ଜଗତ୍‌ସିଂହପୁର

‘ଭୋଗକୁ ନେଇ ଅପପ୍ରଚାର ଏକ ହୀନ ଉଦ୍ୟମ’

ରଘୁନାଥପୁର,୧୭।୪(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ମହିମା ଅବର୍ଣ୍ଣନୀୟ। ପୀଠ ପକ୍ଷରୁ ନିଲାମ ଦିଆଯାଇଥିବା ଭୋଗ ଦୋକାନରେ ନିମ୍ନମାନର ଭୋଗ ବିକ୍ରୟ ହେଉଥିବା ଏବଂ ଏହାକୁ କିଣୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକେ ନିକଟସ୍ଥ ପୋଖରୀରେ…

ଚିରଞ୍ଜୀବଙ୍କ ନୀରବତାକୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ କର୍ମୀ

ଜଗତ୍‌ସିଂହପୁର ଅଫିସ, ୧୬।୪: ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ପରାଜୟ ହୋଇଥିଲା। ଏହା ପରଠୁ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଆରା ପରିବେଶ ସୃଷ୍ଟି ହୋଇଛି। ବିଶ୍ୱାଳ କାଁ ଭାଁ…

ପ୍ରତିଶ୍ରୁତି ମିଳୁଛି, ପୋଖରୀରେ ପାଣି ପଶୁନି

ମହାକାଳପଡ଼ା,୧୨।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପ୍ରସିଦ୍ଧ ଶକ୍ତିପୀଠ ଦରିଆ ପାରି ମା’ ରାମଚଣ୍ଡୀ ବିଜେସ୍ଥଳୀ ଅବ୍ୟବସ୍ଥା ନେଇ ଲଗାତାର ୨ ଦିନ ଧରି ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଛି। ଅପରପକ୍ଷରେ ଆଗାମୀ ଝାମୁଯାତ୍ରାରେ ୫୦ ହଜାରରୁ ଅଧିକ…

ଉପକୂଳ ମିଳିତ ସମରାଭ୍ୟାସ ସାଗରକବଚ ଆରମ୍ଭ

ପାରାଦୀପ,୧୨।୪(ସ୍ବ.ପ୍ର.): ଓଡ଼ିଶାର ୪୮୨ କିମି ପୂର୍ବ ଉପକୂଳରେ ମଙ୍ଗଳବାରଠାରୁ ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗରକବଚ ଆରମ୍ଭ ହୋଇଛି। ଏହା ବୁଧବାର ସା ପର୍ଯ୍ୟନ୍ତ ଚାଲିବ। କୋଷ୍ଟଗାର୍ଡ, ନୌସେନା, ମେରାଇନ ପୋଲିସ, ଓଡିଶା ପୋଲିସ, ସିଆଇଏସ୍‌ଏଫ, କଷ୍ଟମ୍ସ, ମତ୍ସ୍ୟ ବିଭାଗ, ପାରାଦୀପ ବନ୍ଦର,…

ସଞ୍ଜ ନିଆଁରୁ ଜଳିଗଲା ବାଇକ୍‌, ୨ ଗୁରୁତର

ଜଗତ୍‌ସିଂହପୁର ଅଫିସ, ୧୨।୪: ଜଗତ୍‌ସିଂହପୁର ସହର ନିକଟ ମଠ ତର୍ତ୍ତଙ୍ଗ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ସଞ୍ଜ ନିଆଁ ସଂସ୍ପର୍ଶରେ ଆସି ଏକ ବାଇକ୍‌ ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ ୨ ଗୁରୁତର ଓ ୨ ଆହତ ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ…

ଟ୍ରକ୍‌ ଟର୍ମିନାଲ ଘୋଷଣାରେ ସୀମିତ

ପାରାଦୀପ,୧୧। ୪(ସ୍ବ.ପ୍ର.): ପାରାଦୀପ ଶିଳ୍ପଭିତ୍ତିକ ସହରାଞ୍ଚଳର ରାଜପଥରେ ଭାରିଯାନ ପାର୍କିଂ କରିବା ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି। ଏହି ସମସ୍ୟା ଏଡ଼ାଇବା ପାଇଁ ୨୦୧୫ରୁ ରାଜ୍ୟ ପ୍ରଶାସନ, ପାରାଦୀପ ବନ୍ଦର ପ୍ରଶାସନ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଭିନ୍ନ ଭିନ୍ନ ସମୟରେ ଟ୍ରକ୍‌…

ବିପର୍ଯ୍ୟସ୍ତ କଲଭର୍ଟ କାର୍ଯ୍ୟ କରିବାକୁ ଦାବି

ନାଉଗାଁ,୧୧ା୪(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ କୋକିଢ଼ିହ-ତେଲସରା ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତାଟି ୧୨ କି.ମି. ଦୈର୍ଘ୍ୟ ହୋଇଥିବା ବେଳେ ବର୍ତ୍ତମାନ ଏହାର ସମ୍ପ୍ରସାରଣ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ରାସ୍ତା ଦେଇ ଚାଷ ଜମିରୁ…

ଗୃହ ଥାଇ ବନ୍ଦର କ୍ୱାର୍ଟର୍ସରେ ଥାନା ଚାଲିଛି

ପାରାଦୀପ,୧୧ା୪(ସ୍ବ.ପ୍ର.): ପାରାଦୀପର ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ୨୦୧୮ରେ ସ୍ଥାପିତ ହୋଇଥିଲା। ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ନୂଆବଜାର ଗୋପବନ୍ଧୁ ଷ୍ଟାଡିୟମ୍‌ ପାଖ ବନ୍ଦର କ୍ୱାର୍ଟର୍ସରେ ଏହି ଥାନା ଏବେ ଚାଲିଛି। କିନ୍ତୁ ଏହି ଥାନା ପାଇଁ ସ୍ବତନ୍ତ୍ର ଗୃହ ତିଆରି…

ପ୍ରବଳ ଗ୍ରୀଷ୍ମ, ଏଯାଏ ଜଳଛତ୍ର ଖୋଲିଲାନି

ଜଗତ୍‌ସିଂହପୁର ଅଫିସ, ୧୧ା୩: ଏବେଠୁ ଅସହ୍ୟ ଗ୍ରୀଷ୍ମ। ଏ ପରିସ୍ଥିତିରେ ସାଧାରଣ ଲୋକଙ୍କଠାରୁ ବୁଲା ପ୍ରାଣୀଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଅସ୍ତବ୍ୟସ୍ତ ହେବାକୁ ଲାଗିଲେଣି। ବିଶେଷକରି ଜଗତ୍‌ସିଂହପୁର ସହରରେ ଏକାଧିକ ଜଳାଶୟ ଶୁଖିବା ସାଙ୍ଗକୁ ସହରରେ ପାନୀୟ ଜଳ ସୁବିଧା କରାଯାଇ ନ…

ଜଗତ୍‌ସିଂହପୁର ଆସନକୁ ନେଇ ଚିନ୍ତାରେ ବିଜେଡି

ଜଗତ୍‌ସିଂହପୁର ଅଫିସ,୧୦ା୪: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିରେ ବିବାଦ ମୁଣ୍ଡ ଟେକିଥିଲା। ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ପୁନର୍ବାର ଏହି ଆସନକୁ ନେଇ ଦଳରେ ଗୋଷ୍ଠୀ ବିବାଦ ଉପୁଜିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ…

ହାଇଓ୍ବା ଧକ୍କାରେ ଯୁବକ ମୃତ: ରାସ୍ତାରୋକୋ

ପାରାଦୀପ,୮।୪(ସ୍ବ.ପ୍ର.): ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ସବ୍‌ଷ୍ଟେଶନ ଛକର ଓଭରବ୍ରିଜ୍‌ ଗଡ଼ାଣିରେ ଶୁକ୍ରବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବିକରି ସ୍ଥାନୀୟ ଲୋକେ ସାରେ ପାରାଦୀପର ଅଠରବାଙ୍କୀ…

ଅଭିଯୁକ୍ତଙ୍କ ଘରେ ଭଙ୍ଗାରୁଜା, ବାଇକ୍‌ ପୋଡ଼ିଲେ ଲୋକେ

ତିର୍ତ୍ତୋଲ/ରାହାମା/କୁଜଙ୍ଗ, ୮।୪ ( ଡି.ଏନ.ଏ./ସ୍ବ.ପ୍ର.): ତିର୍ତ୍ତୋଲ ଥାନା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗରେଇ ପଞ୍ଚାୟତର ଶିରୋଳ ଗ୍ରାମରେ ଶ୍ମଶାନ ରାସ୍ତା ମାପଚୁପକୁ କେନ୍ଦ୍ର କରି ଅଭାବନୀୟ ଘଟଣା ଘଟିଛି। ମାପଚୁପ ସ୍ଥଳରେ ଗୋଟିଏ ପରିବାରର ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?