲକକୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏସବୁ ରାସ୍ତା ନିର୍ମାଣ ପାଇଁ ଶହ ଶହ ଟ୍ରିପ୍‌ ମାଟି ଆବଶ୍ୟକ…

ବଳି ଭୟରେ ନାବାଳିକାଙ୍କ ସ୍କୁଲ ଯିବା ବନ୍ଦ

ରଘୁନାଥପୁର,୧୧।୩(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ଅନ୍ତର୍ଗତ ସାଦେଇପୁର ପଞ୍ଚାୟତ ରାଉତ ନୂଆଗାଁର ନାରାୟଣ ପାଣି ଶନିବାର ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଗୁପ୍ତଧନ ପାଇବା ଆଶାରେ ତାଙ୍କ ନାବାଳିକା ଝିଅକୁ ବଳିଦେବା ଉଦ୍ଦେଶ୍ୟରେ ସନ୍ଦିଗ୍ଧ ବ୍ୟକ୍ତି ଟାର୍ଗେଟ କରିଥିବା ଅଭିଯୋଗରେ…

ଅଢ଼େଇ କିଲୋ ଧାନ କାଟକୁ ଚାଷୀଙ୍କ ବିରୋଧ

ରଘୁନାଥପୁର,୧୧।୩(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ଜଗନ୍ନାଥପୁର କୃଷି ସେବା ସମବାୟ ସମିତି ପକ୍ଷରୁ ଖୋଲା ଯାଇଥିବା ମଣ୍ଡିରେ ଅଢ଼େଇ କିଲୋ ଧାନ କାଟକୁ ଚାଷୀମାନେ ବିରୋଧ କରିଛନ୍ତି। ଏ ସମ୍ପର୍କରେ ସମିତି ସମ୍ପାଦକ କପିଳେନ୍ଦ୍ର ପରିଡା ନୀରବ ରହୁଛନ୍ତି। ଏହି ଧାନ କାଟ…

ଜିଲାର ୯୧ କେନ୍ଦ୍ରରେ ୧୩,୪୯୫ ପରୀକ୍ଷାର୍ଥୀ

ଜଗତ୍‌ସିଂହପୁର ଅଫିସ, ୧୧ା୩: ମାଟ୍ରିକ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ଜଗତ୍‌ସିଂହପୁର ଜିଲାର ୧୩,୪୯୫ ପରୀକ୍ଷାର୍ଥୀଙ୍କୁ ୯୧ଟି କେନ୍ଦ୍ରରେ ପରୀକ୍ଷା ଦେବାର ସୁଯୋଗ ଥିବାବେଳେ ସେଥିରୁ ୨୫୧ ଜଣ ଅନୁପସ୍ଥିତ ରହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri