ଜଗତ୍‌ସିଂହପୁର

୨୪ ଘଣ୍ଟା ପରେ ୩ ମତ୍ସ୍ୟଜୀବୀଙ୍କ ମିଳିନି ସନ୍ଧାନ

ପାରାଦୀପ, ୨୧ା୯(ଶରତ ରାଉତ)ପାରାଦୀପ ମାଛଧରା ବନ୍ଦର ପାଖ ମହାନଦୀ ମୁହାଣରେ ମଙ୍ଗଳବାର ବୋଟ୍‌ ବୁଡ଼ି ଘଟଣାରେ ନିଖୋଜ ଥିବା ୩ ମତ୍ସ୍ୟଜୀବୀଙ୍କ ସନ୍ଧାନ ବୁଧବାର ସା ସୁଦ୍ଧା ମିଳିନାହିଁ। ସେହି ନିଖୋଜଙ୍କୁ ଖୋଜିବା ପାଇଁ ବୁଧବାର ସମୁଦ୍ରରେ କୋଷ୍ଟଗାର୍ଡ ପକ୍ଷରୁ ହେଲିକପ୍ଟର…

୧୦ ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

ଜଗତ୍‌ସିଂହପୁର, ୧୯ା୯ (ପ୍ରମୋଦ କୁମାର ନାୟକ): ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିଡ଼ି, ରଘୁନାଥପୁର ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଚାଷୀଙ୍କ ପାଇଁ ହଂସୁଆ ନଦୀ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏହି ନଦୀର ଜଳ ଉପରେ ଶହସ୍ରାଧିକ ଚାଷୀ ନିର୍ଭରଶୀଳ। କିନ୍ତୁ…

ଗ୍ରାମରୁ ୨ ମୃତଦେହ ଜବତ

କୁଜଙ୍ଗ, ୧୯ା୯ (ମନୋଜ ପ୍ରଧାନ): କୁଜଙ୍ଗ ବ୍ଲକ ତଥା ଲକ୍‌ଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମରେ ପୃଥକ୍‌ ଘଟଣାରେ ସୋମବାର ୨ ଜଣଙ୍କ ମୃତଦେହ ମିଳିଛି। ଏହି ଗ୍ରାମର ସୌଦାଗର ଜେନାଙ୍କ ପୁଅ ଅମୂଲ୍ୟଙ୍କ ଝୁଲନ୍ତା ମୃତଦେହ ଘର ନିକଟ ସରକାରୀ ଜାଗାରେ…

ମହାନଦୀରେ ଭାସିଗଲା କାର

ଜଗତସିଂହପୁର,୧୮।୯: ଜଗତସିଂହପୁର ରାହାମା ନିକଟ ହରିପୁର ରାସ୍ତାରେ ଏକ କାର ଭାସି ଯାଇଛି । ପ୍ରାୟ ୧୦୦ ମିଟର ଭାସିଗଲା ପରେ ଏକ ସାହାଡ଼ା ଗଛରେ କାରଟି ଲାଗି ରହିଛି । କାରରେ କେତେ ଜଣ ଥିଲେ ସ୍ପଷ୍ଟ ହୋଇନାହିଁ ।…

ନୂଆ ରାଜନୈତିକ ଦଳକୁ ନେଇ ଚର୍ଚ୍ଚା

ଜଗତ୍‌ସିଂହପୁର, ୧୬ା୯(ପ୍ରମୋଦ କୁମାର ନାୟକ): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଜଗତ୍‌ସିଂହପୁର ଜିଲାରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୨୦୧୯ ନିର୍ବାଚନରେ ଜିଲାର ୪ଟି ଯାକ ବିଧାନସଭା ଓ ଜଗତ୍‌ସିଂହପୁର ଏମ୍‌ପି ସିଟ୍‌ ବିଜେଡି ପୋଛି ନେଇଥିଲା। କଂଗ୍ରେସ ଓ ଭାଜପା…

ଖୋଳୁଛନ୍ତି ଅଧିକ ଢଳେଇ କରୁଛନ୍ତି କମ୍‌

ନାଉଗାଁ,୧୫ା୯(ସୁଧା ବେହୁରା): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯିବା ସହ ପାଇପ୍‌ ଲାଇନ୍‌ ବିଛାକାର୍ଯ୍ୟ ଜାରି ରହିଛି। ଠିକାଦାରଙ୍କ ଦ୍ୱାରା ଏସବୁ କାର୍ଯ୍ୟ ଚାଲିଥିବାବେଳେ ତଦାରଖ କରିବା ପାଇଁ ଗ୍ରାମ୍ୟ…

କାମରେ ଲାଗୁନି ମୁକ୍ତାକାଶ ବ୍ୟାୟାମଶାଳା

ପାରାଦୀପ,୧୩।୯(ଶରତ ରାଉତ): ପାରାଦୀପ ପୌରାଞ୍ଚଳକୁ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ପୌରପାଳିକା ବିପୁଳ ଅର୍ଥ ଖର୍ଚ୍ଚ କରୁଛି। ନୂଆକରି ହେଉଥିବା ବିଭିନ୍ନ ପ୍ରକଳ୍ପ କେଉଁଠି କାମରେ ଲାଗୁଛି ତ କେଉଁଠି ବ୍ୟବହାର ହେଉ ନ ଥିବା ଦେଖିବାକୁ ମିଳିଛି। ଏମିତି…

ପାରାଦୀପ, କପିଳଯୋରରେ ମାଛ ମଡ଼କ

ପାରାଦୀପ,୧୨।୯(ଶରତ ରାଉତ): ପାରାଦୀପ ବନ୍ଦର ସହର ଚତୁଃପାର୍ଶ୍ୱରେ ଥିବା କପିଳଯୋର, କଂସାରିପାଟିଆ ମତ୍ସ୍ୟଡିଆ ନଦୀ, ଷଣ୍ଢକୁଦ ପାଖ ନଦୀରେ ବିପୁଳ ପରିମାଣର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏତେ ମାତ୍ରାରେ ମାଛ ମଡ଼କ ଯୋଗୁ ନଦୀର ପାଣି ନେଳିଆ ରଙ୍ଗ…

ପାରାଦୀପରେ ମାଛ ମଡ଼କ, ପାଣିର ନମୁନା ସଂଗ୍ରହ ସଂଗ୍ରହ କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ପାରାଦୀପ,୧୧ା୯(ଶରତ ରାଉତ): ପାରାଦୀପ ବନ୍ଦର ସହର ଚତୁଃପାଶର୍‌ବରେ ଥିବା କପିଳଯୋର, କଂସାରୀପାଟିଆ ମତ୍ସ୍ୟଡିଆ ନଦୀ, ଷଣ୍ଢକୁଦ ପାଖ ନଦୀରେ ସୋମବାର ବିପୁଳ ପରିମାଣର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏତେ ମାତ୍ରାରେ ମାଛ ମଡ଼କ ଯୋଗୁ ନଦୀର ପାଣି ନୀଳ…

ସମୁଦ୍ର ପାଣିରେ ତୈଳଯୁକ୍ତ ପ୍ରଦୂଷଣ ଆସ୍ତରଣ

ପାରାଦୀପ,୧୦ା୯(ଶରତ ରାଉତ)ପାରାଦୀପଠାରୁ କେନ୍ଦ୍ରାପଡ଼ା ଜିଲା ଗହୀରମଥା ପର୍ଯ୍ୟନ୍ତ ବେଳାଭୂମିରେ ଶନିବାର ସମୁଦ୍ର ପାଣିରେ ତୈଳଯୁକ୍ତ ପ୍ରଦୂଷଣ ଆସ୍ତରଣ ଦେଖାଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପାରାଦୀପ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ…

ଭୁଲ୍‌, ନିଷେଧ ଔଷଧ ସେବନ ଯୋଗୁ ବିପଦ ବଢ଼ୁଛି

ଜଗତ୍‌ସିଂହପୁର, ୭ା୯(ପ୍ରମୋଦ କୁମାର ନାୟକ)ଔଷଧକୁ ଠିକ୍‌ ଭାବେ ବ୍ୟବହାର କରାନ ଗଲେ ବେଳେବେଳେ ଗୁରୁତର ବିପଦ ସୃଷ୍ଟି କରିଥାଏ। ଏନେଇ ସରକାର ଗତବର୍ଷ ବିଶ୍ୱ ରୋଗୀ ସୁରକ୍ଷା ଦିବସରେ ଔଷଧ ସୁରକ୍ଷା ପ୍ରସଙ୍ଗକୁ ବିଷୟବସ୍ତୁ ରଖିଥିଲେ। ବିନା ବିପଦରେ ଔଷଧ (ମେଡିକେସନ୍‌…

ପଲିଥିନ ବ୍ୟାନ୍‌ ପ୍ରହସନ ପାଲଟିଛି

ଜଗତ୍‌ସିଂହପୁର,୪ା୯ (ପ୍ରମୋଦ କୁମାର ନାୟକ): ପଲିଥିନର ବହୁଳ ବ୍ୟବହାର ପରିବେଶ ଉପରେ କୁପ୍ରଭାବ ପକାଉଛି। ଏଗୁଡ଼ିକ ବର୍ଷ ବର୍ଷ ଧରି ନଷ୍ଟ ନ ହୋଇ ପଡ଼ିରହିବାରୁ ଅନେକ ସମସ୍ୟା ସୃଷ୍ଟି କରୁଛି। ତେଣୁ ପଲିଥିନ ବ୍ୟାନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?