କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ
କୁଜଙ୍ଗ,୨୪ା୯(ଡି.ଏନ୍.ଏ.): ସାଗରମାଳା ପ୍ରକଳ୍ପ ଯୋଜନାରେ ନିର୍ମିତ ହେବାକୁ ଯାଉଥିବା ଉପକୂଳ ରାଜପଥ ୩(କ) ପାଇଁ କୁଜଙ୍ଗ ସୂଚନାକେନ୍ଦ୍ରରେ ଶୁକ୍ରବାର ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବରରେ ପ୍ରକଳ୍ପ ପାଇଁ ଜମିହରାଇବାକୁ ଯାଉଥିବା କୁଜଙ୍ଗ ତହସିଲ ଅନ୍ତର୍ଗତ ୧୧ଟି ମୌଜା...
ନବମୀରେ କାଳିକା ନୃତ୍ୟ, ଦଶମୀରେ ଦହି ପଖାଳ
ଜଗତ୍ସିଂହପୁର ଅଫିସ, ୨୩ା୯: ପାଖେଇ ଆସୁଛି ଦୁର୍ଗା ପୂଜା। ଏ ନେଇ ଜଗତ୍ସିଂହପୁର ସହରରେ ପାର୍ବଣର ମାହୋଲ ଅନୁଭବ ହେଲାଣି । ବିଭିନ୍ନ ପୂଜା କମିଟି ଓ କ୍ଲବ ପକ୍ଷରୁ ପୂଜା କିପରି ଅଧିକ ଆକର୍ଷଣୀୟ ହୋଇପାରିବ, ସେନେଇ ତତ୍ପରତା...
୨୨ବର୍ଷ ହେଲା ରାସ୍ତା, ଡ୍ରେନ୍ କାମ ଅଧୁରା
ପାରାଦୀପ,୨୨ା୯(ସ୍ବ.ପ୍ର.): ପାରାଦୀପ ଡେଭଲେପମେଣ୍ଟ ଅଥରିଟି (ପିଡିଏ)ପକ୍ଷରୁ ନିମିଢି ମୌଜାଠାରେ ୨୦୦୦ମସିହାରୁ ଏକ ଟାଉନସିପ ପାଇଁ ଜାଗା ବଣ୍ଟନ କରାଯାଇଛି। ସମୁଦାୟ ୯୨ ପ୍ଲଟ ବିଭିନ୍ନ ଲୋକ ନେଇଛନ୍ତି। ସେଥିରୁ ୩୫ ଜଣ ଘର କରି ଦୀର୍ଘବର୍ଷ ହେଲା ରହୁଛନ୍ତି। ଏହା...
ଗୋଟିଏ ଜାଗାରେ ୪ ଭିନ୍ନ ସୂଚନା
ନାଉଗଁା,୨୧ା୯(ସ୍ବ.ପ୍ର.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତଗୁଡିକର ଉନ୍ନତୀକରଣ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ମାତ୍ର ଗୋଟିଏ ଜାଗାରେ ଦୁଇଟି କାମ ଚାଲିଥିବା ଦର୍ଶାଇ ଭିନ୍ନ ଭିନ୍ନ ସୂଚନା କାନ୍ଥରେ ଲେଖାଯାଇଛି। ନାଉଗଁା ବ୍ଲକର ଗଜରାଜପୁର ପଞ୍ଚାୟତରେ...
ଶୀତଳ ଭଣ୍ଡାର ନାହିଁ, ଆଳୁଚାଷ ପ୍ରଭାବିତ
ଜଗତ୍ସିଂହପୁର ଅଫିସ, ୨୧ା୯: ଆଳୁ ଓଡ଼ିଶାର ଏକ ପ୍ରମୁଖ ପରିବା ଭାବେ ଜଣାଶୁଣା। ଅଧିକାଂଶ ପରିବାର ଆଳୁ ଉପରେ ନିର୍ଭରଶୀଳ। କିନ୍ତୁ ଏହାର ଉତ୍ପାଦନ ଓଡ଼ିଶାରେ ସନ୍ତୋଷଜନକ ନୁହେଁ। ଏଥିପାଇଁ ଓଡ଼ିଶା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ପଞ୍ଜାବ...
ବାରମ୍ବାର ମରାମତି ପରେ ବି ସୁଧୁରୁନି ଅବସ୍ଥା
ନାଉଗଁା,୨୦ା୯(ସ୍ବ.ପ୍ର.):ସରକାର ରାସ୍ତା ଉନ୍ନତୀକରଣ ଉପରେ ଧ୍ୟାନ ଦେଉଥିବାବେଳେ ବହୁ ସମୟରେ ନିମ୍ନମାନର କାମ ଯୋଗୁ ଏହାର ଉଦ୍ଦେଶ୍ୟ ପୂରଣ ହୋଇପାରୁନାହିଁ। ନାଉଗଁା ବ୍ଲକରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ନାଉଗଁା ବଜାରଠାରୁ କୋକିଢିହ-ତେଲସରାକୁ ଏକ ସଂଯୋଗୀକରଣ ରାସ୍ତା ରହିଛି। ରାସ୍ତାର...
ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ସରୀସୃପଙ୍କ ବାସସ୍ଥଳୀ
କୁଜଙ୍ଗ,୨୦ା୯(ଡି.ଏନ୍.ଏ.):କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତ କାର୍ଯ୍ୟାଳୟ ସରୀସୃପଙ୍କ ବାସସ୍ଥଳୀ ପାଲଟିଛି। ଏଠାରେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ ହୋଇଛି। ୨୦୧୯ରେ ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଟାଇଲ୍ ଲଗାଯାଇଥିଲା। ପ୍ରାୟ ୩ ବର୍ଷ ମଧ୍ୟରେ କାନ୍ଥରୁ ଟାଇଲ...
ଅଦଳବଦଳରେ ଫାର୍ମାସିଷ୍ଟ କରୁଛନ୍ତି କାମ
ନାଉଗଁା,୨୦ା୯(ସ୍ବ.ପ୍ର.):ନାଉଗଁା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ମନମୁଖୀ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି। ଏଠାରେ ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟମାନେ ନିଯୁକ୍ତିଗୋଟିଏ ସ୍ଥାନରେ ପାଇଥିବାବେଳେ ଅଦଳବଦଳ କରି ଅନ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ କାମ କରୁଥିବା ନେଇ ସୂଚନା ଅଧିକାର ଆଇନ...
କେବିସି-୧୪ର ପ୍ରଥମ କୋଟିପତି ହେଲେ ଜଣେ ଗୃହିଣୀ
ଅମିତାଭ ବଚ୍ଚନଙ୍କ କୁଇଜ ରିଆଲିଟି ଶୋ’ କୌନ ବନେଗା କରୋଡପତି-୧୪ରେ ପ୍ରଥମ କୋଟିପତି ଜଣେ ଗୃହିଣୀ ହୋଇଛନ୍ତି। କୋଲହାପୁରର ୪୫ ବର୍ଷ ବୟସ୍କା କବିତା ଚାୱଲା ୧ କୋଟି ପ୍ରଶ୍ନର ସଠିକ ଉତ୍ତର ଦେଇ ଚଳିତବର୍ଷର ପ୍ରଥମ କୋଟିପତି ହୋଇପାରିଛନ୍ତି।...
ମହାନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ମନ୍ଥର
ଜଗତ୍ସିଂହପୁର ଅଫିସ, ୧୯ା୯:ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ଏହି ଆସନ ପାଇଁ ୩।୧୧।୨୦୨୦ରେ ଉପନିର୍ବାଚନ ହୋଇଥିଲା। ଏନେଇ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇଉଠିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଆସ୍ଥା...
ରୋଗୀ ସୁରକ୍ଷା: ସଚେତନତାରୁ ବିପଦ ଟଳିବ
ଜଗତ୍ସିଂହପୁର ଅଫିସ, ୧୮।୯: ରୋଗୀଙ୍କ ସୁରକ୍ଷା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଏନେଇ ସମନ୍ବୟ ରକ୍ଷା ସହିତ ଉତ୍ତରଦାୟୀ ପଦକ୍ଷେପ ନିଆଯିବା ନିମନ୍ତେ ସାରା ବିଶ୍ୱରେ ସେପ୍ଟେମ୍ବର ୧୭ ତାରିଖକୁ ରୋଗୀ ସୁରକ୍ଷା ଦିବସ ଭାବେ ପାଳନ...
୨ ବର୍ଷ ହେବ ପିଲାଙ୍କ ପାର୍କ କାର୍ଯ୍ୟକ୍ଷମ ହେଉନି
ଜଗତ୍ସିଂହପୁର ଅଫିସ, ୧୭ା୯: ଉତ୍ତମ ସ୍ବାସ୍ଥ୍ୟ ଏବଂ ଭଲରେ ଚଳିବା ପାଇଁ ମୁଖ୍ୟମନ୍ତ୍ରୀ ହାପି ଓଡ଼ିଶା ହେଲ୍ଦି ଓଡ଼ିଶା ତଥା ସହରାଞ୍ଚଳ ରୂପାନ୍ତରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ବିଶେଷକରି ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଥିବା ଖୋଲା ସ୍ଥାନରେ ପିଲାଙ୍କ ମନୋରଞ୍ଜନ...